• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Saroj Kumar Maharana

Saroj Kumar Maharana

Freelancer

ସରୋଜ କୁମାର ମହାରଣା ଜଣେ ଏକାଧାରେ ଯୁବ ଵାସ୍ତୁବିତ, ଜ୍ୟୋତିର୍ବିତ, ଅଙ୍କଶାସ୍ତ୍ରବିତ ...more

ସରୋଜ କୁମାର ମହାରଣା ଜଣେ ଏକାଧାରେ ଯୁବ ଵାସ୍ତୁବିତ, ଜ୍ୟୋତିର୍ବିତ, ଅଙ୍କଶାସ୍ତ୍ରବିତ ଏବଂ ଅଗ୍ରଣୀ  
ସମାଜସେବୀ I ଅଖିଳ ଭାରତୀୟ ଜ୍ୟୋତିଷ ସେବା ସଂଘ ଦିଲ୍ଲୀରୁ ଅଧୟନ ସାରି ଏବେ ଅଧ୍ୟାପନା ଓ 
ଅନୁସନ୍ଧାନ କାର୍ଯ୍ୟରେ ନିଜକୁ ନିୟୋଜିତ କରି ସମ୍ମାନନୀୟ ଡକ୍ଟରେଟ୍  ଉପାଧି ପ୍ରାପ୍ତ କରିଛନ୍ତି I ଏହି ବିଦ୍ୟାକୁ 
ଜନ କଲ୍ୟାଣ ଦିଗରେ ବ୍ୟବହାର କରି ଅନେକ ସଂସ୍ଥାରୁ ସମ୍ମାନନୀତ ମଧ୍ୟ ହୋଇଛନ୍ତି I ଏଥି ସହିତ 
ବିଭିନ୍ନ ଆଗଧାଡିର ଟିଭି ଚାନେଲରେ ଜ୍ୟୋତିଷ, ଅଙ୍କଶାସ୍ତ୍ର ଏବଂ ବାସ୍ତୁଶାସ୍ତ୍ର କାର୍ଯ୍ୟକ୍ରମ  କରିଛନ୍ତି। 
ବର୍ତ୍ତମାନ ଓଡ଼ିଶାର ଅଗ୍ରଣୀ ସୁନାମଧନ୍ୟ ଚାନେଲ ଓଟିଭିର ଲୋକପ୍ରିୟ ଜ୍ୟୋତିଷ କାର୍ଯ୍ୟକ୍ରମ ‘ଭାଗ୍ୟରେଖା’ରେ ସକ୍ରିୟ ଅଛନ୍ତି।

less

Posts by Saroj Kumar Maharana

If you want to buy land know which one is right for house
Vastu Tips: ଆପଣ ଭୂମି କିଣିବାକୁ ଯୋଜନା କରୁଛନ୍ତି କି; ଜାଣନ୍ତୁ କିପରି ଭୂମି ଘର ପାଇଁ ଠିକ୍

ଭୂମି ସବୁବେଳେ ଆୟତାକାର କିମ୍ବା ବର୍ଗାକାର ହେବା ଶୁଭ। ବିଷମ ବାହୁ ଏବଂ ଭିନ୍ନ ଭିନ୍ନ ଆକାରର ଭୂମି ହେଲେ ଅଶୁଭ ଫଳ ମିଳିଥାଏ। ବହୁତ ସ୍ଥାନରେ ଭୂମିର ଆକାର ଆୟତାକାର କିମ୍ବା ବର୍ଗାକାର ହୋଇଥିବ କିନ୍ତୁ ଭୂମିର ଯେକୌଣସି କୋଣରେ କିମ୍ବା ଦିଗରେ ଛିଦ୍ର ବା କଟ୍...

If there is a drain in the south-west of the house, there is danger
Vastu Tips: ଗୃହର ଏହି ଦିଗକୁ ଜଳ ନିଷ୍କାସିତ ହେଉଛି କି… ଗୃହକୁ ଆସିବ ମହା ସଂକଟ

ଜଳ, ବାୟୁ ଓ ପ୍ରକୃତିର ସମସ୍ତ ଶକ୍ତିମାନଙ୍କର ସମନ୍ୱୟ ଓ ଭାରସାମ୍ୟରେ ମନୁଷ୍ୟ ସୁଖ, ଶାନ୍ତି, ସ୍ୱାସ୍ଥ୍ୟ, ଧନ ଓ ସମୃଦ୍ଧି ଲାଭ କରିଥାଏ। ଜଳ ହେଉଛି ଧନର କାରଣ। ଏଣୁ ଜଳ ଉତ୍ସ ବା ନଳକୂପ, କୂପ ଆଦିର ସ୍ଥାନ ଠିକ ଭାବରେ ରହିବା ଦରକାର, ନ...

Which tree can be planted in the house to strengthen the auspicious planet
Vastu Tips: ଆପଣ ନିଜ ଘରେ ଗଛ ଲଗାଇବାକୁ ପସନ୍ଦ କରନ୍ତି କି… ଜାଣନ୍ତୁ କେଉଁ ବୃକ୍ଷ ଦିଏ ଶୁଭ ଫଳ

ଆଜି ଆମେ ବୃକ୍ଷଲତା ବିଷୟରେ ଜାଣିବା ଯାହା ଗୃହ କର୍ତ୍ତାଙ୍କ ଉପରେ ତୁରନ୍ତ ପ୍ରଭାବ ପକାଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ବୃକ୍ଷଲତାର ସାମଞ୍ଜସ୍ୟ ଗ୍ରହମାନଙ୍କ ସହିତ କିପରି ଅଛି ତାହା ବର୍ଣ୍ଣନା କରାଯାଏ। ଆସନ୍ତୁ ଜାଣିବା ଗୃହକର୍ତ୍ତାଙ୍କର ଜାତକରେ ସୂର୍ଯ୍ୟ ଶୁଭ ଭାବରେ ଥିଲେ ସ୍ୱର୍ଯ୍ୟଙ୍କର ପ୍ରଭାବକୁ ପ୍ରତିନିଧିତ୍ୱ କରୁଥିବା...

The lartin in the north corner of the house is a great danger
Vastu Tips: ଘରର ଏହି କୋଣରେ କରିଛନ୍ତି କି ପାଇଖାନା; ଆଣିଥାଏ ମହାବିପତ୍ତି

ଏକ ବହୁତ ବଡ଼ ବାସ୍ତୁତ୍ରୁଟି ଅନେକ ଯାଗାରେ ଦେଖିବାକୁ ମିଳୁଛି ତାହା ହେଉଛି ଐଶାନ୍ୟ କୋଣରେ ପାଇଖାନା। ଏହି ଭୁଲ୍ ସେହିଲୋକଙ୍କ ଘରେ ଦେଖିବାକୁ ମିଳିଥାଏ ଯିଏ ବାସ୍ତୁଶାସ୍ତ୍ରକୁ ଜମାରୁ ମାନନ୍ତି ନାହିଁ କି ଏହା ବିଷୟରେ ଜାଣିନାହାନ୍ତି।

Know how and where the bedroom should be
Vastu Tips: ନୂଆ ଘରଟିଏ କରୁଛନ୍ତି କି... ଜାଣନ୍ତୁ ଏହାର ଶୟନ କକ୍ଷ କିପରି ଓ କେଉଁଠି ହେବା ଉଚିତ...

ସାଧାରଣତଃ ମଣିଷ ଯେଉଁ ସ୍ଥାନରେ ରାତ୍ରିଯାପନ କରେ ସେହିସ୍ଥାନର ବାସ୍ତୁର ପ୍ରଭାବ ପଡ଼ିଥାଏ। ଏଣୁ ଗୃହ ଭିତରେ ଶୋଇବା ଘରର ଏକ ମୁଖ୍ୟ ଭୂମିକା ରହିଛି। ଆଗରୁ ତ ଆମେ ଶୋଇବା ଗୃହ ବିଷୟରେ ଜାଣିଛେ ଆଜି ଆମେ ଏହାର କିଛି ମୁଖ୍ୟ ଦିଗ ଉପରେ ଜାଣିବା।

If there is a temple in front of the house, the residents of the house are suffering from many probl
Vastu Tips: ଗୃହର ସମ୍ମୁଖରେ ମନ୍ଦିର ଥିଲେ ନାନା ସମସ୍ୟାରେ ଘାଣ୍ଟି ହୋଇଥାଆନ୍ତି ଗୃହବାସୀ, ଜାଣନ୍ତୁ ପ୍ରତିକାର

ନିଜ ଗୃହର ବାହାରେ ଜଳର ସ୍ଥିତି, ବିଭିନ୍ନ ନିର୍ମାଣାଧିନ ଗୃହର ସ୍ଥିତି, ଗୃହ ବାହାରେ ମନ୍ଦିର, ଗିର୍‌ଜା, ସସ୍‌ଜିଦ୍‌, ମଶାଣି ଆଦିର ସ୍ମୃତିକୁ ମଧ୍ୟ ବିଚାର କରାଯାଇଥାଏ। ଯଦି ପାରିପାର୍ଶ୍ୱିକ ସ୍ଥିତିକୁ ବିଚାର ନ କରି ଗୃହ ନିର୍ମାଣ କରାଯାଏ ତେବେ ଏହାର ଖରାପ ପ୍ରଭାବ ଗୃହବାସୀଙ୍କୁ ଭୋଗିବାକୁ...

If the this part of the house is rented out the landlord will be ruined
Vastu Tips: ଗୃହର କେଉଁ ଭାଗକୁ ଭଡ଼ା ଦେଲେ ଗୃହକର୍ତ୍ତାଙ୍କର ହୁଏ ସର୍ବନାଶ

ପ୍ରତ୍ୟେକ ସ୍ଥାନ ଯାହା ଆବଧ କରାଯାଏ ତାହା ଗୋଟେ ଗୋଟେ ଏନର୍ଜି ଫିଲ୍‌ଡ୍ ତିଆରି କରେ ଯାହା ପଞ୍ଚମହାଭୁତ ଅର୍ଥାତ୍ ଜଳ, ବାୟୁ, ଅଗ୍ନି, ପୃଥିବୀ ଓ ଆକାଶ ଦ୍ୱାରା ପରିଚାଳିତ। ଏଣୁ ଗୃହକର୍ତ୍ତା ସ୍ୱୟଂ ନିଜେ ରୁହନ୍ତୁ କି ସେହି ଗୃହରେ କାହାକୁ ଭଡାରେ ରଖନ୍ତୁ, ବାସ୍ତୁର...

Never start house in this day May suffer like death
Vastu Tips: ଏହି ବାରରେ କେବେବି ଆରମ୍ଭ କରନ୍ତୁ ନାହିଁ ଘର; ମିଳିପାରେ ମୃତ୍ୟୁ ଭଳି ଯନ୍ତ୍ରଣା

ବାସଗୃହ ହିଁ ପ୍ରତ୍ୟେକ ମଣିଷର ଆଶରା। ପ୍ରତ୍ୟେକ ମଣିଷ ସହିତ ପ୍ରତ୍ୟେକ ବାସସ୍ଥାନର ଏକ ସମ୍ପର୍କ ରହିଥାଏ। ଏହି ସମ୍ପର୍କ ଶୁଭଫଳ ଦେବ କି ଅଶୁଭ ଫଳ ଦେବ ତାହା ନିର୍ଭର କରେ ଉଭୟ ବାସସ୍ଥାନ ଓ ମଣିଷର ସମ୍ପର୍କକୁ ନେଇକି। ତେବେ ଆଜି ଆମେ ଜାଣିବା କେଉଁ...

Vastu Tips; Why is there unpeace in the house
Vastu Tips: ଐଶାନ୍ୟମୁଖି ଘରର ପୂର୍ବରେ ଉଚ୍ଚ କୋଠା ଅଛି କି… ଆସିପାରେ ଏମିତି ବିପଦ

ବାସ୍ତୁ ନିୟମ ଅନୁସାରେ ନିର୍ମାଣ ହୋଇଥିବା ଭବନ ସବୁବେଳେ ଆଧାର କଲ୍ୟାଣକାରୀ ହୋଇଥାଏ। କିନ୍ତୁ ଏହାର ନିୟମ ଯଦି ଅବହେଳିତ ହୋଇଥାଏ ତେବେ ଏଠାରେ ରହୁଥିବା ବ୍ୟକ୍ତିଙ୍କ ପକ୍ଷରେ ବିନାଶକାରୀ ହୋଇଥାଏ। ବାସ୍ତୁ ନିୟମରେ ନିର୍ମାଣ ଗୃହରେ ଉଭୟ ମାନସିକ ଓ ଶାରୀରିକ ସୁଖ ମିଳିଥାଏ।

Vastu Tips on Valentines Day
Vastu Tips on Valentines Day: ନିଜର ଶୁଭ ଚିନ୍ତକଙ୍କୁ ପ୍ଲାଷ୍ଟିକ୍ ଫୁଲ ଦେଉଛନ୍ତି କି… ସାବଧାନ; ହୋଇପାରେ ଏହି କ୍ଷତି

ବାସ୍ତୁବିଦ୍ୟା ଆମର ପ୍ରାଚୀନ ଶାସ୍ତ୍ର ବିଦ୍ୟାମଧ୍ୟରୁ ଏକ ପ୍ରମୁଖ ବିଦ୍ୟା ଏହାର ମହାନତା ଉପରେ କାହାର ସଂନ୍ଧେହ ବି ନାହିଁ। ବାସ୍ତୁଶାସ୍ତ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିବେଶ ଅନୁକୂଳ ଗୃହଟେ ନିର୍ମାଣ କରିବା ଏବଂ ସେଥିରେ ବସବାସ କରିବା। ଯଦି ଏହି ଗୃହର ପରିବେଶ ବାସ୍ତୁ ଅନୁକୂଳ ହୋଇଥାଏ।

 Why does negative energy fall in the house, how to solve it
Vastu Tips: ଘର ପାର୍ଶ୍ୱରେ ହସ୍ପିଟାଲ୍ ଥିଲେ ସାଂଘାତିକ; ଜାଣନ୍ତୁ କ’ଣ ହୁଏ କ୍ଷତି

ଯଦି ଭୂମିର ପୂର୍ବ କିମ୍ବା ଉତ୍ତର ଦିଗ ଉଚ୍ଚଥାଏ ଏବଂ ଅନ୍ୟ ଦିଗ ନିଚ୍ଚା ହୋଇଥାଏ ତେବେ ଗୃହକର୍ତ୍ତାଙ୍କର ଅହିତ ହୋଇଥାଏ। ସବୁବେଳେ ଭୂମି କ୍ରୟ କଲାବେଳେ ଦେଖିବେ ଭୂମି ପାର୍ଶ୍ୱରେ ଯେପରି ମଶାଣି ନ ଥିବ। କାରଣ ମଶାଣି ଥିଲେ ଏହି ସ୍ଥାନର ନେଗେଟିଭ୍ ଏନର୍ଜି ବହୁତ...

Start construction work on these days There will be no problem
Vastu Tips: ଏହି ଦିନଗୁଡିକରେ ଆରମ୍ଭ କରନ୍ତୁ ଗୃହ ନିର୍ମାଣ; ଆସିବ ନାହିଁ ସମସ୍ୟା

ପ୍ରତ୍ୟେକଟି ପକ୍ଷରେ ପନ୍ଦରଟି ତିଥି ହୋଇଥାଏ। ଏହି ପ୍ରତ୍ୟେକର ବିଶେଷତା ରହିଛି। ବାସ୍ତୁଶାସ୍ତ୍ରରେ ଗୃହ ନିର୍ମାଣ ଆରମ୍ଭ ପାଇଁ ଶୁଭ ଓ ଅଶୁଭ ତିଥିର ନିର୍ଦ୍ଧାରଣ କରାଯାଇଛି। ସେଗୁଡ଼ିକ ନିମ୍ନରେ ଆପଣଙ୍କର ଅବଗତ ନିମନ୍ତେ ଦିଆଯାଉଛି। ଏହା ଜାଣି ରଖନ୍ତୁ।

If there is vastu fault in hosue know 5 solving
Vastu Tips: ଘରେ ବାସ୍ତୁଦୋଷ ଅଛି କି; ଜାଣନ୍ତୁ ଏହି ୫ଟି ସଂଶୋଧନ ନିୟମ

ଗୃହ ନିର୍ମାଣ ପରେ ଯଦି ବାସ୍ତୁଦୋଷ ଅଛି ବୋଲି ଜାଣିବାକୁ ମିଳେ ତେବେ ଭଙ୍ଗାରୁଜା ନ କରି ବାସ୍ତୁ ସଂଶୋଧନର ନିୟମକୁ ମାନିଲେ ବା ପ୍ରୟୋଗ କଲେ ମଧ୍ୟ ବାସ୍ତୁକୁ ଦୋଷମୁକ୍ତ କରିହେବ। ଆସନ୍ତୁ ଜାଣିବା କେତେକ ବାସ୍ତୁ ସଂଶୋଧନ ନିୟମ ଯାହା ଆପଣମାନେ ନିଜେ ପ୍ରୟୋଗ କରି...

making house by closing the north direction, there will be financial problems
Vastu Tips: ଗୃହନିର୍ମାଣରେ ଏହି ଦିଗକୁ କେବେ ବି ବନ୍ଦ କରନ୍ତୁ ନାହିଁ; ଆସିବ ଆର୍ଥିକ ସମସ୍ୟା

ସବୁ ବିଦ୍ୟାର ଏକ ପ୍ରାରମ୍ଭିକ ପ୍ରୟୋଗ ଥାଏ ଆଉ ଏକ ଉଚ୍ଚ ସ୍ତରର ପ୍ରୟୋଗ ବା ସୂକ୍ଷ୍ମ ସ୍ତରର ପ୍ରୟୋଗ ଥାଏ। ଏଣୁ ସମ୍ପୂର୍ଣ୍ଣ ବାସ୍ତୁକୁ ନ ଜାଣି ଗୃହ ନିର୍ମାଣ କରିବା ଆଦୌ ଉଚିତ ନୁହେଁ। କାରଣ ଏହା ଦ୍ୱାରା ଏହି ବାସ୍ତୁ ବିଦ୍ୟାର ପୂର୍ଣ୍ଣ ଶୁଭ...

Disobeying these important rules of Vastu leads to disaster
Vastu Tips: ବାସ୍ତୁର ଏହି ଗୁରୁତ୍ୱପୂର୍ଣ୍ଣ ନିୟମଗୁଡିକୁ ନ ମାନିଲେ ଆସେ ବିପତ୍ତି

ଆଜି ଆମେ ବାସ୍ତୁରେ କେତେକ ବିଶେଷ ନିୟମ ଉପରେ ଜାଣିବା ଯାହା କି ସବୁବେଳେ ଏବଂ ସବୁ ବାସ୍ତୁ ପାଇଁ ପ୍ରଯୁଜ୍ୟ। ଏହି ନିୟମଗୁଡିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଣୁ ଏହି ନିୟମଗୁଡିକ ଯଦି ନଜରରେ ରଖି ନିର୍ମାଣ କରାଯାଇଥାଏ ତେବେ ବାସ୍ତୁରେ ଅନେକ ଶୁଭଫଳ ମିଳିଥାଏ।

Vastu Tips For Home
ବାସ୍ତୁରେ ଉତ୍ତର ଦିଗକୁ ବନ୍ଦ କରି ଗୃହ ନିର୍ମାଣ ଦ୍ୱାରା ଆସିଥାଏ ମହାବିପତ୍ତି

ଜାଗା ଛାଡିବାର କେତେଗୁଡିଏ ନିୟମ ବାସ୍ତୁ ଶାସ୍ତ୍ରରେ ଲେଖାଯାଇଛି । ଯେମିତି ପୂର୍ବ ଏବଂ ଉତ୍ତର ପଟେ ପଶ୍ଚିମ ଏବଂ ଦକ୍ଷିଣ ପଟ ଅପେକ୍ଷା ଅଧିକା ଜାଗା ଖୋଲା ରହିବା ନିହାତି ଆବଶ୍ୟକ ।

Know the vastu solution if lose in business
Vastu Tips: ଗୃହରେ ଥିଲେ ଏମିତି ବାସ୍ତୁଦୋଷ ବ୍ୟବସାୟରେ ହୋଇଥାଏ ସାଂଘାତିକ କ୍ଷତି; ଜାଣନ୍ତୁ ପ୍ରତିକାର

ପୂର୍ବ ଦିଗରେ ବାସ୍ତୁଦୋଷ ଥିଲେ ସେହି ଗୃହରେ ସୂର୍ଯ୍ୟଙ୍କର ଶୁଭଫଳ ମିଳି ନ ଥାଏ। ଏଣୁ ସେହିପରି ଗୃହରେ ବ୍ୟବସାୟୀ ଲୋକମାନେ ଉନ୍ନତି କରିପାରନ୍ତି ନାହିଁ ଫଳରେ ଅର୍ଥାଭାବ ଲାଗି ରହିଥାଏ।

This mistake in building a house can be a great danger
Vastu Tips: ଗୃହ ନିର୍ମାଣ ବେଳେ ସାବଧାନ! ଏହି କୋଣକୁ ବନ୍ଦ କଲେ ମହାବିପଦ

ଗୃହ ନିର୍ମାଣ ପୂର୍ବରୁ ସତର୍କତା ଅବଲମ୍ବନ କରିବା ଦରକାର। ତେଣୁ ଗୃହ ନିର୍ମାଣ କଲାବେଳେ କେଉଁ ଦିଗରେ କ’ଣ ନିର୍ମାଣ କରିବା ଦରକାର ତାହା ସ୍ଥିରିକୃତ କରିସାରିଲା ପରେ ହିଁ ଗୃହ ନିର୍ମାଣ ଆରମ୍ଭ କରିବା ସବୁଠାରୁ ଭଲ। ଅନ୍ୟଥା ପରେ ଭଙ୍ଗାରୁଜା କରିବାକୁ ପଡିପାରେ।

vastu dosha in this part of the house, there will be premature death
Vastu Tips: ଘରର ଏହି ସ୍ଥାନରେ ବାସ୍ତୁଦୋଷ ଥିଲେ ଆସେ ଅକାଳ ବିୟୋଗ

କୌଣସି ଦିଗରେ ନିର୍ମାଣରେ ଭୁଲ୍‌ ଥିଲେ ସେହି ଦିଗରେ ଯେଉଁ ତତ୍ତ୍ୱ ହୋଇଥାଏ ସେହି ତତ୍ତ୍ୱର ଅସନ୍ତୁଳନ ଯୋଗୁଁ ବାସ୍ତୁଦୋଷ ସୃଷ୍ଟି ହୋଇଥାଏ। ବାସ୍ତୁର ଉଲ୍ଲଙ୍ଘନ ଗୃହବାସୀଙ୍କୁ ଖରାପ ଭାବରେ ପ୍ରଭାବିତ କରିଥାଏ। ଆସନ୍ତୁ ଜାଣିବା ଘରେ କେଉଁ ଦୋଷ ଯୋଗୁଁ ଆସିଥାଏ ଅକାଳ ବିୟୋଗ।

The advice of great man to remove Vastudosha in the house
Vastu Tips: ଘରେ ଯଦି ସବୁବେଳେ ଅଶାନ୍ତି ଲାଗି ରହୁଛି ତେବେ ମାନନ୍ତୁ ଏହି ୪ ନିୟମ, ଖେଳିଯିବ ଶାନ୍ତି

ଗୃହ ନିର୍ମାଣର ତୃଟି ଯୋଗୁଁ ଅନେକ ସମସ୍ୟା ଭୋଗିବାକୁ ପଡେ। ଏହି କାରଣର ଘରେ ଅଶାନ୍ତି ମଧ୍ୟ ଦେଖାଯାଏ। ତେବେ ଅନେକ ସମୟରେ ଗୃହବାସୀଙ୍କ ଆଚାର ବିଚାରରେ ପରିବର୍ତ୍ତନ ଯୋଗୁଁ ଏହି ସମସ୍ୟା ମଧ୍ୟ ସମାଧାନ ହୋଇପାରେ। ଆସନ୍ତୁ ଜାଣିବା…

ସରୋଜ କୁମାର ମହାରଣା ଜଣେ ଏକାଧାରେ ଯୁବ ଵାସ୍ତୁବିତ, ଜ୍ୟୋତିର୍ବିତ, ଅଙ୍କଶାସ୍ତ୍ରବିତ ଏବଂ ଅଗ୍ରଣୀ  
ସମାଜସେବୀ I ଅଖିଳ ଭାରତୀୟ ଜ୍ୟୋତିଷ ସେବା ସଂଘ ଦିଲ୍ଲୀରୁ ଅଧୟନ ସାରି ଏବେ ଅଧ୍ୟାପନା ଓ 
ଅନୁସନ୍ଧାନ କାର୍ଯ୍ୟରେ ନିଜକୁ ନିୟୋଜିତ କରି ସମ୍ମାନନୀୟ ଡକ୍ଟରେଟ୍  ଉପାଧି ପ୍ରାପ୍ତ କରିଛନ୍ତି I ଏହି ବିଦ୍ୟାକୁ 
ଜନ କଲ୍ୟାଣ ଦିଗରେ ବ୍ୟବହାର କରି ଅନେକ ସଂସ୍ଥାରୁ ସମ୍ମାନନୀତ ମଧ୍ୟ ହୋଇଛନ୍ତି I ଏଥି ସହିତ 
ବିଭିନ୍ନ ଆଗଧାଡିର ଟିଭି ଚାନେଲରେ ଜ୍ୟୋତିଷ, ଅଙ୍କଶାସ୍ତ୍ର ଏବଂ ବାସ୍ତୁଶାସ୍ତ୍ର କାର୍ଯ୍ୟକ୍ରମ  କରିଛନ୍ତି। 
ବର୍ତ୍ତମାନ ଓଡ଼ିଶାର ଅଗ୍ରଣୀ ସୁନାମଧନ୍ୟ ଚାନେଲ ଓଟିଭିର ଲୋକପ୍ରିୟ ଜ୍ୟୋତିଷ କାର୍ଯ୍ୟକ୍ରମ ‘ଭାଗ୍ୟରେଖା’ରେ ସକ୍ରିୟ ଅଛନ୍ତି।