Kannad actress
ଜୀବନ ଚାଲିଯିବାର ଭୟ ସତ୍ତ୍ୱେ ସୁନ୍ଦରତା ପାଇଁ ପୁଣି ବିପଜ୍ଜନକ ଲିପୋସକ୍ସନ ସର୍ଜରୀ ନେଇଗଲା ଆଉ ଜଣେ ଅଭିନେତ୍ରୀଙ୍କ ଜୀବନ । ପ୍ରସିଦ୍ଧ କନ୍ନଡ଼ ଅଭିନେତ୍ରୀ ଚେତନା ରାଜ୍ ଗତକାଲି ଘର ଲୋକଙ୍କୁ ନଜଣାଇ ବେଙ୍ଗଳୁରରୁ ଏକ ହସ୍ପିଟାଲରେ ଲିପୋସକ୍ସନ ସର୍ଜରୀ ରିସ୍କ ନେଇଥିଲେ । ସକାଳେ ଅପରେସନ୍ ପରେ ତାଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କ କ୍ଷେତ୍ରରେ ଘାତକ ସାବ୍ୟସ୍ତ ହୋଇଛି ଶରୀରରୁ ମେଦ ହ୍ରାସ କରାଉଥିବା ଲିପୋସକ୍ସନ ସର୍ଜରୀ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)