• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

vlcsnap-error847
୮ ବର୍ଷ ତଳେ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ, ଏଯାଏଁ ସରିନି ପୋଲ କାମ ! ୧୨ଟି ପଞ୍ଚାୟତବାସୀ ହନ୍ତସନ୍ତ

ଭଦ୍ରକ: କାର୍ଯ୍ୟକ୍ଷମ ହୋଇପାରୁନି ଭଦ୍ରକ ଜିଲ୍ଲାର ମନ୍ତେଇ ବ୍ରିଜ୍ । ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସକୁ ୮ ବର୍ଷ ବିତିଥିଲେ ବି ଅଧପନ୍ତରିଆ ପଡିଛି କାମ । ଜିଲ୍ଲାର ତିହିଡି ଓ ବାସୁଦେବପୁର ବ୍ଲକକୁ ସଂଯୋଗ କରିବା ପାଇଁ ବହୁ ଦାବି ପରେ ମନ୍ତେଇ…

china corona
ରାଜ୍ୟରେ ପୁଣି ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ପୁଣି ୪୪ ଜଣ ଆକ୍ରାନ୍ତଙ୍କ ମୁଣ୍ଡ ନେଲା କରୋନା । ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ, ବାଲେଶ୍ୱର,…

coronavirus
ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ହଜାର ୩୩୯ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ହଜାର ୩୩୯ ସଂକ୍ରମିତ ଚିହ୍ନଟ । ଏହା ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୪୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୮୬୪ ରହିଛି । ତେବେ ଅନୁଗୁଳରୁ ୨୨୬ ଜଣ କରୋନା…

mumbai rain
ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ବର୍ଷିବ

ଭୁବନେଶ୍ୱର: ସାରା ରାଜ୍ୟକୁ ଛୁଇଁଲା ମୌସୁମୀ । ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର ରାଜ୍ୟକୁ ଆଚ୍ଛାଦିତ କରିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ଏହା…

narendra modi
ଜି-୭ ବୈଠକରେ ମୋଦିଙ୍କ ଆହ୍ୱାନ ୱାନ୍‌ ଅର୍ଥ-ୱାନ୍‌ ହେଲ୍‌ଥ

ମହାମାରୀ କରୋନା ସାରା ବିଶ୍ୱରେ ସୃଷ୍ଟି କରିଥିବା ଗୁରୁତର ସ୍ୱାସ୍ଥ୍ୟ ସଙ୍କଟକୁ ନେଇ ଜି ୭ ରାଷ୍ଟ୍ରଗୋଷ୍ଠୀ ବୈଠକରେ ମାନସ ମନ୍ଥନ । ରବିବାର ଅନୁଷ୍ଠିତ ଏହି ଭର୍ଚୁଆଲ ବୈଠକରେ କୋରନା ଟିକା ଉପରେ ସାମୟିକ ପ୍ୟାଟେଣ୍ଟ ଛାଡ଼ ଲାଗି ଆହ୍ୱାନ…

corona
ଦେଶରେ ଖସୁଛି କରୋନା ଗ୍ରାଫ୍‌, ଦିନକରେ ୮୦,୮୩୪ ପଜିଟିଭ୍‌

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ । ଦିନକରେ ୮୦ ହଜାର ୮୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ହେଉଛି ଗତ ୭୧ ଦିନରେ ସବୁଠୁ କମ୍ ଦୈନିକ ସଂକ୍ରମଣ । ଏହି ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ…

Cyber Fraud
ସାଇବର ଠକେଇର ଶିକାର ହେଲେ ଡାକ୍ତର, ବିଟ୍‌କଏନ୍‌ ନାଁରେ ୧୧ ଲକ୍ଷ ଲୁଟ୍‌

କେନ୍ଦ୍ରାପଡ଼ା: ସାଇବର ଠକେଇର ଶିକାର ହେଲେ ଡାକ୍ତର । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବାଦଲ ମହାନ୍ତି ସାଇବର ଠକାମୀର ଶିକାର ହୋଇଥିବା ଅଭିଯୋଗ ହୋଇଛି । ବିଟ୍ କଏନରେ ୧୧ ଲକ୍ଷ ଟଙ୍କା ଲଗାଇ ସେ ଠକାମୀର…

Duleep Singhji
ଇଂଲଣ୍ଡର ଏହି କ୍ରିକେଟରଙ୍କ ନାଁରେ ଏବେ ବି ଭାରତରେ ଖେଳାଯାଉଛି ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: ଭାରତରେ ଜନ୍ମ ହୋଇଥିଲେ ମଧ୍ୟ ସେ ଇଂଲଣ୍ଡ ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳିଲେ । ଆଉ ତାହା ମଧ୍ୟ ମାତ୍ର ୧୨ଟି ଟେଷ୍ଟ ମ୍ୟାଚ୍‌ । ହେଲେ ଏହା ଭିତରେ ସେ କ୍ରିକେଟ୍ ଜଗତରେ ଏତେ ବଡ ନାଁ କରିଥିଲେ…

corona death
ରାଜ୍ୟରେ ପୁଣି ୪୫ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ପଟେ ସଂକ୍ରମଣ ହାର ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଥମିବାର ନାଁ ଧରୁନି । ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୪୫ ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ । ଖୋର୍ଦ୍ଧା ଜିଲ୍ଲାରୁ…

Drone Vaccine
ଡ୍ରୋନ୍‌ରେ ହେବ ଟିକା ପରିବହନ, ରହିବନି ଟ୍ରାଫିକ୍‌ କିମ୍ବା ରାସ୍ତା ସମସ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ସଂକ୍ରମଣ ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି । ଏହି ସମୟରେ ଦେଶରେ କରୋନା ଟିକାକରଣ ଅଭିଯାନ ମଧ୍ୟ ବ୍ୟାପକ ସ୍ତରରେ ଚାଲିଛି । ଏହି ଟିକାକରଣ ଅଭିଯାନକୁ ଦୁର୍ଗମ ଅଞ୍ଚଳ ପର୍ଯ୍ୟନ୍ତ ଖୁବ୍‌ଶୀଘ୍ର ପହଞ୍ଚାଇବାକୁ…

coronavirus
ଖସୁଛି ସଂକ୍ରମଣ ହାର, ୨୪ ଘଣ୍ଟାରେ ୪,୪୬୯ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ ହାର । ଗତ ୨୪ ଘଣ୍ଟାରେ ୪ ହଜାର ୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୫୪୬ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୫୪୬ ଜଣ ଲୋକାଲ କଣ୍ଟାକ୍ଟସରୁ…

corona
ସୁଧୁରୁଛି ସ୍ଥିତି, ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ କରୋନା ନିୟନ୍ତ୍ରଣକୁ ଆସୁଛି

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କରୋନା ଗ୍ରାଫ୍ । ମହାରାଷ୍ଟ୍ର ପରେ ଦୈନିକ ସଂକ୍ରମଣରେ ଦ୍ୱିତୀୟ ସର୍ବାଧିକ ରହୁଥିବା କର୍ଣ୍ଣାଟକରେ ବି ଧୀମା ପଡ଼ିଛି ମହାମାରୀର ଗତି । କର୍ଣ୍ଣାଟକରେ ୨ ଲକ୍ଷ ତଳକୁ ଖସିଛି ଆକ୍ଟିଭ୍ କେସ୍ ସଂଖ୍ୟା । କର୍ଣ୍ଣାଟକରେ…

nirmala-sitharaman.
ରେମଡେସିଭିର ଉପରୁ କମିଲା, ବ୍ଲାକ୍‌ ଫଙ୍ଗସ୍‌ ଔଷଧ ଉପରୁ ହଟିଲା GST

ନୂଆଦିଲ୍ଲୀ: କରୋନା ପାଇଁ ବ୍ୟବହୃତ ଔଷଧ ରେମଡେସିଭିର ଉପରୁ କମିଲା ଜିଏସ୍‌ଟି । ରେମଡେସିଭିର୍ ଉପରୁ GST ୧୨%ରୁ ୫%କୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଆଜି ୪୪ତମ GST କାଉନସିଲ ବୈଠକ ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର…

vlcsnap-2021-06-12-16h57m14s427
‘କରୋନା ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ରାଜ୍ୟ ସରକାର’

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା କମୁଥିଲେ ବି ବିପଦ ଏଯାଏଁ ଟଳିନି । ଏବେ ବି ସଂକ୍ରମିତ ହେଉଛନ୍ତି ଲୋକେ । ଆଉ ଗୁରୁତର ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହେଉଛି । ତେଣୁ ବିପଦ ଟଳିନି ଭାବିବା…

pradeep-panigayrjhi
ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଝାରପଡ଼ା ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଷଷ୍ଠ ମାମଲାରେ ଜାମିନ ପାଇବା ପରେ ଜେଲରୁ ମୁକୁଳିଛନ୍ତି ପ୍ରଦୀପ । ଶୁକ୍ରବାର ଷଷ୍ଠ ମାମଲାରେ ହାଇକୋର୍ଟରୁ ଜାମିନ ପାଇଥିଲେ ପ୍ରଦୀପ । ଠକେଇ ଅଭିଯୋଗରେ ଗତ ଡିସେମ୍ବରରୁ…

raja_feature-scaled
କାହିଁକି ‘ରଜ’ରେ ମହିଳାମାନେ ଖାଲି ପାଦରେ ଚାଲନ୍ତି ନାହିଁ, ଚାଷୀ ଚାଷରୁ ମଧ୍ୟ ବିରତି ନିଏ..

‘ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ ।’ ‘ରାଶିରୁ ଛାଡ଼ିଲା ଚୋପା, ଗୋଡ଼ରେ ନାଇଛୁ ସରୁ ଅଳତା ଲୋ, ମଥାରେ ସିନ୍ଦୂର ଟୋପା ।’ ‘ଉଡ଼ିଲା ଶୁଆ ନାହାକା, ଦୋଳିଟା କାହିଁକି ଲାଗୁଛି…

Ramdas
ଆଠୱାଲେଙ୍କ ବଡ଼ ବୟାନ, ଶିବ ସେନା ସହ ମିଶି ବିଜେପି ଗଢ଼ିବ ସରକାର

ମହାରାଷ୍ଟ୍ର: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ରାଜନୀତି ମହଲରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ସାକ୍ଷାତକାର ମହାରାଷ୍ଟ୍ର ରାଜନୀତି ଉପରେ ଏକ ବଡ଼ ପ୍ରଭାବ ପକାଇବାର ସମ୍ଭାବନା ରହିଛି ବୋଲି ରାଜନୀତି…

yuvraj-sixes
ଯୁବିଙ୍କ ୬ ଛକା ପରେ ଧୋନିଙ୍କ ରିଆକ୍ସନ କ’ଣ ଥିଲା ? ଫ୍ଲିଣ୍ଟଅଫ୍ କ’ଣ କହିଥିଲେ ? ଯୁବରାଜ କଲେ ଖୁଲାସା..

ନୂଆଦିଲ୍ଲୀ: ୨୦୦୭ ଟି-୨୦ ବିଶ୍ୱକପ୍‌ରେ ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ୬ଟି ବଲରେ ୬ଟି ଛକା ମାରି ଏକ ବିରଳ ରେକର୍ଡ କରିଛନ୍ତି । ସେହି ରେକର୍ଡ ଏବେ ବି ଇତିହାସରେ ଲିପିବଦ୍ଧ ହୋଇ ରହିଛି । ତାଙ୍କ ରେକର୍ଡ…

Turkey vs Italy
ୟୁରୋ କପ୍‌ ୨୦୨୦: ନିଜକୁ ଗୋଲ ଦେଲା ତୁର୍କୀ, ଇଟାଲୀ ୩-୦ରେ ବିଜୟୀ

ରୋମ୍‌: ଆରମ୍ଭ ହେଲା ଫୁଟବଲର ମିନି ମହାକୁମ୍ଭ କୁହାଯାଉଥିବା ୟୁରୋ କପ୍ ୨୦୨୦ । ବିଜୟରୁ ଯାତ୍ରା ଆରମ୍ଭ କଲା ଇଟାଲୀ । ଶୁକ୍ରବାର ଉଦ୍‌ଘାଟନୀ ମ୍ୟାଚରେ ତୁର୍କୀକୁ ୩-୦ ଗୋଲରେ ପରାସ୍ତା କରିଛି ଇଟାଲୀ । ପ୍ରଥମଥର ପାଇଁ ୟୁରୋ…

Puri Ratha Yatra
ଚକାନୟନ ସହ ମିଶିବନି ଭକ୍ତର ନୟନ, ଘାଣ୍ଟି ଚକଟି ହେଉଛି ଭକ୍ତର ମନ ! ଆଖିରେ ଲୁହ ମନରେ କୋହ..

ପୁରୀ: ଶ୍ରୀକ୍ଷେତ୍ରରେ ପୁଣି ଭକ୍ତଶୂନ୍ୟ ରଥଯାତ୍ରା କଥା ଶୁଣି ଘାଣ୍ଟି ଚକଟି ହେଉଛି ଭକ୍ତର ମନ । ମହାମାରୀ କମିନଥିବାରୁ ଗତଥର ଭଳି ଏଥର ବି ବଡ଼ଦାଣ୍ଡକୁ ବାରଣ ନେଇ ସରକାରଙ୍କ ନିଷ୍ପତ୍ତି ନିରାଶ କରିଛି ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କୁ…

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।