Advertisment

ଆଉ ଦିନକ ପରେ ସୁନୀତା ୱିଲିୟମ୍ସଙ୍କ ପୃଥିବୀ ବାହୁଡ଼ା।

ଦୀର୍ଘ ୯ ମାସ ମହାକାଶରେ କାଟିବା ପରେ, ମାଟିକୁ ଛୁଇଁବେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀ। ୬୦ ବର୍ଷୀୟା ସୁନୀତା ପୃଥିବୀକୁ ଫେରିବା ଖବର ବିଶ୍ବବାସୀଙ୍କୁ ଯେତିକି ଆଶ୍ବସ୍ତି ଦେଇଛି, ସେତିକି ଚିନ୍ତା ସୃଷ୍ଟି କରିଛି ସେ ଆଗକୁ ସାମ୍ନା କରିବାକୁ ଥିବା ଜଟିଳ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ।

author-image
Santosh Kumar Sahoo

ଆଉ ଦିନକ ପରେ ସୁନୀତା ୱିଲିୟମ୍ସଙ୍କ ପୃଥିବୀ ବାହୁଡ଼ା। ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍। ଦୀର୍ଘ ୯ ମାସ ମହାକାଶରେ କାଟିବା ପରେ, ମାଟିକୁ ଛୁଇଁବେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀ। ୬୦ ବର୍ଷୀୟା ସୁନୀତା ପୃଥିବୀକୁ ଫେରିବା ଖବର ବିଶ୍ବବାସୀଙ୍କୁ ଯେତିକି ଆଶ୍ବସ୍ତି ଦେଇଛି, ସେତିକି ଚିନ୍ତା ସୃଷ୍ଟି କରିଛି ସେ ଆଗକୁ ସାମ୍ନା କରିବାକୁ ଥିବା ଜଟିଳ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ। କାରଣ ମହାକାଶ ମନକୁ ରୋମାଞ୍ଚିତ କରେ ସିନା, ହେଲେ ଶରୀର ଉପରେ ପକାଏ ଅନେକ କୁପ୍ରଭାବ। ନଜର ପକାନ୍ତୁ ସୁନୀତାଙ୍କ ଘରବାହୁଡ଼ା ସମୟ ସୂଚୀ ଓ ସମ୍ଭାବ୍ୟ ସ୍ବାସ୍ଥ୍ୟ ସମସ୍ୟା ଉପରେ।

Advertisment
Sunita Williams NASA
Advertisment
Advertisment