ରଙ୍ଗିଲା ସତ୍ୟ ସାମଲର ରଙ୍ଗୀନ ଦୁନିଆ । ଦିନ ଗଡିବା ସହ ବଢୁଛି ଅଭିଯୋଗର ଫର୍ଦ୍ଦ । ଯେତେ ଖୋଳିଲେ ସେତେ ବାହାରୁଛି ଚାଂଚଲ୍ୟକର ତଥ୍ୟ । ଲକଡାଉନରେ ଆରମ୍ଭ କରିଥିଲା ‘ମିଶନ ଡିଭୋର୍ସି ଓ ୱିଡୋ’ ।
କଟକ ଏସ୍ସିବି ସଂପ୍ରସାରଣ କାମ ବେଳେ ଘଟିଲା ବଡ଼ ଅଘଟଣ । ଏସ୍ସିବି ନିର୍ମାଣ କାର୍ଯ୍ୟରେ ଲାଗିଥିବା କ୍ରେନ୍ ଭାଙ୍ଗିପଡ଼ିଲା ନେଇ ସୂଚନା ।
ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭାରତରେ ରହିବା ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି ମହମ୍ମଦ ୟୁନୁସ । ଯାହାକୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି ।
କଥା କଟାକଟି ହେଲେ ଜୟା ବଚ୍ଚନ ଓ ଉପରାଷ୍ଟ୍ରପତି । ରାଜ୍ୟସଭାରେ ସାଂସଦ ଜୟା ବଚ୍ଚନଙ୍କ ଉପରେ ତାତିଲେ ଉପରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ ଜଗଦୀପ ଧନକଡ ।
ପୁଣି ତେଜିଲା କୋଇଲା ଦୁର୍ନୀତି ବିବାଦ। ସିବିଆଇ ରିଟର୍ଣ୍ଣକୁ ନେଇ ତେଜିଲା ରାଜନୀତି। ହିଣ୍ଡାଲକୋ ବିରୋଧରେ ସିବିଆଇ ମାମଲା ରୁଜୁ କରିବା ପରେ ପାୱାର କରିଡରରେ ଏମିତି ଚର୍ଚ୍ଚା ଜୋର ଧରିଛି।
ବରଗଡ଼ରୁ ବୌଦ୍ଦ...ଆଠଗଡ଼ରୁ ସୋନପୁର। ଉବୁଟୁବୁ ଅବସ୍ଥା, ଜଳବନ୍ଦୀ ଜୀବନ। ନଦୀ ନାଳ, ବିଲବାଡ଼ି, କ୍ଷେତ ଖମା...ଯୁଆଡ଼େ ଚାହିଁବେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ।
ରାଜ୍ୟରେ ଆଜିଠୁ ପର୍ଯ୍ୟାପ୍ତ ପରିମାଣରେ, ଆଉ ଉଚିତ୍ ଦାମରେ ଆଳୁ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଯୋଗାଣ ମନ୍ତ୍ରୀ । ଚଢ଼ା ଦରରେ ଆଳୁ ବିକିଲେ, କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଇଥିଲେ। ହେଲେ ବଜାର ସ୍ଥିତି ପୂରା ଓଲଟା।
କେତେବେଳେ ସିବିଆଇ ଅଫିସର ତ ଆଉ କେତେବେଳେ କେନ୍ଦ୍ର ସରକାରଙ୍କ ଗୁଇନ୍ଦା ଅଧିକାରୀ । କାହା ପାଇଁ ପାଇଲଟ ତ ଆଉ କାହାପାଇଁ ଷ୍ଟାର ହୋଟେଲ ମ୍ୟାନେଜର। ମହିଳାଙ୍କୁ ଫସାଇବାକୁ ଏମିତି ରଙ୍ଗ ବଦଳାଉଥିଲା ରଙ୍ଗିଲା ସତ୍ୟ ସାମଲ।
ବର୍ଷା ବେଳେ ଟ୍ରାଫିକ ପୋଷ୍ଟରେ ମୁତୟନ ଥିବା ପୋଲିସ କର୍ମଚାରୀ ବ୍ୟବହାର କରିବାକୁ ଗେରୁଆ ରଙ୍ଗର ରେନ କୋଟ ପ୍ରଦାନ କରାଯାଇଛି ।
ଯଦି ପାରୁଛ ଗୋଟିଏ ଦିନ ଆସି ଏଠାରେ ବସ । ଜାଣିବ କେମିତି ରହୁଛି ଏଠି ଚାପ । ଏମିତି କହି ଶୁଣାଣି ବେଳେ ରାଗି ଗଲେ ସିଜେଆଇ ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ ।
ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, କୋରାପୁଟ ଓ ନବରଙ୍ଗପୁର।
ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଓଡ଼ିଶାର ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ ।
ଫାଇଭ୍ -ଟି ଚାର୍ଟର ଓ ‘ମୋ ସରକାର’ ହଟାଇବାକୁ ଜିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କ, ଖ ଏବଂ ଗ ବର୍ଗର ସରକାରୀ କର୍ମଚାରୀଙ୍କ ସିସିଆର୍ରୁ ହଟିଲା ଫାଇଭ୍ -ଟି ଚାର୍ଟର।
ଜଗତସିଂହପୁର ଜିଲ୍ଲା ଫୁଲାହାର ଗାଁର ମୁରଲୀଧର ବିଶ୍ୱାଳ । ମୂଲପାତି ଲାଗି ପରିବାର ଚଳାନ୍ତି । ବଡ଼ଝିଅ ସୋନାଲିକା ନବମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ହଠାତ ଶଯ୍ୟାଶାୟୀ ହୋଇଗଲା ।
ନବଘନ ପାଟ୍ଟଶାଣି ଓରଫ ବାଙ୍କା ହତ୍ୟାକାଣ୍ଡ ଉପରୁ ହଟିଲା ପର୍ଦ୍ଦା । ଟଙ୍କା ନେଣଦେଣକୁ ନେଇ ନବଘନଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା।
ବାଂଲାଦେଶ ମେହେରପୁର ଅଞ୍ଚଳରେ ଥିବା ଇସ୍କନ୍ ମନ୍ଦିରରେ ଆତତାୟୀ ମାନେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ମନ୍ଦିରର ଦୁଇଟି ଫ୍ଲୋରରେ ନିଆଁ ଲଗାଇ ଦେଇଛନ୍ତି।
କଟକ ଛତ୍ରବଜାରକୁ ଆଜି ଆସି ପାରିନି ଆଳୁ ଗାଡ଼ି। ଫଳରେ ଆଳୁ ଦର ପୁଣି ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି। କଟକରେ ଆଳୁ ଦର କିଲୋ ପିଛା ୫୦ ଟଙ୍କା ଯାଏଁ ପହଞ୍ଚିଲାଣି।
ବାଂଲାଦେଶରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦ ଓ ଦେଶ ଛାଡ଼ିବା ପରେ କିଏ ନେବେ ଦେଶର ମଧ୍ୟବର୍ତ୍ତିକାଳୀନ ସରକାରର ଦାୟିତ୍ବ ? କାହା ହାତରେ ନ୍ୟସ୍ତ ହେବ ଦେଶର ଶାସନ ଭାର ?
ଜଳୁଛି ବାଂଲାଦେଶ। ଏହାରି ଭିତରେ ଶେଖ ହସିନାଙ୍କୁ କଡ଼ା ସମାଲୋଚନା କରିଛନ୍ତି ତସ୍ଲିମା । ନିର୍ବାସିତ ବାଂଲାଦେଶୀ ଲେଖକ ତସ୍ଲିମା ନସ୍ରିନ୍ । ଶେଖ ହସିନାଙ୍କ ଦେଶରୁ ପଳାୟନକୁ ଏକ ବିଡ଼ମ୍ବନା ବୋଲି ସେ କହିଛନ୍ତି ।
ଘର ଭିତରୁ ଦେଖିଲେ ଦିଶୁଛନ୍ତି ସୂର୍ଯ୍ୟ ଚନ୍ଦ୍ର। ବର୍ଷା ଦିନର ସ୍ଥିତି ତ ନକହିଲେ ଭଲ। କେବଳ ଇଟା ଥୁଆ ହୋଇ କାନ୍ଥ ତିଆରି ହୋଇଛି, ସେଥିରେ ପୁଣି ଏକାଧିକ ଫାଟ। ଏମିତି ଭଙ୍ଗାଘରେ ରହୁଛନ୍ତି ୬ ପ୍ରାଣୀ କୁଟୁମ୍ବ।