Advertisment

ଏଣିକି ବିଳମ୍ବିତ ରାତି ଯାଏଁ ରଙ୍ଗୀନ ହେବ ରାଜଧାନୀର ରାତି

ରାତି ୧୨ଟା ଯାଏଁ ଡ୍ୟାନ୍ସବାର୍‌ ଖୋଲା ରଖିବାକୁ ଅନୁମତି ଦେଇଛି ଅବକାରୀ ବିଭାଗ

author-image
Satyendu Shekher Mishra

ରାତି ୧୨ଟା ଯାଏଁ ଡ୍ୟାନ୍ସବାର୍‌ ଖୋଲା ରଖିବାକୁ ଅନୁମତି ଦେଇଛି ଅବକାରୀ ବିଭାଗ। ତେବେ ଅବକାରୀ ବିଭାଗର ଏହି ନିଷ୍ପତ୍ତି ସୃଷ୍ଟି କରିଛି ଦ୍ୱନ୍ଦ୍ୱ, କାରଣ ଓଡ଼ିଶା FIRE WORKS AND LOUDSPEAKER ACT -1958 ଅନୁସାରେ ରାତି ୧୦ଟା ପର୍ଯ୍ୟନ୍ତ ମ୍ୟୁଜିକାଲ୍‌ ଲାଇସେନ୍ସ ଅନୁମତି ରହିଛି। ତେଣୁ ଅବକାରୀ ବିଭାଗ ନା କମିଶନରେଟ୍ ପୋଲିସ୍, କାହା ନିୟମ ମାନିବେ ବାର୍ ମାଲିକ ତାକୁ ନେଇ ଅଡୁଆ ଭିତରେ ସମୟ ବଢାଇବା ଲାଗି ପୋଲିସର ଅନୁମତି ମଗାଯାଇଥିବା କହିଛି ରାଜଧାନୀ ବାର୍ ଆସୋସିଏସନ୍‌।

Advertisment
Advertisment
Advertisment