ଆଜି ସୁନା ଦର ସାମାନ୍ୟ ପରିବର୍ତ୍ତନ ରହିଛି । ଗତକାଲି ଅପେକ୍ଷା ଆଜି ଟ୍ୱିନ୍ସିଟିରେ ସୁନା ଦର ପରିବର୍ତ୍ତନ ଅଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।
କଳା ଗୁଡ଼ ପାଟିକୁ ଯେତେ ସ୍ୱାଦିଷ୍ଟ ଶରୀର ପାଇଁ ମଧ୍ୟ ରାମବାଣ ସଦୃଶ । କଳା ଗୁଡ଼କୁ ନିୟମିତ ସେବନ କଲେ ଅନେକ ପ୍ରକାର ରୋଗରୁ ରକ୍ଷା ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ଏହା ଆମ ଶରୀର ପାଇଁ କେତେ ଲାଭଦାୟକ...
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୨୯ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
କିଛି ଲୋକ ଚୁଟିରେ ତେଲ ଲଗାଇବା ସମୟରେ ଖପୁରୀକୁ ସଠିକ୍ ଭାବରେ ମାଲିସ୍ କରନ୍ତି ନାହିଁ। ସେମାନେ କେବଳ ଚୁଟିରେ ହିଁ ତେଲ ମାରି ଦିଅନ୍ତି। ଯଦି ଆପଣ ଚାହାଁନ୍ତି ଯେ ଆପଣଙ୍କ ଚୁଟି ସୁସ୍ଥ ରହୁ ଏବଂ ଲମ୍ବା ହେଉ, ତେବେ ଆପଣ କିପରି ଖପୁରୀକୁ ସଠିକ୍ ଭାବରେ ମସାଜ୍ କରିବେ ତାହା ଜାଣିବା ଜରୁରୀ।
ପାକିସ୍ତାନ ମୁସଲିମ ଲିଗର ବୈଠକରେ ସରିଫ କରିଛନ୍ତି ଯେ “ପାକିସ୍ତାନ ୧୯୯୮ ମେ’ ୨୮ରେ ୫ଟି ଆଣବିକ ଅସ୍ତ୍ରର ପରୀକ୍ଷା କରିଥିଲା। ଏହାପରେ ବାଜପେୟୀ ସାହେବ ପାକିସ୍ତାନ ଆସିଥିଲେ ଓ ଆମ ସହ ଗୋଟିଏ ଚୁକ୍ତି କରିଥିଲେ। କିନ୍ତୁ ଆମେ ଉକ୍ତ ଚୁକ୍ତିକୁ ଉଲ୍ଲଙ୍ଘନ କରିଥିଲୁ। ସେଇଟା ଆମର ଭୁଲ ଥିଲା।”
ତପସ୍ୟାସ୍ଥଳ ନିକଟରେ କୌଣସି ଚିକିତ୍ସା ବ୍ୟବସ୍ଥା କାହିଁକି ନଥିଲା ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଲୋକେ ? ଏହାସହ ପ୍ରଶାସନର ଅବହେଳା ଯୋଗୁଁ ବାବାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ବାବାଙ୍କ ସେବାଦାର ।
ବାତ୍ୟା ରେମାଲ ପ୍ରଭାବରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଆସାମର ଅନେକ ନଦୀର ଜଳସ୍ତର ବଢିଛି । ଡିମା-ହସାଓ ଜିଲ୍ଲାରେ ଲଗାଣ ବର୍ଷାରେ ହାଫଲଙ୍ଗ-ସିଲଚରକୁ ଯୋଡୁଥିବା ରାସ୍ତା ସଂପୂର୍ଣ୍ଣ ଧୋଇ ହୋଇଯାଇଛି ।
ଆପଣ ଯଦି ଭାରତୀୟ ରେଳବାଇରେ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ସମ୍ପ୍ରତି ରେଳବାଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ଇଣ୍ଟିଗ୍ରାଲ୍ କୋଚ୍ କାରଖାନା ଚେନ୍ନାଇରେ ୧ ହଜାରରୁ ଅଧିକ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ।
ଗମ୍ଭୀରଙ୍କ ବଦଳରେ କ୍ୟାପଟେନ କୁଲ୍ ମହେନ୍ଦ୍ର ସିଂହ ଧୋନି ହୋଇ ପାରନ୍ତି ହେଡ୍ କୋଚ୍ । ଏନେଇ ରିପୋର୍ଟ ପ୍ରକାଶ ପାଇଛି ।
ଜୁନ୍ ୧ ତାରିଖରେ ତପସ୍ୟା ସରିବା ପରେ ସେ ତାମିଲନାଡ଼ୁରୁ ଦିଲ୍ଲୀ ଅଭିମୁଖେ ବାହାରିବେ । ଜୁନ୍ ୪ ରେ ନିର୍ବାଚନ ଫଳାପଳ ପ୍ରକାଶ ପାଇବ ।
ସୁପରକାପାସିଟର ପରି ଅଧିକ ଦକ୍ଷ ଶକ୍ତି ସଂରକ୍ଷଣ ଉପକରଣର ବିକାଶ ହୋଇପାରେ ବୋଲି ଅଙ୍କୁର ଗୁପ୍ତା କହିଛନ୍ତି। ଫୋନ
କିଛି ଦିନ ପୂର୍ବରୁ 'ପୁଷ୍ପା ୨’ର ପ୍ରଥମ ଗୀତ 'ପୁଷ୍ପା ପୁଷ୍ପା' ମୁକ୍ତିଲାଭ କରିଥିଲା, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ। ବର୍ତ୍ତମାନ ନିର୍ମାତା ଫିଲ୍ମର ଦ୍ୱିତୀୟ ଗୀତ ରିଲିଜ୍ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛନ୍ତି। ଏହି ଗୀତରେ ରଶ୍ମିକା ମନ୍ଦନା ଅଲୁ ଅର୍ଜୁନଙ୍କ ସହ ଦେଶୀ ଡ୍ୟାନ୍ସ କରୁଥିବା ନଜର ଆସିବେ।
ସାଉଥ୍ର ସବୁଠାରୁ ଲୋକପ୍ରିୟ ତଥା ପ୍ରତିଭାବାନ ଅଭିନେତା ଫହଦ୍ ଫାସିଲ୍ ୪୧ ବର୍ଷ ବୟସରେ ଆଟେନ୍ସନ୍-ଡେଫିସିଟ୍ / ହାଇପରଏକ୍ଟିଭିଟି ଡିସ୍ଅର୍ଡର (ADHD) ନାମକ ଏକ ରୋଗରେ ପୀଡିତ ହୋଇଥିଲେ। ଏହା ଏମିତି ଏକ ରୋଗ ଭଲ ହେବା ସହଜ ନୁହେଁ।
କେକେଆର୍ ମ୍ୟାଚ୍ ଜିତିବା ପରେ ପ୍ରାୟ ଖେଳାଳି ତାଙ୍କ ପରିବାର ଲୋକଙ୍କୁ ଫୋନ୍ କରି ଖୁସିବ୍ୟକ୍ତ କରିଥିଲେ। ଏହି ସମୟରେ ରିଙ୍କୁ ସିଂ କିନ୍ତୁ ଟିମ୍ ଇଣ୍ତିଆର ୱିକେଟ୍ କିପର୍ ଋଷଭ ପନ୍ତକୁ କଲ୍ କରି ମ୍ୟାଚ୍ ଜିତିବାର ଖୁସି ଜଣାଇଥିଲେ।
ଯେଉଁମାନଙ୍କର ପରିବାର ଲୋକ ଅଥବା ପୁଅ ବିଦେଶରରେ ରହି କାମ କରୁଥିଲେ, ସେମାନେ ବିମାନ, ଷ୍ଟାଚ୍ୟୁ ଅଫ୍ ଲିବର୍ଟି, ବିଗ୍ ବେନ୍ ଆଦି ଆକୃତିର ପାଣିଟାଙ୍କି ନିଜ ନିଜର ଛାତ ଉପରେ ନିର୍ମାଣ କରୁଥିଲେ। ସେହିପରି ଆଉଜଣେ କମେଣ୍ଟ କରିଛନ୍ତି, ବର୍ତ୍ତମାନ ଲୋକମାନେ ନ୍ୟୁୟର୍କ ନ ଯାଇ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଦେଖିବାକୁ ଏହି ଘରକୁ ଯାଇପାରିବେ।
ଅପ୍ରାକୃତିକ ଯୌନ ସମ୍ପର୍କରେ ଲିପ୍ତ ଥିବା ପଞ୍ଜାବ ମନ୍ତ୍ରୀ ବାଲକର ସିଂଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ଜାତୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ) ଉଦ୍ବେଗ ପ୍ରକାଶ କରିଛନ୍ତି ।
ପିଲାଙ୍କ ଭବିଷ୍ୟତ ସହ ଖେଳିଲେ ଶିକ୍ଷୟିତ୍ରୀ। ରିଲ୍ସ କରିବା ସହ ଦେଖୁଥିଲେ ପରୀକ୍ଷା ଖାତା। ଉତ୍ତର ନ ପଢ଼ି ଦେଉଥିଲେ ମାର୍କ।
ବଢିଲା ସୁନା ଦର । ଗତକାଲି ଅପେକ୍ଷା ଆଜି ଟ୍ୱିନ୍ସିଟିରେ ସୁନା ଦର ବୃଦ୍ଧି ପାଇଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ମିଜୋରାମରେ ପ୍ରବଳ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ଘଟିଛି। ଜାତୀୟ ରାଜପଥରେ ୬ ରେ ମଧ୍ୟ ଭୂସ୍ଖଳନ ହେବା ସହ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି।
ଯାଞ୍ଚ ପାଇଁ ଆଇସୋଲେସନ୍ ବେକୁ ସ୍ଥାନାନ୍ତର କରାଯାଇଛି ବିମାନ। ଘଟଣାସ୍ଥଳରେ ପହଞ୍ଚିଛି କୁଇକ୍ ରିଆକ୍ସନ ଟିମ୍। ସେହିପରି ବିମାନ ଚଳାଚଳ ସୁରକ୍ଷା ଓ ବୋମା ନିଷ୍କ୍ରିୟକାରୀ ଟିମ୍ ବି ଘଟଣାସ୍ଥଳରେ ଅଛନ୍ତି।
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୨୮ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
୧୪ ଶହରୁ ଅଧିକ ଡାକ୍ତରୀ ଟିମ୍ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ସେହିପରି ପଶ୍ଚିମବଙ୍ଗରେ ରେମାଲ ପ୍ରଭାବରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସେହିପରି ପଶ୍ଚିମବଙ୍ଗରେ ରେମାଲ ପ୍ରଭାବରେ ୨୯ ହଜାରରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି।
ଆପଣ କେବେ ଚିନ୍ତା କରିଛନ୍ତି କି ପୁଅମାନେ କାହିଁକି ଏତେ ଉଗ୍ର ବା ଆକ୍ରମଣାତ୍ମକ ହେଉଛନ୍ତି? ଏହାର ସବୁଠାରୁ ବଡ କାରଣ ହେଉଛି ପିଲାଦିନରୁ ତାଙ୍କ ଭାବନାକୁ ରୋକିବାକୁ ଚେଷ୍ଟା କରିବା। ସେମାନଙ୍କୁ ଏଥିରୁ ମୁକ୍ତ କରିବା ପାଇଁ ଏହି ୬ଟି କଥା ଶିଖାନ୍ତୁ।
ଯୌନ ନିର୍ଯାତନା ଭଳି ସାଂଘାତିକ ମାମଲାରେ ଫସିଥିବା କର୍ଣ୍ଣାଟକାର ଜେଡିଏସ୍ ସାଂସଦ ପ୍ରଜ୍ଜ୍ୱଳ ରେବନ୍ନା ଶେଷରେ କ୍ଷମା ମାଗିଛନ୍ତି।
ଭାରତରେ ଏମିତି ଏକ ଗାଁ ଅଛି ଯେଉଁଠି ଏବେ ବି ଏହି ‘ବଦଳ ବେପାର’ ଚାଲିଛି। ବିଶେଷକରି ଗୁପ୍ଚୁପ୍ ବେପାରରେ। ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥିବ। ଏହା କିନ୍ତୁ ସତ ଯେ ଏହି ଗାଁରେ ଗୁପ୍ଚୁପ୍ ଖାଇବାକୁ ହେଲେ ଟଙ୍କା ଦେବାକୁ ପଡେ ନାହିଁ। ଏହା ବଦଳରେ କିଛି ଶସ୍ୟ ଦେବାକୁ ହୁଏ।