• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ବଡ଼ ଖବର । ପ୍ରକାଶ ପାଇଲା ୨୦୨୨ର ଓଏଏସ୍  ରେଜଲ୍ଟ । ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ ହୋଇଛନ୍ତି କୃତକାର୍ଯ୍ୟ । ଟପ୍ ଟେନ୍‌ରେ ରହିଛନ୍ତି ୫ ମହିଳା ଓ ୫ ପୁରୁଷ । ଶ୍ବେତାଶ୍ରୀ ମହାପାତ୍ର ହୋଇଛନ୍ତି ଓଏଏସ୍  ଟପ୍ପର ।

ଟପ୍‌ ୧୦ରେ ରହିଛନ୍ତି...

୧. ଶ୍ବେତାଶ୍ରୀ ମହାପାତ୍ର 
୨. ପ୍ରିଙ୍କିଲ ପରବୀନ ପରିଡ଼ା 
୩. ଦୀପ୍ତିରଞ୍ଜନ ପତି ତୃତୀୟ
୪- ପ୍ରଜ୍ଞା ପାରଙ୍ଗମ
୫- ଆଜାଦ ସାହୁ
୬- ଦୀପମ ରାଉତ
୭- ଦେବବ୍ରତ ଗୌଡ଼
 ୮- ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ
୯- କପିଳ କୁମାର ମହାନ୍ତି
୧୦- ଅମ୍ରିତା ସାହୁ

ଓଟିଭିକୁ OAS ଟପ୍ପର ଶ୍ବେତାଶ୍ରୀ ମହାପାତ୍ରଙ୍କ ସୂଚନା  । ପ୍ରଥମ ଚେଷ୍ଟାରେ ସଫଳତା ପାଇ ବହୁତ ଖୁସି ଥିବା ସହ କଠିନ ପରିଶ୍ରମ କଲେ ନିଶ୍ଚିତ ସଫଳତା ମିଳିବ ବୋଲି କହିଛନ୍ତି । ଦୈନିକ ୭ରୁ ୮ ଘଣ୍ଟା ପରିଶ୍ରମ କରୁଥିଲି ।  ଚାକିରି ଛାଡ଼ି OAS ପାଇଁ ପ୍ରସ୍ତତି କରୁଥିଲି । NIT ଦୁର୍ଗାପୁରରେ ବିଟେକ୍‌ ପରେ ଚେଷ୍ଟା କରିଥିଲି ବୋଲି କହିଛନ୍ତି ।
 

OTV is now on Whatsapp

Join and get latest news update delivered to you via whatsapp

Join Now