ଯିଏ ଭବିଷ୍ୟତ ଗଢୁଛି, ଆଜି ତା ଭବିଷ୍ୟତ ଅନ୍ଧକାର ଭିତରେ। ଯିଏ କଲମରେ ଲେଖିବା ଶିଖାଉଛି, ତା ପାଇଁ ସରକାରୀ କଲମ ଚାଲୁନି। ଗୋଟିଏ ଜାତି ପାଇଁ ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ରାଜ୍ୟରେ ଗୁରୁଙ୍କ ଅବସ୍ଥା ଅତି ଶୋଚନୀୟ। ଗୁରୁ ଦିବସରେ ଗୁରୁ ପୂଜା ବଦଳରେ ଭୁବନେଶ୍ବର ଲୋୟର ପିଏମଜିରେ ରାଜରାସ୍ତାରେ ହକ୍ ମାଗୁଛି ଶିକ୍ଷକ।
Published By: Satyendu Shekher Mishra
Last updated: 05 September 2023, 09:44 PM IST
୧. ରାଜସ୍ଥାନ : ସର୍ଭେ କହୁଛି ରାଜସ୍ଥାନ ଜନସଂଖ୍ୟାରେ ସର୍ବାଧିକ ୭୪.୯ ପ୍ରତିଶତ ଲୋକ ସାଧା ଖାଦ୍ୟ ଅର୍ଥାତ ନିରାମିଷ ଖାଇଥାନ୍ତି।