• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Saroj Kumar Maharana

Saroj Kumar Maharana

Freelancer

ସରୋଜ କୁମାର ମହାରଣା ଜଣେ ଏକାଧାରେ ଯୁବ ଵାସ୍ତୁବିତ, ଜ୍ୟୋତିର୍ବିତ, ଅଙ୍କଶାସ୍ତ୍ରବିତ ...more

ସରୋଜ କୁମାର ମହାରଣା ଜଣେ ଏକାଧାରେ ଯୁବ ଵାସ୍ତୁବିତ, ଜ୍ୟୋତିର୍ବିତ, ଅଙ୍କଶାସ୍ତ୍ରବିତ ଏବଂ ଅଗ୍ରଣୀ  
ସମାଜସେବୀ I ଅଖିଳ ଭାରତୀୟ ଜ୍ୟୋତିଷ ସେବା ସଂଘ ଦିଲ୍ଲୀରୁ ଅଧୟନ ସାରି ଏବେ ଅଧ୍ୟାପନା ଓ 
ଅନୁସନ୍ଧାନ କାର୍ଯ୍ୟରେ ନିଜକୁ ନିୟୋଜିତ କରି ସମ୍ମାନନୀୟ ଡକ୍ଟରେଟ୍  ଉପାଧି ପ୍ରାପ୍ତ କରିଛନ୍ତି I ଏହି ବିଦ୍ୟାକୁ 
ଜନ କଲ୍ୟାଣ ଦିଗରେ ବ୍ୟବହାର କରି ଅନେକ ସଂସ୍ଥାରୁ ସମ୍ମାନନୀତ ମଧ୍ୟ ହୋଇଛନ୍ତି I ଏଥି ସହିତ 
ବିଭିନ୍ନ ଆଗଧାଡିର ଟିଭି ଚାନେଲରେ ଜ୍ୟୋତିଷ, ଅଙ୍କଶାସ୍ତ୍ର ଏବଂ ବାସ୍ତୁଶାସ୍ତ୍ର କାର୍ଯ୍ୟକ୍ରମ  କରିଛନ୍ତି। 
ବର୍ତ୍ତମାନ ଓଡ଼ିଶାର ଅଗ୍ରଣୀ ସୁନାମଧନ୍ୟ ଚାନେଲ ଓଟିଭିର ଲୋକପ୍ରିୟ ଜ୍ୟୋତିଷ କାର୍ଯ୍ୟକ୍ରମ ‘ଭାଗ୍ୟରେଖା’ରେ ସକ୍ରିୟ ଅଛନ୍ତି।

less

Posts by Saroj Kumar Maharana

If there is a problem in building a house with land, do this remedy
Vastu Tips: ଭୂମି ଥାଇ ଗୃହ ନିର୍ମାଣରେ ଅସୁବିଧା ହେଲେ କରନ୍ତୁ ଏହି ପ୍ରତିକାର

ଭୂମି ଚୟନ ପରେ ଭୂମିକୁ ଗୃହ ନିର୍ମାଣ ପୂର୍ବରୁ ଶୋଦ୍ଧନ କରିବା, ଭୂମିକୁ ଶୋଦ୍ଧନ ପରେ ଗୃହ ନିର୍ମାଣର ଦିନକୁ ଧାର୍ଯ୍ୟ କରିବା ଉଚିତ। ଏହି ଶୁଭ ଦିନ ଚୟନରେ ଦୋଷ ରହିଥିଲେ ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ଯାଇଥାଏ।

East-North House and Land Vastu Fault and Remedy
Vastu Tips: ଆପଣଙ୍କ ଘରର ମୁଖ୍ୟ ଦ୍ୱାର ଉତ୍ତର-ପୂର୍ବ କୋଣକୁ ଅଛି କି…ଜାଣନ୍ତୁ ବାସ୍ତୁଦୋଷ ଓ ପ୍ରତିକାର

ଯଦି ଆପଣଙ୍କର ଗୃହ କିମ୍ବା ଭୂମିର ମୁଖ୍ୟ ଦ୍ୱାର ଉତ୍ତର-ପୂର୍ବ କୋଣକୁ ଅଛି ତେବେ ଶୁଭଫଳ ପ୍ରାପ୍ତି ପାଇଁ କ’ଣ ରହିଛି ବାସ୍ତୁ ସିଦ୍ଧାନ୍ତ ଏବଂ ଯଦି ଗୃହ ନିର୍ମାଣ ସରିଛି ତେବେ ବାସ୍ତୁଦୋଷ ଥିଲେ କ’ଣ ରହିଛି ପ୍ରତିକାର। ଆସନ୍ତୁ ସେ ବିଷୟରେ ଜାଣିନେବା।

How to know whether it is good or bad when entering a new house
Vastu Tips: ନୂଆ ଭୂମି କ୍ରୟ ବା ଗୃହ ପ୍ରବେଶ କରୁଥିଲେ ଏହା ଶୁଭ ନା ଅଶୁଭ କିପରି ଜାଣିବେ

ଘର ନିର୍ମାଣ ପୂର୍ବରୁ କେତେକ ସଂକେତ ମିଳିଥାଏ ତାହାକୁ ବିଚାରକୁ ନେଇ ପ୍ରତିକାର କଲେ ବାସ୍ତୁଦୋଷ ତୃଟିରୁ ଆମେ ସୁରକ୍ଷା ପାଇପାରିବା। ଆସନ୍ତୁ ସେ ବିଷୟରେ ଜାଣିନେବା।

lift direction, gives auspicious results
Vastu Tips: କେଉଁ ଦିଗରେ ଲିଫ୍ଟ ରହିଲେ ମିଳିଥାଏ ଶୁଭଫଳ, ଜାଣିନିଅନ୍ତୁ କିଛି ଟିପ୍ସ...

ମଣିଷର ସୁବିଧା ଅନୁସାରେ ଏବେ ଏକାଧିକ ମହଲା ବିଶିଷ୍ଟ ଗୃହ ନିର୍ମାଣ କରାଯାଉଛି। କିନ୍ତୁ ଦୁଇ ମହଲା ପର୍ଯ୍ୟନ୍ତ ସିଢ଼ି ଚଢିବା ସହଜ କିନ୍ତୁ ତା’ ଉପରକୁ ସବୁବେଳେ ଚଢ଼ିବା କଷ୍ଟସାଧ୍ୟ ଆଉ କେତେକଙ୍କ ପାଇଁ ଏହା ଅସମ୍ଭବ ମଧ୍ୟ ହୋଇଥାଏ। ଏଣୁ ଲିଫ୍ଟର ଆବଶ୍ୟକତା ରହିଛି।

Why can't everyone buy land
Vastu Tips: ଭୂମିଟିଏ କିଣି ପାରୁ ନାହାନ୍ତି… ଆପଣାନ୍ତୁ ଏହି ଉପାୟ, ମିଳିବ ଶୁଭ ଫଳ

ଦୁଃଖର କଥା ଯେ ସମସ୍ତଙ୍କ ଭାଗ୍ୟରେ ନିଜର ଜମି ବା ଗୃହଟିଏ କରିବା ସମ୍ଭବ ହୋଇପାରୁ ନାହିଁ। ଜଣଙ୍କ ଭାଗ୍ୟରେ ଏକାଧିକ ଘର ଥିବାବେଳେ ଜଣ ଜଣଙ୍କ ପାଖରେ ଘର କ’ଣ ଜାଗାଟିଏ ବି ନାହିଁ। ଧନର ଅଭାବ ହିଁ ମୂଳ କାରଣ। ଆସନ୍ତୁ ଜାଣିବା ଏହି ସମସ୍ୟାର...

Vastu rules for windows in Vastu Shastra
Vastu Tips: ଗୋଟିଏ କୋଠରୀରେ ଦୁଇରୁ ଅଧିକ ଝରକା ଆଣିଥାଏ ବଡ ସମସ୍ୟା

ଆଜିର ଏହି ପ୍ରସଙ୍ଗରେ ଆସନ୍ତୁ ଜାଣିବା ଗୃହରେ ଥିବା ଝରକାର ବାସ୍ତୁନିୟମ ଏବଂ ଝରକା କିପରି ଆମ ବାସ୍ତୁକୁ ପ୍ରଭାବିତ କରିଥାଏ। ଝରକା ଦ୍ୱାରା ମଧ୍ୟ ଗୃହ ମଧ୍ୟକୁ ବିଭିନ୍ନ ଶକ୍ତି ପ୍ରବେଶ କରିଥାଏ। ଏଣୁ ଏହି ଝରକା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା କଥା। ଝରକାର...

Main door of house
Vastu Tips: ଘରର ମୁଖ୍ୟ ଦ୍ୱାରା କିପରି ହେଲେ ଶୁଭ ଫଳ ମିଳେ

ଯଦି ପ୍ରତ୍ୟେକ ବ୍ୟକ୍ତି ବାସ୍ତୁର ନିୟମ ମାନି ଘରଟିଏ କରନ୍ତି ତେବେ ସମସ୍ତଙ୍କ ଚିନ୍ତାଧାରା ଏବଂ ଜୀବନଶୈଳୀରେ ବହୁତ ଉନ୍ନତି ଦେଖାଦେବ । ଆଜି ଏହି ‘ବାସ୍ତୁର ବାସ୍ତବତା’ର ସ୍ତମ୍ଭରେ ଜାଣିବା ବାସ୍ତୁରେ ଘରର ଦ୍ୱାର ଓ ଝରକା କିପରି ହେବା ଉଚିତ।

Vastu Tips to avoid house theft
Vastu Tips: ଆପଣଙ୍କ ଘରୁ ବାରମ୍ବାର ଚୋରି ହେଉଛି କି; ଜାଣନ୍ତୁ କାରଣ-ନିରାକରଣ

ଅନେକ ସମୟରେ ଘରୁ ବାରମ୍ବାର ଚୋରି ହୋଇଥାଏ। ଏହା ସହ ଗୃହବାସୀମାନଙ୍କୁ ବିଭିନ୍ନ ମାଲିମକଦମାରେ ମଧ୍ୟ ଛନ୍ଦି ହୋଇ ରାଜଦଣ୍ଡ ଭୋଗିବାକୁ ପଡିଥାଏ । ଏହାକୁ କିପରି ଦୂର କରିବେ ଜାଣନ୍ତୁ।

this mistake in the Vastu great calamity comes to the house
Vastu Tips: ଘରେ ଜୀବଜନ୍ତୁ ବାସ କରୁଛନ୍ତି କି; ଜାଣନ୍ତୁ କ’ଣ ହୁଏ ସମସ୍ୟା

ଘର ମଧ୍ୟରେ ଭଙ୍ଗାବାସନ, ଭଙ୍ଗା ଖଟ, କୁକୁର, କୁକୁଡା ବଡ ବଡ ବୃକ୍ଷ ଆଦି ରହିବା ଶୁଭ ନୁହେଁ। ଭଙ୍ଗା ବାସନ ବହୁଦିନ ଧରି ରହିଲେ, ଘରେ ଅକାରଣରେ ବା ସାମାନ୍ୟ କଥାକୁ ନେଇ କଳି ଝଗଡା ଲାଗିଥାଏ । ଭଙ୍ଗା ଖଟ ରହିଲେ ଅଚାନକ ଧନ...

If this fault in the Vastu, you will become poor
Vastu Tips: ଏହି ବାସ୍ତୁ ଦୋଷ ଥିଲେ ଆପଣ ହୋଇଯିବେ ଦରିଦ୍ର; ଜାଣନ୍ତୁ ପ୍ରତିକାର

କର୍ମ ସହିତ ଭାଗ୍ୟ ଥିବା ନିହାତି ଆବଶ୍ୟକ। ବାସ୍ତୁ ଦୋଷ ଥିଲେ ଆମର ଭାଗ୍ୟର ଦୁର୍ଭାଗ୍ୟରେ ପରିଣତ ହୋଇଯାଏ । ଏବେ ଜାଣିବା ଗୃହ ନିର୍ମାଣରେ କ’ଣ ତୃଟି ଥିଲେ ଏହି ବାସ୍ତୁ ଦୋଷ ଉପୁଜିଥାଏ ଏବଂ ଯାହା ଗୃହବାସୀଙ୍କ ଆର୍ଥିକ ସ୍ଥିତି ଉପରେ ଖରାପ ପ୍ରଭାବ ପକାଇଥାଏ...

If these faulty in the house, the householder becomes indebted
Vastu Tips: ଘରେ ଏହିସବୁ ବାସ୍ତୁ ଦୋଷ ଥିଲେ ଗୃହବାସୀ ଋଣଗ୍ରସ୍ତ ହୋଇଥାନ୍ତି

ଘରେ ଯଦି ବାସ୍ତୁଦୋଷ ଥାଏ ତେବେ ଘିଅରେ ନିଆଁ ଢାଳିଲା ପରି ସ୍ଥିତି ସୃଷ୍ଟି ହୋଇଥାଏ। ସେଥିପାଇଁ ଜାତକ ଏବଂ ବାସ୍ତୁଦୋଷକୁ ବିବେଚନା କରି ପ୍ରତିକାର କଲେ ଅତ୍ୟନ୍ତ ଶୁଭଫଳ ମିଳେ। ଆସନ୍ତୁ ଜାଣିବା କେଉଁ ସବୁ ବାସ୍ତୁଦୋଷରୁ ଅଶୁଭ ସ୍ଥିତି ସୃଷ୍ଟି ହୋଇଥାଏ।

Causes and Solve of Family Conflict in Vastu
Vastu Tips: ବାସ୍ତୁରେ ପାରିବାରିକ କଳହର କାରଣ ଏବଂ ନିରାକରଣ

ପରିବାରରେ ଏକାଠି ରହିଲେ ମତଭେଦ ହେବା ସ୍ୱାଭାବିକ, କିନ୍ତୁ ଏହି ମତଭେଦ ଗୋଟେ ସୀମା ଭିତରେ ରହିଲେ ଠିକ୍। ଏହା ଯଦି ସୀମା ଅତିକ୍ରମ କରେ ପରିବାରରେ ଚଳିବା କଷ୍ଟକର ହୋଇଯାଏ। ତେବେ ବାସ୍ତୁରେ ଏହାକୁ କିପରି ସମାଧାନ କରାଯିବ ଆସନ୍ତୁ ଜାଣିବା।

Vastu Tips Know what to do before select house for the shop
Vastu Tips: ଦୋକାନ ପାଇଁ ଘର ଠିକ କରିବା ପୂର୍ବରୁ କ’ଣ କରିବେ ଜାଣନ୍ତୁ

ବ୍ୟବସାୟ ସ୍ଥଳରେ ବାସ୍ତୁବିଦ୍ୟାର ପ୍ରୟୋଗ କରାଗଲେ ଅନେକ ଶୁଭଫଳ ମିଳେ। ବିଭିନ୍ନ ପ୍ରକାର ବ୍ୟବସାୟ, ଦୋକାନ ପାଇଁ ଅଲଗା ଅଲଗା ବାସ୍ତୁ ସିଦ୍ଧାନ୍ତ ରହିଛି। ଆଜି ଆମେ ଜାଣିବା ଦୋକାନ ପାଇଁ ବ୍ୟବହାର ହେଉଥିବା ବାସ୍ତୁବିଦ୍ୟା ବିଷୟରେ।

Vastu tips for store room
Vastu Tips: ଘର କଲା ବେଳେ ଭଣ୍ଡାର ଘର କରୁଛନ୍ତି କି… ଜାଣନ୍ତୁ କିପରି କରିବେ

ଆଜିକାଲି ଘରଟିଏ କଲେ ଏଥିରେ ଭଣ୍ଡାର ଘର କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି। ତେବେ ଏହାର ନିର୍ମାଣରେ ଯଦି ବାସ୍ତୁତ୍ରୁଟି ରୁହେ ତେବେ ଅନେକ ଅଶୁଭ ଫଳ ମିଳିଥାଏ। ତେବେ ଆସନ୍ତୁ ଭଣ୍ଡାର ଘରର ଉଚିତ ବାସ୍ତୁ ବିଷୟରେ ଜାଣିନେବା।

What effect does the wrong Vastu on human health
Vastu Tips: ଘରର ଉତ୍ତର-ପୂର୍ବ ଦିଗରେ ଶୌଚାଳୟ ଅଛି କି? ଆସିପାରେ ଏପରି ବିପଦ…

ସ୍ୱାସ୍ଥ୍ୟଦୃଷ୍ଟିରୁ ଗୃହର ଉତ୍ତର-ପୂର୍ବ ଭାଗ ଅତ୍ୟନ୍ତ ମୂଖ୍ୟ ହୋଇଥାଏ। ଏହି କୋଣରେ ଯଦି ଅଳିଆ ଆବର୍ଜନା ପଡିଥାଏ, ଶୌଚାଳୟ, ସେପ୍ଟିକ୍‌ ଟ୍ୟାଙ୍କ୍‌ ନିର୍ମାଣ କରାଯାଇଥାଏ ତେବେ ଘରକୁ ଆଣିଥାଏ ସାଂଘାତିକ ବିପଦ।

If there is Vastudosha in the house, there may be incurable disease
Vastu Tips: ଗୃହରେ ବାସ୍ତୁଦୋଷ ଥିଲେ ହୋଇପାରେ ଅସାଧ୍ୟ ରୋଗ; ଜାଣନ୍ତୁ ପ୍ରତିକାର

‘ସ୍ୱାସ୍ଥ୍ୟ ହିଁ ସମ୍ପଦ’। ଏଣୁ ସର୍ବପ୍ରଥମେ ଆମେ ସ୍ୱାସ୍ଥ୍ୟବାନ ହେବା ଜରୁରୀ। ସେ ଆଧ୍ୟାତ୍ମିକ ଜୀବନଯାପନ ହେଉ କି ଭୌତିକ ଜୀବନଯାପନ ଏ ସମସ୍ତ ସୁଖ ପାଇଁ ପ୍ରମୁଖ ହେଉଛି ସ୍ୱାସ୍ଥ୍ୟ। ଘରେ ଯଦି ବାସ୍ତୁଦୋଷ ଥାଏ ତେବେ ଗୃହବାସୀ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଭୋଗିଥାନ୍ତି। ଆସନ୍ତୁ ଜାଣିବା...

These photographs can bring danger in the home
Vastu Tips: ଘରେ ଏହିସବୁ ଫଟୋଚିତ୍ର ଆଣିପାରେ ବିପଦ

ଧାର୍ମିକ ଫଟୋଚିତ୍ରର ପ୍ରଭାବ ଆମ ଅବଚେତନ ମନରେ ପଡ଼ିଥାଏ, ଯାହା ଆମ କାର୍ଯ୍ୟ ଉପରେ ପ୍ରତିଫଳିତ ହୋଇଥାଏ। ଏଣୁ ଧାର୍ମିକ ଚିତ୍ର ଘରେ ଲଗାଇବାକୁ ହେଲେ ବାସ୍ତୁର କେତେକ ନିୟମ ପ୍ରତି ଧ୍ୟାନ ଦେବା ଜରୁରୀ। ନଚେତ ଏହା ଅଶୁଭ ଫଳ ଦେଇପାରେ।

Vastu tips for bedroom
Vastu Tips: ବେଡ୍‌ରୁମ୍‌ରେ ରଖିଛନ୍ତି କି ମିରର୍; ହୋଇପାରେ ଏହିସବୁ କ୍ଷତି

ବାସ୍ତୁରେ ବେଡ୍‌ରୁମ ଏକ ମଧୁର ଦାମ୍ପତ୍ୟ ଜୀବନ ଦେଇଥାଏ। ଏଠାରେ ଯଦି କିଛି ବାସ୍ତୁଗତ ତ୍ରୁଟିଥାଏ ତେବେ ଏହା ଅନେକ ସମସ୍ୟାର କାରଣ ହୋଇଥାଏ। ତେବେ ଆସନ୍ତୁ ବେଡ୍‌ରୁମ୍‌ର ବାସ୍ତୁ ଉପରେ ନଜର ପକେଇ ନେବା।

Want to start a garden at home? Read on
Vastu Tips: ଘର ଆଗରେ ବଗିଚାଟିଏ କରିବାକୁ ଚାହୁଁଛନ୍ତି କି…ପଢ଼ନ୍ତୁ ଏହି ବାସ୍ତୁ ନିୟମ

ଆଜିକାଲି ଅଧିକାଂଶ ଲୋକଙ୍କୁ ବଗିଚା ନିଶା ଲାଗିଛି। ଏହା ଖାଲି ଘରର ଚାରିପାଖକୁ ସୌନ୍ଦର୍ଯ୍ୟ କରେ ନାହିଁ ବରଂ ପରିବେଶକୁ ମଧ୍ୟ ସୁସ୍ଥ ରଖିଥାଏ। ତେବେ ଏହି ବଗିଚା ଯଦି ବାସ୍ତୁମତେ ନ ହୁଏ ତେବେ ଅନେକ ଅଶୁଭ ଫଳ ମିଳିଥାଏ।

Bad impact on eat facing to south
Vastu Tips: ଜାଣନ୍ତୁ...କେଉଁ ଦିଗକୁ ମୁହଁ କରି ଭୋଜନ କଲେ ପରିବାରରେ ଆସିଥାଏ ଶାନ୍ତି...

ଘରର ଭୋଜନ କକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହାକୁ ବାସ୍ତୁ ସିଦ୍ଧାନ୍ତରେ ନ କଲେ ଅନେକ ସମସ୍ୟା ଦେଖାଦେଇଥାଏ। ଆସନ୍ତୁ ଜାଣିବା ଭୋଜନ କକ୍ଷଟିଏ କଲାବେଳେ କେଉଁ ସବୁ ବାସ୍ତୁ ନିୟମ ପ୍ରତି ଧ୍ୟାନ ଦେବାକୁ ହୁଏ।

ସରୋଜ କୁମାର ମହାରଣା ଜଣେ ଏକାଧାରେ ଯୁବ ଵାସ୍ତୁବିତ, ଜ୍ୟୋତିର୍ବିତ, ଅଙ୍କଶାସ୍ତ୍ରବିତ ଏବଂ ଅଗ୍ରଣୀ  
ସମାଜସେବୀ I ଅଖିଳ ଭାରତୀୟ ଜ୍ୟୋତିଷ ସେବା ସଂଘ ଦିଲ୍ଲୀରୁ ଅଧୟନ ସାରି ଏବେ ଅଧ୍ୟାପନା ଓ 
ଅନୁସନ୍ଧାନ କାର୍ଯ୍ୟରେ ନିଜକୁ ନିୟୋଜିତ କରି ସମ୍ମାନନୀୟ ଡକ୍ଟରେଟ୍  ଉପାଧି ପ୍ରାପ୍ତ କରିଛନ୍ତି I ଏହି ବିଦ୍ୟାକୁ 
ଜନ କଲ୍ୟାଣ ଦିଗରେ ବ୍ୟବହାର କରି ଅନେକ ସଂସ୍ଥାରୁ ସମ୍ମାନନୀତ ମଧ୍ୟ ହୋଇଛନ୍ତି I ଏଥି ସହିତ 
ବିଭିନ୍ନ ଆଗଧାଡିର ଟିଭି ଚାନେଲରେ ଜ୍ୟୋତିଷ, ଅଙ୍କଶାସ୍ତ୍ର ଏବଂ ବାସ୍ତୁଶାସ୍ତ୍ର କାର୍ଯ୍ୟକ୍ରମ  କରିଛନ୍ତି। 
ବର୍ତ୍ତମାନ ଓଡ଼ିଶାର ଅଗ୍ରଣୀ ସୁନାମଧନ୍ୟ ଚାନେଲ ଓଟିଭିର ଲୋକପ୍ରିୟ ଜ୍ୟୋତିଷ କାର୍ଯ୍ୟକ୍ରମ ‘ଭାଗ୍ୟରେଖା’ରେ ସକ୍ରିୟ ଅଛନ୍ତି।