• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

POSCO
ପୁଣି ଫେରିପାରେ କୋରିଆ ଇସ୍ପାତ କମ୍ପାନି ‘ପୋସ୍କୋ’ !

 ଦକ୍ଷିଣ କୋରିଆର ଇସ୍ପାତ କଂପାନୀ ‘ପୋସ୍କୋ’ ଓଡ଼ିଶା ଫେରିବା ଚର୍ଚ୍ଚା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶିଳ୍ପମନ୍ତ୍ରୀ ସଂପଦ ସ୍ୱାଇଁ। JSW ହେଉ କି ପୋସ୍କୋ, ଅବା JSW-ପୋସ୍କୋ ଜଏଣ୍ଟ ଭେଞ୍ଚର୍ ଯେକୌଣସି ଅନ୍ତଃରାଷ୍ଟ୍ରୀୟ କମ୍ପାନୀ, ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆମେ ସମସ୍ତଙ୍କୁ ସ୍ବାଗତ କରିବୁ। 

Former MLA Ramamurti Gamang
ପତ୍ନୀହତ୍ୟା ମାମଲା: ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତିଙ୍କୁ ଝଟକା

ପତ୍ନୀହତ୍ୟା ମାମଲାରେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଝଟକା। ତଳକୋର୍ଟଙ୍କ ଆଜୀବନ ଦଣ୍ଡାଦେଶ କାଏମ୍ ରଖିଲେ ହାଇକୋର୍ଟ।

CDPO Snehalata Sahoo
 ମହିଳା କିରାଣୀଙ୍କୁ ନିର୍ଯାତନା ଘଟଣା; ଅପସାରଣ ହେଲେ ଡେରାବିଶ CDPO

ଅପସାରଣ ହେଲେ ଡେରାବିଶ ସିଡିପିଓ ସ୍ନେହଲତା ସାହୁ । ନିରପେକ୍ଷ ତଦନ୍ତ ପାଇଁ ବ୍ଲକ ଅଫିସ୍‌ରୁ କରାଗଲା ଅପସାରଣ । 

Spanish president Pedro Sanchez
UPI ବ୍ୟବହାର କରି ଗଣେଶ ମୂର୍ତ୍ତି କିଣିଲେ ସ୍ପେନ ରାଷ୍ଟ୍ରପତି; ଭାରତରେ ଦୀପାବଳି ଉତ୍ସବ ପାଳିଲେ ପତିପତ୍ନୀ

ସ୍ପେନ ରାଷ୍ଟ୍ରପତିଙ୍କ ସହ ତାଙ୍କ ପତ୍ନୀ ତିନିଦିନିଆ ଭାରତ ଗସ୍ତରେ ଅଛନ୍ତି । ଏହି ସମୟରେ ସେ ମୁମ୍ବାଇରେ ଦିପାବଳୀ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି । 

 Major Traffic
ଠିଆ ହୋଇଛି ବସ୍; ଗଡୁନି ଆମ୍ବୁଲାନ୍ସ: ୧୫ ଦିନ ହେଲାଣି ଜାତୀୟ ରାଜପଥରେ ଭୟଙ୍କର ରାସ୍ତା ଜାମ୍...

ଜାତୀୟ ରାଜପଥରେ ଭୟଙ୍କର ରାସ୍ତା ଜାମ୍ । ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୫୨୦ରେ ଏମିତି ଚିତ୍ର ଦେଖିବାକୁ ମିଳିଛି । 

Gandia Block Chairperson
ପଦ୍ମ ଧରିଲେ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ; ପୂର୍ବତନ ବିଧାୟକ ସୁଧୀର ସାମଲଙ୍କୁ କଲେ ଟାର୍ଗେଟ୍ 

ବିଜେଡି ଛାଡ଼ି ସେ ଆଜି ବିଧିବଦ୍ଧ ଭାବେ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନଠାରେ ବିଜେପିରେ ମିଶିଛନ୍ତି । 

Japan village
ଏମିତି ଗାଁ...୨୦ ବର୍ଷ ପରେ ଜନ୍ମ ହେଲା ପିଲା; ସଙ୍କଟରେ ଜନସଂଖ୍ୟା...

 ଏମିତି ଗାଁ ଯେଉଁଠି ୨୦ ବର୍ଷ ପରେ ଜନ୍ମ ହୋଇଛି ଜଣେ ପିଲା । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । 

Cow Dung
ଏଣିକି ସ୍ବର୍ଗଦ୍ବାରରେ କାଠ ବଦଳରେ ଗୋବର ଘସିରେ ହେବ ଶବଦାହ...

ଏନେଇ ଯୋଜନା ପ୍ରସ୍ତୁତି କରୁଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ। ପ୍ରାରମ୍ଭିକ ଆଲୋଚନା ଆରମ୍ଭ ହୋଇଛି। ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। 

1999 Cyclone
Special Story: ୧୯୯୯ ମହାବାତ୍ୟା; ବିତିଲାଣି ୨୫ ବର୍ଷ, ମନେପଡ଼ିଲେ ଝରିପଡ଼ୁଛି ଲୁହ...

ସେ ଦିନ ବି ଥିଲା ୨୯ ଅକ୍ଟୋବର । ଆଉ ଆଜି ବି ସେହି ତାରିଖ । ହେଲେ ଏହାରି ଭିତରେ ବିତିଯାଇଛି ୨୫ ବର୍ଷ । ଗତ ୨୫ ବର୍ଷରେ ଅନେକ କିଛି ବଦଳିଯାଇଛି ।

Kill Lawrence Bishnoi
ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ନୂଆ ଘୋଷଣା; ହତ୍ୟା କଲେ ମିଳିବ ୧,୧୧,୧୧,୧୧୧ ଟଙ୍କା

କାରଣ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ମାରିଲେ ମିଳିବ ୧,୧୧,୧୧,୧୧୧ ଟଙ୍କା । ଏଭଳି ପୁଣି ଥରେ ଘୋଷଣା କରିଛି କରଣୀ ସେନା । 

Picture Inside Lingaraj Temple
ଲିଙ୍ଗରାଜ ମନ୍ଦିର ବେଢ଼ାରେ ଶିଳ୍ପାଙ୍କ ସହ ଫଟୋ ପ୍ରସଙ୍ଗ; ସେବାୟତଙ୍କୁ ହେଲା ସୋ’ କଜ୍ ନୋଟିସ୍

ଶିଳ୍ପାଙ୍କ ସହ ଫଟୋରେ ନଜର ଆସିଥିବା ମନ୍ଦିର ସୁପରଭାଇଜର ରାଜିକିଶୋର ମହାପାତ୍ରଙ୍କୁ ଜାରି ହୋଇଛି କାରଣ ଦର୍ଶାଅ ନୋଟିସ୍ । ନୋଟିସ୍ ହୋଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ। 

Neglecting Pregnant Employee
୭ ମାସର ଗର୍ଭବତୀ କର୍ମଚାରୀଙ୍କୁ ମେଡିକାଲ ଛାଡ଼ିଲେନି ସିଡିପିଓ; ଚାଲିଗଲା ନିଷ୍ପାପ ଶିଶୁର ଜୀବନ

ଗର୍ଭ ଯନ୍ତ୍ରଣାରେ ଛଟପଟ କିରାଣୀଙ୍କୁ ଡାକ୍ତରଖନା ଛାଡ଼ିଲେନି ସିଡିପିଓ । ଚାଲିଗଲା ମହିଳା କିରାଣୀଙ୍କ ଗର୍ଭରେ ଥିବା ନିଷ୍ପାପ ଶିଶୁର ଜୀବନ ।

 Cyclone
ନଭେମ୍ବରରେ ପୁଣି ଆସୁଛି ଆଉ ଏକ ବାତ୍ୟା; ଓଡ଼ିଶା ଉପରେ ପଡ଼ିପାରେ ବଡ଼ ପ୍ରଭାବ !

ନଭେମ୍ବରରେ ଆଉ ଏକ ବାତ୍ୟା ଆସିବା ନେଇ IMD କିମ୍ବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ଖଡ଼ିରତ୍ନ ପଞ୍ଜିକାରେ ଏହାକୁ ନେଇ ସୂଚନା ରହିଛି ।

Tata Aircraft Complex
ସ୍ବଦେଶୀ ଯୁଦ୍ଧ ବିମାନ ନିର୍ମାଣ କ୍ଷେତ୍ରରେ ନୂଆ ଅଧ୍ୟାୟ; C-295 ପ୍ଲାଣ୍ଟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ 

ଗୁଜରାଟ ଭଦୋଦରାରେ C-295 ଯୁଦ୍ଧ ବିମାନ ନିର୍ମାଣ ପାଇଁ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Ayushman Bharat Yojana
କାଲିଠୁ ସାରା ଭାରତରେ ଲାଗୁ ହେବ ଆୟୁଷ୍ମାନ ଭାରତ ୭୦+; ନୂଆ କାର୍ଡରେ ରହିବ ୨୭ ହଜାର ହସ୍ପିଟାଲର ସୁବିଧା

ସାରା ଦେଶରେ ୭୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଲୋକ ଏହାର ସୁବିଧା ପାଇବେ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ କାର୍ଡ ଇସ୍ୟୁ କରାଯିବ । 

 Odisha CM
‘ପୂର୍ବ ସରକାରରେ ୨୪ ବର୍ଷ ଧରି ଦୁର୍ନୀତି ଚାଲିଥିଲା, 5T ନାଁରେ ବ୍ୟାପକ ହେରଫେର ହୋଇଛି’

ଗତ ସରକାରରେ କୋଠା ବାଡ଼ି ଏତେ ନିମ୍ନମାନର ନିର୍ମାଣ ହେଉଥିଲା କି କେଉଁଠୁ ଚୂନ ଖସି ଯାଉଥିଲା ତ୍ ପୁଣି କେଉଁଠି ଗୋଟିଏ ବର୍ଷାରେ ରାସ୍ତା ଧୋଇ ହୋଇ ଯାଉଥିଲା। 

Subhadra Yojana
ସୁଭଦ୍ରା ଯୋଜନା; ଗୁରୁତ୍ବପୂର୍ଣ୍ଣ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଖୁବ୍‌ ଶୀଘ୍ର ମିଳିବ ସୁଭଦ୍ରାର ତୃତୀୟ ପର୍ଯ୍ୟାୟ ଟଙ୍କା ।  ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା। 

108 ambulance workers
ଠିକା ସଂସ୍ଥାର ନିଯୁକ୍ତି ନୀତିକୁ ବିରୋଧ; ନଭେମ୍ବର ୧ରୁ ଠପ୍ ହେବ ୧୦୮ ଆମ୍ବୁଲାନ୍ସ ସେବା

ରାଜରାସ୍ତାରେ ଗଡ଼ିବନି ୧୩ଶହ ଆମ୍ବୁଲାନ୍ସ । ଆନ୍ଦୋଳନରେ ବସିବେ ୬ ହଜାରରୁ ଉର୍ଦ୍ଧ୍ବ ଆମ୍ବୁଲାନ୍ସ କର୍ମଚାରୀ ।

Nurses demand Rs 5000
ସରକାରୀ ମେଡିକାଲରେ ଲାଞ୍ଚ; ପ୍ରସବ କରାଇବାକୁ ନର୍ସ ଦାବି କଲେ ୫ ହଜାର ଟଙ୍କା !

ସରକାରୀ ମେଡିକାଲ୍‌ରେ ପ୍ରସବ କରାଇବାକୁ ନର୍ସ ୫ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ। ଅନୁଗୁଳ ପାଲଲହଡ଼ା ଉପଖଣ୍ଡ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଆସିଛି ଏହି ଅଭିଯୋଗ।

Mobile Phones
Special Story: ଫୋନ୍‌ ଚାର୍ଜ ପାଇଁ ଲାଗିଛି ଲମ୍ବା ଲାଇନ୍‌; ଘଣ୍ଟାଏ ପାଇଁ ଦେବାକୁ ପଡୁଛି ୨୦ ଟଙ୍କା...

ଜେନେରେଟରରୁ ଚାର୍ଜିଂ ହେଉଛି ପୁଳା ପୁଳା ଫୋନ୍‌ । ଫୋନ୍‌ ଗୋଟିଏ ଘଣ୍ଟା ଚାର୍ଜ କଲେ ଦେବାକୁ ପଡ଼ୁଛି ୨୦ ଟଙ୍କା । 

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।