ସିନେମା ଆମ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ନିହାତି ଆବଶ୍ୟକ, କାରଣ ଏହା ଆମ ଚତୁର୍ଦିଗରେ ଥିବା ଘଟୁଥିବା ବାସ୍ତବ ଘଟଣାକୁ ଆମ ଆଗରେ ଦେଖାଇଥାଏ । ଏବେ ରିଅଲ ଲାଇଫ ଷ୍ଟୋରୀକୁ ନେଇ ଅନେକ ସିନେମା ନିର୍ମାଣ କରାଯାଉଛି । ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି ।
ବଲିଉଡ୍ରେ ପରିବାରବାଦ ଯୋଗୁଁ ଅନେକ ପ୍ରତିଭାଙ୍କୁ ଅଣଦେଖା କରାଯାଉଛି। କିନ୍ତୁ ଏମିତି ମଧ୍ୟ ଆଗଧାଡିର କଳାକାର ଅଛନ୍ତି ଯେଉଁମାନେ ବଲିଉଡ୍ ପାଇଁ ନୁହେଁ ଓଟିଟି ପାଇଁ ହିଁ ନିଜର ପରିଚୟ ପାଇଛନ୍ତି।
ପ୍ରଥମ କି ଦ୍ୱିତୀୟ ନୁହେଁ, ତୃତୀୟ ଥର ବିବାହ କରିବାକୁ ଯାଉଛନ୍ତି ବଲିଉଡର ଏହି ନାମକରା ଅଭିନେତା। ଅପକମିଙ୍ଗ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ରିଲିଜ୍ ପରେ ଏମିତି ଘୋଷଣା କରି ପାରନ୍ତି ଅମିର ଖାନ। ତେବେ କିଏ ସେହି ଷ୍ଟାର, ଏବେ ହିଁ ଜାଣନ୍ତୁ...
କରୋନା କଟକଣା ଯୋଗୁଁ ଭାରତୀୟ ସିନେମା ଜଗତ ଓ ହଲ୍ ଇଣ୍ଡଷ୍ଟ୍ରି ବେଶ କ୍ଷତି ସହିଛନ୍ତି। ବଡ଼ ଫିଲ୍ମ ଅପେକ୍ଷାରେ ଦର୍ଶକ ଥିବାବେଳେ, ଦର୍ଶକଙ୍କୁ ଚାହିଁ ବସିଛି ସିନେମା ହଲ୍। ତେଣୁ ଏହି ଫିଲ୍ମ ଜରିଆରେ ପୁଣି ଥରେ ଦେଶର ସିନେମା ଶିଳ୍ପ ଅଣ୍ଟା ସଳଖି ଛିଡ଼ା ହେବା ଆଶା କରାଯାଉଛି।
ନିଜର ବିବାଦୀୟ ବୟାନ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା କଙ୍ଗନା ରାଣାୱତ୍ ପୁଣି ଫସିଛନ୍ତି। ଶିଖ୍ଙ୍କ ଉପରେ ଅପମାନଜନକ ମତ ଓ ଦେଶକୁ ଜିହାଦ ସହ ତୁଳନା କରି ସେ ବିବାଦରେ ଛନ୍ଦି ହୋଇଛନ୍ତି।
ଫିଟ୍ନେସ୍କୁ ନେଇ ସବୁବେଳେ ଜାଗ୍ରତ ଥାଆନ୍ତି ମନ୍ଦିରା ବେଦୀ। ଏବେ ତାଙ୍କର ଏକ ଏମିତି ଭିଡିଓ ସୋସିଆଲ୍ ମିଡିଆରେ ଶେୟାର ହୋଇଛି ଯାହାକୁ ଦେଖି ଲୋକେ ବିଶ୍ୱାସ କରିପାରୁ ନାହାନ୍ତି।
ଏପ୍ରିଲରେ ମହାଟକ୍କର । ସାମ୍ନାସାମ୍ନି ହେବେ ଆମୀର ଏବଂ ୟଶ୍ । ବହୁଦିନ ଧରି ଅପେକ୍ଷାରେ ଥିବା ଦର୍ଶକଙ୍କ ପାଇଁ ଖୁସିର ମୁହୂର୍ତ୍ତ । ଏକା ସାଙ୍ଗେ ରିଲିଜ ହେବ ଦୁଇଟି ବଡ ଫିଲ୍ମ । ଏପ୍ରିଲ ୧୪ ରେ ରିଲିଜ ହେବ ୟଶ୍ଙ୍କ କେଜିଏଫ୍ ଓ ଆମୀର ଖାନଙ୍କ ଲାଲ୍ ସିଂହ ଚଡ୍ଡା ।
ବଲିଉଡ୍ ଅଭିନେତା ସୁନୀଲ୍ ସେଟ୍ଟୀ ତାଙ୍କ ବାପାଙ୍କ ସଂଘର୍ଷମୟ ଜୀବନ କଥାକୁ ମନେପକେଇ ଭାବପ୍ରବଣ ହୋଇପଡିଛନ୍ତି। ତାଙ୍କ ବାପା ମୁମ୍ବାଇରେ ପ୍ରଥମେ ସଫେଇ କାମ କରି ଜୀବନ ଯାପନ କରୁଥିଲେ ବୋଲି ସେ କହିଛନ୍ତି।
ରାନୀ ମୁଖାର୍ଜୀ ଓ ସୈଫ୍ ଅଲୀ ଖାନ୍ ଅଭିନୀତ ‘ବଣ୍ଟୀ ଔର୍ ବବ୍ଲୀ-୨’ ପ୍ରେକ୍ଷାଳୟକୁ ଆସିଯାଇଥିବା ବେଳେ ଏହାକୁ ନେଇ ଯେଉଁ ଆଶା କରାଯାଉଥିଲା ତାହା ସଫଳ ହୋଇନି। ପ୍ରଥମ ଦିନରୁ ଏହା ନିରାଶ କରିଛି।
ବିବାଦ ଘେରରେ ଜୟ ଭୀମ୍। ଫିଲ୍ମରେ ପ୍ରଦର୍ଶିତ ହୋଇଥିବା କିଛି ଦୃଶ୍ୟ ଓ ଚରିତ୍ର ଚିତ୍ରଣକୁ ନେଇ ବିବାଦ। ଅଭିନେତା ସୂର୍ଯ୍ୟାଙ୍କୁ ସୁରକ୍ଷା।
ଡିଜିଟାଲ୍ ପ୍ଲାଟ୍ଫର୍ମରେ ରିଲିଜ୍ ହୋଇଛି ‘କ୍ୟାସ୍’। କହୁଛି ୫ ବର୍ଷ ତଳର ନୋଟ୍ବନ୍ଦୀର ନିଆରା କାହାଣୀ।
ଆସୁଛି ନୂଆ ଧାରାବାହିକ ‘ଇନା ମୀନା ଡିକା’। ଭିନ୍ନ ଧରଣର ଏହି ଧାରାବାହିକକୁ ଦର୍ଶକେ ନଭେମ୍ବର ୨୨ରୁ ପ୍ରତ୍ୟେକ ସୋମବାରରୁ ଶନିବାର ସନ୍ଧ୍ୟା ୬ରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ଦେଖିପାରିବେ।
ଐଶର୍ଯ୍ୟାରୁ କେମିତି ପାଲଟିଗଲେ କୁନିଝିଅ ଖୁସି? କାହିଁକି ନର୍ଭସ ଫିଲ କରୁଥିଲେ ଖୁସି? କେମିତି ସିନେମା ଦୁନିଆରେ ପାଦ ଥାପିଲେ ଐଶର୍ଯ୍ୟା? ଜାଣନ୍ତୁ ପୂରା କାହାଣୀ...
ଏବେ ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡାର ସୁନା ଝିଅ ତନିସା ଅଗ୍ରୱାଲ। ମଡ଼େଲିଂରେ ସର୍ବଭାରତୀୟ ସ୍ତରରେ ଏବେ ତନିଆଙ୍କୁ ମିଳିଛି ବଡ଼ ସଫଳତା।
ରବୀନା ଟଣ୍ଡନ୍ଙ୍କ ସହ ସଲମାନ ଖାନଙ୍କ ଝଗଡା ହେବାରୁ ସଲମାନ୍ ତାଙ୍କ ସହ ଆଉ କାମ ନ କରିବାକୁ ଜିଦି ଧରିଥିଲେ। କିନ୍ତୁ ଦୀର୍ଘ ୬ ବର୍ଷ ପରେ ସେମାନେ ‘କହୀଁ ପ୍ୟାର୍ ନା ହୋ ଯାଏ’ରେ ପୁଣି କାମ କରିଥିଲେ।
ଆଗକୁ ଆସୁଛି ଅନନ୍ୟା ପାଣ୍ଡେଙ୍କ ‘ଲାଇଗର୍’। ଏହି ଫିଲ୍ମରେ କାମ କରୁଛନ୍ତି ହଲିଉଡ୍ ଅଭିନେତା ମାଇକ୍ ଟାୟସନ୍। ଅନନ୍ୟା ତାଙ୍କ ସହ ଏକ ମଜାଳିଆ ଫଟୋ ଶେୟାର କରିଛନ୍ତି।
କଙ୍ଗନାଙ୍କ ବିବାଦୀୟ ବୟାନ୍ ପାଇଁ ଟ୍ୱିଟର ପକ୍ଷରୁ ତାଙ୍କ ଆକାଉଣ୍ଟକୁ ରଦ୍ଦ କରାଯାଇଥିଲା । ହେଲେ ତଥାପି ସେ ଚୁପ୍ ବସି ନାହାନ୍ତି । ଇନ୍ଷ୍ଟାଗ୍ରାମରେ ଗୋଟିଏ ପରେ ଗୋଟିଏ ବିବାଦୀୟ ବୟାନ୍ ଦେଉଛନ୍ତି । ବର୍ତ୍ତମାନ କଣ୍ଟ୍ରୋଭର୍ସି କ୍ୱିନଙ୍କ ଟାର୍ଗେଟରେ ମହାତ୍ମାଗାନ୍ଧୀ । ମହାତ୍ମା ଗାନ୍ଧୀଙ୍କୁ ଭୋକିଲା ଏବଂ ଚତୁର ବୋଲି ସେ ଦର୍ଶାଇଛନ୍ତି ।
କୁଳଦୀପ ଓ ଇପ୍ସିତାଙ୍କ ମଧ୍ୟରେ ପ୍ରେମ ହେଲା କେମିତି? ଇପ୍ସିତା କହିଲେ, ଆମେ ଦୁହେଁ ଏମିତି ମିଶିଲୁ କି ଲୋକମାନେ ବାଧ୍ୟ କଲେ ବିବାହ କରିବା ପାଇଁ...ସେପଟେ କୁଳଦୀପ କହିଲେ ଲୋକଙ୍କ ଭଲ ପାଇବାରୁ ସବୁ ହେଲା ସମ୍ଭବ
ଆର୍ୟନ ଖାନ୍ଙ୍କୁ ସୁରକ୍ଷା ଦେବା ପାଇଁ ବଡ଼ିଗାର୍ଡ଼ ପଦବୀର ପ୍ରକାଶ ପାଇଛି ବିଜ୍ଞପ୍ତି। ଘଣ୍ଟାଏରେ ଶହେରୁ ଅଧିକ ସଂଖ୍ୟାରେ ଆସୁଛି ଆବେଦନ। ଏହି ସବୁ ଯୋଗ୍ୟତା ଥିଲେ....
ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’କୁ ପୂରିଛି ୨୫ ବର୍ଷ। ଫିଲ୍ମର କିଛି ସ୍ମୃତିକୁ ମନେପକେଇ କରିସ୍ମା କପୁର ଏହାର କିଛି ସିକ୍ରେଟ୍ ଶେୟାର କରିଛନ୍ତି।
ସୋନୁ ସୁଦ୍ ଏବେ ସୋସିଆଲ୍ ମିଡିଆରେ ଏପରି ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ନେଇ ସେ ଟ୍ରୋଲ୍ ହେଉଛନ୍ତି। ଏହି ଫଟୋରେ ସେ ଏକ ଘଷି ଗଦାରେ ବସିଥିବା ନଜର ଆସିଛନ୍ତି।
ରିଲିଜ୍ ହୋଇଛି ଅକ୍ଷୟ କୁମାରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ପୃଥ୍ୱୀରାଜ’ର ଟିଜର୍। ବୀର ପୃଥ୍ୱୀରାଜଙ୍କ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ। ଏଥିରେ ଦର୍ଶକେ ପ୍ରେମ ସହିତ ସଂଗ୍ରାମର ଝଲଜ ଦେଖିବାକୁ ପାଇବେ।
କୁହାଯାଏ ଯେ ମା-ବାପା ହେବା ପାଇଁ ବିବାହ କରିବା ଜରୁରୀ। କିନ୍ତୁ ବଲିଉଡ୍ରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ଏହି କଥାକୁ ଭୁଲ ପ୍ରମାଣିତ କରି ଦେଖେଇଛନ୍ତି। ସେମାନେ ପ୍ରମାଣିତ କରିଦେଇଛନ୍ତି ଯେ ମା-ବାପା ହେଉଛି ଏକ ଭାବନା ଓ ହୃଦୟରେ ସାଇତା ଥିବା ସ୍ନେହ ଓ ମମତା।
ଏ ଦୁନିଆରେ ଅନେକ ପ୍ରକାରର ରୋଗ ଅଛି। ଏହା ମଧ୍ୟରୁ ହୃଦୟ ଭାଙ୍ଗିବା ଏକ ଅଜବ ପ୍ରକାରର ରୋଗ। ଅଷ୍ଟ୍ରେଲିଆର ଜଣେ ମଡେଲ୍ ଏହି ରୋଗରେ ପିଡିତ ହୋଇଥିବା ବେଳେ ପୁରୁଷଙ୍କ ହୃଦୟ ଭାଙ୍ଗିଲେ ତାଙ୍କୁ କୌଣସି ଦୁଃଖ ହୁଏନି ବୋଲି ସେ କହିଛନ୍ତି।
କଙ୍ଗନା ରାଣାୱତ ବଲିଉଡ୍ର ପଙ୍ଗା ଗାର୍ଲ ଭାବେ ପରିଚିତ। ଅନେକ ସମୟରେ ସେ ତାଙ୍କର ବୟାନ ନେଇ ବିବାଦକୁ ଆସିଥାନ୍ତି। ଏବେ ଭାରତର ସ୍ୱାଧୀନତା ଭିକ୍ଷାରେ ମିଳିଥିବା କହି ସେ ଚର୍ଚ୍ଚାରେ ଅଛନ୍ତି। ଏହାକୁ ନେଇ କଙ୍ଗନା ଯେତେ ଟ୍ରୋଲ୍ ହେଲେ ବି ସେ ତାଙ୍କ ଜିଦିରେ ଅଟଳ ଅଛନ୍ତି।