ଆଜିର ଦିନରେ ଦେଶରେ ନିର୍ବାଚନ ହେଲେ କେନ୍ଦ୍ରରେ ପୁଣିଥରେ ସରକାର ଗଢିବ NDA। ପ୍ରଧାନମନ୍ତ୍ରୀ ଭାବେ ହାଟ୍ରିକ୍ କରିବେ ନରେନ୍ଦ୍ର ମୋଦି। ଇଣ୍ଡିଆ ଟିଭି- CNXର ଓପିନିଅନ୍ ପୋଲ୍ ଆକଳନରୁ ଏହି ତଥ୍ୟ ଆସିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା, ବିତର୍କ ଆରମ୍ଭ ହୋଇଛି। ଏପଟେ ଓଡ଼ିଶାରେ ବିଜେଡିକୁ...
ଗୁପ୍ତଧନ ଆଶାରେ ନାବାଳକକୁ ନରବଳି ସନ୍ଦେହରେ ଏବେ ବି ଅନୁଗୁଳ କିଆକଟା ଅଞ୍ଚଳରେ ଲାଗି ରହିଛି ଚାପା ଉତ୍ତେଜନା। ଗତ ଶନିବାର ରାତିରେ ମୃତ ନାବାଳକ ନିଖୋଜ ହୋଇଥିବା ମଙ୍ଗଳା କୋଠୀକୁ କଡ଼ା ସୁରକ୍ଷାରେ ରଖି ସବୁ ଦିଗରୁ ତଦନ୍ତ ଚଳାଇଛି ଆଠମଲ୍ଲିକ ପୋଲିସ୍। ତାସହ ମଙ୍ଗଳା ସାଧିକା...
ଗାଇନାକୋମାଷ୍ଟିଆ..ଅନେକେ ହୁଏତ ଆଗରୁ କେବେ ଏହି ରୋଗର ନାଁ ଶୁଣିନଥିବେ । ହେଲେ ଏହାର ଲକ୍ଷଣ କହିଲେ, ସହଜରେ ଜାଣିଯିବେ। ପୁରୁଷଙ୍କ ସ୍ତନବୃଦ୍ଧି ସମସ୍ୟା । ଏବେ ଅଧିକ ସଂଖ୍ୟାରେ ଟିନ୍-ଏଜର୍ ଏହି ଗାଇନାକୋମାଷ୍ଟିଆ କବଳରେ ପଡ଼ୁଛନ୍ତି । କିଏ ଲାଜରେ କାହାକୁ କିଛି କହିପାରୁନି, ତ କିଏ...
ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କରିଥିଲା ଗୋପାଳ? ପଲିଗ୍ରାଫ୍ ଟେଷ୍ଟରେ ପଚରାଯାଇଥିଲା ୨୬ ପ୍ରଶ୍ନ...୧୩ ପ୍ରଶ୍ନର ଉତ୍ତର ହଁ ଦେଇଥିଲା ଆଉ ୧୩ର ଦେଇଥିଲା ନା
ଜନ୍ମମାଟି ଠାରୁ କାହିଁ କେତେ ଦୂର କର୍ମମାଟି । ବୟସ ବାଧକ ସାଜିବା ବେଳରେ ମନ କିନ୍ତୁ ଚଳଚଞ୍ଚଳ । ସମାଜରୁ କୁସଂସ୍କାର ଦୂର ସହ ନିଶାମୁକ୍ତ ଗାଁ ଗଢ଼ିବାର ପଣ ଯେମିତି ନିଶା ପାଲଟିଛି । ଆଦିବାସୀ ଇଲାକାରେ ଅନେକ ସଂସ୍କାରବାଦୀ କୃତୀ ପାଇଁ ପୁଳା ପୁଳା...
ସେ ପୁରୀ ଭଳି ସହର ହେଉ କି ଅନୁଗୁଳ କିଆକଟା ଭଳି ପଛୁଆ ଇଲାକା । ଏବେବି ଲୋକଙ୍କ ମନରୁ ହଟିନି ତନ୍ତ୍ରମନ୍ତ୍ର ଓ ଗୁଣିଗାରେଡ଼ିର କୁହେଳିକା । ପୁରୀର ଏକ ଆଶ୍ରମରେ ଜଣେ ବାବା ଆଉ ଜଣେ ବାବାଙ୍କୁ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ଚର୍ଚ୍ଚା। ହତ୍ୟାକାଣ୍ଡ ପରେ...
ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ପଲିଗ୍ରାଫ ରିପୋର୍ଟକୁ ନେଇ ଏବେ ନାନା ଚର୍ଚ୍ଚା । ରିପୋର୍ଟରେ ଥିବା ମନୋଜ ବରିହା ନାମକ ଜଣେ ବ୍ୟକ୍ତିଙ୍କ ନାଁକୁ ନେଇ ସସପେନ୍ସ । ଯିଏ ନବ ଦାସଙ୍କ ଆଡୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଗୋପାଳକୁ...
ଚାକିରି ଆଶାୟୀଙ୍କୁ ପରୀକ୍ଷାରେ ପାସ୍ କରାଇବାକୁ ଲିକ୍ କରୁଥିଲେ ପ୍ରଶ୍ନପତ୍ର, ବଦଳରେ ଆଦାୟ କରୁଥିଲେ ଲକ୍ଷାଧିକ ଟଙ୍କା। ଜଣଙ୍କ ପିଛା ୫ରୁ ୧୦ ଲକ୍ଷ। ଆଉ, ସେହି ଟଙ୍କାରେ ମଉଜ ମସ୍ତି କରିବା ସହ ସୌଖୀନ ଜୀବନ ବିତାଉଥିଲେ। OSSC ପ୍ରଶ୍ନପତ୍ର ଲିକରେ ସଂପୃକ୍ତି ଅଭିଯୋଗରେ ପୋଲିସ କିଛି...
ମୋଦି ସରକାରଙ୍କ ବିରୋଧରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଓ ଦିଲ୍ଲୀ ବିଲକୁ ନେଇ ଅଡୁଆରେ ବିଜେଡି । ଖାସ୍ କରି YSR କଂଗ୍ରେସ ମୋଦି ସରକାରକୁ ଖୋଲାଖୋଲି ସମର୍ଥନ କରିବା ପରେ ଅକଳରେ ପଡ଼ିଛି ଦଳ । ସଂଖ୍ୟା ଦୃଷ୍ଟିରୁ ଲୋକସଭାରେ ଏନଡିଏର କୌଣସି ଅସୁବିଧା ନଥିବାବେଳେ ଦିଲ୍ଲୀ...
ବାଘ ଦିବସରେ ବାଘଙ୍କୁ ନେଇ ଚିନ୍ତାଜନକ ତଥ୍ୟ। ଗତ ୪ ବର୍ଷରେ ଓଡ଼ିଶାରେ କମିଛନ୍ତି ୮ ମହାବଳ, ସଂଖ୍ୟା ୨୦କୁ କମିଛି । ଆଉ ସେପଟେ ଘୋର ସଙ୍କଟରେ କଲରାପତରିଆ ବଂଶ । ୩ ବର୍ଷରେ ଜବତ ହେଲାଣି ୬୮ କଲରାପତରିଆ ଛାଲ। ବାଘ ସଂଖ୍ୟାରେ ଏଭଳି ଦୃତ...
୨୦୧୯ ନିର୍ବାଚନ ପୂର୍ବରୁ ବ୍ରହ୍ମପୁର ସହରକୁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ହେବ କହିଥିଲେ ସରକାର, ହେଲେ ଏଯାଏଁ ଆସିନି ପାଣି । ସେପଟେ କିନ୍ତୁ ପ୍ରକଳ୍ପ ସରିନି କିନ୍ତୁ କାର୍ଯ୍ୟ ଦାୟିତ୍ୱରେ ଥିବା କମ୍ପାନୀକୁ ଟଙ୍କା ଦିଆଯାଇଥିବା ଅଭିଯୋଗ
ଓଃ କି ଦୁଃଖ? ବୟସ ୬୩ ଛୁଇଁଲାଣି...୧୮ ବର୍ଷର ଦିବ୍ୟାଙ୍ଗ ଝିଅ । ସରକାରୀ ସହାୟତା କିଛି ମିଳୁନି । ପ୍ରଶାସନକୁ ଗୁହାରି କରିକରି ଥକିଗଲେ ହେଲେ ଦୁଃଖ କେହି ଶୁଣିଲେନି
କାହିଁକି ? କେବେଠାରୁ? ମହିଳା ଯାତ୍ରୀଙ୍କୁ ପ୍ରଥମେ ବସ୍ରେ ଚଢାନ୍ତି ନାହିଁ ବସ୍ କର୍ମଚାରୀ ? ବରମୁଣ୍ଡାରେ ଏମିତି କଣ ଘଟିଲା ଯେ ମହିଳାଙ୍କୁ ପ୍ରଥମେ ଚଢାଇବାକୁ ନିର୍ଦ୍ଦେଶ ଦେଲେ ମହିଳା କମିଶନ ଅଧ୍ୟକ୍ଷା
ଥରେ ନୁହେଁ ଦୁଇଦୁଇ ଥର MBBS ପାଇଲେଣି । ଡାକ୍ତର ହୋଇ ରୋଗୀଙ୍କ ସେବା କରିବାକୁ ଭାରି ଇଚ୍ଛା...ହେଲେ ସ୍ୱପ୍ନ ପୂରଣରେ ବାଧକ ସାଜିଛି ଟଙ୍କା । ବାପା ମଜୁରିଆ, ମାଆ ପକୁଡ଼ି ବିକନ୍ତି...ଏତିକି ଟଙ୍କାରେ ପୁଅ ଡାକ୍ତର ପଢିବ ବା କେମିତି? ଆପଣ ସାହାଯ୍ୟ କଲେ ଡାକ୍ତରୀ...
ବଣରୁ ଆସି ଗାଁରେ ବୁଲୁଛି ହାତୀ । ଡରି ଡରି ବଞ୍ଚୁଛନ୍ତି ଲୋକେ...ହେଲେ ୪ ଦିନ ହେଲାଣି ଲାଇନ୍ କଟିଯିବାରୁ ତେଜିଲାଣି ଅସନ୍ତୋଷ । ବିଷାକ୍ତ ସାପଙ୍କ ବାସସ୍ଥଳି ହୋଇଥିବାରୁ ଲାଇନ୍ ନଦେଲେ ଆନ୍ଦୋଳନ ହେବ ବୋଲି କହିଲେଣି ଲୋକେ
ଭାଲୁ ଡରରେ ଲୋକେ ଭୟଭୀତ । ଏକା ଘରୁ ବାହାରିବାକୁ ରାଜି ହେଉନାହାନ୍ତି ଲୋକେ...ସେପଟେ ବନବିଭାଗ କହୁଛି ଆମେ ପାଟ୍ରୋଲିଂ କରୁଛୁ, ଲୋକଙ୍କୁ ସୁରକ୍ଷା ଦେଉଛୁ
ବାହାଘର ବେଳେ ଦେଢଲକ୍ଷ ଟଙ୍କା ନେଲେ, ଜାନିଯୌତୁକ ବି ନେଲେ । ଏବେ ପୁଣି କାର ମାଗୁଥିଲେ...ଅନେକ ସମୟରେ ମାରପିଟ୍ ବି କରୁଥିଲେ । ସଙ୍ଗେ ସଙ୍ଗେ କାର ଦେବା ସମ୍ଭବ ନହେବାରୁ ନବବଧୂକୁ ମାରିଦେଲେ ଶାଶୂଘର ଲୋକେ । ଘର ଲୋକ ପହଞ୍ଚିଲା ବେଳକୁ ସବୁ ସରିଯାଇଥିଲା
କେନ୍ଦ୍ରାପଡ଼ା ଜିଲ୍ଲାର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ ନଦୀ ଏବେ ନଈକୂଳିଆ ଲୋକଙ୍କ ପାଇଁ ପାଲଟିଛି ମୃତ୍ୟୁଯନ୍ତା । କାରଣ ବ୍ରାହ୍ମଣୀ ନଦୀରେ କୁମ୍ଭୀର ହାଉଯାଉ । କେବଳ ବ୍ରାହ୍ମଣୀ ନୁହେଁ- ଖରସ୍ରୋତା, କାଣୀ, ଗୋବରି ନଈ କୂଳରେ ରହୁଥିବା ଲୋକଙ୍କୁ ଘାରିଛି କୁମ୍ଭୀର ଆତଙ୍କ । ଏହାକୁ...
ଶ୍ରାବଣରେ ଆମିଷଠୁ ଦୂରରେ ଥିବା ମଣିଷର ସ୍ୱାଦ ବଢ଼ାଉଛି କୋରାପୁଟର ଶ୍ରାବଣ ଛତୁ । ବଜାରରେ ଏବେ ବିଭିନ୍ନ ଭେରାଇଟିର ଛତୁ ପସରା ମେଲିଛି । ଚାହିଦା ଯେମିତି ଦର ବି ସେମିତି । କିଲୋ ପିଛା ଦୁଇ ହଜାରରେ ବିକ୍ରି ହେଉଥିବା ଏହି ସବୁ ଛତୁ, ଘଡ଼ଘଡ଼ି...
ଜିମ୍ ଯାଉଥିବା ଯୁବପିଢ଼ି ଅନ୍ଧାଧୁନିଆ ପ୍ରୋଟିନ ଖାଉଥିଲେ ହୋଇଯାଆନ୍ତୁ ସାବଧାନ । ନଚେତ୍ ହୃଦଘାତ ଭଳି ସ୍ଥିତିର ସାମ୍ନା କରି ଜୀବନକୁ ବିପଦରେ ପକାଇ ପାରନ୍ତି । କାହିଁକି ନା ଜିମ୍ ସହ ତାଳ ଦେଇ ରାଜ୍ୟର ଛୋଟ ବଡ଼ ସହରରେ ପ୍ରୋଟିନ୍ ଷ୍ଟୋର ଖୋଲିବାରେ ଲାଗୁଛି ।...