Advertisment

ଯିଏ ଭବିଷ୍ୟତ ଗଢୁଛି, ଆଜି ତା ଭବିଷ୍ୟତ ଅନ୍ଧକାର ଭିତରେ

ଗୁରୁ ଦିବସରେ ଗୁରୁ ପୂଜା ବଦଳରେ ଭୁବନେଶ୍ବର ଲୋୟର ପିଏମଜିରେ ରାଜରାସ୍ତାରେ ହକ୍ ମାଗୁଛି ଶିକ୍ଷକ।

author-image
Satyendu Shekher Mishra

ଯିଏ ଭବିଷ୍ୟତ ଗଢୁଛି, ଆଜି ତା ଭବିଷ୍ୟତ ଅନ୍ଧକାର ଭିତରେ। ଯିଏ କଲମରେ ଲେଖିବା ଶିଖାଉଛି, ତା ପାଇଁ ସରକାରୀ କଲମ ଚାଲୁନି। ଗୋଟିଏ ଜାତି ପାଇଁ ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ରାଜ୍ୟରେ ଗୁରୁଙ୍କ ଅବସ୍ଥା ଅତି ଶୋଚନୀୟ। ଗୁରୁ ଦିବସରେ ଗୁରୁ ପୂଜା ବଦଳରେ ଭୁବନେଶ୍ବର ଲୋୟର ପିଏମଜିରେ ରାଜରାସ୍ତାରେ ହକ୍ ମାଗୁଛି ଶିକ୍ଷକ।

Advertisment
Advertisment
Advertisment