UFO
ଗତ ୨୦ ବର୍ଷ ମଧ୍ୟରେ ୪ ଶହରୁ ଅଧିକ ଥର ଦେଖାଦେଲାଣି ଏହି ଅଜ୍ଞାତ ଉଡ଼ନ୍ତା ବସ୍ତୁ । ପ୍ରମାଣ ସ୍ୱରୁପ କିଛି ଭିଡିଓ ଏବଂ ଫଟୋ ଦେଖାଇ ଏହି ଦାବି କରିଛି ଆମେରୀକିୟ ନୌସେନାର ଗୁଇନ୍ଦା ବିଭାଗ । ତେବେ ପେଂଟାଗନର ରିପୋର୍ଟ ଅନୁସାରେ,ଏହି ୟୁଏଫ୍ଓ ସହିତ ଅନ୍ୟ ଗ୍ରହର ଜୀବଙ୍କ କୌଣସି ସଂପର୍କ ଥିବା ସ୍ପଷ୍ଟ ହୋଇନାହିଁ । ପୃଥିବୀରେ ୟୁଏଫଓ ଦେଖାଯାଇଥିବା ନେଇ ବାରମ୍ବାର ଦାବି ମଧ୍ୟରେ ପୁଣି ଚର୍ଚ୍ଚାକୁ ଆସିଛି ଏହି ପ୍ରସଙ୍ଗ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)