Advertisment

ଆକାଶରେ ବର୍ଷା ନାହିଁ

ଆକାଶରେ ବର୍ଷା ନାହିଁ କି କେନାଲରେ ପାଣି ଆସୁନି। ଚାଷ ଜମି ଫାଟି ଆଁ କରିଥିବା ବେଳେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ।ଏବର୍ଷ ଚାଷ କେମିତି ହେବ ସେନେଇ ଏବେ ତାଙ୍କୁ ଚିନ୍ତା ଘାରିଛି।ଏପରି ଅବସ୍ଥା ଏବେ ଜଗତସିଂହପୁର ଜିଲ୍ଲାର ଅନେକ ଚାଷୀଙ୍କର।

author-image
Swadesi Megha Mallhar Prusty

ଆକାଶରେ ବର୍ଷା ନାହିଁ କି କେନାଲରେ ପାଣି ଆସୁନି। ଚାଷ ଜମି ଫାଟି ଆଁ କରିଥିବା ବେଳେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ।ଏବର୍ଷ ଚାଷ କେମିତି ହେବ ସେନେଇ ଏବେ ତାଙ୍କୁ ଚିନ୍ତା ଘାରିଛି।ଏପରି ଅବସ୍ଥା ଏବେ ଜଗତସିଂହପୁର ଜିଲ୍ଲାର ଅନେକ ଚାଷୀଙ୍କର।

Advertisment
Scanty Rainfall Special Story Farmers
Advertisment
Advertisment