Advertisment

ବୟସ ଆସି ୮୭ରେ ପହଞ୍ଚିଲାଣି...ଏହି ବୟସରେ ବି ଘାରିଛି ଶିକ୍ଷାଦାନ ନିଶା

୨୬ ବର୍ଷ ତଳେ ଯେଉଁ ସ୍କୁଲରୁ ଅବସର ନେଇଥିଲେ, ସେହି ସ୍କୁଲରେ ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରି ଆସୁଛନ୍ତି ଧୋତିକୁର୍ତ୍ତା ପିନ୍ଧା ପିଲାଙ୍କ ଅତି ପ୍ରିୟର ବନ ସାର୍।

author-image
Satyendu Shekher Mishra

ବୟସ ଆସି ୮୭ରେ ପହଞ୍ଚିଲାଣି...ଏହି ବୟସରେ ବି ଘାରିଛି ଶିକ୍ଷାଦାନ ନିଶା.. ନିଆରା ଭାବନା ଆଉ ସକାରାତ୍ମକ ଚିନ୍ତାଧାରାର ଏକ ଆଦର୍ଶ ପୁରୁଷ ହେଉଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ କଖାରୁଣି ଗାଁର ବନବିହାରୀ ଦାସ । ୨୬ ବର୍ଷ ତଳେ ଯେଉଁ ସ୍କୁଲରୁ ଅବସର ନେଇଥିଲେ, ସେହି ସ୍କୁଲରେ ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରି ଆସୁଛନ୍ତି ଧୋତିକୁର୍ତ୍ତା ପିନ୍ଧା ପିଲାଙ୍କ ଅତି ପ୍ରିୟର ବନ ସାର୍।

Advertisment
Advertisment
Advertisment