ମୂଳା ବଟାକୁ ହଳଦୀ ଗୋଳା...ପୁଣି ଭଜା ଚିଙ୍ଗୁଡି...ଓଃ ପାଟିରୁ ନାଳ ଆସିଲାଣି, ଆଉ ଡେରି କରିବାନି...ଏଇନୁ ଆରମ୍ଭ କରିଦେବା ରୋଷେଇ
ମୁଁ ଆଜି ହକି ଇଣ୍ଡିଆର ପ୍ରେସିଡେଣ୍ଟ୍ ହୋଇଛି। ହକୀ ଖେଳ ପାଇଁ ମୁଁ ବହୁତ୍ କିଛି ପାଇଛି। କିନ୍ତୁ ଗୋଟେ କଥା ଜାଣିଛନ୍ତି, ମୋ ଗାଁ ସୌନାମୋରା ତରଫରୁ କେବେ ଖେଳିବାର ସୁଯୋଗ ପାଇନି। କିନ୍ତୁ ଏବେ ବି ଇଛା ଅଛି, ଯଦି ସୁଯୋଗ ମିଳନ୍ତା, ମୁଁ ମୋ ଗାଁ ପାଇଁ ଥରେ ଖାସୀ ମ୍ୟାଚ ଖେଳନ୍ତି
ଭାରି ସୁଆଦିଆ ଚିନା ବାଦାମ ବଟା ଦିଆ ସୁଆଦିଆ ମାଛ । କେମିତି ହୁଏ ପ୍ରସ୍ତୁତ ଜାଣନ୍ତି ?
ପାମ୍ପଡ ପୋସ୍ତ କେବେ ଖାଇଛନ୍ତି ? ଥରେ ଖାଆନ୍ତୁ ତାର ମଜା ଜାଣି ପାରିବେ । ହେଲେ କେମିତି କରିବେ ଦେଖନ୍ତୁ
ଖାସି ମାସଂକୁ ଧୋଇ...କଟା ମସଲାକୁ କଟା ପିଆଜ ମୁଗ ଦେଇ ଏମିତି କରନ୍ତୁ ମୁଗ ମାଂସ ତରକାରୀ। ଥରେ ଖାଇଲେ ଜମାରୁ ପାଟିରୁ ଛାଡିବନି
ଆପଣ ମଟନର ବିଭିନ୍ନ ରେସିପି ଘରେ ବନେଇ ଖାଇଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ସୁଆଦିଆ ରେସିପି ବନେଇବୁ । ଏହି ରେସିପିର ନାଁ ହେଉଛି ‘ସାହି ମଟନ୍ କୋର୍ମା’।
ଘରେ ଆମେ ପନୀରର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ପନୀରର ଏକ ସୁଆଦିଆ ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘ଆଫଗାନୀ ପନୀର ମସଲା’ । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।
ଚିକେନ୍ କ୍ଷୀର ରସା। ନାଁ ଶୁଣି ଆପଣ ଟିକିଏ ଭାବୁଥିବେ ଇଏ କେମିତିକା ଡିସ୍? ଚିକେନ୍ରେ ଅଦାରସୁଣ ବଟା ସହ ହଳଦୀଗୁଣ୍ଡ ଦେଇ ଏମିତି କରନ୍ତୁ ଚିକେନ୍ କ୍ଷୀର ରସା। ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା...
ପଇଡରେ ଚିଙ୍ଗୁଡି । ଥରେ ଖାଇଲେ ପାଟିରେ ଲାଳ ଆସିଯିବ। ଜାଣିଛନ୍ତି ମିତି ହୁଏ ତିଆରି । ତେବେ ଦେଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ।
ବିରି ରସ ବରା । ଥରେ ପାଟିରେ ପଡିଲେ ଏ ବରାର ପ୍ରେମରେ ପଡିବା ଥୟ। ଏ ବର୍ଷା ପାଗରେ ଥରେ କରିକି ଖାଆନ୍ତୁ ରସବିରିବରା
ସିଝା ଅଣ୍ଡାରେ ଅଦା, ରସୁଣ, କଂଚାଲଙ୍କା ସହ ବଟା ସୋରିଷ ଦେଇ ଚିନି ଆଉ ରିଫାଇନ ତେଲରେ ଏମିତି କରନ୍ତୁ ଅଣ୍ଡା ଚଟପଟା। ଥରେ ଖାଇଲେ ପାଟିରୁ ଜମା ଛାଡିବନି ଏହାର ସ୍ୱାଦ
ସିଜୁଆନି ମଶରୁମ୍। ସିଝା ଆଳୁରେ କଟା ଅଦା, କଟା ପିଆଜ ଦେଇ ଅଳ୍ପ ତେଲରେ ବଘାରି ଦିଅନ୍ତୁ। ପରେ ବଟମ୍ ଛତୁ ମଝିରେ ଆଳୁ ବଘରା ଦେଇ ଏମିତି କରନ୍ତୁ ସିଜୁଆନି ମଶରୁମ୍ । ଏବେ ହିଁ ଲେଖି ରଖନ୍ତୁ କେମିତି କରିବେ ଏଇ ଡିଶ୍ । ନହେଲେ ଭୁଲିଯିବେ ପ୍ରସ୍ତୁତି ପ୍ରଣାଳୀ...
ଆଜି ରବିବାର। ଲଙ୍କା, ହଳଦୀ ଗୁଣ୍ଡ ଦେଇ ଟିକେ ମହୁ ମିଶାଇ ତିଆରି କରନ୍ତୁ ମହୁ ଚିକେନ୍ କଷା । ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା...ଶିଖନ୍ତୁ ପ୍ରସ୍ତୁତ ପ୍ରଣାଳୀ...
ମାଟି କୁଡ଼ୁଆରେ ଟିକିଏ ହଳଦୀ ଗୁଣ୍ଡ ପକାଇ ଦେଇ ଡାଲି ପକାନ୍ତୁ...ପରେ ପରେ ଚିନି ଓ ଲୁଣ ଦେଇ ଏମିତି ପ୍ରସ୍ତୁତ କରନ୍ତୁ ମିଠା ଡାଲି, ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା
କେବେ କେଉଁଠି ଆପଣ କି ନାହିଁ ଆମେ ଜାଣିନୁ। ଯେତେ ଖାଇଲେ ବି ଆହୁରି ଖାଇବାକୁ ମନ କହିବ। ଆଉ ଡେରି ନ କରି ଖାଇ ଚାଲନ୍ତୁ ମଗଜ ଲଡୁ ଖାଇଛନ୍ତି...
ପୁଟୁଳୀ ପିଠା... ମଇଦାରେ ଆଣ ତିଆରି କରି ଟିକେ କୋରା ନଡ଼ିଆ ସହ ଚିନି ....ପରେ ପରେ ଆଣକୁ ଛୁଞ୍ଚିପତ୍ର ଷ୍ଟାଇଲରେ ଗଢି ତିଆରି କରନ୍ତୁ ପୁଟୁଳୀ ପିଠା। ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା..
ଅରୁଆ ଚାଉଳକୁ ମୁଗ...କାଜୁ ସାଙ୍ଗକୁ କିସ୍ମିସ୍...ପିତଳ ହାଣ୍ଡରେ ଭାଜି ଭାଜି ଏମିତି ତିଆରି କରନ୍ତୁ କାନିକା ଖେଚୁଡ଼ି। ଥରେ ଖାଇଲେ ଆଉ ପାଟିରୁ ଜମା ଛାଡ଼ିବନି.....
ନାଁ ଯେମିତି ଟେଷ୍ଟ ବି ସେମିତି। ଟିକିଏ ଜୀରା, କଟା ପିଆଜ ଓ ଲଙ୍କା ହଳଦୀ ଗୁଣ୍ଡ ଦେଇ ରୋହୀ ମାଛ ପୋସ୍ତରେ ଦିଅନ୍ତୁ ଛୁଙ୍କ। ଟେଷ୍ଟ ଏମିତି ଆସିବ ଯେ, ଥରେ ଖାଇଲେ ପାଟିରୁ ଜମା ଛାଡ଼ିବନି....
ରୋହି ମାଛ ପୋସ୍ତ। ନା ଯେମିତି ଟେଷ୍ଟ ବି ସେମିତି। କଟା ପିଆଜକୁ କଂଚା ଲଙ୍କା ଦେଇ ଏମିତି ତିଆରି କରନ୍ତୁ ଏଇ ସୁଆଦିଆ ଡିସ୍। ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା
ଭାରି ସୁଆଦିଆ ମାଟିହାଣ୍ଡି ଦମ୍ ଚିକେନ୍। ଜିରା, ଡାଳଚିନ୍, ଅସନୀଫୁଲ ଦେଇ ତିଆରି କରନ୍ତୁ ମାଟି ହାଣ୍ଡି ଦମ୍ ଚିକେନ୍। ଖାଲି ରିଫାଇନ୍ ତେଲର ଛୁଙ୍କ ଦେଲେ ବାସ୍...
ଚୁଡ଼ା ଚିତଉ କେବେ ଖାଇଛନ୍ତି କି? ଯଦି ନାଁ....ତେବେ ଏବେ ହିଁ ଛେନାରେ ଗୁଡ଼, ନଡ଼ିଆ, ଗୁଜୁରାତି ଓ ଗୋଲମରିଚ ଦେଇ ଘରେ ତିଆରି କରନ୍ତୁ ଏଇ ଡିସ୍। ଥରେ ଖାଇଲେ ପାଟିରୁ ଜମା ଛାଡ଼ିବନି
ଚିଙ୍ଗୁଡ଼ି ମାଛରେ ଅଦା, ରସୁଣ, ପିଆଜ ବଟା ସାଙ୍ଗକୁ ଟିକିଏ ଗରମ ମସଲା ଦେଇ କଷି ଦିଅନ୍ତୁ ମାଛକୁ। ଚାଉଲ ବଟା ସାଙ୍ଗକୁ ହଳଦୀ ଗୁଣ୍ଡ ଦେଇ ଏମିତି ପ୍ରସ୍ତୁତ କରନ୍ତୁ ଏହି ଖାଇବା...
ମାଟି ହାଣ୍ଡି ଦମ୍ ଚିକେନ୍। ଅଦା, ହଳଦୀ, ଲଙ୍କା ସହିତ ଟିକିଏ ଲୁଣ ଦେଇ ଖାଲି ରିଫାଇନ୍ ତେଲର ଛୁଙ୍କ ଦିଅନ୍ତୁ। ପିଆଜ ଭାଜି ହୋଇଗଲେ...ବାସ୍ ହାତ ଚାଟୁଥିବେ ଖାଲି
ଭାରି ସୁଆଦିଆ ଦେଶୀ ଆଳୁ ତାୱା ସେକା। ଟିକିଏ କଟା ପିଆଜ, ଲଙ୍କା ଗୁଣ୍ଡ ଓ ରସୁଣ ଦେଇ ତିଆରି କରନ୍ତୁ ଦେଶୀ ଆଳୁ ତାୱା ସେକା...ଥରେ ଖାଇଲେ ସବୁବେଳେ ଖାଇବାକୁ ମନ ଡାକୁଥିବ..
ଭାରି ସୁଆଦିଆ ଛେନା ଭର୍ତା । ଜିରା, କଟା ପିଆଜ ଦେଇ ଗରମ ତେଲରେ ଟିକିଏ ଲଙ୍କା ଛୁଙ୍କ ଦେଇ ତିଆରି କରନ୍ତୁ ଛେନା ଭର୍ତା । ଟେଷ୍ଟ୍ ଏମିତି ହେବ ଯେ, ଥରେ ଖାଇଲେ ବାରମ୍ବାର ଖାଇବାକୁ ଇଚ୍ଛା ହେବ...