Advertisment

ମହାଷଷ୍ଠୀର ଶୁଭ ମୁହୂର୍ତ୍ତରେ ମହିଳାଙ୍କୁ ମିଳିଛି ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ମହାଷଷ୍ଠୀର ଶୁଭ ମୁହୂର୍ତ୍ତରେ ମହିଳାଙ୍କୁ ମିଳିଛି ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ବାରିପଦା ସଭାରୁ ପ୍ରାୟ ୩୫ ଲକ୍ଷ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଣ୍ଟିଛନ୍ତି ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ସହାୟତା ରାଶି ।

author-image
Sujit kumar Swain

CM
Advertisment
Advertisment