ମଝି ଆକାଶରେ ମହା ଅଘଟଣ । ହଠାତ ଭୟଙ୍କର ଭାବେ ଥରି ଉଠିଲା ଚଳନ୍ତା ବିମାନ । ଲଣ୍ଡନରୁ ସିଙ୍ଗାପୁର ଯାଉଥିବା ଯାତ୍ରୀବାହୀ ବିମାନରେ ଏହି ଅଘଟଣ ଘଟିଛି । ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।
ଆଜିକାଲି ସାଉଥ୍ ଚଳଚ୍ଚିତ୍ର ବଲିଉଡ୍ ଉପରେ ଭାରି ପଡୁଛି। ୨୦୨୪ ଆରମ୍ଭରୁ ଚାରି ମାସରୁ ଅଧିକ ସମୟ ଗଲା ପରେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସାଉଥ୍ ଚଳଚ୍ଚିତ୍ର ସୁପରହିଟ୍ ବୋଲି ପ୍ରମାଣିତ ହୋଇଛି। ରବୀନା ଟଣ୍ଡନ୍ ସାଉଥ୍ ଏବଂ ବଲିଉଡ୍ ମଧ୍ୟରେ ଥିବା ଏହି ପାର୍ଥକ୍ୟକୁ ବୁଝାଇଛନ୍ତି।
ଭାଇରାଲ ଭିଡିଓରେ ଜଗନ୍ନ ରେଡ୍ଡୀଙ୍କ ବିଧାୟକ ପୋଲିଂ ଅଫିସରଙ୍କ ଉପରେ ଚିଲାଉଛନ୍ତି। ପୋଲିଂ କର୍ମଚାରୀଙ୍କୁ ଧମକ ଦେବା ସହ EVM ମେସିନ୍କୁ ଫିଙ୍ଗି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି।
ରିଲ୍ସ କରିବା ପାଇ ଜଣେ ୧୮ ବର୍ଷୀୟ ଯୁବକ ଗଭୀର ପାଣିକୁ ଡେଇଁ ପ୍ରାଣ ହରାଇଛନ୍ତି । ଗତକାଲି ଏହି ଘଟଣା ଘଟିଛି । ରିନ୍ସ କରିବା ଚକ୍କରରେ ପାଣିକୁ ଡେଇଁ ପ୍ରାଣ ହରାଇଛନ୍ତି ଯୁବକ ।
ନାଇଜେରିଆର ଉତ୍ତର-ମଧ୍ୟସ୍ଥିତ ପଠାରୀ ରାଜ୍ୟରେ ଏହି ଅଘଟଣ ଘଟିଛି। ସେଠାରେ ପଶୁପାଳକ ଏବଂ କୃଷକଙ୍କ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଲାଗି ରହିଛି।
ଅଧିକାଂଶ ଲୋକ ଦୈନିକ ଆବଶ୍ୟକତାଠାରୁ ଅଧିକ ଲୁଣ ଖାଇଥା’ନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ବିପଦଜନକ। ଏହା ଏପରି ଅନେକ ରୋଗର ଆଶଙ୍କା ବଢାଇଥାଏ, ଯାହା ମୃତ୍ୟୁକୁ ମଧ୍ୟ ନିମନ୍ତ୍ରଣ କରିଥାଏ। ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି ଗୋଟିଏ ଦିନରେ ଆମେ କେତେ ଲୁଣ ଖାଇବା ଉଚିତ? କେଉଁ ବୟସରେ କେତେ ଲୁଣ ଖାଇବା ଉଚିତ?
ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି କୋଲକାତା ନାଇଟ୍ ରାଇଡର୍ସ । ଏହା ସହ ଏକତରଫା ଭାବେ ଏହି ମ୍ୟାଚ ଜିତି ନେଇଛି KKR । ପ୍ରଥମ ଦଳ ଭାବେ ଫାଇନାଲରେ ପହଞ୍ଚିଯାଇଛି କେକେଆର୍ ।
ଆପଣ UPI ମାଧ୍ୟମରେ ୧ଟଙ୍କାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ। ଏହା ଇଣ୍ଟରନେଟ୍ ଆବଶ୍ୟକ କରେ। କିନ୍ତୁ ଆପଣ ଜାଣନ୍ତି କି ଇଣ୍ଟରନେଟ୍ ବିନା ଆପଣ ମଧ୍ୟ UPI ପେମେଣ୍ଟ୍ କରିପାରିବେ। ତେବେ ଆସନ୍ତୁ ବିନା ଇଣ୍ଟରନେଟ୍ରେ କିପରି ଏହା ସମ୍ଭବ ହୋଇପାରିବ ସେ ପଦ୍ଧତିଗୁଡିକ ଜାଣିବା।
ଏମିତି ଏକ ଜାଗା ଅଛି ଯେଉଁଠି ସର୍ବସାଧାରଣ ଜାଗାରେ ଶୌଚାଳୟ ଅଛି, ବାହାର ଲୋକ ମଧ୍ୟ ଭିତରର ସବୁ କିଛି ଦେଖିପାରିବ। ଆପଣ ଏହା ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଥିବେ। ଆପଣ ଭାବିବେ ତେବେ ଲୋକମାନେ ଏହି ଶୌଚାଳୟକୁ କିପରି ବ୍ୟବହାର କରିବେ? ତେବେ ଆସନ୍ତୁ ଏହା ପଛରେ ଥିବା ଟେକ୍ନୋଲୋଜୀ କ’ଣ ଜାଣିନେବା।
ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ମିଳିଲାନି ବେଲ୍ । ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବ ଆମ୍ ଆଦମୀ ପାର୍ଟି ।
ନାବାଳକ ବୋଲି ଜାମିନ୍, କି ଧନୀ ବାପାର ପୁଅ ବୋଲି ମିଳିଲା ଜାମିନ୍ । ଦୁର୍ଘଟଣାରେ ଚାଲିଗଲେ ଦମ୍ପତ୍ତି । କିନ୍ତୁ ଦୁର୍ଘଟଣା ଘଟାଇଥିବା ନାବାଳକକୁ ମାତ୍ର ୧୪ ଘଣ୍ଟାରେ ମିଳିଗଲା ଜାମିନ୍ । ବୟସ ମାତ୍ର ୧୭ ବର୍ଷ ।
ବଦଳିଲା ଡ୍ରାଇଭିଂ ଲାଇସେନ୍ସ ପ୍ରଣାଳୀ । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିୟମାବଳୀ ଘୋଷଣା କରାଯାଇଛି ।
ଚାକିରିର ସ୍ୱପ୍ନ ବାସ୍ତବ ରୂପ ନେଉଥିବା ବେଳେ ମନ ଉଲ୍ଲସିତ ଆଉ ଉତ୍ସାହିତ ଥାଏ। ପ୍ରଥମ ଚାକିରି ଆମ ଉଡ଼ାଣକୁ ଜୋର କରିଦିଏ ଏବଂ ଉଚ୍ଚକୁ ଉଡ଼ିବାରେ ସାହାଯ୍ୟ କରେ। ଏହି ସମୟରେ କିନ୍ତୁ କିଛି ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ଯାହାଫଳରେ ପ୍ରଥମ ଚାକିରି ଚାପମୁକ୍ତ ହୋଇପାରିବ।
ମୁଁ ମୋର ପ୍ରଥମ ଅଣ୍ଡର -୧୪ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ପ୍ରୟାସ କରିଥିଲି, ସେତେବେଳେ ମୋତେ ଏଥିପାଇଁ ଚୟନ କରାଯାଇନଥିଲା କାହିଁକି ନା ମୁଁ ଚୟନକର୍ତ୍ତାଙ୍କ ପାଦ ସ୍ପର୍ଶ କରି ନ ଥିଲି ।
ସବୁବେଳେ ସୁନ୍ଦର ଓ ଯୁବକ ଦେଖାଯିବା ପାଇଁ କିଏ ବା ନଚାହେଁ । କିପରି ବାର୍ଦ୍ଧକ୍ୟ ନଆସିବ, ଏହା ବୈଜ୍ଞାନିକଙ୍କ ପାଇଁ ଏକ ଆହ୍ୱାନ ପାଲଟିଛି । ଏହାକୁ ନେଇ ନିକଟରେ ଏକ ଅଦ୍ଭୁତ ପ୍ରୟାସ କରାଯାଇଛି ।
ରଣବୀର କପୁରଙ୍କ 'ରାମାୟଣ' ଚଳଚ୍ଚିତ୍ର ଉପରେ ସଙ୍କଟର ମେଘ ଘୋଟି ଆସିଛି। କିଛି ଦିନ ହେବ ମୁମ୍ବାଇର କୌଣସି ସ୍ଥାନରେ ଏହି ଚଳଚ୍ଚିତ୍ରର ସୁଟିଂ ସଂପର୍କରେ ଜଣାପଡିନି। ଏକ ବାହାର ସୂତ୍ରରୁ ଜଣାପଡିଛି ଯେ ଫିଲ୍ମର ସମସ୍ତ କାମ ବନ୍ଦ ହୋଇଯାଇଛି ଏବଂ ଏହି ଫିଲ୍ମ ବର୍ତ୍ତମାନ ବନ୍ଦ ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ମହେନ୍ଦ୍ର ସିଂ ଧୋନି ବାଇକ୍ ଚଲାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଏଥର ମାହିଙ୍କୁ ବ୍ୟାଟ୍ କିମ୍ବା ବଲ୍ ସହିତ ନୁହେଁ ବରଂ ତାଙ୍କ ପୁରୁଣା ୟାମାହା RD 350 ସହିତ ଦେଖିବାକୁ ମିଳୁଛି ।
ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ରାଜନେତା ହେବା ପରେ ଗ୍ଲାମର ଇଣ୍ଡଷ୍ଟ୍ରିକୁ ମଧ୍ୟ ବିଦାୟ ଦେଇଛନ୍ତି। ବର୍ତ୍ତମାନ କଙ୍ଗନା ରାଣାୱତ୍ଙ୍କ କଥାବାର୍ତ୍ତାରୁ ଲାଗୁଛି ସେ ମଧ୍ୟ ଏମିତି ଯୋଜନା କରୁଛନ୍ତି। ବଲିଉଡ୍ର ଏହି ଜଣାଶୁଣା ନାୟିକା ଆଗାମୀ ଦିନରେ ବଲିଉଡ୍ରୁ ବିଦାୟ ନେଇପାରନ୍ତି, କିନ୍ତୁ ତାଙ୍କର ଏକ ସର୍ତ୍ତ ରହିଛି।
ଭଭୟ ଟିମ୍ ମଧ୍ୟରୁ ଆଜି ଯିଏ ବି ଜିତିବ, ସିଏ ସିଧା ଫାଇନାଲ୍ରେ ଏଣ୍ଟ୍ରି କରିବ। ପରାସ୍ତ ହୋଇଥିବା ଟିମ୍ କ୍ୱାଲିଫାୟାର୍-୨ରେ ଖେଳିବ।
ଖରା ଦିନେ ରୋଷେଇ ଘରକୁ ଯିବାକୁ କିଏ ବା ଚାହେଁ। ଏପରି ପରିସ୍ଥିତିରେ ଆପଣ ମଧ୍ୟ ଚାହୁଥିବେ ଏମିତି କ’ଣ କଲେ ରୋଷେଇ ଘରେ ଏତେ ଗରମ ହେବ ନାହିଁ। ତେବେ ଏଥିପାଇଁ ଆପଣଙ୍କୁ କିଛି ଟିପ୍ସ ଅନୁସରଣ କରିବାକୁ ପଡିବ। ଏହି ଟିପ୍ସଗୁଡିକ ଚେଷ୍ଟା କରନ୍ତୁ, ରୋଷେଇ ଘରେ ଗରମରୁ ରକ୍ଷା ମିଳିବ।
ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବା ସହ ଦେଶବ୍ୟାପୀ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ହେବ ବୋଲି ଘୋଷଣା କରାଯାଇଛି ।
ଭାରତୀୟ ସେନାର ଏକ କୁକୁରର ଅବସର ପରେ ତାକୁ ମିଳିଥିବା ସମ୍ମାନ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେନା କୁକୁର ମେରୁ ମେରୁଟ୍ରେ ତାଙ୍କ ଅବସର ଗୃହରେ ପହଞ୍ଚିବା ପାଇଁ ଟ୍ରେନର ଏସି ପ୍ରଥମ କୋଚରେ ଯାତ୍ରା କରିଛି।
ଆଜିକାଲି ପ୍ରାୟ ସମସ୍ତେ ଚା’ ପ୍ରିୟ। ଯଦି ଚା ସହିତ କିଛି ଖାଇବାକୁ ମିଳିଗଲା ତେବେ କଥା ସରିଲା। କିନ୍ତୁ ଏମିତି କିଛି ଖାଦ୍ୟ ଅଛି ଯାହାକୁ ଚା’ ସହିତ ଖାଇବା ଉଚିତ ନୁହେଁ। ଡାକ୍ତରଙ୍କ ଅନୁଯାୟୀ ଏହା ଅନେକ ପେଟ ଏବଂ ହୃଦୟ ସମ୍ବନ୍ଧୀୟ ରୋଗ ସୃଷ୍ଟି କରିପାରେ।
ମତଦାନ କେନ୍ଦ୍ରରେ ସେଲିବ୍ରିଟିଙ୍କ ଖଚାଖଚ ଭିଡ । ପରିବାର ସହ ପୋଲିଂ ବୁଥରେ ପହଁଚିଛନ୍ତି ଅଭିନେତା, ଅଭିନେତ୍ରୀ । ପଂଚମ ପର୍ଯ୍ୟାୟରେ ଭୋଟ୍ ଦେଇଛି ମାୟାନଗରୀ ।
ଭାରତୀୟ ବାୟୁସେନାରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଯୁବବର୍ଗଙ୍କ ପାଇଁ ଏହି ଖବର। ଏୟାରମ୍ୟାନ୍ ଗ୍ରୁପ୍ Y ଅଧୀନରେ ମେଡିକାଲ୍ ଆସିଷ୍ଟାଣ୍ଟ ପଦବୀ ପୂରଣ ହେବ। ଏନେଇ IAF ବିଜ୍ଞପ୍ତି ପ୍ରକାଶ କରିଛି।