ଲଟାରେ ଝୁଲିଛି କୁନି କୁନି ଦେଶୀ କାଙ୍କଡ। ଖାଇବାକୁ ଯେମିତି ସୁଆଦିଆ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେମିତି ଉପକାରୀ। କାଙ୍କଡ ତୋଳି ବେପାରୀଙ୍କୁ ବିକ୍ରି କରୁଛି ଚାଷୀ। ଆଶା ରଖିଛି, କାଙ୍କଡ ଗୁଡିକୁ ଭଲ ଦରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରିବ। ହେଲେ ତାକୁ ମିଳୁଛି ଧୋକା।
Published By: Swadesi Megha Mallhar Prusty
Last updated: 21 August 2024, 10:51 AM IST
ତିନି ଦିନ ଧରି ଲାଗିରହିଥିବା ସସପେନ୍ସର ଆଜି ଅବସାନ ଘଟିଛି । କିନ୍ତୁ, ଉଦ୍ଧାର ପରେ କେହି ମଧ୍ୟ ଜୀବିତ ନଥିବାରୁ ମଉଳି ଯାଇଛି ପରିବାରର ଆଶା l