• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ବୁଧବାର ଚନ୍ଦ୍ର- କୁମ୍ଭ ସନ୍ଧ୍ୟା ୦୭.୧୨ ଗତେ ମୀନ ତିଥି-୨ ୟା ସନ୍ଧ୍ୟା ୦୫.୦୭ ଗତେ ୩ୟା ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ସନ୍ଧ୍ୟା ୦୭.୧୨ ଗତେ ଧନୁ ରାଶିର ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୫.୦୭ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୧୨.୩୩ ପର୍ଯ୍ୟନ୍ତ 

ଶୁଭସମୟ-

ପ୍ରାତଃ- ୦୫.୩୨ ରୁ ୦୭.୧୨
ଦିବା- ୧୦.୧୫ ରୁ ୧୧.୨୪
ଦିବା-୦୧.୫୫ ରୁ ୦୫.୧୬
ସନ୍ଧ୍ୟା-୦୬.୫୨ ରୁ ୧୦.୪୧
ରାତ୍ରି- ୦୧.୪୩ ରୁ ୦୨.୪୧
ରାତ୍ରି- ୦୪.୦୬ ରୁ ୦୫.୩୨

ଅଧିକ ପଢ଼ନ୍ତୁ: Vastu Tips: ଶୋଇବା ଘରେ ରଖନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ ବୈବାହିକ ଜୀବନରେ ଫାଟ

ଅଶୁଭସମୟ- 

ରାହୁକାଳ- ଦିବା ୧୧.୪୯ ରୁ ୦୧.୨୩
କାଳବେଳା-ଦିବା ୦୮.୪୦ ରୁ ୧୦.୧୫
ବାରବେଳା-ଦିବା ୧୧.୪୯ ରୁ ୦୧.୨୩
କାଳରାତ୍ରି- ରାତ୍ରି ୦୨.୪୧ ରୁ ୦୪.୦୬

OTV is now on Whatsapp

Join and get latest news update delivered to you via whatsapp

Join Now