Advertisment

ସରିଲା ଅପେକ୍ଷା, ଫେରୁଛନ୍ତି ସୁନୀତା !

ଗତ ୯ ମାସ ଧରି ମହାକାଶରେ ଫସିରହିଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ଆମେରିକାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର ।

author-image
Santosh Kumar Sahoo

ଧୀରେ ଧୀରେ ସ୍ପଷ୍ଟ ହେଉଛି ସୁନୀତାଙ୍କ ଫେରିବା ବାଟ । ଖୁବ୍‌ ଶୀଘ୍ର ପୃଥିବୀକୁ ଫେରୁଛନ୍ତି ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ । ସୁନାତା ଓ ବୁଚ୍ ୱିଲ୍ମୋର ପୃଥିବୀକୁ ଫେରିବା ନେଇ ନାସା କ୍ରୁ-10 ମିଶନକୁ ଲଞ୍ଚ କରିସାରିଛି । ଭାରତୀୟ ସମୟ ଶନିବାର ଭୋର ୪ଟା ୩୩ ମିନିଟ୍‌ରେ ଏହି ମିଶନକୁ ନାସା ଲଞ୍ଚ କରିଥିବା କୁହାଯାଉଛି ।

Advertisment
International Space Station Sunita Williams NASA
Advertisment
Advertisment