• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ତାମିଲ ନାଡ଼ୁରେ ସଲିମ୍ ଜିଲ୍ଲାରେ ଦୁଇ ଘରୋଇ ଯାତ୍ରୀବାହୀ ବସ୍ ମଧ୍ୟରେ ମୁହାଁ-ମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଅନେକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଦୁର୍ଘଟଣାର ଲାଇଭ୍‌ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରା ହୋଇଛି । ଗୋଟିଏ ବସ୍‌ ଭିତରେ ଡ୍ରାଇଭର ସିଟ୍‌ ପଛ ପଟେ ଲାଗିଥିବା ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଛି । ତେବେ ଦୁର୍ଘଟଣାରେ ଡ୍ରାଇଭର ସୁରକ୍ଷିତ ଥିବା ଜଣାପଡ଼ୁଛି । କିନ୍ତୁ ଗାଡ଼ିର ସାମ୍ନା ପଟ ଛିନ୍‌ ଛତ୍ର ହୋଇଥିବା ଦେଖାଯାଇଛି ।

ଦେଖନ୍ତୁ ଭିଡିଓ..