Advertisment

ଫିଟିଲା ବାଟ, ଖୁସିରେ ମଦହୋସ୍‌ ସୁନୀତା

ଆଉ ଦିନକ ପରେ ସୁନୀତା ୱିଲିୟମ୍ସଙ୍କ ପୃଥିବୀ ବାହୁଡ଼ା। ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍।

author-image
Santosh Kumar Sahoo

ଭାରତୀୟ ସମୟ ମାର୍ଚ୍ଚ ୧୯ ଭୋର୍ ୩ଟା ୨୭... ଆମେରିକାର ଫ୍ଲୋରିଡ଼ା ତଟ... ସେଠି ସେତେବେଳେ ହୋଇଥିବ ସନ୍ଧ୍ୟା ୫ଟା ୫୭। ଠିକ୍ ଏତିକି ବେଳେ ମହାକାଶରୁ ସମୁଦ୍ରରେ ଖସିବେ ସୁନୀତା।ଏହାର ୧୭ ଘଣ୍ଟା ପୂର୍ବରୁ ହେବ ଡ୍ରାଗନ୍ ସ୍ପେଶକ୍ରାଫ୍ଟର ଅନ୍-ଡକିଂ, ଯେତେବେଳେ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ ଛାଡ଼ି ପୃଥିବୀ ପୃଷ୍ଠକୁ ଫେରିବା ଆରମ୍ଭ କରିବ ମହାକାଶଯାନ।

Advertisment
Sunita Williams NASA
Advertisment
Advertisment