• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

 waking-up-in-the-morning
ସକାଳୁ ଶୀଘ୍ର ଉଠିଲେ କଣ ହୁଏ ଫାଇଦା ? ଜାଣନ୍ତୁ ଓ ମାନନ୍ତୁ...

ଆପଣ ନିଶ୍ଚୟ ଶୁଣିଥିବେ ସକାଳୁ ଶୀଘ୍ର ଉଠିବା ଶରୀର ପାଇଁ ଭଲ। କିନ୍ତୁ ଆମେ ବହୁତ କମ୍‌ ଜଣଙ୍କୁ ଦେଖିବା ଯେଉଁମାନେ ସକାଳୁ ଉଠନ୍ତି । ତେବେ ଆପଣ ଏହାର ଫାଇଦା ବିଷୟରେ ଜାଣିଲେ ସକାଳୁ ଉଠିବା ପାଇଁ ମଧ୍ୟ ଚେଷ୍ଟା କରିବେ । 

Special Story
ଦଇବ ସାଧିଛି ଦାଉ: ମା’ପାଇଁ ପାଠ ଛାଡିଦେଇଛି କୁନି ଝିଅ, ମୃତ୍ୟୁସହ ସଂଗ୍ରାମ କରୁଛନ୍ତି ଆରତୀ...

ଅନେକ ଆଶା ହୃଦୟରେ ଚାପି ରଖିଛି ୯ବର୍ଷର କୁନିଝିଅ। ହେଲେ କ’ଣ ହେବ, ଦଇବ ଦାଉ ସାଧିଛି । ଗୋଟିଏ ମାତ୍ର ସାହା ଭରସା ତାର ମାଆ ଆଜି ଘର ଭିତରେ ଶର୍ଯ୍ୟାଶାୟୀ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି।

Special Story
Special Story: ମେଡିକାଲରେ ପଡିଛନ୍ତି ରୋଗୀଣା ସ୍ତ୍ରୀ ସହ ୩ ଛୁଆ, ସ୍ୱାମୀ ଫେରାର୍ 

ଯାହା ହାତ ଧରି ସାତଜନ୍ମ ପାଇଁ ଚାଲିବାର ଶପଥ ନେଇଥିଲା, ତାକୁ ଆଜି ରୋଗଗ୍ରସ୍ତ ଅବସ୍ଥାରେ ଏକୁଟିଆ ଛାଡିଗଲା।

Berhampur Entrepreneur
ଯୁବ ଉଦ୍ୟୋଗୀ ଚନ୍ଦନଙ୍କ ବଡ଼ ପ୍ରୟାସ; କର୍ମଚାରୀଙ୍କ ସୁରକ୍ଷା ପାଇଁ ଡେଭଲପ୍ କଲେ ଆପ୍

କର୍ମକ୍ଷେତ୍ରରେ କର୍ମଚାରୀଙ୍କୁ ସୁରକ୍ଷା ଲାଗି ବିକଶିତ ହୋଇଛି ଏକ ସ୍ବତନ୍ତ୍ର ଆପ୍। ଏହି ଆପ ଡେଭଲପ କରିଛନ୍ତି ବ୍ରହ୍ମପୁରର ଯୁବ ଉଦ୍ୟୋଗୀ ଚନ୍ଦନ ରାଉତ ।

White Pig Farming
କୋଟିପତି କରାଇଛି ଧଳା ଘୁଷୁରୀ ଚାଷ; ସ୍ୱାବଲମ୍ୱୀ ହେବା ସହ ଉଦାହରଣ ସାଜିଲେ ଝୁନା...

କୋଟିପତି କରାଇଛି ଧଳା ଘୁଷୁରୀ ଚାଷ। ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟକୁ ରୋଜଗାର ଯୋଗାଉଛନ୍ତି ମହିଳା ଚାଷୀ। 

Vishwakarma Puja 2024
ଆଜି ବିଶ୍ବବିନ୍ଧାଣୀ ବିଶ୍ବକର୍ମାଙ୍କ ପୂଜା; ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ...

ସାରା ରାଜ୍ୟରେ ଦେବ ଶିଳ୍ପୀ ବିଶ୍ବକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି । ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ ।

Accident
ବଡ଼ ଅଘଟଣ: ବିଲକୁ ଓଲଟି ପଡ଼ିଲା ପିକଅପ୍ ଭ୍ୟାନ, ୯ ଶ୍ରମିକ ଆହତ...

ବୈଦ୍ଧରେ ବଡ଼ ଅଘଟଣ । ଗଛରେ ପିଟି ହୋଇ ବିଲକୁ ଓଲଟି ପଡ଼ିଲା ପିକଅପ୍ ଭ୍ୟାନ । ବୌଦ୍ଧ ଥାନା ବୁରପଟା ଛକ ନିକଟରେ ସଡ଼କ ଦୁର୍ଘଟଣା ।

Donald Trump
ଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ; ଗଲ୍ଫ ଖେଳୁଥିବା ବେଳେ ଦୁର୍ବୃତ୍ତଙ୍କ ଗୁଳିମାଡ଼...

ପୁଣି ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ।  ଫ୍ଲୋରିଡାରେ ଗଲ୍ଫ ଖେଳୁଥିବା ବେଳେ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ  । ଅଳ୍ପକେ ବର୍ତ୍ତି ଯାଇଛନ୍ତି ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପ ।

 heavy rain in Odisha
ଆହୁରି ଦୁଇ ଦିନ ପ୍ରବଳ ବର୍ଷା; ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ମୟୂରଭଞ୍ଜକୁ ରେଡ୍ ଆଲର୍ଟ...

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା। ପାଣିପାଗ ବିଭାଗର ଆକଳନ ଅନୁସାରେ, ବର୍ଷା ଆହୁରି ଦୁଇ ଦିନ ଲାଗି ରହିବ। ବିଶେଷ କରି ଉତ୍ତର ଓଡ଼ିଶାରେ ଅଧିକ ବର୍ଷିବ।

Fake Oil Factory
ଅସଲି ବ୍ରାଣ୍ଡ ବୋତଲରେ ନକଲି ଅପମିଶ୍ରିତ ତେଲ....

ବ୍ରହ୍ମପୁର ବଡ଼ ବଜାରରେ ନକଲି ତେଲ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ । ନାମୀଦାମୀ ନଡ଼ିଆ ତେଲ ଡବାର ଲୋଗୋ ବ୍ୟବହାର କରି ଠକେଇ ।

Rising Prices on Essential Items
ଆଳୁର ଦାମ୍ ଏବେ ବି ଖସୁନି

ମାସକ ତଳେ ଯେଉଁ ଆଳୁ ପାଇଁ ରାଜ୍ୟବ୍ୟାପି ହଲାପଟା ହେଲା, ସେହି ଆଳୁର ଦାମ୍ ଏବେ ବି ଖସୁନି । ବିବାଦ ତୁଟିବା ପରେ ପଶ୍ଚିମବଙ୍ଗରୁ ପର୍ଯ୍ୟାପ୍ତ ଆଳୁ ଆସି ଓଡ଼ିଶା ମାର୍କେଟରେ ମହଜୁଦ୍ ରହିଛି । ମନ୍ତ୍ରୀ ବି କହୁଛନ୍ତି କିଲୋ ପିଛା ୧୫-୨୦ ଟଙ୍କାରେ ମିଳୁଛି...

Arvind Kejriwal
କେଜ୍ରିୱାଲଙ୍କ ବଡ଼ ଘୋଷଣା

ଜେଲରୁ ବେଲରେ ଆସିବା ପରେ କେଜ୍ରିୱାଲଙ୍କ ବଡ଼ ଘୋଷଣା । ଦୁଇ ଦିନ ଭିତରେ ଛାଡ଼ିବି ମୁଖ୍ୟମନ୍ତ୍ରୀ ପଦ । ୪୮ ଘଣ୍ଟା ଭିତରେ ଇସ୍ତଫା ଦେବାକୁ ଘୋଷଣା କରିବା ସହ ଆସନ୍ତା ନଭେମ୍ବରରେ ମହାରାଷ୍ଟ୍ର ସହ ଏକାଠି ଦିଲ୍ଲୀ ବିଧାନସଭା ନିର୍ବାଚନ କରିବାକୁ ଦାବି କରିଛନ୍ତି ।...

Vande Bharat Express
ମୋଦି ସରକାରଙ୍କ ଆଉ ଏକ ବଡ଼ ଭେଟି

ଓଡ଼ିଶାକୁ ମୋଦି ସରକାରଙ୍କ ଆଉ ଏକ ବଡ଼ ଭେଟି । ଆଜିଠୁ ଗଡ଼ିଲାବ୍ରହ୍ମପୁର-ଟାଟାନଗର ଓ ରାଉରକେଲା-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍ । ଏ ଦୁଇ ଟ୍ରେନ୍ ସହ ମୋଟ୍ ୬ଟି ନୂଆ ବନ୍ଦେ ଭାରତର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଆଗାମୀ ଦିନରେ ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟ...

Special Rituals
ଏପଟେ ଚିକିତ୍ସା , ସେପଟେ ପୂଜାପାଠ

ବର୍ଷା, ବନ୍ୟା ଆଉ ତା ପରେ ପରେ ଅଜଣା ରୋଗ । ଗଲା କିଛି ଦିନ ଧରି ରୋଗ ଦୁଃଖରେ ଘାଣ୍ଟି ହେଉଛନ୍ତି ମାଲକାନଗିରି ମାଥିଲି ଅଞ୍ଚଳବାସୀ । ଗ୍ରାଉଣ୍ଡ ଜିରୋର ତଥ୍ୟ କହୁଛି ଗଲା ସପ୍ତାହକ ଭିତରେ ମାଥିଲିରେ 9 ଜଣଙ୍କ ଜୀବନ ନେଲାଣି ଅଜଣା ରୋଗ...

Subhadra Yojana
ସାରା ରାଜ୍ୟରେ ଏବେ 'ସୁଭଦ୍ରା' ମାନିଆ

ସାରା ରାଜ୍ୟରେ ଏବେ \'ସୁଭଦ୍ରା\' ମାନିଆ । ଦିନକ ପରେ ଖୋଦ୍ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ଆସି ଏହି ଯୋଜନାର ଶୁଭାରମ୍ଭ କରିବା ସହିତ ନିର୍ବାଚନ ବେଳେ ଦେଇଥିବା ମୋଦି ଗ୍ୟାରେଣ୍ଟି ପୂରଣ କରିବେ । ଯୋଜନା ଲଂଚ୍ ହେବା ପୂର୍ବରୁ ରାଜ୍ୟବ୍ୟାପୀ ଆଜି ଆୟୋଜିତ ହୋଇଛିସୁଭଦ୍ରା ସ୍ବାଗତ ପଦଯାତ୍ରା...

Rising Prices on Essential Items
ଛାନିଆ କରୁଛି ଆଳୁ, ପିଆଜ, ଅଦା, ରସୁଣ ଦାମ୍; ମନ୍ତ୍ରୀଙ୍କ ବୟାନ ଓ ଦରଦାମରେ ନାହିଁ ତାଳମେଳ...

ଆଳୁ ହେଉ କି ପିଆଜ, ଅଦା ହେଉ କି ରସୁଣ। ହାଣ୍ଡିଶାଳର ଏହି ୪ଟି ସାମଗ୍ରୀ କିଣିଲାବେଳକୁ ଝାଳନାଳ ହୋଇପଡୁଥିବା ନିମ୍ନ ମଧ୍ୟବିତ୍ତଙ୍କ ମୁଣ୍ଡରେ ଏବେ ପଡ଼ିଛି ଖାଇବା ତେଲର ଚଡ଼କ।

Special Rituals
 ଅଜଣା ରୋଗ ଆତଙ୍କ: ଡାକ୍ତରୀ ଚିକିତ୍ସା ସହ ପୂଜାର୍ଚ୍ଚନାରେ ମାତିଛନ୍ତି ପାହାଡ଼ି ମଣିଷ...

ଏପଟେ ପୂଜାର୍ଚ୍ଚନା, ସେପଟେ ଚିକିତ୍ସା । ମାଲକାନଗିରିରି ମାଥିଲି । ବର୍ଷା ବନ୍ୟା ଆଣିଲା ଅଜଣା ରୋଗ । ଆଉ ପାହାଡ଼ି ଆଦିବାସୀ ମୂଲକରୁ ବଢ଼ି ଛାଡୁ ଛାଡ଼ୁ ବଢ଼ିଲା ସଂକ୍ରାମକ ରୋଗ।

Arvind Kejriwal
ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ କେଜରିୱାଲ; ଦୁଇ ଦିନ ଭିତରେ ଇସ୍ତଫା ଦେବାକୁ ଘୋଷଣା...

ଜାମିନରେ ଜେଲରୁ ମୁକୁଳିବା ପରେ ପଦ ଛାଡ଼ିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଆଉ ଏହି ଘୋଷଣା ଭିତରେ ଦିଲ୍ଲୀବାସୀଙ୍କୁ ପରୋକ୍ଷରେ ଭୋଟ୍ ମାଗିଛନ୍ତି କେଜରିୱାଲ।

 Cinema Halls
ଚରମ ଦୁର୍ଦ୍ଦିନରେ ରାଜ୍ୟର ସିନେ ଶିଳ୍ପ; ୧୦ ବର୍ଷରେ ବନ୍ଦ ହେଲାଣି ୪୦ଟି ସିନେମା ହଲ୍...

ରାଜ୍ୟର ଫିଲ୍ମ ହଲର ସ୍ଥିତିକୁ ନେଇ କିଛି ତଥ୍ୟ ହୋସ୍ ଉଡ଼ାଇ ଦେଲାଭଳି। ଗଲା ୧୦ ବର୍ଷରେ ବିଭିନ୍ନ କାରଣରୁ ବନ୍ଦ ହୋଇଯାଇଛି ୪୦ଟି ହଲ୍, ବଞ୍ଚିଛି ମାତ୍ର ୫୨ଟି । 

Gold Jewellery Stolen
ଆସିଲା ପାର୍ବଣ, ଟୁଇନସିଟିରେ ମାତିଲେ ଫ୍ଲାଟ୍ ଲୁଟେରା; ୩ ଦିନରେ ୨ଟି ଲୁଟ୍...

ଟ୍ବିନସିଟିରେ ଗତ ୩ ଦିନ ଭିତରେ ୨ଟି ଲୁଟ୍ ଅଭିଯୋଗ । ମାଲିକ ନଥିବା ଜାଣି ଚନ୍ଦକା ଆକ୍ରୋପଲିସରେ ଲୁଟପାଟ୍ । ଚନ୍ଦକା ଆକ୍ରୋପଲିସର ଏକ ଫ୍ଲାଟରୁ ୫୦ ଭରି ସୁନା ଗହଣା ଲୁଟ୍ ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।