ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ଠକେଇ ମାମଲାରେ ସିବିଆଇର ଆବେଦନ ଉପରେ ଯଥାଶୀଘ୍ର ନିଷ୍ପତ୍ତି ନେବାକୁ ଓଡିଶା ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ବିଷ୍ଣୋୟୀ ଗ୍ୟାଙ୍ଗର ପ୍ଲାନ୍ ବି’ର ଖୁଲାସା, ଫାର୍ମହାଉସରେ ମର୍ଡର ପାଇଁ ହୋଇଥିଲା ପ୍ଲାନିଂ ।
ବିପର୍ଯ୍ୟସ୍ତ ହୋଇପଡ଼ିଥିବା ରାସ୍ତାର ମରାମତି କରିବାକୁ ଦାବି କରି ବ୍ୟକ୍ତି ଜଣଙ୍କ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ପ୍ରତିବାଦ କରିଥିବା ସମ୍ପୃକ୍ତ ବ୍ୟକ୍ତି ହେଉଛନ୍ତି ସମାଜସେବୀ ନିତ୍ୟାନନ୍ଦ ଓଲାକାଡ଼ୁ।
ପଦୋନ୍ନତି ହେବାର କିଛିଦିନ ପରେ ଜଣେ ପୋଲିସ୍ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ମିଳିଛି। ବୁଧବାର ସନ୍ଧ୍ୟାରେ ସେ ଦାୟିତ୍ୱ ଗ୍ରହଣ କରିବାର ଥିଲା, ହେଲେ ତା’ପୂର୍ବରୁ ତାଙ୍କ ମୃତଦେହ ମିଳିଛି।
ଲଶ୍କର-ଇ-ତୋଇବା ସହ ଜଡିତ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ଆତଙ୍ଗୀ ସଂଗଠନ ପକ୍ଷରୁ ଗୁଲାମନବୀଙ୍କୁ ଧମକ
‘ମୋ ସ୍ୱାମୀ ପ୍ରେମିକା ସହ କୁଆଡେ ଫେରାର ହୋଇ ଯାଇଛନ୍ତି। ତାଙ୍କୁ କେହି ହେଲେ ଖୋଜି ଆଣ। ଯିଏ ତାଙ୍କ ବିଷୟରେ ସୂଚନା ଦେବ ତାକୁ ପୁରସ୍କାର ମିଳିବ।’ ନିଖୋଜ ସ୍ୱାମୀଙ୍କୁ ଖୋଜି ଆଣିବା ପାଇଁ ସୋଶିଆଲ ମିଡିଆରେ ଏମିତି ପୋଷ୍ଟ କରିଛନ୍ତି ଜଣେ ପତ୍ନୀ। ଏମିତି ପୋଷ୍ଟ ପଛରେ ସ୍ୱାମୀଙ୍କ ପ୍ରତି ପ୍ରଚୁର ଭଲ ପାଇବା ଅଛି କି ଅଛି ପ୍ରତିଶୋଧ ତାହା ପରବର୍ତ୍ତୀ କଥା। କିନ୍ତୁ ପୋଷ୍ଟଟି ସୋଶିଆଲ ମିଡିଆରେ ବେଶ ଭାଇରାଲ ହୋଇଛି।
ରେଜିଷ୍ଟ୍ରେସନ ଫି’ ଓ ଆଡ୍ଭାନ୍ସ ହୋଟେଲ ଚାର୍ଜ ନାଁରେ ଯୁବକଙ୍କ ଠାରୁ ଠକେଇ କରୁଥିବା ଏହି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ବିହାର ପାଟନାର ପତ୍ରକାରନଗର ପୋଲିସ୍।
ପୋଲିସ୍ର ଦାବି ଅନୁସାରେ, ପୂର୍ବରୁ ଅଭିଯୁକ୍ତଙ୍କୁ ଜାଣିଥିଲେ ମୃତ ଦୁଇ ଭଉଣୀ ।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଆଜି ସୁନା-ରୂପା ଦରରେ ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୧,୫୦୦ ରହିଛି।
ଖାଦ୍ୟର ବାସ୍ନା ହାତୀକୁ ଘର ଭିତରକୁ ଟାଣି ଆଣିଲା। ଘର ଭିତରେ ପଶି ସ୍ୱାଦିଷ୍ଟ ଖାଦ୍ୟ ଖାଇବା ପରେ ବାହାରକୁ ଆସିଲା ହାତୀ। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଥିଲା ଏକ ଛୋଟ ଦ୍ୱାର ଦେଇ ଏତେ ବଡ ହାତୀ କିପରି ବାହାରକୁ ଆସିଲା।
ଇଜିଅମ୍ ବୁଲି ଫେରିବା ବେଳେ କାରକେଡକୁ ଧକ୍କା ଦେଲା କାର୍, ଦୁର୍ଘଟଣା ପରେ ସେ ସୁରକ୍ଷିତ ଥିବା ସୂଚନା
ଭାରତରେ ଅନେକ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ତଥା କୁଖାତ ଆତଙ୍କବାଦୀ ମାସୁଦ ସମ୍ପର୍କରେ ପାକିସ୍ତାନ କ୍ରମାଗତ ଭାବରେ ମିଛ କହୁଛି । ତାଲିବାନ ପାକିସ୍ତାନର ପୋଲ୍ ଖୋଲି ଦେଇଛି ।
କ୍ରିକେଟ୍ର ସବୁ ଫର୍ମାଟ୍ରୁ ପୂର୍ବତନ ଭାରତୀୟ କ୍ରିକେଟର ରବିନ୍ ଉଥପ୍ପା ଅବସର ଘୋଷଣା କରିଛନ୍ତି। ରବିନ୍ ଉଥପ୍ପା ଭାରତ ପାଇଁ ୪୬ଟି ଦିନିକଆ ମ୍ୟାଚ୍ ଖେଳି ୯୩୪ ରନ୍ କରିଛନ୍ତି।
ଦୁଇ ଝିଅଙ୍କୁ ଅପହରଣ କରି ମାରି ଟାଙ୍ଗି ଦିଆଯାଇଥିବା କହିଲେ ମା
ବଲିଉଡ୍ ଏବଂ ମୁମ୍ବାଇ ପୋଲିସର ରହିଛି ପୁରୁଣା ସମ୍ପର୍କ। ବଲିଉଡ୍ରେ ଅନେକ ଫିଲ୍ମ ମଧ୍ୟ ପୋଲିସ ଉପରେ ନିର୍ମିତ ହୋଇଛି। ସେହିଭଳି ମୁମ୍ବାଇ ପୋଲିସ ମଧ୍ୟ ଫିଲ୍ମ ଓ ଏହାର ସଂଳାପକୁ ନେଇ ଲୋକଙ୍କୁ ସଚେତନ କରିଛି। ଏହି କ୍ରେଜ୍ ଏବେ ବ୍ରହ୍ମାସ୍ତ୍ର କ୍ଷେତ୍ରରେ ଦେଖିବାକୁ ମିଳିଛି।
କିଙ୍ଗ୍ କୋହଲି ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି । ପ୍ରଥମ କ୍ରିକେଟର ଭାବେ ଟ୍ୱିଟରରେ ବର୍ତ୍ତମାନ କୋହଲିଙ୍କର ୫୦ ମିଲିୟନ ଫଲୋଅର୍ସ ରହିଛନ୍ତି ।
ଚଳିତ ବର୍ଷ ନବରାତ୍ରୀର ୯ ଦିନରେ ଅନେକ ଶୁଭ ସଂଯୋଗ ରହିଛି। ସେପ୍ଟେମ୍ବର ୨୬ ସୋମବାରରୁ ଆରମ୍ଭ ହେବାକୁ ଯାଉଛି ନବରାତ୍ରୀ। ମା ହାତୀ ବାହନରେ ଧରାପୃଷ୍ଠକୁ ଆସିବେ, ଯାହା ସୁଖ ଏବଂ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ।
ଏହା ପୂର୍ବରୁ ରାଜ୍ୟ ବିଜେପି ମୁଖ୍ୟ ସଦାନନ୍ଦ ସେଟ୍ ତନାବଡ଼େ କଂଗ୍ରେସର ବିଧାୟକମାନେ ବିଜେପିରେ ମିଶିବାକୁ ଯାଉଛନ୍ତି ବୋଲି ଦାବି କରିଥିଲେ।
ସିକନ୍ଦରାବାଦ୍ ଘଟଣା ପରେ ଇଲେକ୍ଟ୍ରିକ୍ ଯାନର ନିରାପତ୍ତାକୁ ନେଇ ଉଙ୍କି ମାରୁଛି ନାନା ପ୍ରଶ୍ନ ।
ଆସନ୍ତା ୨୦ ରୁ ଆରମ୍ଭ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍ ଖେଳିବେନି ଅଷ୍ଟ୍ରେଲିଆ ଦଳର ତିନି ପ୍ରମୁଖ ଖେଳାଳି ।
ଆପଣ ଯଦି କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଛନ୍ତି ତେବେ ଏହି ଖବର ଶୁଣି ନିଶ୍ଚୟ ଖୁସି ହୋଇଯିବେ। କେନ୍ଦ୍ରୀୟ କର୍ମଚାରୀଙ୍କ ସୁବିଧା ପାଇଁ ସରକାର କରିଛନ୍ତି ସ୍ୱତନ୍ତ୍ର ବ୍ୟବସ୍ଥା। କେନ୍ଦ୍ରୀୟ କର୍ମଚାରୀମାନେ ମାଗଣାରେ ଯିବା ଆସିବା କରିବାର ବ୍ୟବସ୍ଥା କରିଛନ୍ତି। କିଛି ଦିନ ତଳେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ନୋଟିସରେ କୁହାଯାଇଛି, ଯଦି ଆପଣ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଛନ୍ତି ତେବେ ଆପଣ ତେଜସ୍ ଟ୍ରେନ୍ରେ ମାଗଣାରେ ଯାତ୍ରା କରିପାରିବେ।
ବହୁବାର ସେ ଭାରତ ଓ ଓଡ଼ିଶା ବୁଲିବା ପାଇଁ ଆସିଛନ୍ତି ।
BHEL ରେ ଇଞ୍ଜିନିୟର / କାର୍ଯ୍ୟନିର୍ବାହୀ ପ୍ରଶିକ୍ଷକ ପଦବୀ ପୂରଣ ପାଇଁ ନିଯୁକ୍ତି ବାହାରିଛି। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୧୩ ରୁ ଆରମ୍ଭ ହୋଇଛି। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୧୫୦ଟି ପଦବୀ ପୂରଣ ହେବ।