ପାଣ୍ଡିଆନ କୋଟେରୀ ଆଇପିଏସ୍ ଗୋଷ୍ଠୀ ଉପରେ ଛାଟ । ଆକ୍ସନ ମୋଡରେ ମୋହନ ସରକାର। ସରକାରୀ ଚାକିରିରେ ଥାଇ ବି ସରକାରୀ ଦଳ ଅର୍ଥାତ ବିଜେଡି ପାଇଁ ରାଜନୈତିକ କାର୍ଯ୍ୟରେ ଲିପ୍ତ ରହିବା ମହଙ୍ଗା ପଡିଛି ୩ ଆଇପିଏସଙ୍କୁ। ବିଜେଡି ସରକାରରେ ପାଣ୍ଡିଆନଙ୍କ ଖାସ୍ ହୋଇ ଧରାକୁ ସରା ମଣିଥିବା ଏହି ଅଧିକାରୀମାନଙ୍କୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା।
Published By: Satyendu Shekher Mishra
Last updated: 16 July 2024, 10:37 PM IST
ଜଗତପୁର ଥାନା ଅଧୀନସ୍ଥ ବିରୂପା ବ୍ୟାରେଜ ନିକଟରେ 'ମୋ ବସ୍ରେ' ଅଚାନକ ନିଆଁ ଲାଗିଯାଇଥିଲା । ସେହି ସମୟରେ ବସ୍ରେ ସେନ୍ସର ଗେଟ୍ରେ ଲକ୍ ପଡିଯାଇ ଆଉ ଖୋଲିନଥିଲା । ଫଳରେ ବସ୍ ଭିତରେ ଥିବା ସମସ୍ତ ଯାତ୍ରୀ ଅଣ ନିଃଶ୍ୱାସୀ ହୋଇପଡ଼ିଥିଲେ ।