2016ରୁ ଲାଗୁ ହୋଇଥିବା ରିଅଲ ଇଷ୍ଟେଟ୍ ନିୟାମକ ଆଇନ ବା ରେରା ଆଇନରେ ସତରେ ଆବଶ୍ୟକ କି ସଂଶୋଧନ ? ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ରେରା ଆଇନ ଯୋଗୁଁ ଜମି କିଣାବିକା ନେଇ ଲୋକେ ହଇରାଣ ହେଉଥିବା ଦର୍ଶାଇ ଏଥିରେ ସଂଶୋଧନ ଦରକାର ବୋଲି ମନ୍ତବ୍ୟ...
ସୁପାରୀ କିଲରଙ୍କ ନିଶାନାରେ ଥିଲେ ସିଦ୍ଦିକି ବାପା-ପୁଅ। ଜେରା ବେଳେ ମୁମ୍ବାଇ କ୍ରାଇମବ୍ରାଂଚ୍ ଆଗରେ ଏଭଳି ଚାଂଚଲ୍ୟକର ଖୁଲାସା କରିଛନ୍ତି ବାବା ସିଦ୍ଦିକିଙ୍କ ହତ୍ୟାକାରୀ। ଘଟଣାରେ ଏଯାଏଁ ୩ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଜି ଆଉ ଜଣେ ଅଭିଯୁକ୍ତକୁ ରିମାଣ୍ଡରେ ନେଇଛି ପୋଲିସ।
ଜଙ୍ଗଲ ଭିତରେ ମେସିନର ଗର୍ଜନ । ଏମିତି ସେମିତି ମେସିନ ନୁହେଁ, ସୁନା ଖୋଜା ମେସିନ୍ । ଶତାଧିକ ଫୁଟ୍ ଗଭୀର ଗାତ ଖୋଳି ଚାଲିଛି ସୁନାର ସନ୍ଧାନ ।
ବାବା ସିଦ୍ଦିକି ଓ ପୁଅ ଜିଶାନ ସିଦ୍ଦିକିଙ୍କୁ ହତ୍ୟା ପାଇଁ ମିଳିଥିଲା କଣ୍ଟ୍ରାକ୍ଟ । ସୁପାରୀ କିଲରଙ୍କ ଟାର୍ଗେଟରେ ଥିଲେ ଉଭୟ ସିଦ୍ଦିକି ବାପା-ପୁଅ ।
ରେରା ଆଇନ ଯୋଗୁଁ ବହୁ ସମସ୍ୟା ଭୋଗୁଛନ୍ତି ଜମି ମାଲିକ। ସମ୍ବଲପୁର ଡିଏସ୍ଆର୍ ଅଫିସକୁ ଅଚାନକ ଗସ୍ତ ଅବସରରେ ରାଜସ୍ବ ମନ୍ତ୍ରୀଙ୍କ ଏ ମନ୍ତବ୍ୟକୁ ନେଇ ଚର୍ଚ୍ଚା।
କେଉଁଠି ଦହିପଖାଳ, ତ କେଉଁଠି ସିନ୍ଦୂର ଖେଳ। କେଉଁଠି ଲାଖବିନ୍ଧା ତ କେଉଁଠି ବାଡ଼ି ଓ ଅସ୍ତ୍ର ପ୍ରଦର୍ଶନ। ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ ବିଜୟା ଦଶମୀରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ବିବିଧ ପରମ୍ପରାର ଝଲକ୍।
ଦେଶର ରାଜଧାନୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ସନ୍ଦେହ ଘଟଣାରେ ମାମଲା ରୁଜୁ। ସରାଇ କାଲେ ଖାନ୍ ଅଞ୍ଚଳରୁ ଅସହାୟ ଅବସ୍ଥାରେ ୨ ଦିନ ତଳେ ବିଳମ୍ବିତ ରାତିରେ ଉଦ୍ଧାର ହୋଇଥିଲେ ଯୁବତୀ ।
ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ କୁଡୁଆ। ଏଥିପାଇଁ ଆରମ୍ଭ ହୋଇଛି ପ୍ରିକ୍ରିୟା, ଚାଲିଛି ବିଚାରବିମର୍ଶ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କୁ ମହାପ୍ରସାଦ କୁଡୁଆ ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ସଲମାନ ଖାନଙ୍କ ସହ ବନ୍ଧୁତା ପାଇଁ ଗଲା କି ବାବା ସିଦ୍ଦିକିଙ୍କ ଜୀବନ ? କାରଣ, ସିଦ୍ଦିକିଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ।
ଡିଜେ ଗୀତରେ ମତୁଆଲା ବାବା। ଯୁବକମାନଙ୍କ ସହ ମିଶି ଧୁମ୍ ନାଚୁଛନ୍ତି । ବାବାଙ୍କ ଏମିତି ରୂପ ସମସ୍ତଙ୍କୁ ଚକ୍କିତ କରିଛି । କେବଳ ସେତିକି ନୁହେଁ, ବାବାଙ୍କ ଗୋଟିଏ ପରେ ଗୋଟିଏ ଏଭଳି କାରନାମା ସାମ୍ନାକୁ ଆସିଛି।
ଦୀର୍ଘ ସାତବର୍ଷ ପୂର୍ବରୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ପ୍ରଦାନ ନେଇ ନୋଟିଫିକେସନ ହୋଇଛି। ହେଲେ ଆଜି ଯାଏ ଏହା କେବଳ ସାଇନବୋର୍ଡରେ ସୀମିତ ରହିଛି।
ଉଜ୍ବଳା ଯୋଜନାରେ ଠକେଇ ! ଗ୍ୟାସ୍ ସିଲିଣ୍ଡର ଦେଇ ନେଇଗଲେ ଟଙ୍କା । ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ବାହାନଗା ବ୍ଲକ ଅଞ୍ଚଳରୁ ।
ଦୀର୍ଘ ସାତବର୍ଷ ପୂର୍ବରୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ପ୍ରଦାନ ନେଇ ନୋଟିଫିକେସନ ହୋଇଛି। ହେଲେ ଆଜି ଯାଏ ଏହା କେବଳ ସାଇନବୋର୍ଡରେ ସୀମିତ ରହିଛି।
ଉଜ୍ବଳା ଯୋଜନାରେ ଠକେଇ ! ଗ୍ୟାସ୍ ସିଲିଣ୍ଡର ଦେଇ ନେଇଗଲେ ଟଙ୍କା । ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ବାହାନଗା ବ୍ଲକ ଅଞ୍ଚଳରୁ ।
ଡିଜେ ଗୀତରେ ମତୁଆଲା ବାବା। ଯୁବକମାନଙ୍କ ସହ ମିଶି ଧୁମ୍ ନାଚୁଛନ୍ତି । ବାବାଙ୍କ ଏମିତି ରୂପ ସମସ୍ତଙ୍କୁ ଚକ୍କିତ କରିଛି । କେବଳ ସେତିକି ନୁହେଁ, ବାବାଙ୍କ ଗୋଟିଏ ପରେ ଗୋଟିଏ ଏଭଳି କାରନାମା ସାମ୍ନାକୁ ଆସିଛି।
ଦେଶର ରାଜଧାନୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ସନ୍ଦେହ ଘଟଣାରେ ମାମଲା ରୁଜୁ। ସରାଇ କାଲେ ଖାନ୍ ଅଞ୍ଚଳରୁ ଅସହାୟ ଅବସ୍ଥାରେ ୨ ଦିନ ତଳେ ବିଳମ୍ବିତ ରାତିରେ ଉଦ୍ଧାର ହୋଇଥିଲେ ଯୁବତୀ ।
ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ କୁଡୁଆ। ଏଥିପାଇଁ ଆରମ୍ଭ ହୋଇଛି ପ୍ରିକ୍ରିୟା, ଚାଲିଛି ବିଚାରବିମର୍ଶ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କୁ ମହାପ୍ରସାଦ କୁଡୁଆ ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ବରିଷ୍ଠ NCP ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା । ମୁମ୍ବାଇର ବାନ୍ଦ୍ରା ଇଷ୍ଟରେ ତାଙ୍କ ଉପରକୁ ଗୁଳି ଚଳାଇଲେ ଅଜଣା ଦୁର୍ବୃତ୍ତ।
ରାଜ୍ୟର ସୁଉଚ୍ଚ ଶୃଙ୍ଖ । ଦେଖିବାକୁ ଆସନ୍ତି ସାରା ଭାରତରୁ ଲୋକ। କିନ୍ତୁ ଏଠି ପହଞ୍ଚିବା ଏତେ ସହଜ ନୁହେଁ। କାରଣ ବାଟ ସାରା ଖାଲଖମାରେ ଭର୍ତ୍ତି।
ଚକା ଚକ୍ ଦୋକାନ ଘର, ଧାଡ଼ିକି ଧାଡ଼ି ହେଇ ରଙ୍ଗ ମରା ଯାଇ ରଖାଯାଇଛି। ହେଲେ ବ୍ୟବହାର କାହିଁକି ହେଉନି ? ଦୋକାନ କାହିଁକି ଖୋଲୁନି ?