ଯଦି ଜାଗା ବା ଘରର ମୁଖ୍ୟ ଦ୍ୱାର ଦକ୍ଷିଣ ପଟେ ଥାଏ ତାହାକୁ ଦକ୍ଷିଣ ମୁଖ ଭୁଖଣ୍ଡ ବା ଗୃହ କୁହାଯାଏ। ଦକ୍ଷିଣ ଦିଗକୁ ସାଧାରଣତଃ ଅଶୁଭ ଧରାଯାଇଥାଏ। ଯଦି ବାସ୍ତୁ ନିୟମ ଅନୁସାରେ ଗୃହ ନିର୍ମାଣ କରାଯାଏ ତେବେ ଅତି ଶୁଭଫଳ ପ୍ରାପ୍ତ ହେବାର ଦେଖାଯାଏ।
ପାରିବାରିକ କଳହ ମୁଖ୍ୟତଃ ରୋଷେଇ ଘର ଏବଂ ଆର୍ଥୀକ ସମସ୍ୟା କାରଣରୁ ଲାଗି ରହିଥାଏ। ଏବେ ଆସନ୍ତୁ ଜାଣିବା ଆଗ୍ନେୟ କୋଣରେ କେଉଁ କାରଣ ଦୋଷତୃଟି ଉତ୍ପନ୍ନ କରିଥାଏ ଓ ଏହାକୁ କିପରି ନିରାକରଣ କରାଯାଇ ପାରିବ।
ସବୁ ଦିଗର ଭିନ୍ନ ଭିନ୍ନ ବାସ୍ତୁ ରହିଛି। ଦିଗର ବାସ୍ତୁଦୋଷ ଆଣିଥାଏ ଘୋର ବିପଦ। କେତେବେଳେ ଘରେ ଅଶାନ୍ତି ସୃଷ୍ଟିହୁଏ ତ ପୁଣି କେତେବେଳେ ଅର୍ଥହାନୀ ହୋଇଥାଏ। ଉତ୍ତର ଦିଗରେ ଯଦି ଏମିତି କିଛି ବାସ୍ତୁଦୋଷ ଥାଏ ତେବେ କିପରି ପ୍ରତିକାର କରିବେ ଆସନ୍ତୁ ଜାଣିବା।
ଵାସ୍ତୁଶାସ୍ତ୍ରର ନିୟମଗୁଡିକ ଏପରି ଭାବେ କରାଯାଇଛି ଯେ ଯାହା ଆମ ଶରୀର, ଗୃହ ଏବଂ ବ୍ରହ୍ମାଣ୍ଡ ମଧ୍ୟରେ ପଞ୍ଚତତ୍ତ୍ୱ ଆଧାରରେ ଏକ ସମନ୍ଵୟ ରକ୍ଷା ହୋଇଥାଏ I ଏହା ଦ୍ୱାରା ଆମ ଗୃହରେ ସକାରାତ୍ମକ ବା ପଜିଟିଭ ଏନର୍ଜି ସୃଷ୍ଟି ହୋଇଥାଏ I ତେବେ...