• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Ramesh Gholap IAS
ରାସ୍ତାରେ ବୃଦ୍ଧାଙ୍କ ସହ ତଳେ ବସି କଥା ହେଲେ IAS ଅଫିସର, ଭାଇରାଲ ହେଲା ଫଟୋ

IAS। କୁହାଯାଏ ଦେଶର ସବୁଠୁ ସମ୍ମାନଜନକ ଚାକିରି। ଆଉ ଏହି ଚାକିରି କରିବା କିଛି କମ୍‌ କଥା ନୁହେଁ। ଅକ୍ଲାନ୍ତ ପରିଶ୍ରମ କରିବା ପରେ ହିଁ ଏହି ଚାକିରି ମିଳିଥାଏ। କିନ୍ତୁ ଥରେ ଚିନ୍ତା କରନ୍ତୁ ଯେତେବେଳେ ଜଣେ ଆଇଏଏସ୍‌ ଅଫିସର୍‌ ରାସ୍ତା ଉପରେ ବସି ଲୋକଙ୍କ ଦୁଃଖ...

cm-shivraj-came-to-meet-dsp-monika-singh
କୁନି ଝିଅକୁ ଧରି ଡ୍ୟୁଟି କରୁଥିଲେ ଡିଏସ୍‌ପି, ହେଲିକପ୍ଟରୁ ଓହ୍ଲାଇ ଫଟୋ ଉଠାଇଲେ ମୁଖ୍ୟମନ୍ତ୍ରୀ

ମାଆର ମମତା ପାଖରେ ହାର ମାନିଗଲା ରାଜନୀତି। ହେଲିକପ୍ଟରରୁ ଓହ୍ଲାଇ ପଡି ଜଣେ ମାଆଙ୍କ ପାଖକୁ ଦୌଡ଼ିଲେ ମୁଖ୍ୟମନ୍ତ୍ରୀ। କିଛି ସମୟ କଥା ହେଲେ, ନିଜ ସହ ଫଟୋ ଉଠାଇବାକୁ ବି କହିଲେ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ।

Uttarakhand rains
ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା : ୭୦ରୁ ଉର୍ଦ୍ଧ୍ୱ ମୃତ, ୧୦ ନିଖୋଜ

ଉତ୍ତରାଖଣ୍ଡରେ ପ୍ରଳୟ କରୁଛି ବାଦଲଫଟା ବର୍ଷା। ବଢିବାରେ ଲାଗିଛି ମୃତକଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ସରକାରୀ ଭାବରେ ୭୦ ଲୋକଙ୍କ ଜୀବନ ଯିବା ସହ ପ୍ରାୟ ୧୦ ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ଆଉ ବାଦଲ ଫଟା ବର୍ଷାରେ ରାଜ୍ୟରେ ୭ କୋଟିରୁ ଅଧିକ...

Shilpa Shetty
ଶିଳ୍ପା ସେଟ୍ଟୀଙ୍କ ହେୟାର ଷ୍ଟାଇଲ୍ ଦେଖି ତାଜୁବ ଫ୍ୟାନ୍ସ, କହିଲେ ଏମିତି...

ଆପଣ ଅନେକ ହେୟାର ଷ୍ଟାଇଲ୍ ଦେଖିଥିବେ। ହେଲେ ଦେଖି ନଥିବେ ଶିଳ୍ପା ସେଟ୍ଟୀଙ୍କ ଏହି ହେୟାର ଷ୍ଟାଇଲ୍। ସୋସିଆଲ ମିଡ଼ିଆରେ ଶିଳ୍ପା ନିଜର ହେୟାର ଷ୍ଟାଇଲ୍ ଭିଡିଓ ପୋଷ୍ଟ କରି କ୍ୟାପ୍ସନରେ ଅଣ୍ଡରକଟ ବଜ କଟ ଲେଖିଛନ୍ତି।

Rs.2
ଏହି ୨ଟଙ୍କିଆ କଏନ୍ ଆପଣଙ୍କୁ କରିପାରେ ଲକ୍ଷପତି

ପ୍ରତିଦିନ ଆମେ ଅନେକ କଏନ ଦେଖୁ। ଟଙ୍କିକିଆ, ଦୁଇ ଟଙ୍କିଆ, ପାଞ୍ଚ ଟଙ୍କିଆ ଓ ଦଶ ଟଙ୍କିଆ। ଯାହାକୁ ଦେଇ ଆପଣମାନେ ଜିନିଷ କିଣନ୍ତି। କିନ୍ତୁ ସେହି କଏନ ଭିତରର ରହସ୍ୟ ଆପଣ କେବେ ଖୋଜି ନାହିଁନ୍ତି। ଯାହା ଜାଣିଲେ ଆପଣ ହୋଇ ଯିବେ ଲକ୍ଷପତି

indian-railways-gutka
ଗୁଟଖା ସଫା କରିବାକୁ ବାର୍ଷିକ ରେଳବାଇ ଖର୍ଚ୍ଚ କରୁଛି ୧୨ ଶହ କୋଟି ଟଙ୍କା !

ଦିନକୁ ଦିନ ଗୁଟଖା ଖିଆ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯେଉଁଠି ନାହିଁ ସେଇଟି ସେମାନେ ଛେପ ପକାଇ ପରିବେଶକୁ ଆବର୍ଜନା କରୁଛନ୍ତି। ବାରମ୍ବାର ସଚେତନତା ପରେ ବି ସେମାନେ ସୁଧୁରିବାରେ ନା ଧରୁନାହାନ୍ତି

China children
ପିଲା ଦୋଷ କଲେ ଦଣ୍ଡ ପାଇବେ ବାପା-ମା !

ଚୀନରେ ଆରମ୍ଭ ହୋଇଗଲା କି ତାଲିବାନୀ ଶାସନ? ଏକଛତ୍ରବାଦୀ ଶାସକ ଜିନପିଙ୍ଗ ମନମାନିକୁ ନେଇ ଏବେ ପୂରା ବିଶ୍ୱରେ ଚାଲିଛି ଚର୍ଚ୍ଚା। ଡ୍ରାଗନ ଏମିତି ଏକ ନିୟମ ଲାଗୁ କରିବାକୁ ଯାଉଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ଏହା ସଂପୂର୍ଣ୍ଣ ଭୁଲ। କୁହାଯାଉଛି...

Class 11 To Reopen In Odisha
କରୋନା କଟକଣା ମଧ୍ୟରେ ଆଜିଠୁ ଖୋଲିଲା ଏକାଦଶ ଶ୍ରେଣୀ

କରୋନା କଟକଣା ମଧ୍ୟରେ ଆଜିଠୁ ଖୋଲିଲା ଏକାଦଶ ଶ୍ରେଣୀ, ୧୮ ମାସ ପରେ କ୍ଲାସ୍‌କୁ ଆସିଲେ ପିଲା। କଲେଜକୁ ଆସି ବହୁତ ଖୁସି ଲାଗୁଛି ବୋଲି କହିଲେ ପିଲା

Nabarangapur
ଆସିଲେ ନାହିଁ ସାହିଭାଇ, ଶବ ବୋହିଲେ ଦୁଇ ପତ୍ନୀ

ଜଗବନ୍ଧୁଙ୍କର ଶବ ବୋହିଲେନି ଜାତିଭାଇ। ଜାତିରେ ମିଶିବାକୁ ୧୦ ହଜାର ଟଙ୍କା ଦାବି କଲେ। ଉପାୟ ନପାଇ ଅଣ୍ଟା ଭିଡ଼ିଲେ ଜଗବନ୍ଧୁଙ୍କର ଦୁଇ ପତ୍ନୀ ଓ ବାପା ମାଆ। ସେମାନେ କୋକେଇ ବାନ୍ଧି, ଶବକୁ ମଶାଣିକୁ ବୋହିନେଲେ ଆଉ ଦାହ ସଂସ୍କାର କଲେ। ଏବେ କର୍ମ କରିବାକୁ ସେମାନଙ୍କ...

BJD LINK
ନବୀନ ନିଜକୁ ସ୍ୱଚ୍ଛ କହୁଛନ୍ତି, କିନ୍ତୁ ତାଙ୍କ ମନ୍ତ୍ରୀମାନେ ମଇଳା

ନବୀନ ନିଜକୁ ସ୍ୱଚ୍ଛ କହୁଛନ୍ତି, କିନ୍ତୁ ତାଙ୍କ ମନ୍ତ୍ରୀମାନେ ମଇଳା। ବହୁଚର୍ଚ୍ଚିତ ମମିତା ମେହେର ହତ୍ଯା ଘଟଣାର ମୁଖ୍ଯ ଅଭିଯୁକ୍ତ ସହ, ନବୀନ ସରକାରର ଗଣ୍ଡା ଗଣ୍ଡା ମନ୍ତ୍ରୀ ସଂପର୍କିତ। କିଏ ହେଲିକପଟରରେ ତାଙ୍କ ଫଙ୍କସନକୁ ଯାଉଥିଲେ, ତ କିଏ ଭାଷଣରେ କହୁଥିଲେ, ଏହା ରେଭେନ୍ସାଠାରୁ କମ୍ ନୁହେଁ।...

Andhra Pradesh
ଓଡ଼ିଶା ସୀମାରେ ପଶି ଜନ ସଂପର୍କ ଶିବିର ଆୟୋଜନ କରିଛି ଆନ୍ଧ୍ର

ପୁଣି ଆନ୍ଧ୍ରର ଦାଦାଗିରି। ଓଡ଼ିଶା ସୀମାରେ ପଶି ଆନ୍ଧ୍ର ଜନ ସଂପର୍କ ଶିବିର ଆୟୋଜନ କରିଛି। କୋରାପୁଟ କୋଟିଆରେ ଜନ ସଂପର୍କ ଶିବିର ଆୟୋଜନ କରିଛନ୍ତି ଆନ୍ଧ୍ର ଅଧିକାରୀ। କୋଟିଆ ପଂଚାୟତ ଉପର ସେମ୍ବି ଗାଁର ମହିଳା ସଙ୍ଗଠନର ଶିବିର ଆୟୋଜନ କରି ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ...

Balangir
ମମିତା ମେହେର ହତ୍ୟାକାଣ୍ଡ: ଆଜି ବିଜେପିର ବଲାଙ୍ଗିର ବନ୍ଦ

ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ପ୍ରତିବାଦରେ ଆଜି ବଲାଙ୍ଗୀର ବନ୍ଦ ପାଳନ କରାଯାଉଛି। ବିଜେପି ପକ୍ଷରୁ ସକାଳ ୬ଟାରୁ ସା ୬ଟା ଯାଏଁ ୧୨ ଘଂଟିଆ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି

pratap jena
ସେବେ ପ୍ରଶଂସାରେ ପୋତି ପକାଇଥିଲେ, ଆଜି ମୁହଁ ବୁଲାଇ ଦେଲେ ମନ୍ତ୍ରୀ

ଦିନେ ଗୋବିନ୍ଦ ସାହୁଙ୍କୁ ପ୍ରଶଂସାରେ ପୋତିଥିଲେ, ଏବେ ପ୍ରଶ୍ନ କରିବାରୁ ଆଡ଼େଇ ଚାଲିଗଲେ। ଗୋବିନ୍ଦ ସାହୁଙ୍କୁ ପ୍ରଶଂସାରେ ପୋତିଥିବା ମନ୍ତ୍ରୀ ଆଡ଼େଇ ଚାଲିଗଲେ ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି

Covid19 Test
ଦୋଳି ଖେଳୁଛି ସଂକ୍ରମଣ: ୨୪ ଘଂଟାରେ ୫୫୯ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ରାଜ୍ୟରେ ମୋଟ୍‌ ୫୫୯ ଜଣ ସଂକ୍ରମଣର ଶିକାର ହୋଇଛନ୍ତି। କରୋନାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ଅର୍ଥାତ୍‌ ସଂଗରୋଧରୁ ୩୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ଅର୍ଥାତ୍‌ ସ୍ଥାନୀୟ ଅଂଚଳରୁ...

Corona
ଦେଶରେ ତଳମୁହାଁ କରୋନା ଗ୍ରାଫ୍‌, ୨୪ ଘଂଟାରେ ୧୪ ହଜାର ସଂକ୍ରମିତ ଚିହ୍ନଟ

ଦେଶରେ କମିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୧୪,୬୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୨୪ ଘଂଟାରେ ମହମାରୀ ୧୯୭ ଜଣଙ୍କ ପ୍ରାଣ ନେଇଛି। ଏହାସହ ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୩,୪୧,୦୮,୯୯୬ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

Doklam
ଡ୍ରାଗନ୍ ନଜରରେ ଡୋକଲାମ୍‌

ଭୁଟାନ-ଚୀନ୍ କଥାବାର୍ତ୍ତା ଉପରେ କଡ଼ା ନଜର ରଖିଛି ଭାରତ। କାରଣ ଡୋକଲାମକୁ ହାତେଇବା ଲାଗି ଚୀନ୍ ଫନ୍ଦିଫିକର ଜାରି ରଖିଛି। ଡୋକଲାମ ବଦଳରେ ଅନ୍ୟ ଅଞ୍ଚଳ ନେବା ପାଇଁ ୧୯୯୬ରେ ଚୀନ୍ ଭୁଟାନକୁ ପ୍ରସ୍ତାବ ଦେଇଥିଲା। ସେହିପରି ଗତବର୍ଷ ମଧ୍ୟ ବେଜିଂ ସମାନ ପ୍ରସ୍ତାବକୁ ଦୋହରାଇଥିଲା

Drones
ଚୀନର ହରକତ ଉପରେ ନଜର ରଖିବ ଡ୍ରୋନ୍ ହେରନ୍

ଚୀନ୍ ସେନା ପାଇଁ ଆଉ ଏତେ ସହଜ ହେବନି ଭାରତ ସୀମା ଭିତରକୁ ଅନୁପ୍ରବେଶ । ଭାରତ-ଚୀନ୍ ସୀମାରେ ଏଣିକି ଉଡ଼ିବ ଅତ୍ୟାଧୁନିକ ଡ୍ରୋନ୍ । ଯାହାର ନାଁ ହେରନ୍ ରହିଛି। ଏବେ ଡ୍ରାଗନର ଆଖି ପୁଣି ଅରୁଣାଚଳ ପ୍ରଦେଶ ଉପରେ ପଡ଼ିଥିବା ବେଳେ, ସେହି ଅଞ୍ଚଳରେ PLAର...

Uttarakhand Rain
ଉତ୍ତରାଖଣ୍ଡରେ ଜଳ ପ୍ରଳୟ : ୪୦ ଜଣଙ୍କ ପ୍ରାଣ ନେଲାଣି ବର୍ଷା

କେରଳ ପରେ ଦେବଭୂମି ଉତ୍ତରାଖଣ୍ଡରେ ବି ଜଳ ପ୍ରଳୟର ଭୟଙ୍କର ଚିତ୍ର ଭୟ ବଢ଼ାଉଛି। ଉଛୁଳା ନଈ, ବାଦଲଫଟା ବର୍ଷାରେ ତ୍ରାହି ତ୍ରାହି ଡାକୁଛି ମଣିଷ। ଦୁଇ ଦିନର ବର୍ଷାରେ ରାଜ୍ୟରେ ସ୍ଥିତି ଅତି ଦୟନୀୟ। ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Puri
କାଲିଠୁ କାର୍ତ୍ତିକ ମାସ , ଏଥର ଶ୍ରୀକ୍ଷେତ୍ରରେ ନାହାନ୍ତି ହବିଷ୍ୟାଳୀ

ଆସନ୍ତାକାଲିଠୁ ଆରମ୍ଭ ହେଉଛି ଧର୍ମ ମାସ କାର୍ତ୍ତିକ। ଏହି ସମୟରେ ଶ୍ରୀକ୍ଷେତ୍ରରେ ଭକ୍ତ ହାଉଜାଉ ହେବା କଥା। ବିଶେଷ କରି ମହିଳା ଭକ୍ତ, କାରଣ କାର୍ତ୍ତିକ ବ୍ରତ କରି ସବୁ ଦିନ ଶ୍ରୀଜିଉଙ୍କ ରାଧା ଦାମୋଦର ବେଶ ଦେଖିବା ଓ ମହାପ୍ରସାଦ ପାଇବା କାହା ଭାଗ୍ୟରେ ଥାଏ

Amarinder Singh
ନୂଆ ଦଳ ଗଢ଼ିବେ ପଞ୍ଜାବର ପୂର୍ବତନ ସିଏମ୍ ଅମରିନ୍ଦର ସିଂହ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଗଢ଼ିବେ ନୂଆ ଦଳ। ଏ ନେଇ ଗତକାଲି ସେ ଘୋଷଣା କରିଛନ୍ତି। ଯଦି ଚାଷୀ ଆନ୍ଦୋଳନର ସମାଧାନ ତାଙ୍କ ହିତରେ ରୁହେ ତେବେ ସେ ଆସନ୍ତା ନିର୍ବାଚନରେ ପଞ୍ଜାବରେ ବିଜେପି ସହ ବୁଝାମଣା ନେଇ ବିଚାର କରିବେ

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି