ଭୁବନେଶ୍ୱର: କୋଭିଡ ଟେଷ୍ଟିଂ ପ୍ରକ୍ରିୟା ବ୍ୟବସ୍ଥିତ କରିବାକୁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ। ସବୁ ଜିଲ୍ଲାପାଳ ଓ CDMOଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ବିଭାଗ ACS। ଏଥିରେ ଉଲ୍ଲେଖ ହୋଇଛି ଯେ, ଟେଷ୍ଟିଂ ସେଣ୍ଟରରେ ସାମ୍ପଲ ସଂଗ୍ରହ ବେଳେ ସାମାଜିକ ଦୂରତ୍ୱ ବାଞ୍ଛନୀୟ। ରିପୋର୍ଟ ଆସିବା...
ଭୁବନେଶ୍ୱର: କରୋନାକୁ ନେଇ କୋକୁଆ ଭୟ। ଅଦୃଶ୍ୟ ଭୂତାଣୁ ଏମିତି ମାଡୁଛି ଯେ, ଯେତେ ସତର୍କ ରହିଲେ ବି ମହାମାରୀ କବଳରୁ ବର୍ତ୍ତିବା ମୁସ୍କିଲ ହେଉଛି। ଏଭଳି ସ୍ଥିତିରେ ଘରୁ ବାହାରିବାକୁ ଭୟ ଲାଗୁଥିବା ବେଳେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ଜୀବନକୁ ବିପଦରେ ପକାଇ...
ନୂଆଦିଲ୍ଲୀ: ଭାରତରେ କରୋନାର ଏହି ଦ୍ୱିତୀୟ ଲହର କାୟା ବିସ୍ତାର କରିସାରିଥିବା ବେଳେ ସାରା ବିଶ୍ୱ ଏଥିପାଇଁ ଆତଙ୍କିତ ରହିଛି। ଭାରତ ବ୍ୟତୀତ ଏଭଳି ଅନେକ ଦେଶ ରହିଛି, ଯେଉଁଠି କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ପ୍ରତ୍ୟେକ ଦିନ ରକର୍ଡ ଭାଙ୍ଗୁଛି। ତେଣୁ ଏଭଳି ପରିସ୍ଥିତିରେ ଆମେରିକାର ଫାଇଜର...
ନୂଆଦିଲ୍ଲୀ: କୋଭିସିଲ୍ଡ ପରେ କମିଲା କୋଭାକ୍ସିନ୍ ଟିକାର ଦର। ୬ ଶହ ଟଙ୍କା ବଦଳରେ ୪ ଶହ ଟଙ୍କାକୁ ହ୍ରାସ ପାଇଲା କୋଭାକ୍ସିନ ଟିକାର ଦାମ। ଏଣିକି ରାଜ୍ୟ ସରକାରଙ୍କୁ ଡୋଜ୍ ପ୍ରତି ୬ ଶହ ବଦଳରେ ୪ ଶହ ଟଙ୍କାରେ ଯୋଗାଇ ଦେବ ଟିକା ପ୍ରସ୍ତୁତକାରୀ ଭାରତ...
ଭୁବନେଶ୍ୱର: ଟିକା ପାଇଁ ଦୁଇ ଟିକା ଉତ୍ପାଦକ କମ୍ପାନୀଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର। ରାଜ୍ୟରେ ଟିକାର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବା କଥା ଚିଠିରେ କୁହାଯାଇଛି। ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକକୁ ସ୍ୱାସ୍ଥ୍ୟ ACS ଏହି ଚିଠି ଲେଖିଛନ୍ତି। କେଉଁ ପର୍ଯ୍ୟାୟରେ କେତେ ଟିକା ଦରକାର...
ଭୁବନେଶ୍ୱର: ଝାରସୁଗୁଡ଼ା କୋର୍ଟକୁ ସିଲ୍ କରାଯାଇଛି। ଏକାଧିକ କରୋନା ପଜିଟିଭ ଚିହ୍ନଟ ହେବା ପରେ କୋର୍ଟ କଂପ୍ଲେକ୍ସକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କୋର୍ଟ କଂପ୍ଲେକ୍ସକୁ ସିଲ୍ କରାଯାଇଛି। ଏନେଇ ଝାରସୁଗୁଡ଼ା ଜିଲ୍ଲା ଓକିଲ ସଂଘ ସଭାପତି ତ୍ରିନାଥ ଗୁଆଲ ସୂଚନା ଦେଇଛନ୍ତି। ସେ...
କୋରାପୁଟ: ବିବାହ ଉତ୍ସବ ଚାଲିଥିବା ବେଳେ ଚଢ଼ାଉ କଲା ପୋଲିସ। ଆଦାୟ କଲା ମୋଟା ଅଙ୍କର ଜୋରିମାନା। ଏଭଳି ଘଟଣା ପୁଣି ସାମ୍ନାକୁ ଆସିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଚାର ଗାଁରେ। ଏକି ବିବାହ ଉତ୍ସବ ଚାଲିଥିବାଳେ କୋଭିଡ ନିୟମ ଉଲ୍ଲଂଘନ କରାଯାଇଥିବା ଦେଖାଯାଇଥିଲା। ବିବାହ...
ଭୁବନେଶ୍ୱର: କେନ୍ଦ୍ରୀୟ ଫୋର୍ସ ପାଉଣା ଛାଡ଼ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରୀୟ ଫୋର୍ସ ପାଇଁ ଓଡ଼ିଶାକୁ ୪୫୬୧ କୋଟି ଦେବାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ଚିଠି କରିଛି। ତେବେ ଏହାକୁ ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି।...
ଭୁବନେଶ୍ୱର: ଲିକୁଇଡ୍ ମେଡିକାଲ୍ ଅକ୍ସିଜେନର ପ୍ରସ୍ତୁତି, ବଣ୍ଟନ ଓ ପରିବହନ କ୍ଷେତ୍ରରେ ଏସମା ଲାଗୁ କରିଛନ୍ତି ରାଜ୍ୟ ସରକାର। ବୁଧବାରଠାରୁ ଆସନ୍ତା ୬ ମାସ ଲାଗି ଏସମା ଲାଗୁ କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି। କରୋନା ସ୍ଥିତିରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି...
ନୂଆଦିଲ୍ଲୀ: ଏୟାର୍-ଟୁ-ଏୟାର୍ ମିଜାଇଲ୍ ପାଇଥନ୍-୫ର ସଫଳ ପରୀକ୍ଷଣ। ପ୍ରଥମ ଥର ପାଇଁ ଏହି ପଞ୍ଚମ ପିଢ଼ି କ୍ଷେପଣାସ୍ତ୍ରର ପରୀକ୍ଷଣ କଲା ଡିଆରଡିଓ। ଭାରତର ସ୍ୱଦେଶୀ ହାଲୁକା ଲଢ଼ୁଆ ବିମାନ ତେଜସରେ ଏହାର ପରୀକ୍ଷଣ କରାଯାଇଛି। ମଙ୍ଗଳବାର ଗୋଆରେ ପାଇଥନ୍ ଫାଇଭ୍ ସହିତ ଡର୍ବି ମିଜାଇଲ୍ ଆଦିର ମଧ୍ୟ ପରୀକ୍ଷଣ...
ଭୁବନେଶ୍ୱର: ସିଲ ହେଲା ମାର୍କେଟ ବିଲ୍ଡିଂ। କରୋନା ଗାଇଡଲାଇନକୁ ଉଲଂଘନ କରିଥିବାରୁ ମାର୍କେଟ ବିଲ୍ଡିଂକୁ ସିଲ କରିଛି ବିଏମସି। ୪୮ ଘଣ୍ଟା ପାଇଁ ଏହାକୁ ସିଲ କରାଯାଇଛି। DCP ଓ BMC ଜୋନାଲ କମିଶନରଙ୍କ ଉପସ୍ଥିତିରେ ସିଲ୍ କରାଯାଇଛି। ତେବେ ବୁଧବାର ସନ୍ଧ୍ୟାରୁ ଏହାକୁ ସିଲ୍ କରାଯାଇଛି। ଶନିବାର...
ଘରୋଇ କଳିରୁ ଜଘନ୍ୟ କାଣ୍ଡ ୫ ବର୍ଷର ଶିଶୁପୁତ୍ରକୁ ହତ୍ୟା ପରେ ମାଆର ଆତ୍ମହତ୍ୟା ଉଦ୍ୟମ । ଗୁରୁତର ମାଆ ମେଡିକାଲରେ ଭର୍ତ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଜଗନ୍ନାଥପୁର ଗାଁରେ ।
ରାଜ୍ୟରେ ମହାବିପତ୍ତି ଭାବେ ଉଭା ହେଲାଣି ବଜ୍ରପାତ । ଏମିତିକି ଦେଶର ସର୍ବାଧିକ ବଜ୍ରପାତ ରାଜ୍ୟ ତାଲିକାରେ ସବୁଠୁ ଆଗରେ ବି ଓଡ଼ିଶା । କେବଳ ସେତିକି ନୁହେଁ ଗଲା ବର୍ଷକ ଭିତରେ ରାଜ୍ୟରେ ବଜ୍ରପାତ ସଂଖ୍ୟାରେ ୩୭ ପ୍ରତିଶତ ବୃଦ୍ଧି ବି ଚିନ୍ତାର କାରଣ ପାଲଟିଛି ।
ସନ୍ଦେହ ଘେରରେ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ । ଗତକାଲି ରାତିରେ ସରକାରୀ ବାସଭବନରେ ପତ୍ନୀଙ୍କ ସହ ଥିବା ବେଳେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଥିବା ସୌମ୍ୟରଞ୍ଜନଙ୍କ ଆଜି କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।
ରାଜ୍ୟକୁ ଆସିଲା ଆଉ ୩୮ ହଜାର କୋଭାକ୍ସିନ୍ ଟିକା । ଗତକାଲି ୩ ଲକ୍ଷ ୧୬ ହଜାର ୪୫୦ ଡୋଜ କୋଭିସିଲ୍ଡ ଟିକା ଆସିଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋଭିସିଲ୍ଡ ଟିକା ୩ ଲକ୍ଷ ୪୯ ହଜାର ୯୩୦ ଡୋଜ ରହିଥିବା ବେଳେ ୩ ଲକ୍ଷ ୯ ହଜାର...
ଚଳିତ ବର୍ଷ ମଧ୍ୟ ବୋଲ୍ବମ୍ ଉପରେ ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର । ଏ ନେଇ ଏସ୍ଆର୍ସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ନିର୍ଦ୍ଦେଶନାମା ଅନୁସାରେ କୌଣସି ଧାର୍ମିକ ସ୍ଥାନ କି ଜଳାଶୟରୁ ପାଣି ଉଠାଇ ପାରିବେନି କାଉଡ଼ିଆ
ଆସନ୍ତା ଶୁକ୍ରବାର ପ୍ରଧାନମନ୍ତ୍ରୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା କରିବେ । କେବଳ ଓଡ଼ିଶା ନୁହେଁ ଅନ୍ୟ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ କୋଭିଡ ସ୍ଥିତି ନେଇ ଆଲୋଚନା କରିବେ
ଟୋକିଓ ଯିବାକୁ ଥିବା ଭାରତୀୟ ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଖେଳାଳିଙ୍କୁ ଶୁଭାଶିଷ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିସିରେ ଖେଳାଳିଙ୍କ ସହ ଉପସ୍ଥିତ ପରିଜନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଲେ ।
ରାଜ୍ୟରେ ଯୁକ୍ତ ଦୁଇରେ ବଢ଼ିବ ସିଟ୍ ସଂଖ୍ୟା । ଜୁନିଅର କଲେଜ ଗୁଡ଼ିକରେ +୨ ସିଟ୍ ବଢ଼ାଇବା ପାଇଁ ଅନୁମତି ମିଳିଛି । ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଏନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।