• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Saroj Kumar Maharana

Saroj Kumar Maharana

Freelancer

ସରୋଜ କୁମାର ମହାରଣା ଜଣେ ଏକାଧାରେ ଯୁବ ଵାସ୍ତୁବିତ, ଜ୍ୟୋତିର୍ବିତ, ଅଙ୍କଶାସ୍ତ୍ରବିତ ...more

ସରୋଜ କୁମାର ମହାରଣା ଜଣେ ଏକାଧାରେ ଯୁବ ଵାସ୍ତୁବିତ, ଜ୍ୟୋତିର୍ବିତ, ଅଙ୍କଶାସ୍ତ୍ରବିତ ଏବଂ ଅଗ୍ରଣୀ  
ସମାଜସେବୀ I ଅଖିଳ ଭାରତୀୟ ଜ୍ୟୋତିଷ ସେବା ସଂଘ ଦିଲ୍ଲୀରୁ ଅଧୟନ ସାରି ଏବେ ଅଧ୍ୟାପନା ଓ 
ଅନୁସନ୍ଧାନ କାର୍ଯ୍ୟରେ ନିଜକୁ ନିୟୋଜିତ କରି ସମ୍ମାନନୀୟ ଡକ୍ଟରେଟ୍  ଉପାଧି ପ୍ରାପ୍ତ କରିଛନ୍ତି I ଏହି ବିଦ୍ୟାକୁ 
ଜନ କଲ୍ୟାଣ ଦିଗରେ ବ୍ୟବହାର କରି ଅନେକ ସଂସ୍ଥାରୁ ସମ୍ମାନନୀତ ମଧ୍ୟ ହୋଇଛନ୍ତି I ଏଥି ସହିତ 
ବିଭିନ୍ନ ଆଗଧାଡିର ଟିଭି ଚାନେଲରେ ଜ୍ୟୋତିଷ, ଅଙ୍କଶାସ୍ତ୍ର ଏବଂ ବାସ୍ତୁଶାସ୍ତ୍ର କାର୍ଯ୍ୟକ୍ରମ  କରିଛନ୍ତି। 
ବର୍ତ୍ତମାନ ଓଡ଼ିଶାର ଅଗ୍ରଣୀ ସୁନାମଧନ୍ୟ ଚାନେଲ ଓଟିଭିର ଲୋକପ୍ରିୟ ଜ୍ୟୋତିଷ କାର୍ଯ୍ୟକ୍ରମ ‘ଭାଗ୍ୟରେଖା’ରେ ସକ୍ରିୟ ଅଛନ୍ତି।

less

Posts by Saroj Kumar Maharana

If these faulty in the house, the householder becomes indebted
Vastu Tips: ଘରେ ଏହିସବୁ ବାସ୍ତୁ ଦୋଷ ଥିଲେ ଗୃହବାସୀ ଋଣଗ୍ରସ୍ତ ହୋଇଥାନ୍ତି

ଘରେ ଯଦି ବାସ୍ତୁଦୋଷ ଥାଏ ତେବେ ଘିଅରେ ନିଆଁ ଢାଳିଲା ପରି ସ୍ଥିତି ସୃଷ୍ଟି ହୋଇଥାଏ। ସେଥିପାଇଁ ଜାତକ ଏବଂ ବାସ୍ତୁଦୋଷକୁ ବିବେଚନା କରି ପ୍ରତିକାର କଲେ ଅତ୍ୟନ୍ତ ଶୁଭଫଳ ମିଳେ। ଆସନ୍ତୁ ଜାଣିବା କେଉଁ ସବୁ ବାସ୍ତୁଦୋଷରୁ ଅଶୁଭ ସ୍ଥିତି ସୃଷ୍ଟି ହୋଇଥାଏ।

Causes and Solve of Family Conflict in Vastu
Vastu Tips: ବାସ୍ତୁରେ ପାରିବାରିକ କଳହର କାରଣ ଏବଂ ନିରାକରଣ

ପରିବାରରେ ଏକାଠି ରହିଲେ ମତଭେଦ ହେବା ସ୍ୱାଭାବିକ, କିନ୍ତୁ ଏହି ମତଭେଦ ଗୋଟେ ସୀମା ଭିତରେ ରହିଲେ ଠିକ୍। ଏହା ଯଦି ସୀମା ଅତିକ୍ରମ କରେ ପରିବାରରେ ଚଳିବା କଷ୍ଟକର ହୋଇଯାଏ। ତେବେ ବାସ୍ତୁରେ ଏହାକୁ କିପରି ସମାଧାନ କରାଯିବ ଆସନ୍ତୁ ଜାଣିବା।

Vastu Tips Know what to do before select house for the shop
Vastu Tips: ଦୋକାନ ପାଇଁ ଘର ଠିକ କରିବା ପୂର୍ବରୁ କ’ଣ କରିବେ ଜାଣନ୍ତୁ

ବ୍ୟବସାୟ ସ୍ଥଳରେ ବାସ୍ତୁବିଦ୍ୟାର ପ୍ରୟୋଗ କରାଗଲେ ଅନେକ ଶୁଭଫଳ ମିଳେ। ବିଭିନ୍ନ ପ୍ରକାର ବ୍ୟବସାୟ, ଦୋକାନ ପାଇଁ ଅଲଗା ଅଲଗା ବାସ୍ତୁ ସିଦ୍ଧାନ୍ତ ରହିଛି। ଆଜି ଆମେ ଜାଣିବା ଦୋକାନ ପାଇଁ ବ୍ୟବହାର ହେଉଥିବା ବାସ୍ତୁବିଦ୍ୟା ବିଷୟରେ।

Vastu tips for store room
Vastu Tips: ଘର କଲା ବେଳେ ଭଣ୍ଡାର ଘର କରୁଛନ୍ତି କି… ଜାଣନ୍ତୁ କିପରି କରିବେ

ଆଜିକାଲି ଘରଟିଏ କଲେ ଏଥିରେ ଭଣ୍ଡାର ଘର କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି। ତେବେ ଏହାର ନିର୍ମାଣରେ ଯଦି ବାସ୍ତୁତ୍ରୁଟି ରୁହେ ତେବେ ଅନେକ ଅଶୁଭ ଫଳ ମିଳିଥାଏ। ତେବେ ଆସନ୍ତୁ ଭଣ୍ଡାର ଘରର ଉଚିତ ବାସ୍ତୁ ବିଷୟରେ ଜାଣିନେବା।

What effect does the wrong Vastu on human health
Vastu Tips: ଘରର ଉତ୍ତର-ପୂର୍ବ ଦିଗରେ ଶୌଚାଳୟ ଅଛି କି? ଆସିପାରେ ଏପରି ବିପଦ…

ସ୍ୱାସ୍ଥ୍ୟଦୃଷ୍ଟିରୁ ଗୃହର ଉତ୍ତର-ପୂର୍ବ ଭାଗ ଅତ୍ୟନ୍ତ ମୂଖ୍ୟ ହୋଇଥାଏ। ଏହି କୋଣରେ ଯଦି ଅଳିଆ ଆବର୍ଜନା ପଡିଥାଏ, ଶୌଚାଳୟ, ସେପ୍ଟିକ୍‌ ଟ୍ୟାଙ୍କ୍‌ ନିର୍ମାଣ କରାଯାଇଥାଏ ତେବେ ଘରକୁ ଆଣିଥାଏ ସାଂଘାତିକ ବିପଦ।

If there is Vastudosha in the house, there may be incurable disease
Vastu Tips: ଗୃହରେ ବାସ୍ତୁଦୋଷ ଥିଲେ ହୋଇପାରେ ଅସାଧ୍ୟ ରୋଗ; ଜାଣନ୍ତୁ ପ୍ରତିକାର

‘ସ୍ୱାସ୍ଥ୍ୟ ହିଁ ସମ୍ପଦ’। ଏଣୁ ସର୍ବପ୍ରଥମେ ଆମେ ସ୍ୱାସ୍ଥ୍ୟବାନ ହେବା ଜରୁରୀ। ସେ ଆଧ୍ୟାତ୍ମିକ ଜୀବନଯାପନ ହେଉ କି ଭୌତିକ ଜୀବନଯାପନ ଏ ସମସ୍ତ ସୁଖ ପାଇଁ ପ୍ରମୁଖ ହେଉଛି ସ୍ୱାସ୍ଥ୍ୟ। ଘରେ ଯଦି ବାସ୍ତୁଦୋଷ ଥାଏ ତେବେ ଗୃହବାସୀ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଭୋଗିଥାନ୍ତି। ଆସନ୍ତୁ ଜାଣିବା...

These photographs can bring danger in the home
Vastu Tips: ଘରେ ଏହିସବୁ ଫଟୋଚିତ୍ର ଆଣିପାରେ ବିପଦ

ଧାର୍ମିକ ଫଟୋଚିତ୍ରର ପ୍ରଭାବ ଆମ ଅବଚେତନ ମନରେ ପଡ଼ିଥାଏ, ଯାହା ଆମ କାର୍ଯ୍ୟ ଉପରେ ପ୍ରତିଫଳିତ ହୋଇଥାଏ। ଏଣୁ ଧାର୍ମିକ ଚିତ୍ର ଘରେ ଲଗାଇବାକୁ ହେଲେ ବାସ୍ତୁର କେତେକ ନିୟମ ପ୍ରତି ଧ୍ୟାନ ଦେବା ଜରୁରୀ। ନଚେତ ଏହା ଅଶୁଭ ଫଳ ଦେଇପାରେ।

Vastu tips for bedroom
Vastu Tips: ବେଡ୍‌ରୁମ୍‌ରେ ରଖିଛନ୍ତି କି ମିରର୍; ହୋଇପାରେ ଏହିସବୁ କ୍ଷତି

ବାସ୍ତୁରେ ବେଡ୍‌ରୁମ ଏକ ମଧୁର ଦାମ୍ପତ୍ୟ ଜୀବନ ଦେଇଥାଏ। ଏଠାରେ ଯଦି କିଛି ବାସ୍ତୁଗତ ତ୍ରୁଟିଥାଏ ତେବେ ଏହା ଅନେକ ସମସ୍ୟାର କାରଣ ହୋଇଥାଏ। ତେବେ ଆସନ୍ତୁ ବେଡ୍‌ରୁମ୍‌ର ବାସ୍ତୁ ଉପରେ ନଜର ପକେଇ ନେବା।

Want to start a garden at home? Read on
Vastu Tips: ଘର ଆଗରେ ବଗିଚାଟିଏ କରିବାକୁ ଚାହୁଁଛନ୍ତି କି…ପଢ଼ନ୍ତୁ ଏହି ବାସ୍ତୁ ନିୟମ

ଆଜିକାଲି ଅଧିକାଂଶ ଲୋକଙ୍କୁ ବଗିଚା ନିଶା ଲାଗିଛି। ଏହା ଖାଲି ଘରର ଚାରିପାଖକୁ ସୌନ୍ଦର୍ଯ୍ୟ କରେ ନାହିଁ ବରଂ ପରିବେଶକୁ ମଧ୍ୟ ସୁସ୍ଥ ରଖିଥାଏ। ତେବେ ଏହି ବଗିଚା ଯଦି ବାସ୍ତୁମତେ ନ ହୁଏ ତେବେ ଅନେକ ଅଶୁଭ ଫଳ ମିଳିଥାଏ।

Bad impact on eat facing to south
Vastu Tips: ଜାଣନ୍ତୁ...କେଉଁ ଦିଗକୁ ମୁହଁ କରି ଭୋଜନ କଲେ ପରିବାରରେ ଆସିଥାଏ ଶାନ୍ତି...

ଘରର ଭୋଜନ କକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହାକୁ ବାସ୍ତୁ ସିଦ୍ଧାନ୍ତରେ ନ କଲେ ଅନେକ ସମସ୍ୟା ଦେଖାଦେଇଥାଏ। ଆସନ୍ତୁ ଜାଣିବା ଭୋଜନ କକ୍ଷଟିଏ କଲାବେଳେ କେଉଁ ସବୁ ବାସ୍ତୁ ନିୟମ ପ୍ରତି ଧ୍ୟାନ ଦେବାକୁ ହୁଏ।

This problem occurs when sunlight does not fall in the house
Vastu Tips: ସୂର୍ଯ୍ୟ କିରଣ ଘରେ ନ ପଡ଼ିଲେ ହୋଇଥାଏ ଏହି ସମସ୍ୟା

ଚାରୋଟି ଦିଗର ମିଳନରେ ଉତ୍ପନ୍ନ କୋଣକୁ ବିଦିଗ କୁହାଯାଏ। ଏହି ଦିଗ ଓ କୋଣରୁ ଉତ୍ପନ୍ନ ବାସ୍ତୁଦୋଷ ଆମ ଜୀବନରେ ଅନେକ ପ୍ରଭାବ ପକେଇଥାଏ। ଆସନ୍ତୁ ସେ ବିଷୟରେ ନଜର ପକେଇବା।

This type of land increases the prestige and wealth of the householder
Vastu Tips: ଏପରି ଜମି ଗୃହବାସୀଙ୍କ ପ୍ରତିଷ୍ଠା ଓ ଯଶକୁ ବୃଦ୍ଧି କରିଥାଏ

ବାସ୍ତୁ ଏବଂ ଭୂମି ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି। ଗୃହ ନିର୍ମାଣ ପାଇଁ ପ୍ରଥମେ ଆମେ ଭୂମି ଚୟନ କରିଥାଉ। ଏହି ଭୂମି ଚୟନବେଳେ ଆମେ ବାସ୍ତୁଶାସ୍ତ୍ରର ବିଭିନ୍ନ ନିୟମମାନ ପ୍ରୟୋଗ କରି ଦେଖିବା କଥା କି କେତେଦୂର ଗୃହକର୍ତ୍ତାଙ୍କ ପାଇଁ ଏହା ଶୁଭ ଫଳ ପ୍ରଦାନ କରିବ।...

Some important rules for getting good result at home
Vastu Tips: ଶୋଇବା ଘରକୁ ଲାଗି ପାଇଖାନା ଥିଲେ କ’ଣ କରିବେ ପ୍ରତିକାର, ଜାଣନ୍ତୁ...

ଘର ସଜ୍ଜେଇବା ଏକ ଭଲ ଗୁଣ। ଏହି ଘର ସଜ୍ଜା କିନ୍ତୁ ବାସ୍ତୁ ନିୟମ ଅନୁସାରେ ହେବା ଉଚିତ। ଆସନ୍ତୁ ଘର ସଜ୍ଜାର କେତେକ ବାସ୍ତୁ ଟିପ୍ସ ଜାଣିବା, ଯାହାକୁ ମାନିଲେ ବିପଦ ଆସି ନଥାଏ।

The effect home on a irregular shape land
Vastu Tips: ଆପଣଙ୍କ ଘର ତେର୍ଚ୍ଛା ଭୂମିରେ ହୋଇଛି କି? ଜାଣନ୍ତୁ ଏହାର ପ୍ରଭାବ

ସବୁବେଳ ଆୟତାକାର ଏବଂ ବର୍ଗାକାର ଭୂମି ସର୍ବଶ୍ରେଷ୍ଠ ହୋଇଥାଏ, କିନ୍ତୁ ବେଳେ ବେଳେ ଆମେ ଏହିପରି ଭୂଖଣ୍ଡ ବି ଦେଖିଥାଉ ଯାହା ବିଭିନ୍ନ ଦିଗ ଏବଂ କୋଣରେ ବିସ୍ତାର ବା ବୃଦ୍ଧି ହୋଇଥାଏ ନଚେତ୍ କମି ଯାଇଥାଏ। ଏହା ବେଳେବେଳେ ସୁଫଳ ଦେଇଥାଏ ତ ପୁଣି କେତେକ...

Do not keep photos of wild animals at home; There will be negative effects
Vastu Tips: ଘରେ ରଖନ୍ତୁ ନାହିଁ ହିଂସ୍ରଜନ୍ତୁଙ୍କ ଫଟୋ; ପଡ଼ିବ ନକରାତ୍ମକ ପ୍ରଭାବ

ଭାରତୀୟ ପ୍ରାଚୀନ ଶାସ୍ତ୍ରୀୟ ଜ୍ଞାନ ମଧ୍ୟରୁ ବାସ୍ତୁଶାସ୍ତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ବାସ୍ତୁ ବିରୋଧୀ ନିର୍ମାଣ କରାଯାଇଥାଏ, ତେବେ ସେ ଭବନରେ ବସବାସ କରୁଥିବା ଲୋକଙ୍କର ସ୍ୱାସ୍ଥ୍ୟ, ବିଚାର ଶକ୍ତି ଓ କାର୍ଯ୍ୟରେ ବିଷମତା ଦେଖାଯାଏ।

The dead people photos in house creat many problem
Vastu Tips: ଘରେ ମୃତ ବ୍ୟକ୍ତିଙ୍କ ଫଟୋ ଭୁଲ୍ ସ୍ଥାନରେ ରଖିଛନ୍ତି କି? ହୋଇପାରେ ଏମିତି ଅସୁବିଧା

ଲୋକେ ଅନେକ ସମୟରେ ମାର୍କେଟ୍‌ରେ ବିକ୍ରି ହେଉଥିବା ରାମାୟଣ ଓ ମହାଭାରତର ଯୁଦ୍ଧର ଚିତ୍ର ଆଣି ଘରେ ଲଗାଇଥାନ୍ତି। କିନ୍ତୁ ବାସ୍ତୁ ସିଦ୍ଧାନ୍ତରେ ଏହିପରି ଯୁଦ୍ଧ ଚିତ୍ରମାନ ଘରେ ଲଗାଇଲେ ଆମ ଅଜାଣତରେ ଆମ ଅବଚେତନ ମନରେ ନକାରାତ୍ମକ ପ୍ରଭାବ ପଡିଥାଏ।

four types of vastu land
୪ ପ୍ରକାରର ଭୂମି ମିଳେ; ଆସନ୍ତୁ ଜାଣିବା କେଉଁ ଭୂମି କି ଫଳ ଦିଏ...

ବାସ୍ତୁଶାସ୍ତ୍ର ଛଡ଼ା ଅନ୍ୟ କୌଣସି ଗ୍ରନ୍ଥ ନାହିଁ ଯାହା ଆମକୁ ଗୃହ ନିର୍ମାଣରେ ସାହାଯ୍ୟ କରିପାରିବ। ବାସ୍ତୁଶାସ୍ତ୍ର ଅନୁସାରେ ନିର୍ମାଣ ହୋଇଥିବା ଗୃହ ସମସ୍ତ ପ୍ରକାର ସୁଖଶାନ୍ତି ଏବଂ ସମ୍ପନ୍ନତା ପ୍ରଦାନ କରିଥାଏ ଏବଂ ୠଣମୁକ୍ତ କରାଇଥାଏ।

Don't buy such land for building a house
Vastu Tips: ଘର ତିଆରି ପାଇଁ ଭୁଲ୍‌ରେ କିଣନ୍ତୁ ନାହିଁ ଏମିତି ଭୂମି; ନଚେତ୍…

ଠିକ୍ ଭାବରେ ଭୂମି ଚୟନ ନକରି ଭୂମି କ୍ରୟ କଲେ ଯଦି ଭୂମିରେ ଦୋଷ ଥାଏ ତେବେ ଯେତେ ବାସ୍ତୁ ନିୟମ ଗୃହ ନକ୍ସା କରି ଗୃହ ନିର୍ମାଣ କରିଥିଲେ ମଧ୍ୟ ଭୂମି ଦୋଷରୁ ଉତ୍ପନ୍ନ ହୋଇଥିବା ବାସ୍ତୁଦୋଷ ଅନେକ ସମସ୍ୟା ସୃଷ୍ଟି କରିଥାଏ।

Plant these trees in your garden; auspicious result to be obtained
Vastu Tips: ଆପଣଙ୍କ ବଗିଚାରେ ଏହିସବୁ ଗଛ ଲଗାନ୍ତୁ; ମିଳିବ ଶୁଭ ଫଳ

ଘରର ବାହାରେ ବାଡ଼ି ବଗିଚାରେ ଲୋକେ ନାନା ପ୍ରକାର ବୃକ୍ଷଲତା ନିଜ ପସନ୍ଦ ଅନୁସାରେ ଲଗାଇଥାନ୍ତି। କିନ୍ତୁ ଏହି ବୃକ୍ଷଲତାକୁ ଯଦି ବାସ୍ତୁ ଅନୁସାରେ ନିୟମକୁ ମାନି ରୋପଣ କରାଯାଏ ତେବେ ଅନେକ ଶୁଭଫଳ ମିଳିଥାଏ। ତେବେ ଆସନ୍ତୁ ସେ ବିଷୟରେ ନଜର ପକେଇବା।

Don't make this mistake in home construction; May be fatal disease
Vastu Tips: ଗୃହନିର୍ମାଣରେ କରନ୍ତୁ ନାହିଁ ଏହି ଭୁଲ୍; ହୋଇପାରେ ମାରାତ୍ମକ ରୋଗ

ଗୃହବାସୀ ଏବଂ ଗୃହସ୍ୱାମୀଙ୍କ ମଙ୍ଗଳ, ସୁଖ ସମୃଦ୍ଧି, ଐଶ୍ଚର୍ଯ୍ୟ ପ୍ରାପ୍ତି ପାଇଁ ବାସ୍ତୁର ଆବଶ୍ୟକତା ଅଛି। ଶାସ୍ତ୍ରର ଅବହେଳା ହେଲେ ଅନେକ ଦୁଃଖ ଓ ନିରାଶା ମିଳିଥାଏ। ଏବେ ଜାଣିବା କେଉଁସବୁ ଦୋଷ ତୃଟି ଯୋଗୁଁ ବାସ୍ତୁଦୋଷ ସୃଷ୍ଟି ହୋଇଥାଏ।

ସରୋଜ କୁମାର ମହାରଣା ଜଣେ ଏକାଧାରେ ଯୁବ ଵାସ୍ତୁବିତ, ଜ୍ୟୋତିର୍ବିତ, ଅଙ୍କଶାସ୍ତ୍ରବିତ ଏବଂ ଅଗ୍ରଣୀ  
ସମାଜସେବୀ I ଅଖିଳ ଭାରତୀୟ ଜ୍ୟୋତିଷ ସେବା ସଂଘ ଦିଲ୍ଲୀରୁ ଅଧୟନ ସାରି ଏବେ ଅଧ୍ୟାପନା ଓ 
ଅନୁସନ୍ଧାନ କାର୍ଯ୍ୟରେ ନିଜକୁ ନିୟୋଜିତ କରି ସମ୍ମାନନୀୟ ଡକ୍ଟରେଟ୍  ଉପାଧି ପ୍ରାପ୍ତ କରିଛନ୍ତି I ଏହି ବିଦ୍ୟାକୁ 
ଜନ କଲ୍ୟାଣ ଦିଗରେ ବ୍ୟବହାର କରି ଅନେକ ସଂସ୍ଥାରୁ ସମ୍ମାନନୀତ ମଧ୍ୟ ହୋଇଛନ୍ତି I ଏଥି ସହିତ 
ବିଭିନ୍ନ ଆଗଧାଡିର ଟିଭି ଚାନେଲରେ ଜ୍ୟୋତିଷ, ଅଙ୍କଶାସ୍ତ୍ର ଏବଂ ବାସ୍ତୁଶାସ୍ତ୍ର କାର୍ଯ୍ୟକ୍ରମ  କରିଛନ୍ତି। 
ବର୍ତ୍ତମାନ ଓଡ଼ିଶାର ଅଗ୍ରଣୀ ସୁନାମଧନ୍ୟ ଚାନେଲ ଓଟିଭିର ଲୋକପ୍ରିୟ ଜ୍ୟୋତିଷ କାର୍ଯ୍ୟକ୍ରମ ‘ଭାଗ୍ୟରେଖା’ରେ ସକ୍ରିୟ ଅଛନ୍ତି।