ଚିକେନ୍ କ୍ଷୀର ରସା। ନାଁ ଶୁଣି ଆପଣ ଟିକିଏ ଭାବୁଥିବେ ଇଏ କେମିତିକା ଡିସ୍? ଚିକେନ୍ରେ ଅଦାରସୁଣ ବଟା ସହ ହଳଦୀଗୁଣ୍ଡ ଦେଇ ଏମିତି କରନ୍ତୁ ଚିକେନ୍ କ୍ଷୀର ରସା। ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା...
Published: Pallipuspa Samal
Last updated: 06 September 2022, 02:28 PM IST
ପୁରୀର ଖାଇବା ନାଁ ଶୁଣିଲେ ଆପଣଙ୍କ ମନରେ କ‘ଣ ଭାବ ଆସେ, ଫେଣୀ ବା ଖଜା, କ୍ଷୀର ସର, ଅବଢ଼ା, ଏହି ସବୁ ଖାଦ୍ୟ ନିଶ୍ଚୟ ଆସୁଥିବ। ହେଲେ ଏହା ବ୍ୟତୀତ ପୁରୀର ଅନ୍ୟ ସୁସ୍ୱାଦୁ ଖାଦ୍ୟମାନଙ୍କ ବିଷୟରେ ଜାଣିଲେ ଆପଣ ତୁରନ୍ତ ପୁରୀ ଆସି ସେସବୁ ଚାଖିବାକୁ ଉଦ୍ୟତ ହେବେ। ଯଦି ଆପଣ ମିଠା ପ୍ରିୟ, ତେବେ ତ ଏ ଲେଖାଟି ଖାସ୍ ଆପଣଙ୍କ ପାଇଁ। ପୁରୀରେ ଆମ ଜଗା ଯାହା ସବୁ ଖାଏ ତାହାର ତ କଳନା ନାହିଁ।