• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

nandamuri balakrishna
ମଞ୍ଚରେ ଅଭିନେତ୍ରୀଙ୍କୁ ଠେଲିଦେଇ ଅଡୁଆରେ ସୁପରଷ୍ଟାର ! ଭାଇରାଲ ହେଉଛି ଭିଡ଼ିଓ...

ତେଲୁଗୁ ସୁପରଷ୍ଟାର ବାଲକ୍ରିଷ୍ଣାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିପାଇଁ ସେ ଟ୍ରୋଲ୍‌ର ଶିକାର ହୋଇଛନ୍ତି । ଭିଡିଓରେ ନନ୍ଦାମୁରୀ ବାଲକ୍ରିଷ୍ଣା ଏକ ଇଭେଣ୍ଟରେ ଅଭିନେତ୍ରୀ ଅଞ୍ଜଲିଙ୍କୁ ଠେଲି ଦେଉଥିବାର ନଜର ଆସିଛନ୍ତି । 

Rahul Gandhi
ମୋଦି-ନବୀନଙ୍କ ପାର୍ଟନରସିପ୍ ଭାଙ୍ଗି ଫିଙ୍ଗି ଦେବାକୁ ଚାହୁଁଛୁ: ରାହୁଲ ଗାନ୍ଧି

ଆଜି ଓଡ଼ିଶା ଆସି ପ୍ରଚାର କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ବାଲେଶ୍ବରର ସିମୁଳିଆରେ ଜନସଭାକୁ଼ ସମ୍ବୋଧନ କରି ଆରମ୍ଭରୁ ବିଜେପି-ବିଜେଡ଼ିକୁ ଟାର୍ଗେଟ୍‌ କରିଛନ୍ତି ରାହୁଲ ଗାନ୍ଧି ।

gold necklace
Gold Price Today 30th May 2024: କମିଲା ସୁନା ଦର, ଜାଣନ୍ତୁ କେତେ ଅଛି ଦାମ୍

ଆଜି ସୁନା ଦର ସାମାନ୍ୟ ପରିବର୍ତ୍ତନ ରହିଛି । ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦର ପରିବର୍ତ୍ତନ ଅଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।

salary cut for ‘bed performance’
ଶିକ୍ଷା ବିଭାଗର ବଡ଼ ଭୁଲ ! BAD ନୁହେଁ BED Performance ପାଇଁ କଟିଲା ଶିକ୍ଷକଙ୍କ ଦରମା...

ଯାଞ୍ଚ ପରେ ଜାମୁଇରେ ଥିବା ଜିଲ୍ଲା ଶିକ୍ଷା ଅଧିକାରୀ (DEO) ୧୬ ଜଣ ଶିକ୍ଷକଙ୍କ ବିରୋଧରେ ଦଣ୍ଡବିଧାନ କାର୍ଯ୍ୟାନୁଷ୍ଠାନ ବିଷୟରେ ଏକ ଚିଠି ଜାରି କରିଥିଲେ ।

Mansoon
କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଆଜି କେରଳ ଉପକୂଳରେ ମୌସୁମୀ ବାୟୁ ପ୍ରବେଶ କରିଛି । ଏହାସହ ଦେଶର ଉତ୍ତର ପୂର୍ବ ଭାଗକୁ ମଧ୍ୟ ମୌସୁମୀ ଅଗ୍ରସର ହେଉଥିବା ସୂଚନା ମିଳିଛି ।

Agnibaan SoRTed-01 mission
ପ୍ରଥମ ଘରୋଇ ମହାକାଶ ପରୀକ୍ଷଣ କଲା ‘ଅଗ୍ନିକୂଳ କସମସ୍‌’; ଶୁଭେଚ୍ଛା ଜଣାଇଲା ଇସ୍ରୋ

ରକେଟ ଉତକ୍ଷେପଣ ପାଇଁ ୪ ଥର ପ୍ରୟାସ କରାଯାଇଥିଲେ ବି ବୈଷୟିକ ତ୍ରୁଟିକୁ ନେଇ ସ୍ଥଗିତ ରଖାଯାଇଥିଲା । ତେବେ ପଞ୍ଚମ ଥର ଉତକ୍ଷେପଣ ସଫଳ ହୋଇଥିବା ସଂପୃକ୍ତ ସ୍ପେସ୍ ଷ୍ଟାର୍ଟଅପ କମ୍ପାନୀ ଅଗ୍ନିକୂଳ କସମସ ପକ୍ଷରୁ ସୂଚନା ଦିଆଯାଇଛି ।

Murder
ଝିଅର ବୟସ ମାତ୍ର ୧୫ ! ବାପାକୁ ମାରିଲା, ଭାଇକୁ ମାରିଲା.. ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଲା....

ହତ୍ୟା କରିବା ପରେ ଉଭୟ ତିନି ମାସ ପର୍ଯ୍ୟନ୍ତ ଫେରାର ରହିଥିଲେ । ତାପରେ ନାବାଳିକା ଜଣକ ହରିଦ୍ୱାରରୁ ଗିରପ ହେଲା । କିନ୍ତୁ ମୁକୁଲ ଏବେ ବି ଫେରାର ରହିଛି ।

If there is blue color in this side of the house honor will be lost
Vastu Tips: ଗୃହର ଏହି ଦିଗରେ ନୀଳ ରଙ୍ଗ ଥିଲେ ମାନ-ସମ୍ମାନହାନୀ ହୁଏ, ଆସେ କୋର୍ଟ-କଚେରୀ ସମସ୍ୟା

ବହୁ ସମୟରେ ଗୃହ ନିର୍ମାଣ ଠିକ୍ ଥିବ କିନ୍ତୁ ରଙ୍ଗ ଦେଲା ବେଳେ କେଉଁ ଦିଗରେ କେଉଁ ରଙ୍ଗ ଦିଆଯିବ ଏବଂ ଏହାର ଗୃହକର୍ତ୍ତାଙ୍କ ରାଶି ସହିତ କେତେ ଶୁଭ ତାହାର ବିଚାର ନ କରି ରଙ୍ଗ କରିଥିଲେ କେବଳ ଏହି ରଙ୍ଗ କାରଣରୁ ଅନେକ ବାସ୍ତୁ ସମସ୍ୟା ଆସିଥାଏ।

How can parents help to stop bed wetting kids
Parenting Tips: ଆପଣଙ୍କ ୬/୭ ବର୍ଷର ପିଲା ବିଛଣାରେ ପରିସ୍ରା କରିଦେଉଛି କି… ୫ଟି ଘରୋଇ ଉପଚାର

ଯଦି ଆପଣଙ୍କର ପିଲାକୁ ୬ କିମ୍ବା ୭ ବର୍ଷ ହୋଇଗଲାଣି ଆଉ ସେ ଶେଯରେ ପରିସ୍ରା କରିଦେଉଛି ତେବେ ଏହାକୁ ଅଣଦେଖା କରିବା ଠିକ ନୁହେଁ। ଆୟୁର୍ବେଦରେ ବିଭିନ୍ନ ଫଳ ମାଧ୍ୟରେ କେତେକ ଘରୋଇ ଉପଚାର ବିଷୟରେ ଉଲ୍ଲେଖ କରାଯାଇଛି, ଯାହା ସାହାଯ୍ୟରେ ଆପଣ ନିଜ ପିଲାମାନଙ୍କ ବିଛଣାରେ ପରିସ୍ରା କରିବା ଅଭ୍ୟାସକୁ ବନ୍ଦ କରିଦେଇ ପାରିବେ।

Panchang Today
Panchang Today 30th May 2024: ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି ଗୃହ ପ୍ରବେଶ କରନ୍ତୁ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୩୦ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

if you are angry vent out your anger fiercely in the rage room
Viral Video: ରାଗ ଶାନ୍ତ କରିବାକୁ ଏଠାକୁ ଆସନ୍ତୁ; ମନଇଚ୍ଛା ଟିଭି-ଲାପ୍‌ଟପ୍-ମୋବାଇଲ୍ ଭାଙ୍ଗନ୍ତୁ

ରାଗରେ ଆମେ ଟିଭି ଭାଙ୍ଗିବା, ମୋବାଇଲ୍ ଭାଙ୍ଗିବା କିମ୍ବା ଆଉ କିଛି କ୍ଷୟକ୍ଷତି କରିଦେଉ। ଯଦି ଆପଣ ମଧ୍ୟ ଏହିପରି ପରିସ୍ଥିତି ଦେଇ ଗତି କରୁଛନ୍ତି ତେବେ ଆମେ ଆପଣଙ୍କ ପାଇଁ କିଛି ମଜାଦାର ସୂଚନା ଆଣିଛୁ। ଆମେ ଏମିତି ଏକ ଯାଗା ବିଷୟରେ କହିବୁ ଯେଉଁଠିକୁ ଯାଇ ଆପଣ ଯାହା ଚାହିଁବେ ତାହା ଭାଙ୍ଗିବେ।

RudraM-II
ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ବଡ଼ ସଫଳତା; ଶତ୍ରୁର ରାଡାରକୁ ଉଡ଼ାଇବ 'ରୁଦ୍ରମ୍-୨'

ଓଡ଼ିଶା ତଟରେ ଆଣ୍ଟି-ରେଡିଏସନ୍ ମିଜାଇଲ୍ ରୁଦ୍ରମ୍-2 ର ସଫଳ ପରୀକ୍ଷଣ ।  DRDO ଦ୍ବାରା ପ୍ରସ୍ତୁତ ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା କ୍ଷେପଣାସ୍ତ୍ର ।  

Sujata Karthikeyan
ସୁଜାତା କାର୍ତ୍ତିକେୟନଙ୍କ ନାଁରେ CECରେ ବିଜେପି ଫେରାଦ, ପାଣ୍ଡିଆନଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ଅଭିଯୋଗ

ଏଥିସହ ଆହୁରି ମଧ୍ୟ ଅଭିଯୋଗ କରିଛି ଯେ, ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ୩ ଜଣ ପ୍ରଶାସନିକ ଅଧିକାରୀ ଡିଏସ୍ କୁଟ୍ଟେ, ଆଶିଷ କୁମାର ସିଂ ଏବଂ ସୁଜାତା କାର୍ତ୍ତିକେୟନ କାର୍ଯ୍ୟ କରୁଛନ୍ତି ।

kidney removed
ଏ କେମିତିକା ଡାକ୍ତର; ଖରାପ ବଦଳରେ ଅପରେସନ୍‌ କରିଦେଲେ ଭଲ କିଡନୀ...

ଖରାପ କିଡନୀ କାଢିବା ବଦଳରେ କାଢିଲେ ଭଲ କିଡନୀ । ଯାହାଫଳରେ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି ରୋଗୀ ।

fire
ପାର୍କିଂରେ ଛିଡ଼ା ହୋଇଥିଲା ସବୁ କାର, ଅଚାନକ ଜଳିଗଲା..!

ନିଆଁ ଲିଭା କାର୍ଯ୍ୟରେ ପ୍ରାୟ ୯ଟି ଦମକଳ ବାହିନୀ ଗାଡ଼ି ନିୟୋଜିତ ଥିଲେ । ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଲଗାତାର ପରିଶ୍ରମ ପରେ ନିଆଁ ଲିଭିଥିଲା ।

burj khalifa
Video: ବୁର୍ଜ ଖଲିଫାରେ ଚମକିଲା IPL ଟ୍ରଫି; କିଙ୍ଗ୍‌ ଖାନଙ୍କୁ ମିଳିଲା ଶୁଭେଚ୍ଛା...

ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ ଖଲିଫାରେ କୋଲକତା ନାଇଟ ରାଇଡର୍ସ ଆଇପିଏଲ୍‌ ଟ୍ରଫି ଜିତିବା ପରେ ଶୁଭେଚ୍ଛା ବାର୍ତ୍ତା ଦେଖିବାକୁ ମିଳିଛି ।

Heat Wave
ଭାଙ୍ଗିଲା ସବୁ ରେକର୍ଡ ! ଗ୍ୟାସ୍‌ ଚୁଲାରେ ସିଝୁଛି ଦିଲ୍ଲୀ ସହର, ୫୨.୩ ଡିଗ୍ରୀ ଛୁଇଁଲା ପାରଦ...

ପ୍ରଶାସନ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯିବା ସହ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି ।

Arvind Kejriwal
କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା; ୨ ଜୁନରେ କରିବେ ଆତ୍ମସମର୍ପଣ

ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଅନ୍ତରୀଣ ଜାମିନ ୭ ଦିନ ବୃଦ୍ଧି କରିବାକୁ କେଜ୍ରିୱାଲ କରିଥିବା ଆବେଦନ ଉପରେ ଶୁଣାଣି କରିବେନି କୋର୍ଟ ।

Government jobs preparation tips know how to clear exams
Career Tips: ବାରମ୍ବାର ଚେଷ୍ଟା ପରେ ମିଳୁନି ସରକାରୀ ଚାକିରି... ଏହି ୬ଟି ଉପାୟ ମାନନ୍ତୁ, ସଫଳତା ହାତ ମୁଠାରେ

ସରକାରୀ ଚାକିରିଟିଏ ପାଇବାକୁ ଚାହୁଁଥିବା ଯୁବକମାନେ କିଛି ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ। ସେମାନେ ଯଦି କିଛି ଟିପ୍ସକୁ ଗ୍ରହଣ କରନ୍ତି ତେବେ ସେମାନଙ୍କୁ ସଫଳ ହେବାକୁ କେହି ଅଟକାଇ ପାରିବେ ନାହିଁ। ତେବେ ଆସନ୍ତୁ ଏହି ଟିପ୍ସଗୁଡିକ ଜାଣିବା, ଯାହା ଏକ ସରକାରୀ ଚାକିରି ପ୍ରସ୍ତୁତିରେ ଆପଣଙ୍କୁ ସାହାଯ୍ୟ କରିବ।

aamir khan son junaid khan first film maharaj first glimpse out
ଡେବ୍ୟୁ କଲେ ଆମିର ଖାନଙ୍କ ପୁଅ; ସାମ୍ନାକୁ ଆସିଲା ‘ମହାରାଜ୍‌’ର ପ୍ରଥମ ଲୁକ୍

ଆମିର ଖାନଙ୍କ ପୁଅ ଜୁନୈଦ ଖାନଙ୍କ ପ୍ରଥମ ଚଳଚ୍ଚିତ୍ର ‘ମହାରାଜ୍‌’ର ପ୍ରଥମ ଲୁକ୍ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ଦ୍ୱନ୍ଦ୍ୱରେ ପଡିପାରନ୍ତି ଯେ ଏ ରଣବୀର କପୁର ନା ଆମୀର ଖାନଙ୍କ ପୁଅ!

Allu arjun rashmika mandanna starrer pushpa 2 movie second song angaaron released
Song Released: 'ପୁଷ୍ପା ୨'ର ଦ୍ୱିତୀୟ ଗୀତ ରିଲିଜ୍; ଜମୁଛି ଅଲୁ-ରଶ୍ମିକା କେମେଷ୍ଟ୍ରୀ

'ପୁଷ୍ପା ୨'ର ପ୍ରଥମ ଗୀତ 'ପୁଷ୍ପା-ପୁଷ୍ପା'କୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଥିଲା। ଏହାର ଦ୍ୱିତୀୟ ସିଙ୍ଗଲ୍ ଆହୁରି ବଡ ପ୍ରଭାବ ପକାଇବାକୁ ପ୍ରସ୍ତୁତ। ଏହି ଅନନ୍ୟ ଭିଡିଓ ଗୀତରେ ଦର୍ଶକମାନେ ସେମାନଙ୍କର ପ୍ରିୟ ଚଳଚ୍ଚିତ୍ରର ପ୍ରକୃତ ସେଟ୍‌ର ଝଲକ ପାଇବେ, ଯାହା ନିଶ୍ଚିତ ଭାବରେ ଦର୍ଶକଙ୍କ ପାଇଁ ଏକ ନୂଆ ଏବଂ ମଜାଦାର ଅନୁଭୂତି ହେବ।

Crime
କି ନୃଶଂସ ! ବିନା କାରଣରେ... ଜଣକ ପରେ ଜଣେ ଆତ୍ମୀୟଙ୍କୁ ଟାଙ୍ଗିଆରେ ହାଣି ଜୀବନ ନେଲା

ଏପରି ନାରକୀୟ କାଣ୍ଡ ଘଟାଇବା ପରେ ମାନସିକ ଭାରସାମ୍ୟ ହରାଇ ବସିଥିବା ବ୍ୟକ୍ତିଜଣକ ଘରଠୁ ଶହେ ମିଟର ଦୂରରେ ଏକ ଗଛରେ ନିଜେ ବି ଝୁଲି ପଡ଼ି ଜୀବନ ହାରିଲା ।

Flight
ଉନ୍ମତ ଯାତ୍ରୀଙ୍କ ବିଚିତ୍ର କାରନାମା; ଉଲଗ୍ନ ହେଲେ, ବିମାନ ଭିତରେ ଦୌଡ଼ିଲେ...

ପୁରୁଷ ଯାତ୍ରୀଙ୍କ ଉନ୍ମତ କାଣ୍ତ । ବିମାନରେ ଉଲଗ୍ନ ହୋଇ ଦୌଡ଼ିଲେ, କ୍ରିଉ ମେମ୍ବରଙ୍କୁ ତଳେ ପକାଇଲେ । ସେତେବେଳକୁ ଉଡ଼ାଣ ଭରି ସାରିଥିଲା ବିମାନ । ଏହି ସମୟରେ କ୍ରିଉ ମେମ୍ବରମାନେ ଦେଖିବାକୁ ପାଇଥିଲେ ଯେ, ଜଣେ ଯାତ୍ରୀ ଉଲଗ୍ନ ହୋଇ ସେମାନଙ୍କ ଆଡ଼କୁ ଦୌଡ଼ି ଦୌଡ଼ି ଆସୁଛନ୍ତି ।

Lady tarzan marina chapman who was raised by monkeys for 5 years
'ଲେଡି ଟାର୍ଜନ୍'; ଅପହରଣ ପରେ ମାଙ୍କଡ଼ ଦ୍ୱାରା ହୋଇଥିଲେ ଲାଳନ ପାଳନ

ଆପଣ ନିଶ୍ଚୟ ଫିଲ୍ମ 'ଟାର୍ଜନ୍' ଦେଖିଥିବେ, ଯେଉଁଥିରେ ଏକ ପିଲାଟିଏ ତା’ର ପିଲାଦିନରୁ ବଡ ହେବା ପର୍ଯ୍ୟନ୍ତ ଜଙ୍ଗଲରେ ବଣୁଆ ଜନ୍ତୁମାନଙ୍କ ସହିତ ବାସ କରେ। ଆଜି ଆମେ ଆପଣଙ୍କୁ ଏପରି ଏକ ବାସ୍ତବ ଜୀବନର 'ଲେଡି ଟାର୍ଜନ୍'ର କାହାଣୀ କହିବାକୁ ଯାଉଛୁ, ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

These behavior that every son learn from his father
Parenting Tips: ବାପାଙ୍କ ଠାରୁ ଏହି ୫ ଗୁଣ ଦେଖି ଦେଖି ଶିଖେ ପୁଅ; ଜାଣନ୍ତୁ ସେ ସବୁ କ’ଣ...

ବାପା ଏବଂ ପୁଅଙ୍କ ମଧ୍ୟରେ ସମ୍ପର୍କ ଅନନ୍ୟ ହୋଇଥାଏ। ଯେପରି ଜଣେ ବାପା ନିଜ ପିଲାଦିନକୁ ନିଜ ପୁଅ ଭିତରେ ଦେଖନ୍ତି, ସେହିଭଳି ଜଣେ ପୁଅ ମଧ୍ୟ ନିଜ ବାପାଙ୍କ ପରି ହେବାର ସ୍ୱପ୍ନ ଦେଖନ୍ତି। ସେମାନେ ନିଜ ପିତାଙ୍କ ଦ୍ୱାରା ଦିଆଯାଇଥିବା ଶିକ୍ଷା ଏବଂ ଦୁନିଆକୁ ଦେଖିବାର ଦୃଷ୍ଟିକୁ ସାରା ଜୀବନ ମନେ ରଖନ୍ତି।