• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

Tragic Tale of Sita in Keonjhar
ପାଦ ଚାଲୁନି, କହିବାକୁ ନାହିଁ ଶକ୍ତି; ଗୁହାଳରେ କଟୁଛି ସୀତାଙ୍କ ଜୀବନ

ବାପା-ମା’ ପରକରି ପରପାରିକୁ ଚାଲିଯିବା ପରେ ଗୁହାଳରେ କଟୁଛି ସୀତାଙ୍କ ଜୀବନ । କେବଳ ଖଟିଆରେ ଶୋଇ ରହି କରୁଛନ୍ତି ଜୀବନ ମୃତ୍ୟୁ ସହ ସଂଗ୍ରାମ । 

 Judicial inquiry
ଭରତପୁର ମାମଲା: ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ

ଭରତପୁର ମାମଲାର ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ । ଭୁବନେଶ୍ବର ସର୍କିଟ ହାଉସରେ ବସିଲା ପ୍ରଥମ ବୈଠକ । 

PEO Death Case
Special Story: ପାପର ପେଡ଼ିରୁ ହଟିବ ପରଦା; ଖୋଲିବ ସ୍ମିତାରାଣୀ ମୃତ୍ୟୁ ରହସ୍ୟ !

 ବିଜେଡି ସରକାର ସମୟରେ ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଏବେ ବି ସନ୍ଦେହ ଘେରରେ ରହିଛି । ସେହି ଘଟଣା ଉପରୁ ପରଦା ହଟାଇବେ ମୋହନ ସରକାର । 

Mithun Chakraborty
ମିଥୁନଙ୍କୁ ମିଳିବ ଦାଦା ସାହେବ ଫାଲକେ ସମ୍ମାନ; ଟ୍ବିଟ୍ କରି ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ସମ୍ମାନ । ଭାରତୀୟ ସିନେମାରେ ବିଶିଷ୍ଟ ଅବଦାନ ପାଇଁ ମିଳିବ ଫାଲକେ ସମ୍ମାନ । 

Chanakya Niti for Life
Chanakya Niti: ସାହସୀ ବ୍ୟକ୍ତିଙ୍କୁ ଦୁର୍ବଳ କରିଦେବ ଏହି ୩ଟି ଘଟଣା; ହାର୍‌ ମାନିବାକୁ କରିଥାଏ ବାଧ୍ୟ !

Chanakya Niti for Life: ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ଏହିପରି ତିନୋଟି ଘଟଣା ବିଷୟରେ କହିଥିଲେ ଯାହାକି ଜଣେ ସାହସୀ ବ୍ୟକ୍ତିଙ୍କୁ ଦୁର୍ବଳ କିମ୍ବା ନଷ୍ଟ କରିବାରେ ସକ୍ଷମ ହୋଇଥାଏ । କ’ଣ ସେହି ତିନୋଟି ଘଟଣା ? ଆସନ୍ତୁ ଜାଣିବା...

Yemens
ମଧ୍ୟ-ପ୍ରାଚ୍ୟରେ ବଢୁଛି ଯୁଦ୍ଧର କଳାବାଦଲ; ଲେବାବନ୍ ପରେ ୟେମେନରେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍

ଲେବାନନରେ ହିଜବୁଲ୍ଲା ଉପରେ ଘନଘନ ହମଲା ଭିତରେ ୟେମେନରେ ହୁତି ବିଦ୍ରୋହୀଙ୍କ ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍। 

Lightning Accidents
ସ୍କୁଲରେ ବଜ୍ରାଘାତ ପରେ ବଢ଼ିଛି ଚିନ୍ତା; ଶିକ୍ଷକଙ୍କୁ ଘାରିଛି ପିଲାଙ୍କ ସୁରକ୍ଷା ଚିନ୍ତା

ଅନେକ ସମୟରେ ନିମିଷକେ ଚାଲିଯାଉଛି ଲୋକଙ୍କ ଜୀବନ। ବିଶେଷକରି ନିର୍ଜନ ସ୍ଥାନରେ ବଜ୍ରପାତରେ ମୃତ୍ୟୁ ସଂଖ୍ୟା ଅଧିକ ହୋଇଥିବାରୁ ଏହାକୁ ନେଇ ଚିନ୍ତା ବଢିଛି।

Odisha CM Mohan Majhi
ଆଜି ଝାଡ଼ଖଣ୍ଡ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ବିଜେପିର ପରିବର୍ତ୍ତନ ଯାତ୍ରାରେ ହେବେ ସାମିଲ 

ଦୁଇ ଦିନିଆ ଗସ୍ତରେ ଯିବେ। ଆଜି ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯିବେ ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି ଚାଇଁବାସାର କୋଲ୍ ହାନ୍ ଯିବେ।

Bharatpur Incident
ଭରତପୁର ଥାନା ଘଟଣା: ସାମ୍ନାକୁ ଆସିବ ସତ, ଧରାପଡ଼ିବ କିଏ କହୁଛି ମିଛ ? 

ଏହାର ପର୍ଦ୍ଦଫାସ କରିବାକୁ ନିଲମ୍ବିତ ଥାନା ଆଇଆଇସିଙ୍କ ସମେତ ୫ ପୋଲିସ ଅଧିକାରୀଙ୍କର ଆଜି ହେବ ପଲିଗ୍ରାଫ ଟେଷ୍ଟ। 

Maniabandha Weavers
ବାନ୍ଧକଳାର ଗାଁ ମାଣିଆବନ୍ଧରେ ଭରପୁର ଉତ୍ସାହ; ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ ମିଳିଛି ଜାତୀୟ ପୁରସ୍କାର

ଯେତେ ସୌଖୀନ ଏହାର କଳା । ସେତେ ସ୍ବତନ୍ତ୍ର ଏହାର କାରିଗରୀ । କୋଣ ଅନୁକୋଣରେ ବାରି ହୋଇପଡ଼େ ଏଠାକାର ହସ୍ତତନ୍ତ ଶିଳ୍ପୀଙ୍କ କଳା ଚାତୁରୀ।  

Education Faces Crisis
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର; ଛେଳି ଗୁହାଳରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ 

କେଉଁଠୁ ଛେଳି ଗୁହାଳରେ ପଢ଼ୁଛନ୍ତି କୁନି କୁନି ଛାତ୍ରଛାତ୍ରୀ, ଆଉ କେଉଁଠି ବିପଦସଂକୁଳ ଅବସ୍ଥାରେ ଚାଲିଛି ପାଠପଢ଼ା। ସ୍ଥିତି ଏପରି ଯେ, ପିଲାଙ୍କୁ ସ୍କୁଲ ପଠାଇବାକୁ ଡରୁଛନ୍ତି ଅଭିଭାବକ।

Odisha-Andhra
ଆନ୍ଧ୍ର ସହ ସୀମା ବିବାଦରେ ଓଡ଼ିଶାର ଜିତାପଟ୍ 

ଗଜପତି ଜିଲ୍ଲା କାଶୀନଗରରେ ଏକ ବାଲିଘାଟ ଅଞ୍ଚଳକୁ ନେଇ ଦେଖାଦେଇଥିଲା ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ। ତେବେ ଉଭୟ ରାଜ୍ୟର ପ୍ରଶାସନ ମାପଚୁପ କରିବା ପରେ ସାମ୍ନାକୁ ଆସିଲା- ଦୁଧ୍ କା ଦୁଧ୍, ପାନୀ କା ପାନୀ।

IPS
IPS ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର

IPS ସ୍ତରରେ ବଡ଼ ଅଦଳ ବଦଳ କଲେ ରାଜ୍ୟ ସରକାର । ବଦଳିଲେ କଟକ-ଭୁବନେଶ୍ୱର ପୋଲିସ କମିଶନର ସଞ୍ଜୀବ ପଣ୍ଡା । ସଞ୍ଜୀବ ପଣ୍ଡା ହେଲେ ଏଡିଜି ଟ୍ରେନିଂ, BPSPA ନିର୍ଦ୍ଦେଶକ । ସୁରେଶ ଦେବଦତ୍ତ ସିଂ ହେଲେ କଟକ-ଭୁବନେଶ୍ୱରର ନୂଆ କମିଶନର ।

Board and Corporation Head
ନୂଆ ସରକାରକୁ ୩ ମାସ, ଅଚଳ ନିଗମ ଓ ବୋର୍ଡ

ନୂଆ ସରକାରକୁ ୩ ମାସ, ଅଚଳ ନିଗମ ଓ ବୋର୍ଡ । ଜୁନ୍ ୨୨ରୁ ପୁରୁଣା ଅଧ୍ୟକ୍ଷଙ୍କୁ ଦିଆଯାଇଛି ଅବ୍ୟାହତି । ଏଯାଏଁ ନୂଆ ଅଧ୍ୟକ୍ଷ ନିଯୁକ୍ତି କରିନାହାନ୍ତି ସରକାର । ଆଶା ଆଶଙ୍କାରେ ଲବିରେ ଥିବା ନେତା । 

Subhadra Yojna
ପୂଜା ପୂର୍ବରୁ ସୁଭଦ୍ରା ଟଙ୍କା

ସୁଭଦ୍ରା ଆଶାୟୀଙ୍କ ମନରୁ ଦ୍ୱନ୍ଦ୍ୱ ଦୂର । ଦୁର୍ଗାପୂଜା ପୂର୍ବରୁ ମିଳିବ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ଅକ୍ଟୋବର ୯ରେ ମିଳିବ ସୁଭଦ୍ରା ଟଙ୍କା । ହିତାଧିକାରୀଙ୍କୁ ବାରିପଦାରେ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ।

Heart Disease
କ’ଣ କଲେ ଜଣେ ହୃଦରୋଗରୁ ଦୂରେଇ ରହିପାରିବ ?

ବିଶ୍ୱରେ ନମ୍ବର ୱାନ୍ କିଲର୍ ପାଲଟିଛି ହୃଦରୋଗ । ହୃଦରୋଗରେ ଏବେ ଅଧିକ ଆକ୍ରାନ୍ତ ହେଉଛନ୍ତି ଯୁବଗୋଷ୍ଠୀ । ଭାରତରେ ପ୍ରତି ଲକ୍ଷେ ଲୋକରେ ୨୮୨ ଜଣଙ୍କ ମୃତ୍ୟୁ । କ’ଣ କଲେ ଜଣେ ହୃଦରୋଗରୁ ଦୂରେଇ ରହିପାରିବ ? ।

Mohan Majhi
ଯାଜପୁରରେ ବିଜେଡିକୁ ମୁଖ୍ୟମନ୍ତ୍ରୀଙ୍କ ନିଶାନା

ଯାଜପୁରରେ ବିଜେଡିକୁ ମୁଖ୍ୟମନ୍ତ୍ରୀଙ୍କ ନିଶାନା । ବିକାଶ, ନଗଡ଼ା, ଆଖିବୁଜା ଦୁର୍ନୀତି ଓ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ ଉଠାଇ ବିଜେଡି ଉପରେ ଧୁମ୍ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନାଁ ନନେଇ ବିକାଶ ନାଁରେ ୩ ପରିବାରକୁ ନିଶାନା କରିବା ସହ ସ୍ମିତାରାଣୀ ମୃତ୍ୟୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ...

Mann Ki Baat
୧୦ ବର୍ଷ ପୂରଣ କଲା ‘ମନ୍ କି ବାତ୍’; ଆଜିର ଏପିସୋଡ ଭାବପ୍ରବଣ କହିଲେ ମୋଦି 

୧୦ ବର୍ଷ ତଳେ ବିଜୟା ଦଶମୀରେ ଆରମ୍ଭ ହୋଇଥିବା ଏହି ରେଡିଓଭିତ୍ତିକ କାର୍ଯ୍ୟକ୍ରମ ଆଜି ଦେଶର ଘରେ ଘରେ ପରିଚିତ, ପ୍ରଶଂସିତ। ଦେଶର କୋଣ ଅନୁକୋଣରେ ଲୁଚି ରହିଥିବା ବ୍ୟକ୍ତିଗତ ପ୍ରତିଭା ହେଉ ଅବା ସମାଜ ପାଇଁ ପରିଶ୍ରମ ଓ ଉତ୍ସର୍ଗ, ଲୋକଲୋଚନକୁ ଆସିବା ସହ ପ୍ରଚାର ପ୍ରସାର...

Heart Disease
ବିଶ୍ବରେ ନମ୍ବର ୱାନ୍ କିଲର୍ ପାଲଟିଛି ହୃଦରୋଗ; କ’ଣ କଲେ ଜଣେ ଦୂରେଇ ରହିପାରିବ ? ଜାଣନ୍ତୁ...

ହାର୍ଟ ଆଟାକ୍, ହାର୍ଟ ଫେଲ୍ୟୁର, ହାର୍ଟ ଷ୍ଟ୍ରୋକ୍। ଅଣ-ସଂକ୍ରାମକ ରୋଗ କ୍ଷେତ୍ରରେ ଏହି ତିନି ହୃଦରୋଗ ବିଶ୍ବର ନମ୍ବର ୱାନ୍ କିଲର। ଉଦବେଗର କଥା ହେଲା, ଏହି ରୋଗରେ ଏବେ ଅଧିକ ଆକ୍ରାନ୍ତ ହେଉଛନ୍ତି ଯୁବବର୍ଗ।

IPS
IPS ସ୍ତରରେ ବଡ଼ ଅଦଳ ବଦଳ; ବଦଳିଲେ କଟକ-ଭୁବନେଶ୍ୱର ପୋଲିସ କମିଶନର

IPS ସ୍ତରରେ ବଡ଼ ଅଦଳ ବଦଳ କଲେ ରାଜ୍ୟ ସରକାର । ବଦଳିଲେ କଟକ-ଭୁବନେଶ୍ୱର ପୋଲିସ କମିଶନର ସଞ୍ଜୀବ ପଣ୍ଡା ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।