Advertisment

ରଥ ଉପରେ ଥିବେ, ସେଇବେଳରେ ହିଁ ଖୋଲିବ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର

ଆଜି ରତ୍ନଭଣ୍ଡାର ସଂପର୍କିତ ଜରୁରୀ ବୈଠକ ପରେ ସୂଚନା ଦେଇଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ।

author-image
Satyendu Shekher Mishra

ମହାପ୍ରଭୁ ରତ୍ନବେଦୀକୁ ବାହୁଡ଼ି ନଥିବେ । ରଥ ଉପରେ ଥିବେ, ସେଇବେଳରେ ହିଁ ଖୋଲିବ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର । ଆସନ୍ତା ୧୮ ତାରିଖ ଗୁରୁବାର, ରଥରେ ଅଧରପଣା ନୀତି ଦିନ ହିଁ ଭିତର ଭଣ୍ଡାର ଘର ଖୋଲାଯିବାକୁ ସ୍ଥିର ହୋଇଥିବା ଆଜି ରତ୍ନଭଣ୍ଡାର ସଂପର୍କିତ ଜରୁରୀ ବୈଠକ ପରେ ସୂଚନା ଦେଇଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ।

Advertisment
Advertisment
Advertisment