• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସୌର ବୃଷମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ସୋମବାର ଚନ୍ଦ୍ର- ତୁଳା ଅହୋରାତ୍ର ତିଥି-  ୧୧ଶୀ ଅହୋରାତ୍ର ଘାତଚନ୍ଦ୍ର- ନାସ୍ତି ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ନାସ୍ତି
 

ଶୁଭସମୟ-

ଦିବା -୦୮.୪୨ ରୁ ୧୦.୨୮

ରାତ୍ରି -୦୯.୧୬ ରୁ ୧୦.୨୬
ରାତ୍ରି -୧୧.୪୭ ରୁ ୧୨.୦୯
ରାତ୍ରି -୦୧.୩୫ ରୁ ୦୩.୦୨, ୦୩.୪୫ ରୁ ୦୪.୨୮

ଅଧିକ ପଢ଼ନ୍ତୁ: Vastu Tips: ଗୃହର ଏହି ଦିଗରେ ନୀଳ ରଙ୍ଗ ଥିଲେ ମାନ-ସମ୍ମାନହାନୀ ହୁଏ, ଆସେ କୋର୍ଟ-କଚେରୀ ସମସ୍ୟା

ଅଶୁଭସମୟ- 

ରାହୁକାଳ- ପ୍ରାତଃ -୦୬.୫୦ ରୁ ୦୮.୨୯
କାଳବେଳା- ପ୍ରାତଃ -୦୬.୫୦ ରୁ ୦୮.୨୮
ବାରବେଳା- ଦିବା- ୦୩.୦୫ ରୁ ୦୪.୪୪
କାଳରାତ୍ରି- ରାତ୍ରି -୧୦.୨୬ ରୁ ୧୧.୪୭

OTV is now on Whatsapp

Join and get latest news update delivered to you via whatsapp

Join Now