ଲୋକେ ଆଦୌ ଭୟଭୀତ ହୁଅନ୍ତୁନି, ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ଆଜି ରାଜ୍ୟବାସୀଙ୍କୁ କିଛି ଏଭଳି ବାର୍ତ୍ତା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।
ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବିଷୟରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ ମାମଲାରେ ବୁଦ୍ଧାଦିତ୍ୟ କ୍ଷମା ମାଗିଛନ୍ତି।
ଲୁଟର ଶିକାର ହୋଇଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଦିଗଛିଆ ପେଟ୍ରୋଲ ପମ୍ପ ନିକଟରେ ରହୁଥିବା ଜୟଦେବ ରାଉତ।
ଲଗାତାର କିଛି ଦିନ ହେବ ଭାରତୀୟ ବିମାନକୁ ବୋମା ଧମକ ମିଳୁ ଥିବାବେଳେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ ଧମକ ଦେଇଛି ।
ଛୋଟ ଝିଅ ବେକରେ ସାପ । ଦେଖିଲେ ହେବେ ଆଶ୍ଚର୍ଯ୍ୟ । ଯାହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେଉଛି ।
ଖାଲଖମା ଭରା ଅଧପନ୍ତରିଆ ଜାତୀୟ ରାଜପଥ। କୋରାପୁଟ ଜିଲ୍ଲାର ଜୟପୁର ଘାଟିରୁ ଶୁଙ୍କି ଘାଟି ୨୬ ନମ୍ବର ଜାତୀୟ ରାଜପଥରେ ବାରମ୍ବାର LPG ଗ୍ୟାସ୍ ଟ୍ୟାଙ୍କର ଓଲଟୁଥିବା ବେଳେ, ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ।
ପରିସ୍ଥିତି ଯାହା ହେଉ, ଯେମିତି ବି ଥାଉ ଯଦି ଜଣେ ଉଦ୍ୟମ ଆଉ ଅଧ୍ୟବସାୟ କରି ଲକ୍ଷ୍ୟ ଦିଗରେ ଆଗେଇ ଯାଏ, ତେବେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଅଟକାଇ ପାରେନି ଦୁନିଆର କୌଣସି ବାଧା ବିଘ୍ନ।
ଡ୍ୟୁଟିରେ ଅବହେଳା କଲେ ଆଉ ତ୍ରାହି ନାହିଁ। ୧୫ ଦିନରେ କାର୍ଯ୍ୟାନୁଷ୍ଠାନ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ।
ରେରା ବିଜ୍ଞପ୍ତିରେ ସଂଶୋଧନ। ଏଣିକି ୭୦ ପ୍ରତିଶତ ରେରା ସ୍ବୀକୃତିପ୍ରାପ୍ତ ବ୍ୟାଙ୍କଖାତାରେ ରହିପାରିବ ପ୍ରକଳ୍ପ ଖର୍ଚ୍ଚର ସର୍ବାଧିକ ୧ ପ୍ରତିଶତ ଅର୍ଥ।
ଆସନ୍ତା ୨୩ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବାତ୍ୟା, ୨୪ ତାରିଖ ସକାଳେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ନିକଟ ସମୁଦ୍ରକୁ ଆସିବ। IMD ଡିଜି ଆଜି ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ୨୪ ଓ ୨୫ ତାରିଖ ବେଶୀ ଗୁରୁତ୍ବପୂର୍ଣ୍ଣ।
ଓଡ଼ିଶା ଓ ପଶ୍ଚିମବଙ୍ଗ ନିକଟ ସମୁଦ୍ରକୁ ଆସନ୍ତା ୨୪ରେ ବାତ୍ୟା ପହଞ୍ଚିବା ନେଇ ଆକଳନ ପରେ ବାଲେଶ୍ବର ଜିଲ୍ଲାରେ ପଶିଛି ଛନକା। ତେବେ ଜିଲ୍ଲା ପ୍ରଶାସନ ଆରମ୍ଭ କରିଦେଇଛି ପ୍ରସ୍ତୁତି।
ଖାଲଖମା ଭରା ଅଧପନ୍ତରିଆ ଜାତୀୟ ରାଜପଥ। କୋରାପୁଟ ଜିଲ୍ଲାର ଜୟପୁର ଘାଟିରୁ ଶୁଙ୍କି ଘାଟି ୨୬ ନମ୍ବର ଜାତୀୟ ରାଜପଥରେ ବାରମ୍ବାର LPG ଗ୍ୟାସ୍ ଟ୍ୟାଙ୍କର ଓଲଟୁଥିବା ବେଳେ, ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ।
ଡ୍ୟୁଟିରେ ଅବହେଳା କଲେ ଆଉ ତ୍ରାହି ନାହିଁ। ୧୫ ଦିନରେ କାର୍ଯ୍ୟାନୁଷ୍ଠାନ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ।
ପରିସ୍ଥିତି ଯାହା ହେଉ, ଯେମିତି ବି ଥାଉ ଯଦି ଜଣେ ଉଦ୍ୟମ ଆଉ ଅଧ୍ୟବସାୟ କରି ଲକ୍ଷ୍ୟ ଦିଗରେ ଆଗେଇ ଯାଏ, ତେବେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଅଟକାଇ ପାରେନି ଦୁନିଆର କୌଣସି ବାଧା ବିଘ୍ନ।
ରେରା ବିଜ୍ଞପ୍ତିରେ ସଂଶୋଧନ। ଏଣିକି ୭୦ ପ୍ରତିଶତ ରେରା ସ୍ବୀକୃତିପ୍ରାପ୍ତ ବ୍ୟାଙ୍କଖାତାରେ ରହିପାରିବ ପ୍ରକଳ୍ପ ଖର୍ଚ୍ଚର ସର୍ବାଧିକ ୧ ପ୍ରତିଶତ ଅର୍ଥ।
ନାନା ଶଙ୍କା ଆଉ ନାନା ଚର୍ଚ୍ଚା ଭିତରେ କେନ୍ଦ୍ରୀୟ ଆଣ୍ଡାମାନ ସାଗର ଉପରେ ଭାସମାନ ମେଘ ଖଣ୍ଡ ବଢ଼ାଇଲାଣି ଆଶଙ୍କା। କାରଣ ଏଠାକାର ବାୟୁମଣ୍ଡଳର ଉପରି ଭାଗରେ ୫.୮ କିଲୋମିଟର ଯାଏଁ ବ୍ୟାପିଛି ଘୁର୍ଣ୍ଣିବଳୟ।
ଆମ ଓଡ଼ିଶା ନବୀନ ଓଡ଼ିଶାର ଭବିଷ୍ୟତ ନେଇ ନୂଆ ସରକାର ଆରମ୍ଭ ହେବା ପରଠୁ ଲାଗିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ।
ପିଏମ୍ ବେଞ୍ଜାମିନ୍ ନେତନ୍ୟାହୁଙ୍କ କେସରିୟାରେ ଥିବା ଘର ପାଖରେ ଖସିଲା ମାନବବିହୀନ ଡ୍ରୋନ୍। ଏୟାର ଡିଫେନ୍ସ ସିଷ୍ଟମକୁ ଭେଦି ପ୍ରଧାନମନ୍ତ୍ରୀଙ୍କ ବାସଭବନର କିଛି ଦୂରରେ ଡ୍ରୋନ୍ ଖସିଛି।
ଜୋର ଜବରଦସ୍ତ ନାବାଳିକାକୁ ଅନୈତିକ କାର୍ଯ୍ୟ କରିବା ପାଇଁ କରାଯାଉଥିଲା କି ବାଧ୍ୟ ? ରାଜଧାନୀର ଏକ ସ୍ପାରୁ ଏଭଳି ଅଭିଯୋଗ ପରେ ପୋଲିସର ରେଡ୍, ଆଉ ତାପରେ ସାମ୍ନାକୁ ଆସିଲା ସ୍ପାର ସତ।
ପ୍ରକାଶ ପାଇଲା ୨୦୨୨ର ଓଏଏସ୍ ରେଜଲ୍ଟ । ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ ହୋଇଛନ୍ତି କୃତକାର୍ଯ୍ୟ ।