ଏତେ ସଂଖ୍ୟକ ମୃତଦେହ ଦେଖି ଜଣେ କନେଷ୍ଟବଳଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି । ଏକା ସାଙ୍ଗରେ ଏତେ ସଂଖ୍ୟକ ମୃତଦେହ ଦେଖିବା ଫଳରେ ଉକ୍ତ କନେଷ୍ଟବଳଙ୍କର ହାର୍ଟଆର୍ଟାକ୍ ହୋଇଥିଲା ।
ମିଡିଆ ରିପୋର୍ଟ ଅନୁଯାୟୀ, ଟିମ୍ ଇଣ୍ଡିଆକୁ ଆଣିବା ପାଇଁ ଯାଇଥିବା ବିସିସିଆଇର ସ୍ୱତନ୍ତ୍ର ବିମାନ ଦିଲ୍ଲୀରେ ଅବତରଣ କରିବ । ଏହି ଚାଟାର୍ଡ ଫ୍ଲାଇଟ୍ ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବ ।
‘ଜପନାମ୍’ ସହିତ ବାବା ନିରାଲାଙ୍କ କାହାଣୀ ହେଉଛି ‘ଆଶ୍ରମ’। ନିର୍ମାତା-ନିର୍ଦ୍ଦେଶକ ପ୍ରକାଶ ଝା ତାଙ୍କର ପ୍ରଥମ ୱେବ୍ ସିରିଜ୍ 'ଆଶ୍ରମ' ସହିତ ଧର୍ମ ନାମରେ ଚାଲୁଥିବା ଅନେକ ସ୍କାମ୍ ପର୍ଦାଫାସ୍ କରିଛନ୍ତି। ଏଥିରେ ଜେଲ୍ ଯାଇଥିବା କିଛି କପଟୀ, ପାଖଣ୍ଡି, ଲୁଟେରା, ବଳାତ୍କାରୀ ଏବଂ ହତ୍ୟାକାରୀଙ୍କ ଦୁଷ୍କର୍ମ ବିଷୟରେ ବର୍ଣ୍ଣନା କରାଯାଇଥିଲା। ବର୍ତ୍ତମାନ ଏହାର ଚତୁର୍ଥ ସିଜିନ୍ ଆସୁଛି।
ପୁଣି ଭାଇରାଲ ହେଲେ ଅନୁପମ ଖେର। ଏଥର ନିଜ ଫିଲ୍ମ ପାଇଁ ନୁହଁ ବରଂ ନିଜ ବଡ଼ପଣ ପାଇଁ। ବଡ଼ ଛୋଟର ଭେଦଭାବ ନକରି ନିଜ ପାଖରେ କାମ କରୁଥିବା କର୍ମଚାରୀଙ୍କ ଝିଅ ବାହାଘରେ ପହଞ୍ଚିଲେ। ବରବଧୂଙ୍କୁ ଆଶୀର୍ବାଦ ଦେଲେ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ।
ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ସର୍ଫିରା’ ଇଣ୍ଟର୍ନେଟ୍ରେ ଝଡ ସୃଷ୍ଟି କରିଛି। ଏହାର ଟ୍ରେଲର୍ ୨୦୨୪ରେ ଦେଖାଯାଇଥିବା ସର୍ବାଧିକ ହିନ୍ଦୀ ଚଳଚ୍ଚିତ୍ର ଟ୍ରେଲର୍ରେ ପରିଣତ ହୋଇଛି। ଏହି ମାମଲାରେ ‘କଳ୍କୀ ୨୮୯୮ ଏଡି’କୁ ମଧ୍ୟ ପଛରେ ପକେଇଦେଇଛି। ଏହି ଜବରଦସ୍ତ ପ୍ରତିକ୍ରିୟାର କାରଣ ହେଉଛି ଫିଲ୍ମର ଜବରଦସ୍ତ କଣ୍ଟେଣ୍ଟ୍।
ହାଥରସରେ ଦଳାଚକଟାରେ ୧୨୧ ଲୋକଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ଦଳାଚକଟାର କାରଣ ସାମ୍ନାକୁ ଆସିଛି । ଏପଟେ ଦଳାଚକଟା ଘଟଣାରେ ପୋଲିସ ମାମଲା ରୁଜୁ କରିସାରିଥିବା ଉତ୍ତରପ୍ରଦେଶ ମନ୍ତ୍ରୀ ସୂଚନା ଦେଇଛନ୍ତି।
ଟ୍ରେନ ବଗି ସୃଷ୍ଟି କରୁଛି 5 ଷ୍ଟାର ହୋଟେଲର ଭ୍ରମ। ଲକ୍ସ୍ୟୁରି ଆମ୍ୱିୟାନ୍ସ୍ ସହ ମିଳୁଛି ଟେଷ୍ଟି ଟେଷ୍ଟି ଖାଦ୍ୟ।
କି ଯୁଗ ହେଲା ହେ ପ୍ରଭୁ। ବାଳଗୋପାଳ ଖାଉଛନ୍ତି ବିରିୟାନୀ ଭୋଗ।
ଗ୍ରୀଷ୍ମ ଋତୁରେ ପ୍ରତ୍ୟେକ ଘରେ ଲେମ୍ବୁର ଆବଶ୍ୟକତା ବଢିଯାଏ। ଲେମ୍ବୁ କିନ୍ତୁ ଅତ୍ୟଧିକ ଅମ୍ଳୀୟ ହୋଇଥିବାରୁ ଏହା ଖୁବ ଶୀଘ୍ର ନଷ୍ଟ ହୋଇଯାଏ। ତେଣୁ ଏହାକୁ ସଠିକ୍ ତାପମାତ୍ରାରେ ସଂରକ୍ଷଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ରୋହିତ ଶର୍ମା ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏବେ କିଏ ତାଙ୍କ ସ୍ଥାନ ନେବା ତାକୁ ନେଇ ଚର୍ଚ୍ଚା ଜାରି ରହିଛି । ଅର୍ଥାତ କ୍ରିକେଟର ସବୁଠୁ ଛୋଟ ଫର୍ମାଟରେ କିଏ ଧରିବ ଟିମ୍ ଇଣ୍ଡିଆର ମଙ୍ଗ ?
ଉତ୍ତର ପ୍ରଦେଶ ହାଥରସ ଦଳାଚକଟା ଘଟଣାରେ ଆରମ୍ଭ ହୋଇଛି ତନାଘନା। ସତସଙ୍ଗରେ ପ୍ରବଚନ ଦେଉଥିବା ଭୋଲେ ବାବାଙ୍କୁ ଖୋଜୁଛି ପୋଲିସ। କିଏ ଏହି ଭୋଲେ ବାବା ?
ପ୍ଲାଷ୍ଟିକ୍ ବ୍ୟାଗ୍ ଖାଲି ମାଟି ଏବଂ ପାଣିରେ ଜମା ହୋଇ ଇକୋସିଷ୍ଟମ ଏବଂ ସାମୁଦ୍ରିକ ଜୀବ ପାଇଁ କ୍ଷତି ଘଟାଉ ନାହିଁ ଏହା ମଧ୍ୟ ଡ୍ରେନେଜ୍ ସିଷ୍ଟମରେ ସମସ୍ୟା ସୃଷ୍ଟି କରୁଛି, ପୁନଃବ୍ୟବହାର ପ୍ରକ୍ରିୟାକୁ ବାଧା ଦେଇ ଜଳପଥକୁ ଦୂଷିତ କରୁଛି। ଏହି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସମୁଦ୍ର କଇଁଛ, ବାଘ, ଡଲ୍ଫିନ୍ ଏବଂ ଅନ୍ୟାନ୍ୟ ସାମୁଦ୍ରିକ ଜୀବନ ପାଇଁ ବିପଦ ସୃଷ୍ଟି କରିଛି।
ନିଜ ଗତିପଥରେ ବଜାୟ ରଖିବା ପାଇଁ ଫେବୃଆରୀ ୨୨ ଓ ଜୁନ୍ ୭ ପରେ ଆଜି ତୃତୀୟ ଷ୍ଟେସନ କିପିଂ ମାନ୍ୟୁଭର କରାଯାଇଛି। ସଫଳତାର ସହ ଆଦିତ୍ୟ L1କୁ ଦ୍ବିତୀୟ ଅର୍ବିଟରେ ଅବସ୍ଥାପିତ କରିଛି ଇସ୍ରୋ ।
୨୦୨୪ ନିର୍ବାଚନରେ ଓଡ଼ିଶାର ବିଜେପିର ଅପୂର୍ବ ସଫଳତା କଥା ମନେ ପକାଇ ଏହାକୁ ଜଗନ୍ନାଥଙ୍କ ଭରପୁର ଆଶୀର୍ବାଦ ବୋଲି ମଧ୍ୟ କହିଛନ୍ତି।
ମୃତ୍ୟୁବରଣ କରିଥିବା ଏହି ୮୭ ଜଣଙ୍କ ମୃତଦେହ ଚିହ୍ନଟ କରାଯାଉଛି । ସେପଟେ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ବୋଲି ଏସ୍ଏସ୍ପି ରାଜେଶ କୁମାର ସିଂ କହିଛନ୍ତି ।
ପ୍ରଶ୍ନପତ୍ର ଲିକ୍ କୁ ରୋକିବା ପାଇଁ ଦୁଇ ଘଣ୍ଟା ପୂର୍ବରୁ ତିଆରି ହେବ ପ୍ରଶ୍ନପତ୍ର । ନିଟ୍ ପିଜି ପରୀକ୍ଷା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ବିଭାଗୀୟ ଅଧିକାରୀଙ୍କୁ ଭେଟିଛନ୍ତି ।
ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଦେବା ଅବସରରେ ଓଡ଼ିଶା ନିର୍ବାଚନ କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି, ଓଡ଼ିଶାବାସୀ ଆମ ଉପରେ ଭରସା କରିଛନ୍ତି, ଆମକୁ ଭରପୁର ଆଶୀର୍ବାଦ ମିଳିଛି ।
PNB ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁସାରେ ଅନେକ ପଦବୀ ପୂରଣ ହେବ। ଆପଣ ଯଦି ଏହି ବ୍ୟାଙ୍କରେ ଚାକିରି କରିବାକୁ ଚାହାନ୍ତି ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସତସଙ୍ଗ ସରିବା ପରେ ଲୋକେ ଘରକୁ ଫେରିବା ପାଇଁ ବ୍ୟତିବ୍ୟସ୍ତ ହୋଇପଡିଥିଲେ । ଏହି ସମୟରେ ଦୌଡାଦୌଡି ଆରମ୍ଭ ହୋଇଥିଲା । ଏଥିରେ ୨୭ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ହୋଇଛନ୍ତି ।
ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ । ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଅବସରରେ ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ରଖିଛନ୍ତି ।
ଫିଲ୍ମ ଦୁନିଆଁ ଛଡା ପ୍ରେମ ଜୀବନକୁ ନେଇ ଦିଶା ପଟାନୀ ଏବେ ଖୁବ୍ ଚର୍ଚ୍ଚାରେ। ଅଭିନେତ୍ରୀଙ୍କ ନାଁ ଏବେ ସାଉଥ୍ ସୁପରଷ୍ଟାର୍ଙ୍କ ସହ ଯୋଡି ଆଲୋଚନା ଚାଲିଛି। ଦିଶାଙ୍କ ହାତରେ ହୋଇଥିବା ଟାଟୁରୁ ଏଭଳି କଳ୍ପନାକଳ୍ପନା କରାଯାଉଛି। ପ୍ରଶଂସକମାନେ ଦିଶାଙ୍କ ହାତରେ ଏଭଳି ଟାଟୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ସିକ୍କିମରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି । ଅନେକ ସ୍ଥାନରେ ଲୋକେ ଫସିଥିବାରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ସେନାର ସାହାଯ୍ୟ ନିଆଯାଇଛି ।
ସାମୁଦ୍ରିକ ବାତ୍ୟା ଯୋଗୁଁ ଭାରତୀୟ ଦଳ ଠିକ୍ ସମୟରେ ବାର୍ବଡୋସ୍ରୁ ବାହାରି ପାରିନଥିଲା । ତେବେ ବର୍ତ୍ତମାନ ଭାରତୀୟ ଦଳକୁ ସେଠାରୁ ଆଣିବା ପାଇଁ ବିସିସିଆଇ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ।
ଜହୀର ଏବଂ ସୋନାକ୍ଷୀ ବର୍ତ୍ତମାନ ନିଜ ବୈବାହୀକ ଜୀବନକୁ ଉପଭୋଗ କରୁଥିବା ବେଳେ ଟ୍ରୋଲ୍ର ଶିକାର ହେଉଛନ୍ତି। ସେମାନଙ୍କ ବିବାହକୁ 'ଲଭ୍ ଜିହାଦ୍' ବୋଲି କହି ଲୋକେ ଟ୍ରୋଲ୍ କରୁଛନ୍ତି। ତେବେ ସୋନାକ୍ଷୀ କିମ୍ବା ଜହୀର କେହି ବି ଟ୍ରୋଲ୍ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।
ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି।