• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Covid 19
କୋଭିଡ-୧୯ର ଉତ୍ପତ୍ତି ସ୍ପଷ୍ଟ ନହେଲେ କୋଭିଡ-୨୬ ଓ କୋଭିଡ-୩୨ ଭୋଗିବାକୁ ପଡ଼ିବ: ବିଶେଷଜ୍ଞ

ୱାଶିଂଟନ୍: କରୋନା ଭାଇରସର ଉତ୍ପତ୍ତି କେଉଁଠୁ ହୋଇଛି ? ଏହା ଜାଣିବା ପାଇଁ ଚୀନ୍ ଉପରେ କ୍ରମାଗତ ଭାବେ ଚାପ ବଢ଼ିବାରେ ଲାଗିଛି । ଏବେ ଆମେରିକାର କେତେ ଜଣ ରୋଗ ବିଶେଷଜ୍ଞ କହିଛନ୍ତି ଯେ, ଭବିଷ୍ୟତରେ କରୋନା ମହାମାରୀକୁ ଏଡାଇବାକୁ…

mamata-banerjee
ପଶ୍ଚିମବଙ୍ଗ ଘମାସାନରେ ନୂଆ ଟ୍ୱିଷ୍ଟ ! କେନ୍ଦ୍ର ନିର୍ଦ୍ଦେଶକୁ ବେଖାତିର ପରେ ଦିଦି ହେଲେ ସାହା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଘମାସାନରେ ନୂଆ ଟ୍ୱିଷ୍ଟ । ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଆଲାପନ୍ ବନ୍ଦୋପଧ୍ୟାୟଙ୍କ କେନ୍ଦ୍ରୀୟ ଡେପୁଟେସନ ପ୍ରସଙ୍ଗକୁ ନେଇ ଉଗ୍ର ହୋଇଛି ବିବାଦ । ତାଙ୍କୁ ଏବେ ରାଜ୍ୟ ସରକାର ଛାଡି ପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି…

mehul choksi
ଗର୍ଲଫ୍ରେଣ୍ଡ ସହ ରୋମାଣ୍ଟିକ୍ ଡିନର କରିବାକୁ ଆସିଥିଲେ ମେହୁଲ ଚୋକସି, ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ: ଭାରତରୁ ପ୍ରାୟ ୧୫ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟାଙ୍କ ଋଣ ନେଇ ଫେରାର ଥିବା ହୀରା ବେପାରୀ ମେହୁଲ ଚୋକସି ଏବେ ଡୋମିନିକା ପୋଲିସ ହେଫାଜତରେ ରହିଛନ୍ତି । ଦୀର୍ଘ ଦିନ ଧରି ସେ ଆଣ୍ଟିଗୁଆ ଦ୍ୱୀପରେ ନାଗରିକତା…

corona vaccine
ଏଣିକି ଦିନକୁ କୋଟିଏ ଲୋକଙ୍କର ହେବ ଟିକାକରଣ, ଚାଲିଛି ଜୋରଦାର ପ୍ରସ୍ତୁତି..

ନୂଆଦିଲ୍ଲୀ: ସାରା ଦେଶରେ ଏବେ କରୋନା ଟିକା ପାଇଁ ହାହାକାର ପଡ଼ିଛି । ସମସ୍ତେ ଟିକା ନେବା ପାଇଁ ବ୍ୟଗ୍ରତାର ସହ ଅପେକ୍ଷାରେ ଅଛନ୍ତି । ହେଲେ ଟିକା ଅଭାବ ରହିଛି । ଅନେକ ରାଜ୍ୟରେ ଟିକା ଅଭାବକୁ ଦୃଷ୍ଟିରେ ରଖି…

Capture
IPL 2021: ଅଷ୍ଟ୍ରେଲିଆର ଶ୍ରେଷ୍ଠ ୧୦ ଖେଳାଳି ଯଦି ନଖେଳିବେ, କ୍ଷତି ସହିବେ ୪୧ କୋଟି

ନୂଆଦିଲ୍ଲୀ: କରୋନା ମାମଲା ଆସିବା ପରେ IPL ୨୦୨୧କୁ ୪ ମେ’ଠାରୁ ସ୍ଥଗିତ କରାଯାଇଥିଲା । କିନ୍ତୁ ସେପ୍ଟେମ୍ବର-ଅକ୍ଟୋବରରେ ଅବଶିଷ୍ଟ ୩୧ଟି ମ୍ୟାଚ୍ ଆୟୋଜନ କରିବାକୁ ବିସିସିଆଇ ଘୋଷଣା କରିସାରିଛି । ଅବଶିଷ୍ଟ ମ୍ୟାଚ୍ ଭାରତ ପରିବର୍ତ୍ତେ ୟୁଏଇରେ ଖେଳାଯିବ ।…

Asha-Karmi
୪ ମାସର ଗର୍ଭବତୀ, ତଥାପି ଏଭଳି ବିପତ୍ତି ବେଳେ ଘର ଘର ବୁଲି ଲୋକଙ୍କୁ କରୁଛନ୍ତି ସଚେତନ..

ରାୟଗଡ଼ା: ମହାମାରୀ କରୋନା ସମୟରେ ସାମ୍ନାକୁ ଆସୁଛନ୍ତି ଅନେକ ଯୋଦ୍ଧା । ସମ୍ମୁଖ ଯୁଦ୍ଧରେ ସାମିଲ ଥିବା ସେହି ଯୋଦ୍ଧାଙ୍କ ଭିତରେ ଅଛନ୍ତି ଆଶା ଓ ଅଙ୍ଗନଓ୍ୱାଡ଼ି କର୍ମୀ । ଏହି ଅସମୟରେ ନିଜ ଜୀବନକୁ ବାଜି ଲଗାଇ ମହାମାରୀ ବିରୋଧରେ…

Cyclone-Damage
‘ୟାସ୍’ ଭାଙ୍ଗି ଦେଇଛି ଚାଷୀର ମେରୁଦଣ୍ଡ; ଉଜାଡ଼ି ଦେଇଛି ଫସଲ, ପାଣି ଘେରରେ ଥାଇ ବି ମେଣ୍ଟୁନି ଶୋଷ

ବାଲେଶ୍ୱର: ୪ ଦିନ ତଳେ ଓଡ଼ିଶା ଦେଇ ଯାଇଥିବା ବାତ୍ୟା ୟାସ୍, ବିପନ୍ନଙ୍କୁ ଦେଲାଣି ୪ ଯୁଗର ଯନ୍ତ୍ରଣା । କିଏ ଘର ମରାମତି କାନ୍ଥ ଆଡ଼ୁ ଆରମ୍ଭ କରିବ, ନା ଛପର ଆଡ଼ୁ ଜାଣି ପାରୁନି । କିଏ ଜଳବନ୍ଦୀ…

viratkohli-1578909461
ବିରାଟ କୋହଲିଙ୍କୁ ପରିବାଠାରୁ ଅଣ୍ଡା ପର୍ଯ୍ୟନ୍ତ ସବୁ ପସନ୍ଦ, ଏମିତି ରହିଛି ତାଙ୍କ ଡାଏଟ୍ ଚାର୍ଟ..

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଫିଟନେସକୁ ସବୁବେଳେ ଅଧିକ ଗୁରୁତ୍ୱ ଦେଇଥାନ୍ତି । ସେ ସାଥୀ ଖେଳାଳିଙ୍କୁ ମଧ୍ୟ ଫିଟ୍ ରହିବା ପାଇଁ ସବୁବେଳେ ପ୍ରୋତ୍ସାହିତ କରନ୍ତି । ଟିମ୍ ଇଣ୍ଡିଆ ଏବେ ମୁମ୍ବାଇରେ କ୍ୱାରେଣ୍ଟାଇନ୍ ରହିଛି ।…

WhatsApp Image 2021-05-30 at 2.57.04 PM
ମୋଦି ସରକାରକୁ ପୁରିଲା ୭ ବର୍ଷ, ବିଜେପି ପାଳିଲା ସେବା ଦିବସ

ଭୁବନେଶ୍ୱର: ବିଜେପି ପାଳିଲା ସେବା ଦିବସ । କେନ୍ଦ୍ରରେ ବିଜେପି ସରକାରର ସପ୍ତମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ବିଜେପି ପକ୍ଷରୁ ସେବା ଦିବସ ପାଳନ କରାଯାଇଛି । ସାରା ଦେଶରେ ବିଜେପି କର୍ମୀମାନେ ସେବା ଦିବସ ପାଳନ କରିଛନ୍ତି ।…

Jharpada jail
ଝାରପଡ଼ା ଜେଲରୁ ଗଞ୍ଜେଇ ଜବତ ଘଟଣା, ନିଲମ୍ବିତ ହେଲେ ଜେଲ ଚିଫ୍ ୱାଡେନ୍

ଭୁବନେଶ୍ୱର: ଝାରପଡ଼ା ଜେଲରୁ ଗଞ୍ଜେଇ ଜବତ ଘଟଣାରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ପ୍ରାଥମିକ ତଦନ୍ତ ପରେ ଜେଲ ଚିଫ୍ ୱାଡେନ୍ ସୁଦର୍ଶନ ବାରିକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି । ଜେଲ ବିଭାଗ…

Solar Eclipse 2021: ବର୍ଷର ପ୍ରଥମ ସୂର୍ଯ୍ୟପରାଗ, ୧୦ ଜୁନରେ; ଜାଣନ୍ତୁ କ’ଣ ରହିଛି ସମୟ..

ନୂଆଦିଲ୍ଲୀ: ୨୦୨୧ର ପ୍ରଥମ ସୂର୍ଯ୍ୟ ପରାଗ ୧୦ ଜୁନରେ ହେବାକୁ ଯାଉଛି । ଏହା ପୂର୍ଣ୍ଣ ସୂର୍ଯ୍ୟପରାଗ ହେବ ବୋଲି ଆକଳନ କରାଯାଇଛି । ଯେଉଁଥିରେ ପୃଥିବୀକୁ ସମ୍ପୂର୍ଣ୍ଣ ଭାବେ ଚନ୍ଦ୍ର ଢ଼ାଙ୍କିଦେବ । ଏହାଦ୍ୱାରା କେବଳ ସୂର୍ଯ୍ୟଙ୍କ ଚାରିପାଖର ହିଁ…

Pradipta Mohapatra
କରୋନା ବିପକ୍ଷ ଲଢ଼େଇ ପାଇଁ ମ୍ୟାନପାୱାର ବଢ଼ାଇଲେ ରାଜ୍ୟ ସରକାର, ୩୮୦୦ ଜଣ ରିଜର୍ଭ

ଭୁବନେଶ୍ୱର: କରୋନା ସହ ଲଢ଼େଇ ପାଇଁ ସବୁବେଳେ ପ୍ରସ୍ତୁତ ରାଜ୍ୟ ସରକାର । ଏନେଇ ପୁଣି ଥରେ ସୂଚାଇ ଦେଇଛନ୍ତି ଏସିଏସ୍ ପ୍ରଦିପ୍ତ ମହାପାତ୍ର । କରୋନା ବିପକ୍ଷ ଲଢ଼େଇରେ ପ୍ରଶାସନ ପକ୍ଷରୁ ଆଉ ଦୁଇ ପାଦ ‍ବଢ଼ାଯାଇଛି । ଦିନକୁ…

Modi didi
ସମାଲୋଚନା ସହି ପାରିଲେନି ମମତା, ଦିନକ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କଲେ ଟାର୍ଗେଟ

ନୂଆଦିଲ୍ଲୀ: ମମତାଙ୍କ ପିଛା ଛାଡ଼ୁନି ବିବାଦ । ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩୦ ମିନିଟ ବିଳମ୍ବରେ ଯୋଗଦେଇଥିଲେ । ଏହାସହ ବାତ୍ୟା ୟାସ୍ ସମ୍ବନ୍ଧୀୟ ଏକ ରିପୋର୍ଟ ପ୍ରଦାନ କରି ତୁରନ୍ତ ସେଠାରୁ…

RISHABH PANT
IPL 2021: ଦିଲ୍ଲୀ କ୍ୟାପିଟାଲ୍ସରେ ହୋଇପାରେ ବଡ଼ ପରିବର୍ତ୍ତନ, ଯାଇପାରେ ଋଷଭଙ୍କ ପଦ..

ନୂଆଦିଲ୍ଲୀ: ଆଇପିଏଲର ୧୪ତମ ସିଜନର ଅବଶିଷ୍ଟ ୩୧ଟି ମ୍ୟାଚ୍ ୟୁଏଇରେ ଖେଳାଯିବା ନେଇ ସ୍ଥିର ହୋଇସାରିଛି। କରୋନା କାରଣରୁ ଭାରତରେ ଚାଲଇଥିବା ଏହି ଟୁର୍ଣ୍ଣାମେଣ୍ଟକୁ ମାତ୍ର ୨୯ଟି ମ୍ୟାଚ ପରେ ସ୍ଥଗିତ ରଖାଯାଇଥିଲା । ଶନିବାର ଅନୁଷ୍ଠିତ ବିସିସିଆଇର ସ୍ପେସାଲ ଜେନେରାଲ…

Ravindra jadeja
ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମ୍ୟାଚରେ, ଭାରତୀୟ ଦଳ ପିନ୍ଧିବ ୯୦ ଦଶକର ଜର୍ସି..!

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ମ୍ୟାଚରେ ଟିମ୍ ଇଣ୍ଡିଆ ପିନ୍ଧିବ ନୂଆ ଜର୍ସି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସେୟାର କରିଛନ୍ତି ।…

ipl2021
IPL 2021: ତୃତୀୟ ଥର ପାଇଁ ବିସିଆଇର ସଂକଟ ମୋଚକ ସାଜିବ UAE

ନୂଆଦିଲ୍ଲୀ: ପୁଣି ଥରେ ବିସିସିଆଇ ପାଇଁ ସଙ୍କଟମୋଚକ ସାଜିଲା ୟୁଏଇ । ବିସିସିଆଇ ଏବେ ୟୁଏଇରେ ଆଇପିଏଲ୍ ୨୦୨୧ ତଥା ୧୪ତମ ସଂସ୍କରଣର ଅବଶିଷ୍ଟ ମ୍ୟାଚ୍ ଆୟୋଜନ କରିବାକୁ ଯାଉଛି । କରୋନା କାରଣରୁ ଚଳିତଥର ୨୯ଟି ମ୍ୟାଚ୍ ପରେ ଭାରତରେ…

vlcsnap-error489
ଝିଅର ଚିକିତ୍ସା ପାଇଁ ବାପା ସାଜିଲେ ଦିନ ମଜୁରିଆ, ଆପଣାଇଲେ ଭିକ୍ଷାବୃତ୍ତି

ସୁବର୍ଣ୍ଣପୁର(ଦିଲ୍ଳିପ କୁମାର ସାହୁ): ଜୀବନରେ ସବୁବେଳେ ସୁଖ ଦୁଃଖ ଲାଗି ରହିଥାଏ । ହେଲେ କଥାରେ ଅଛି ଦୁଃଖ ଯେତେବେଳେ ଆସେ ଏକା ଥରକେ ବନ୍ଧୁ ପରିଜନଙ୍କୁ ସାଙ୍ଗରେ ନେଇ ଆସେ । ଗୋଟିଏ ପରିବାର ଯଦି ଆଜି ଦୁଃଖ ଦୁର୍ଦଶାରେ…

Remdesivir
ଏଣିକି ରାଜ୍ୟଗୁଡ଼ିକୁ ଆଉ ରେମଡେସିଭିର ଦେବନି କେନ୍ଦ୍ର, ସିଧାସଳଖ କମ୍ପାନୀଠାରୁ କିଣିବାକୁ ପଡ଼ିବ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ ରେମଡେସିଭିର ଇଞ୍ଜେକ୍ସନ ପାଇଁ ସବୁଆଡେ ଚହଳ ପଡ଼ିଛି। ଏମିତିକି କିଛି ରାଜ୍ୟରେ ଏହାର ବଡ଼ ପରିମାଣରେ କଳାବଜାରୀ ହେଉଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ ଅନେକ ସହରରେ ନକଲି ରେମଡେସିଭିର…

ଜୁନ୍ ପହିଲାରୁ ଖୋଲିବ କଲେଜ, ଉଚ୍ଚଶିକ୍ଷା ସଚିବଙ୍କ ଚିଠି

ଭୁବନେଶ୍ୱର: ଖୁବଶୀଘ୍ର ଖୋଲିବ କଲେଜ । ମେ’ ୩୧ରେ ଖରା ଛୁଟି ସରିବା ପରେ ଜୁନ୍ ପହିଲାରୁ ଖୋଲିବ କଲେଜ। ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଜୁନ୍ ପହିଲାରୁ ଖୋଲିବା ନେଇ ନିଷ୍ପତ୍ତି ହୋଇଛି ।…

Capture
ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକରେ ମମତାଙ୍କ ଅଜବ ଆଚରଣ, ନିନ୍ଦା କଲେ ଅମିତ ଶାହ - ଜେପି ନଡ୍ଡା

ନୂଆଦିଲ୍ଲୀ: ବାତ୍ୟା ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସମୀକ୍ଷା ବୈଠକରେ ଅଧଘଣ୍ଟା ବିଳମ୍ବରେ ପହଞ୍ଚିଲେ ମମତା । ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀଙ୍କୁ ବାତ୍ୟା ୟାସର…

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।