କଟକ ବାରବାଟୀ ଟି ଟ୍ୱେଣ୍ଟି ମ୍ୟାଚରେ ଦର୍ଶକଙ୍କ ପାଇଁ ଟିକେଟ୍ ଅଭାବ ନେଇ ସାମ୍ନାକୁ ଆସିଛି ଏହି ନୂଆ ଅଭିଯୋଗ । ବାରବାଟୀର ୪୪ ହଜାର ସିଟରୁ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ମାତ୍ର ୧୨ ହଜାର ଟିକେଟ୍ ବିକି ଦାୟିତ୍ୱ ସାରିଥିଲା । ଓସିଏ ଫଳରେ ହଜାର ହଜାର ଲୋକ ଟିକେଟ ନପାଇ ନିରାଶ ହୋଇଥିଲେ ସେପଟେ କିନ୍ତୁ ବିଜେଡି ଭଲ୍ୟୁଣ୍ଟିଅର ଓ MLA କ୍ରିୟୁଙ୍କ ନାଁରେ ଏକାଧିକ ପାସ୍ ଇସ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
Published By: Satyendu Shekher Mishra
Last updated: 16 June 2022, 10:14 PM IST
ବିନାୟକ ହିଁ ତାଙ୍କ ପିତା ପ୍ରକାଶ, ମାତା ସୁନନ୍ଦା ଏବଂ ଭାଇ କାର୍ତ୍ତିକଙ୍କୁ ହତ୍ୟା କରିବା ପାଇଁ ୬୫ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ ।