/odishatv-khabar/media/post_attachments/uploadimage/library/16_9/16_9_0/Panchang_1692329633.jpg)
Panchang
ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ଶୁକ୍ରବାର । ଚନ୍ଦ୍ର- କୁମ୍ଭ ଦିବା ୦୯.୩୭ ଗତେ ମୀନ । ତିଥି-୨ୟା ରାତ୍ରି ୧୧.୫୦ ଗତେ ୩ୟା । ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାଶିର , ଦିବା ୦୯.୩୭ ଗତେ ଧନୁ ରାଶି । ଘାତ ବାର- ବିଛା , ଧନୁ ଓ ମୀନ । ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୨.୫୬ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୧୧.୫୦
Advertisment
ଶୁଭ ସମୟ
ପ୍ରାତଃ- ୦୫.୩୪ ରୁ ୦୬.୨୪
ପ୍ରାତଃ- ୦୭.୧୩ ରୁ ୦୮.୪୦
ଦିବା- ୧୨.୧୧ ରୁ ୦୨.୪୦
ଦିବା- ୦୪.୧୯ ରୁ ୦୫.୫୮
ରାତ୍ରି- ୦୭.୩୧ ରୁ ୦୮.୫୨
ରାତ୍ରି- ୦୧.୪୨ ରୁ ୦୪.୦୨
ଅଧିକ ପଢ଼ନ୍ତୁ: ଭୂମିଟିଏ କିଣି ପାରୁ ନାହାନ୍ତି… ଆପଣାନ୍ତୁ ଏହି ଉପାୟ, ମିଳିବ ଶୁଭ ଫଳ
Advertisment
ଅଶୁଭ ସମୟ
ଋାହୁକାଳ- ଦିବା ୧୦.୧୩ ରୁ ୧୧.୪୬
କାଳବେଳା- ଦିବା ୧୦.୧୩ ରୁ ୧୧.୪୬
ବାରବେଳା- ଦିବା ୦୮.୪୦ ରୁ ୧୦.୧୩
କାଳ ରାତ୍ରି- ରାତ୍ରି ୦୮.୫୨ ରୁ ୧୦.୧୯
ଅଧିକ ପଢ଼ନ୍ତୁ: ଘରର ଉତ୍ତର-ପୂର୍ବ ଦିଗରେ ଶୌଚାଳୟ ଅଛି କି? ଆସିପାରେ ଏପରି ବିପଦ…
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)