• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Business Updates

goair
ଆକାଶରେ ଉଡ଼ିବାକୁ ଇଚ୍ଛା କି? ମାତ୍ର ୧୦୯୯ଟଙ୍କାରେ ସ୍ୱପ୍ନ ହେବ ସତ

ନୂଆଦିଲ୍ଲୀ: ଫ୍ଲାଇଟ୍‌ରେ ବସିବା ପାଇଁ କାହାର ବା ଇଚ୍ଛା ନଥାଏ। ତେବେ ଟିକେଟ୍‌ର ମୂଲ୍ୟ ଅଧିକ ଯୋଗୁ ଅନେକ ଲୋକଙ୍କ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଏ। ଏହି ସ୍ୱପ୍ନକୁ ସାକାର କରିବା ପାଇଁ ‘ଗୋ ଏୟାର’ ଏକ ଦମ୍‌ଦାର ଅଫର ଆଣିଛି। ସାଧାରଣ ବର୍ଗର ଲୋକଙ୍କୁ ଆକାଶରେ ଉଡ଼ିବାର ସୁଯୋଗ ଦେବାକୁ ‘ଗୋ ଏୟାର’ ଶନିବାର ଗ୍ରେଟ୍‌ ଫେଷ୍ଟିଭାଲ୍‌ ସେଲ୍‌ସ’ ପ୍ୟାକେଜ୍‌ ଲଂଚ୍‌ କରିଛି। ଏହି ପ୍ୟାକେଜ୍‌ରେ ୧୦୯୯ ଟଙ୍କାରେ ଯାତ୍ରା କରିପାରିବେ। ଟିକେଟ୍‌ ବୁକ୍‌ କରିବାର […]

  • Monday, 19 July 2021
decline
ଖସୁଛି ରାଜ୍ୟର ଶିଳ୍ପାୟନ ଗ୍ରାଫ୍

ଭୁବନେଶ୍ୱର : ଖସୁଛି ରାଜ୍ୟର ଶିଳ୍ପାୟନ ଗ୍ରାଫ୍। କିଛି ମାସ ତଳେ ଇଜ୍-ଅଫ୍-ଡୁଇଂ ବିଜ୍‌ନେସ୍‌ରେ ଓଡ଼ିଶାର ସ୍ଥାନ ୧୪କୁ ଖସିଥିଲା। ଅାଉ ଏବେ ନ୍ୟାସନାଲ୍ କାଉନ୍‌ସିଲ୍ ଅଫ୍ ଅାପ୍ଳାଏଡ୍ ଇକୋନୋମିକ୍ ରିସର୍ଚ୍ଚ- NCAER ପକ୍ଷରୁ କରାଯାଇଥିବା ପୁଞ୍ଜିନିବେଶ ସର୍ଭେରେ ଓଡ଼ିଶା ପୂର୍ବବର୍ଷ ତୁଳନାରେ ଅାହୁରି ୬ଟି ସ୍ଥାନ ତଳକୁ ଖସିଅାସିଛି । ସଂସ୍ଥା ପକ୍ଷରୁ ୪ଟି କ୍ଷେତ୍ର ଅାଧାରରେ ଏହି ସର୍ଭେ କରାଯାଇଥିଲା- କୁଶଳୀ ଶ୍ରମିକ କ୍ଷେତ୍ରରେ ଓଡ଼ିଶା ୪ ପାଦ ତଳକୁ ଖସିଥିବାବେଳେ, ଭିତ୍ତିଭୂମିରେ ୫, […]

  • Monday, 19 July 2021
sukanya
ସୁକନ୍ୟା ସମୃଦ୍ଧି ଯୋଜନା ନିୟମ ବଦଳିଲା, ବାର୍ଷିକ ଜମାରାଶି ସର୍ବନିମ୍ନ ୨୫୦ ଟଙ୍କା ହେଲା

ନୂଆଦିଲ୍ଲୀ: ସୁକନ୍ୟା ସମୃଦ୍ଧି ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ଲକ୍ଷରେ ସରକାର ଏହି ଯୋଜନାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ବାର୍ଷିକ ଜମାରାଶି ସର୍ବନିମ୍ନ ୧୦୦୦ ଟଙ୍କା ଥିବାବେଳେ ଏବେ ଏହାକୁ କମାଇ ୨୫୦ ଟଙ୍କା କରିଛନ୍ତି ସରକାର। ପରିବର୍ତ୍ତିତ ନିୟମ ଅନୁଯାୟୀ, ବର୍ତ୍ତମାନ କେବଳ ୨୫୦ ଟଙ୍କାରେ ହିଁ ଖାତା ଖୋଲାଯାଇ ପାରିବ। ଏଥିସହିତ ପ୍ରତିବର୍ଷ ୧୦୦୦ ଟଙ୍କା ବଦଳରେ ଏବେ ୨୫୦ ଟଙ୍କା ଜମା କରିହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ […]

  • Monday, 19 July 2021
jio phone
ଜିଓ ଆଣିଲା ଆଉ ଏକ ଶସ୍ତା ଫୋନ,ରହିଛି ହ୍ୱାଟ୍ସଆପ୍‌ ଆଉ ୟୁଟ୍ୟୁବ୍‌ ସୁବିଧା

ନୂଆଦିଲ୍ଲୀ: ପୁଣି ଗ୍ରାହକଙ୍କୁ ଆତ୍କୃଷ୍ଟ କରିବା ପାଇଁ ରିଲାଏନ୍ସ ଜିଓ ଲଞ୍ଚ କରିଛି ଆଉ ଏକ ଶସ୍ତା ଫୋନ। ରିଲାଏନ୍ସ ଇଣ୍ଡଷ୍ଟ୍ରିର ୪୧ତମ ଆନୁଆଲ୍‌ ଜେନେରାଲ ମିଟିଂରେ ଏହି ଫୋନ୍‌ ଲଞ୍ଚ ହୋଇଛି। ଯାହର ନାଁ ରହିଛି ‘ଜିଓ ଫୋନ ୨’। ଗତବର୍ଷ ଲଞ୍ଚ ହୋଇଥିବା ଜିଓ ଫୋନ ଠୁ ଏହି ଫୋନର ଡିଜାଇନ୍‌ ମଧ୍ୟ ପୂରାପୂରି ଅଲଗା। ଖାଲି ଡିଜାଇନ ନୁହେଁ ଏଥିରେ ହ୍ୱାଟ୍ସଆପ୍‌ ଓ ୟୁଟ୍ୟୁବ ଭଳି ଅନେକ ସୁବିଧା  ରହିଛି। ବଜାରରେ ଏହା […]

  • Monday, 19 July 2021
gst-1
କେନ୍ଦ୍ର ପାଳନ କରୁଛି ଜିଏସଟି ଡେ

ନୂଆଦିଲ୍ଲୀ : GST ପ୍ରଚଳନକୁ ଆଜି ବର୍ଷେ ପୂରିଛି। ଗୋଟିଏ ଦେଶ, ଗୋଟିଏ ଟିକସ। ଏହି ସ୍ଲୋଗାନ ଦେଇ ଗତବର୍ଷ ଜୁଲାଇ ୧ରୁ କେନ୍ଦ୍ର ସରକାର ଲାଗୁ କରିଥିଲେ। ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ବା GST । ସାରା ଦେଶରେ ଟିକସ କ୍ଷେତ୍ରରେ ସଂସ୍କାର ଆସିଥିବା କହି କେନ୍ଦ୍ର ସରକାର ଏହାକୁ ଜିଏସଟି ଦିବସ ଭାବେ ପାଳନ କରୁଥିବା ବେଳେ ବିରୋଧୀ କିନ୍ତୁ ସମାଲୋଚନା କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଜିଏସ୍‌ଟି ପ୍ରଚଳନର ଅନେକ […]

  • Monday, 19 July 2021
bsnl
ଫିଫା ବିଶ୍ୱକପ୍‌ ; ଅଫର ପାଇଁ  ଟେଲିକମ୍ କମ୍ପାନୀ ଗୁଡିକ ମଧ୍ୟରେ ପ୍ରତିଯୋଗିତା

ଫିଫା ବିଶ୍ୱକପ୍‌କୁ ଆଖିରେ ରଖି ଟେଲିକମ୍ କମ୍ପାନୀ ଗୁଡିକ ଆରମ୍ଭ କରିଛନ୍ତି ବିଭିନ୍ନ ଅଫର। ଗ୍ରାହକଙ୍କୁ ଆକୃଷ୍ଟ କରିବାପାଇଁ ଗୁରବାର ଜିଓ ଲଞ୍ଚ କରିଛି ଜିଓ ଡବଲ ଧମାକା ଅଫର। ସେହିପରି ଜିଓକୁ ଟକ୍କର ଦେବାପାଇଁ ବିଏସଏନଏଲ ପକ୍ଷରୁ ମଧ୍ୟ ଆରମ୍ଭ କରାଯାଇଛି ଫିଫା ଓ୍ୱାଲର୍ଡ କପ୍ ରିଚାର୍ଜ। ବିଏସଏନଏଲର ଏହି ଅଫର ଅନୁଯାୟୀ ୧୪୯ ଟଙ୍କା ରିଚ୍ଚାର୍ଜରେ ଗ୍ରାହକ ୪ଜିବି ଡାଟା ପାଇପାରିବେ। ଫିଫା ବିଶ୍ୱକପ୍ ଆରମ୍ଭରୁ ଅର୍ଥାତ ୧୪ ଜୁନ୍‌ରୁ ଜୁଲାଇ ୧୫ ପର୍ଯ୍ୟନ୍ତ  […]

  • Monday, 19 July 2021
postal
ଡାକ ବିଭାଗର ଏହି ସ୍କିମ୍ ସଂପର୍କରେ ଜାଣିଛନ୍ତି କି ?

ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗରେ ବିଭିନ୍ନ ପ୍ରକାର ଡିପୋଜିଟ୍ ସ୍କିମ୍ ରହିଛି । ସେଭିଂ ଆକାଉଣ୍ଟରୁ ଆରମ୍ଭ କରି ଫିକ୍ସଡ୍ ବା ମିଆଦି ଜମା ପର୍ଯ୍ୟନ୍ତ ବହୁତ ସ୍କିମ୍ ରହିଛି, ଯେଉଁଥିରେ ଲାଭଜନକ ରିଟର୍ଣ୍ଣ ମିଳିଥାଏ । ଯଦି ଆପଣ ଚାହୁଁଛନ୍ତି ଏଭଳି ଏକ ସ୍କିମ ଯେଉଁଥିରେ ପ୍ରତି ମାସରେ ଇନକମ୍ ହେବ ତାହେଲେ ସେମିତି ଏକ ସ୍କିମ ହେଉଛି ଏମଆଇସି । ଆସନ୍ତୁ ଜାଣିବା ଏହି ସ୍କିମ୍ ସମ୍ପର୍କରେ ପୋଷ୍ଟ ଅଫିସ ମନ୍ଥଲି୍ ଇନକମ୍ ସ୍କିମ୍ […]

  • Saturday, 17 July 2021
jio
ଅମରନାଥ ଶ୍ରଦ୍ଧାଳୁଙ୍କ ପାଇଁ ଜିଓ ଆଣିଲା ନୂଆ ପ୍ରିପେଡ୍‌ ପ୍ଲାନ୍‌

ଶ୍ରୀନଗର : ଅମରନାଥ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ରିଲାଏନ୍ସ ଜିଓ ପକ୍ଷରୁ ଜମ୍ମୁକଶ୍ମୀରରେ ସ୍ୱତନ୍ତ୍ର ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏଥିରେ ଜିଓ ପକ୍ଷରୁ ୧୦୨ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌ ଅମରନାଥ ଶ୍ରଦ୍ଧାଳୁଙ୍କୁ ଯୋଗଇ ଦିଆଯିବ। ଏହି ପ୍ଲାନ୍‌କୁ ଶୁଭାରମ୍ଭ କରିବାର ଉଦ୍ଦେଶ୍ୟ ହେଉଛି, ଦେଶର ଅନ୍ୟ ଅଂଚଳର ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ଜମ୍ମୁ ଓ କାଶ୍ମୀରରେ ରୋମିଂ କଟକଣା ରହିଛି। ଏଥିପାଇଁ ଅମରନାଥ ଯାତ୍ରା ସମୟରେ ଶ୍ରଦ୍ଧାଳୁମାନେ କନେକ୍ଟିଭିଟି ବା ସମ୍ପର୍କ ରଖିବାରେ ସମସ୍ୟା ସାମ୍ନାର […]

  • Saturday, 17 July 2021
gold-1
ବେଲଗାମ୍ ସୁନା ଦର ; ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦାମ୍‌

ଭୁବନେଶ୍ୱର : ଅମୂଲ ମୂଲ ହୋଇଛି ସୁନା। ସପ୍ତାହେ ତଳେ ଭରିଏ ସୁନା ଦର ଯାହା ଥିଲା ଏବେ ଆଉ ୨ ହଜାର ଅଧିକ। ଆନ୍ତର୍ଜାତିକ ବଜାରରେ ବି ଗତ ୬ ବର୍ଷ ଭିତରେ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦାମ୍। ଏଥିପାଇଁ ଅର୍ଥନୀତି ବିଷାରଦ କେତେକ ପ୍ରମୁଖ କାରଣ ଯଥାକ୍ରମେ ଆମେରିକା-ଇରାନ୍ ଯୁଦ୍ଧ ସ୍ଥିତି ଓ ଡଲାରର ଅବମୂଲ୍ୟାୟନକୁ ମୁଖ୍ୟତଃ ଦାୟୀ କରିଛନ୍ତି । ଦର ଆଗରୁ ୪୦ ହଜାର ଟପିବା ନେଇ ବି ଆଶଙ୍କା […]

  • Saturday, 17 July 2021
flight
ଉଡାଣ ବାତିଲ ହେଲେ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ : ବିମାନ ବାତିଲ ହେଲେ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ। ବିମାନ ସେବା ବାତିଲ ପଛରେ ଯଦି ବିମାନ କମ୍ପାନୀର ତ୍ରୁଟି ଥାଏ, ତେବେ ଯାତ୍ରୀଙ୍କୁ କ୍ଷତିପୂରଣ କିମ୍ବା ଟିକେଟର ମୂଲ୍ୟ ଫେରସ୍ତ କରାଯିବ। ସେହିଭଳି ବିମାନ ବିଳମ୍ବ ହେଲେ ମଧ୍ୟ ଏ ବାବଦରେ ଯାତ୍ରୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି। If a flight is cancelled & it is the airlines’ fault, […]

bank
କେମିତି ବ୍ୟାଙ୍କ ଶୁଳ୍କରୁ ରକ୍ଷା ପାଇବେ, ଜାଣନ୍ତୁ କିଛି ସହଜ ଉପାୟ

ବ୍ୟାଙ୍କର ଅନେକ ସେବା ମାଗଣାରେ ମିଳିଥାଏ। ଏଥିପାଇଁ ବ୍ୟାଙ୍କଗୁଡିକ ହଜାର ହଜାର କୋଟି ଟଙ୍କାର ଟାକ୍ସ ଭରିଥାନ୍ତି। ଏବେ ଏହି ସବୁ ମୁକ୍ତ ସେବା ଆଉ ମାଗଣାରେ ପାଇପାରିବେ ନାହିଁ । ବ୍ୟାଙ୍କ ଏଥିରେ ସେବା ଶୁଳ୍କ ନେବାକୁ ସ୍ଥିର କରିଛି। ଆଉ ଏହାରି ଭିତରେ ଏକ ଗାଇଡ୍‌ ଲାଇନ୍‌ପ୍ରସ୍ତୁତ ହୋଇଛି , ଯାହାଦ୍ୱାରା ବ୍ୟାଙ୍କର ନୀତିରେ ପରିବର୍ତ୍ତନ ଘଟିଲେ ବି ଆପଣ ଅତିରିକ୍ତ ଖର୍ଚ୍ଚ ଆଦିରୁ ରକ୍ଷା ପାଇପାରିବେ। ଆସନ୍ତୁ ଜାଣିବା ଅତିରିକ୍ତ ଖର୍ଚ୍ଚରୁ ବଞ୍ଚିବାର […]

fortis
ଫୋର୍ଟିସ୍ କିଣିବା ଦୌଡ଼ରେ ଚାଇନା କମ୍ପାନୀ ଫୋସୁନ୍‌

ନୂଆଦିଲ୍ଲୀ : ଭାରତର ଦ୍ୱିତୀୟ ହେଲଥ୍‌ କେୟାର ପ୍ରଦାନ କରୁଥିବା ଫୋର୍ଟିସ୍ ହେଲଥ୍‌ କେୟାରକୁ କ୍ରୟ କରିବା ଦୌଡ଼ରେ ଅନେକ କମ୍ପାନୀ ସାମିଲ୍‌ ହୋଇଛନ୍ତି। ଏବେ ଚୀନର କମ୍ପାନୀ ‘ଫୋସୁନ୍‌’ ଏହି ଦୌଡ଼ରେ ରହିଛି। ଆଉ ଏହାର ମାଲିକାନା ନେବା ପାଇଁ ଉଦ୍ୟମ ଆରମ୍ଭ  କରିଦେଇଛି। ଉଲ୍ଲେଖନୀୟ ଯେ,ଫୋସୁନ୍‌କୁ ମିଶାଇ ୪ଟି କମ୍ପାନୀ ଏବେ ଦୌଡ଼ରେ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛି ମାଲେସିଆର ଆଇଏଚ୍‌ଏଚ୍‌ ହେଲଥ୍ କେୟାର, ମଣିପାଲ୍‌ ହେଲଥ୍‌ ଏଣ୍ଟରପ୍ରାଇଜସ୍‌ , ବର୍ମନ  ଓ  ମଞ୍ଜଲ୍‌ […]

atm
ଏଟିଏମ୍‌ରେ ସୁଧୁରିନି କ୍ୟାସ୍ ଅଭାବ ସ୍ଥିତି

କଟକ / ବଲାଙ୍ଗିର/ଭୁବନେଶ୍ୱର : ଏଟିଏମ୍‌ରେ ସୁଧୁରିନି ଟଙ୍କା ଅଭାବ ସ୍ଥିତି। କିଛି ରାଜ୍ୟରେ ସ୍ଥିତି ଉତ୍କଟ ହୋଇଥିଲେ ମଧ୍ୟ ଓଡ଼ିଶାରେ ସେଭଳି ସ୍ଥିତି ନାହିଁ। ତଥାପି ଅନେକ ସ୍ଥାନରେ ଏଟିଏମ୍‌ ଖାଲି ପଡିଥିବାରୁ ଗ୍ରାହକ ହଇରାଣ ହୋଇଛନ୍ତି। କଟକ ବଡ ମେଡିକାଲରେ ପ୍ରତି ମୁହୂର୍ତ୍ତରେ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କୁ ଦରକାର ଟଙ୍କା। ସେଥିପାଇଁ ମେଡିକାଲ ପରିସରରେ ବସିଛି ATM। ତେବେ ATM ଥିଲେ କଣ ହେବ ଟଙ୍କା ନାହିଁ। କିଛି ଦିନ ହେବ ଦେଶବ୍ୟାପୀ […]

  • Saturday, 17 July 2021
airtel--
ଏୟାରଟେଲ୍‌ ଦେଉଛି ୩୦ ଜିବି ମାଗଣା ଡାଟା : ଜାଣନ୍ତୁ ପୁରା ତଥ୍ୟ

ଭୁବନେଶ୍ୱର : ଭାରତୀ ଏୟାରଟେଲ୍‌ ତାର ଗ୍ରାହକ ମାନଙ୍କ ପାଇଁ ଏକ ନୂଆ ସୁବିଧା ଘୋଷଣା କରିଛି। ଯାହା ଦ୍ୱାରା ୨ଜି ଓ ୩ଜି ବ୍ୟବହାରକାରୀମାନଙ୍କୁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ସେମାନେ ୪ଜି ସ୍ମାର୍ଟଫୋନକୁ ଅପଗ୍ରେଡ୍ କଲେ ୩୦ ଜିବି ମାଗଣା ଡାଟା ପାଇପାରିବେ । ଏୟାରଟେଲ୍‌ କହିଛି,  ‘ମେରା ପେହେଲା ସ୍ମାର୍ଟଫୋନ’ ଅଭିଯାନକୁ ସଫଳ କରିବାକୁ ଏହି ନୂଆ ଯୋଜନା ସହାୟକ ହେବ।  ଗ୍ରାହକମାନେ ମାଇଁ ଏୟାରଟେଲ ଆପ୍‌ରେ ୫୧୧୧୧ର ଟୋଲ […]

  • Saturday, 17 July 2021
moto-1
୪ହଜାର ରିହାତିରେ ବ୍ରାଣ୍ଡେଡ୍ ସ୍ମାର୍ଟଫୋନ୍ :  ଅଫର ଆଉ ଦୁଇ ଦିନ

ନୂଆଦିଲ୍ଲୀ: ଆପଣ କମ୍‌ ଦାମରେ ଭଲ କମ୍ପାନୀର ସ୍ମାର୍ଟଫୋନ୍‌ କିଣିବାକୁ ଚାହୁଁଛନ୍ତି କି ? ତାହେଲେ ଆପଣଙ୍କ ପାଇଁ ମୋଟୋରୋଲା କମ୍ପାନୀ ଏଇ ସୁଯୋଗ ଆଣି ଦେଇଛି। ଯେଉଁ ମୋବାଇଲ୍‌ର ପ୍ରକୃତ ଦାମ୍‌ ୧୩,୯୯୯ଟଙ୍କା , ତାହା ଏବେ ୪ହଜାର ଟଙ୍କାର ରିହାତିରେ ଅର୍ଥାତ୍ ୯,୯୯୯ ଟଙ୍କାରେ ପାଇପାରିବେ। ଏହି ଅଫରର ଶେଷ ତାରିଖ ଏପ୍ରିଲ୍‌୧୧ ରହିଛି। ତାପରେ ଏହା ପୁଣି ନିଜର ପୁରୁଣା ଦର ୧୩,୯୯୯ ଟଙ୍କାରେ ଉପଲବ୍ଧ ହେବ। ଗତ ବର୍ଷ ଭାରତରେ ଲଞ୍ଚ […]

indian post
ଡାକ ବିଭାଗ ଆରମ୍ଭ କଲା Cool EMS ସେବା

ଭାରତୀୟ ଡାକ ବିଭାଗ Cool EMS  ସେବା ଆରମ୍ଭ କରିଛି।  ଏହା ଜାପାନ – ଭାରତ ମଧ୍ୟରେ ଏକମାତ୍ର ସେବା, ଯାହା ଦ୍ୱାରା ଭାରତୀୟମାନେ  ବ୍ୟକ୍ତିଗତ ବ୍ୟବହାର ପାଇଁ ଖାଦ୍ୟ ସାମଗ୍ରୀ ଆମଦାନି କରିପାରିବେ। Cool EMS  ସେବା ସେବା ଜରିଆରେ ଭାରତୀୟମାନେ, ଜାପାନ୍‌ରୁ ଯେଉଁ ଉତ୍ପାଦ ଆମଦାନି ପାଇଁ ଆମ ଦେଶରେ ଅନୁମତି ଅଛି, କେବଳ ସେଭଳି ଉତ୍ପାଦ ମଗାଇ ପାରିବେ। ପ୍ରାଥମିକ ଭାବେ କେବଳ ଦିଲ୍ଲୀରେ ଏହି ସେବା ଉପଲବ୍ଧ ହେବ। ଖାଦ୍ୟ ଉତ୍ପାଦଗୁଡ଼ିକର […]

bugjet
ବିଧାନସଭାରେ ଆସିଲା ଲକ୍ଷେ ୨୦ ହଜାର କୋଟିର ବଜେଟ୍

ଭୁବନେଶ୍ୱର: ବିଧାନସଭାରେ ଆଜି ଆସିଛି ଲକ୍ଷେ ୨୦ ହଜାର ୨୮ କୋଟି ଟଙ୍କାର ବଜେଟ।  ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଉପସ୍ଥାପିତ କରିଥିବା ଏହି ବଜେଟରେ ଗତବର୍ଷ ଅପେକ୍ଷା ୧୨ ଦଶମିକ ୩ ପ୍ରତିଶତ ଅଧିକ ବ୍ୟୟ ଅଟକଳ କରାଯାଇଛି। ତେବେ ବଜେଟରେ ରାଜ୍ୟ ସରକାର ନୂଆ ସ୍କିମର କାର୍ଡ ଖୋଲି ନାହାନ୍ତି, ବରଂ ପୂର୍ବରୁ ଘୋଷଣା କରାଯାଇଥିବା ସ୍କିମକୁ ଅଧିକ ଅର୍ଥ ଦେଇଛନ୍ତି। ନିର୍ବାଚନ ଥିବାରୁ ଗ୍ରାମୀଣ ବିକାଶ ଉପରେ […]

fraud
ସାମ୍ନାକୁ ଆସିଲା ଆଉ ଏକ ବ୍ୟାଙ୍କ୍ ଠକେଇ : ଚେନ୍ନାଇର ଗହଣା କମ୍ପାନୀ ବିରୋଧରେ ୮୨୪ କୋଟିର ମାମଲା

ଚେନ୍ନାଇ: ପୁଣି ୮୨୪ କୋଟିର ବ୍ୟାଙ୍କ ଠକେଇ। ଚେନ୍ନାଇର ଏକ ଗହଣା କମ୍ପାନୀ ବିରୋଧରେ ସିବିଆଇରେ ମାମଲା ହୋଇଛି । ପିଏନ୍‌ବି(ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ) ଋଣ ସ୍କାମ୍‌ର ପର୍ଦ୍ଦାଫାସ୍‌ ପରେ ଗୋଟିଏ ପରେ ଗୋଟିଏ ଋଣ ଠକେଇର ଗୁମର ଖୋଲୁଛି। ସୂଚନା ଅନୁସାରେ ,କନିଷ୍କ ଗୋଲ୍ଡ ନାମକ ଚେନ୍ନାଇର ଏକ ସଂସ୍ଥା ୧୪ଟି ବ୍ୟାଙ୍କରୁ ୮୨୪.୧୫ କୋଟି ଟଙ୍କା ଠକି ନେଇଛି। ଏ ସଂକ୍ରାନ୍ତରେ ସିବିଆଇକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅବଗତ କରାଇଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ନେତୃତ୍ୱରେ […]

  • Friday, 16 July 2021
passport
ଏଥର କମ୍ପାନି ନିର୍ଦ୍ଦେଶକଙ୍କ ପାସ୍‌ପୋର୍ଟ ତଥ୍ୟ ସଂଗ୍ରହ କରିବେ ସରକାର

ନୂଆଦିଲ୍ଲୀ: ପିଏନ୍‌ବି ଜାଲିଆତି ପରେ ସରକାରଙ୍କ ଚେତା ପଶିଛି। ଏଭଳି ଠକେଇ ଯେମିତି ଆଉ ନହୁଏ ଏହାକୁ ରୋକିବା ପାଇଁ ଏବେ ତତ୍ପର ହୋଇଉଠିଛନ୍ତି। ଏଥିପାଇଁ ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ଉପରେ ବିଚାରବିମର୍ଶ କରୁଛନ୍ତି। ବିଭିନ୍ନ କମ୍ପାନି ନିର୍ଦ୍ଦେଶକଙ୍କ ପାସ୍‌ପୋର୍ଟ ତଥ୍ୟ ସଂଗ୍ରହ କରିବା ଉପରେ ବିଚାର କରୁଛନ୍ତି ସରକାର। ସମସ୍ତଙ୍କର ଏକ ସ୍ୱତନ୍ତ୍ର ପରିଚୟ ନମ୍ବର ରହିଛି। ନିର୍ଦ୍ଦେଶକ ପରିଚୟ ନମ୍ବର (ଡିଆଇଏନ୍‌) ଥିବା ସବୁ ବ୍ୟକ୍ତିଙ୍କ ପାସ୍‌ପୋର୍ଟ ତଥ୍ୟ ହାସଲ କରାଯିବ। […]

  • Friday, 16 July 2021
bank
ଆପଣଙ୍କ ଜରୁରୀ କାମ ସାରି ଦିଅନ୍ତୁ  : ୪ ଦିନ ବନ୍ଦ ରହିବ ବ୍ୟାଙ୍କ୍‌

ନୂଆଦିଲ୍ଲୀ : ଆପଣଙ୍କ ପାଇଁ ଏହା ନିଶ୍ଚୟ ଏକ ଜରୁରୀ ଖବର। କାରଣ ସମୟ ଆଗରୁ ଯଦି ଏହା ନକରନ୍ତି ତ ଅସୁବିଧାରେ ପଡିପାରନ୍ତି। ଚଳିତ ମାସରେ ଯଦି ଆପଣଙ୍କର କିଛି ବ୍ୟାଙ୍କ ସମ୍ବନ୍ଧୀୟ ଜରୁରୀ କାମ ରହିଛି, ତାହେଲେ ଶୀଘ୍ର ଶେଷ କରି ଦିଅନ୍ତୁ। କାରଣ ମାର୍ଚ୍ଚ ଶେଷ ସପ୍ତାହରେ ୪ଦିନ ଅର୍ଥାତ୍ ୨୯ମାର୍ଚ୍ଚରୁ ଏପ୍ରିଲ ୧ ପର୍ଯ୍ୟନ୍ତ ବ୍ୟାଙ୍କ ସହିତ ସରକାରୀ କାର୍ଯ୍ୟାଳୟ ବି ବନ୍ଦ ରହିବ। ମାର୍ଚ୍ଚ ୨୯ ତାରିଖରେ ଭଗବାନ ମହାବୀର […]

  • Friday, 16 July 2021
excell
‘ସର୍ଫ ଏକ୍ସେଲ’ ପାଇଁ ‘ମାଇକ୍ରୋସଫ୍ଟ ଏକ୍ସେଲ’ ହଟହଟା

ନୂଆଦିଲ୍ଲୀ : ସଫ୍ଟୱେର ସମ୍ରାଟ ମାଇକ୍ରୋସଫ୍ଟର ଏକ୍ସେଲ ଆପ୍‌ ଏବେ ଗୁଗଲ ପ୍ଲେ ଷ୍ଟୋରରେ ହଟହଟା ହୋଇଛି। ଏପରି ସ୍ଥିତି ନିଜ ଭୁଲ ପାଇଁ ନୁହେଁ, ବରଂ ‘ସର୍ଫ ଏକ୍ସେଲ’ର ଭୁଲ ପାଇଁ ଉପୁଜିଛି। ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍‌ର ଡିଟରଜେଣ୍ଟ ବ୍ରାଣ୍ଡ ‘ସର୍ଫ ଏକ୍ସେଲ’ର ହୋଲି ବିଜ୍ଞାପନ ପ୍ରତି ଲୋକଙ୍କ ଆକ୍ରୋଶ ଏବେ ‘ମାଇକ୍ରୋସଫ୍ଟ ଏକ୍ସେଲ’ ଆଡ଼କୁ ମୁହାଁଇଛି। ଏହି ବିଜ୍ଞାପନ ହିନ୍ଦୁଙ୍କ ଧାର୍ମିକ ମନୋଭାବକୁ ଆଘାତ ପହଞ୍ଚାଉଥିବା ଦର୍ଶାଇ ଲୋକେ #BoycottSurfExcel ଏବଂ #BoycottHindustanUniliver ଆଦି […]

  • Friday, 16 July 2021
oyo1
୧୪୦୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ‘ଓୟୋ’

ନୂଆଦିଲ୍ଲୀ : ଦେଶର ଲୋକପ୍ରିୟ ଅନ୍‌ଲାଇନ୍‌ ହୋଟେଲ୍‌ ଚେନ୍‌ ‘ଓୟୋ’ ୨୦୧୯ ସୁଦ୍ଧା ଭାରତ ସମେତ ଦକ୍ଷିଣ ଏସିଆର କେତୋଟି ଦେଶରେ ପ୍ରାୟ ୧୪୦୦ କୋଟି ଟଙ୍କା ପୁଞ୍ଜି ନିବେଶ କରିବ। ବିଶେଷ କରି ବୈଷୟିକ ଭିତ୍ତିଭୂମି ସମୃଦ୍ଧି ଓ କମ୍ପାନୀର ପରିଚାଳନାଗତ ଖର୍ଚ୍ଚ ଉଠାଇବା ପାଇଁ ଲିଡରଶିପ୍‌ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ହେବ। କମ୍ପାନୀର ସିଇଓ ଆଦିତ୍ୟ ଘୋଷ ଏହା କହିଛନ୍ତି। ଦକ୍ଷିଣ ଏସିଆ ସମେତ ଭାରତରେ ଏହାର ଅବସ୍ଥିତିକୁ ଆହୁରି ସୁଦୃଢ଼ କରିବା ପାଇଁ କମ୍ପାନୀ […]

  • Friday, 16 July 2021
Gold Ornaments
ରେକର୍ଡ ସ୍ତରରୁ ୭,୯୦୦ ଟଙ୍କା ଶସ୍ତା ହେଲା ସୁନା

ଗୁରୁବାର ସୁନା ପ୍ରତି ୧୦ ଗ୍ରାମକୁ ୪୮,୫୦୦ ଟଙ୍କା ଉପରେ ମଧ୍ୟ ଥିଲା। ହେଲେ ଆଜି ସୁନା ଦରରେ ସାମାନ୍ୟ ହ୍ରାସ ପାଇଛି।

real estate
ଛିଣ୍ଡୁନି ରିୟଲ ଇଷ୍ଟେଟ୍ ଟିକସ ମାମଲା

ନୂଆଦିଲ୍ଲୀ: ରିୟଲ୍ ଇଷ୍ଟେଟ୍ କ୍ଷେତ୍ରକୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)ର କେଉଁ ଥାକରେ ରଖାଯିବ ତାହା ଏ ଯାଏ ସ୍ଥିର ହୋଇ ପାରିନାହିଁ। ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ଜିଏସ୍‌ଟି ପରିଷଦ ବୈଠକ ବସିଥିବା ବେଳେ ଏ ସମ୍ପର୍କିତ ନିଷ୍ପତ୍ତି ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଏଥିରେ କୌଣସି ନିଷ୍ପତ୍ତି ନିଆଯାଇ ପାରିଲାନାହିଁ। ବୈଠକ ପରେ ଜେଟ୍‌ଲୀ କହିଛନ୍ତି, ରିୟଲ ଇଷ୍ଟେଟ୍‌ ଏବଂ ଲଟେରି ଉପରେ କେତେ ପ୍ରତିଶତ ଜିଏସ୍‌ଟି ଲାଗୁ ହେବ […]

  • Friday, 16 July 2021
petrol
ବଢ଼ିଲା ତୈଳ ଦର

ନୂଆ ଦିଲ୍ଲୀ : ବଢ଼ିଲା ତୈଳ ଦର। ଆଜି ଲଗାତର ତୃତୀୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ହୋଇଛି। ବର୍ଦ୍ଧିତ ଦାମ୍ ଅନୁସାରେ ଦିଲ୍ଲୀରେ ଗତ ୩ ଦିନ ଭିତରେ ପେଟ୍ରୋଲ ଲିଟର ପିଛା ୭୬ ପଇସା ବଢିଥିବା ବେଳେ ଡିଜେଲ ୮୬ ପଇସା ବଢିଛି। ତୈଳ କମ୍ପାନୀଙ୍କ କହିବା ଅନୁସାରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢିଥିବାରୁ ଏହାର ପ୍ରଭାବ ପଡିଛି। ସେପଟେ ବର୍ଦ୍ଧିତ ତୈଳ ଦରକୁ ନେଇ ଖାଉଟିଙ୍କ […]

  • Friday, 16 July 2021