Advertisment

ରଥ ନିର୍ମାଣ ପାଇଁ ଅଭାବ ପଡ଼ିଲାଣି କାଠ, ଫାଶି-ଅସନ-ଧଉରା କାଠ ସହଜରେ ମିଳୁନି

ଆଗକୁ ରଥ ଗଢ଼ା ପାଇଁ କେଉଁଠୁ କାଠ ଆସିବ ତାକୁ ନେଇ ସଂଶୟ ବଢୁଥିବାବେଳେ ଏଭଳି ଗଛ ଲଗାଇବାକୁ ଜଗନ୍ନାଥ ପ୍ରେମୀଙ୍କ ପାଖକୁ ନିଜେ ଗଜପତି ମହାରାଜା ଯିବେ ବୋଲି ଜଣାପଡ଼ିଛି।

author-image
Satyendu Shekher Mishra

ଫେଲ୍ ମାରିଛି ଜଗନ୍ନାଥ ବନ ପ୍ରକଳ୍ପ। ରଥ ନିର୍ମାଣ ପାଇଁ ଅଭାବ ପଡ଼ିଲାଣି କାଠ ଫାଶି, ଅସନ ଓ ଧଉରା କାଠ ସହଜରେ ମିଳୁନି। ଏସବୁକୁ ନେଇ ଚିନ୍ତାରେ ମହାରଣା ଓ ଭୋଇ ସେବକ। ଆଗକୁ ରଥ ଗଢ଼ା ପାଇଁ କେଉଁଠୁ କାଠ ଆସିବ ତାକୁ ନେଇ ସଂଶୟ ବଢୁଥିବାବେଳେ ଏଭଳି ଗଛ ଲଗାଇବାକୁ ଜଗନ୍ନାଥ ପ୍ରେମୀଙ୍କ ପାଖକୁ ନିଜେ ଗଜପତି ମହାରାଜା ଯିବେ ବୋଲି ଜଣାପଡ଼ିଛି।

Advertisment
Advertisment
Advertisment