ରେଭେନ୍ସାଙ୍କ ନାଁରେ ଅନୁଷ୍ଠାନ କଥା କହିଲା ବେଳେ ଇଙ୍ଗିତ କଲେ ଭର୍ତ୍ତୃହରି। କେବଳ ଅନୁମତି ପାଇବାକୁ ଇଂରେଜଙ୍କ ନାଁରେ ଅନୁଷ୍ଠାନ କରାଯାଉଥିଲା। ଆଜି ବି ଆମ ସମାଜରେ ଏମିତି କିଛି ଶାସକ ବର୍ଗ ଅଛନ୍ତି ଯିଏ ଚାହାଁନ୍ତି ସବୁ କିଛି ତାଙ୍କ ନାଁରେ ହେଉ।
ଅନେକ ରାଜ୍ୟର ଅବକାରୀ ନିୟମକୁ ନିଜ ଢଙ୍ଗରେ ଚଳାଉଥିଲେ ଧିରଜ, ଗାନ୍ଧି ପରିବାର ସହ ଫଟୋ ଉଠାଇ ବେପାର କରୁଥିଲେ ଧିରଜ। ଏମିତିକି ଗାନ୍ଧି ପରିବାରର ବେଶ୍ ନିକଟତର ଥିଲେ।
ସବୁଠାରୁ ବଡ଼ କଥା ହେଉଛି ଗତ ଶୁକ୍ରବାର ସନ୍ଧ୍ୟାରେ ଏହି ଖବର ଆସିବା ପରେ MIଙ୍କ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ତୀବ୍ର ପ୍ରତିକ୍ରିୟା। ବିଶେଷ କରି ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ତାଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ୍ ଲିମିଟେଡ୍ ଲିଙ୍କରେ ଏହି ଚଢ଼ାଉ କରାଯାଇଥିବାର ସୂଚନା ମିଳିଛି। ଶକ୍ତି ମଲ୍ଟିଏୟାର ଏଣ୍ଡ ଲିମୋନେଡ଼ କମ୍ପାନୀ ୨୦୧୨ ମେ’ରୁ ଆଲକହଲ ଓ ନନ୍ ଆଲକହଲ ପାନୀୟ ପ୍ରସ୍ତୁତ କାର୍ଯ୍ୟ କରି ଆସୁଛି।
ଓଡ଼ିଶା ସମେତ ସାରା ଦେଶରେ ଗରିବୀ କମିଛି। ଲୋକଙ୍କ ପାଖକୁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ପଠାଇଛନ୍ତି। ତେଣୁ ଓଡ଼ିଶାରେ ଓ ଦେଶରେ ଲୋକଙ୍କ ମନରେ ପ୍ରଧାନମନ୍ତ୍ରୀ ମୋଦି ଅଛନ୍ତି।
ବୟସ ବଢିଗଲାଣି ବୋଲି ସିନା କାନକୁ ଶୁଣାଯାଉନି। ହେଲେ ସାଇକେଲ ପ୍ୟାଡେଲରେ ଏବେ ବି ଧାଇଁ ଧାଇଁ ଚାଲୁଛି ଗୋଡ଼। ତୀକ୍ଷ୍ମ ଦୃଷ୍ଟି, ଅମାପ ଜ୍ଞାନ, ଆଉ ଧୈର୍ଯ୍ୟ ଏତେ ଯେ ସାମ୍ନାରେ କୌଣସି ଯୁବକ ବି ଫେଲ୍ ମାରିବେ। ଚାଷ ଠାରୁ ବଇଦ ପାଠ। ସବୁଥିରେ ସେ...
ମୋ ପରିବାର ଶହେ ବର୍ଷ ହେବ ମଦ ପ୍ରସ୍ତୁତି ଓ ବ୍ୟବସାୟରେ ସମ୍ପୃକ୍ତ ରହିଛି। ମଦ ବ୍ୟବସାୟରେ ସବୁ ନେଣଦେଣ ନଗଦ ଟଙ୍କା ବା କ୍ୟାଶ୍ ଆକାରରେ ହୋଇଥାଏ । ତେଣୁ ଏସବୁ ସେହି ଟଙ୍କା ।
ଗୁଗୁଲ୍ ସିନା ଦେଲା ତିକ୍ତ ଅନୁଭୁତି, ଗାଁ ପିଲାଙ୍କ ପାଖରୁ କିନ୍ତୁ ପାଇଗଲେ ମଧୁର ସ୍ମୃତି। ଗୁଗୁଲ୍ ମ୍ୟାପ୍ ଦେଖି ବାଟହୁଡ଼ି ଯାଇଥିବା ବିଦେଶୀ ପର୍ଯ୍ୟଟକ ବିଲ୍ୟୁ ଓରଫ୍ ମାର୍ସଲ୍ କେବେ ବି ଭୁଲିପାରିବେନି ଓଡ଼ିଶାକୁ, ଓଡ଼ିଆଙ୍କୁ ଏବଂ ଓଡ଼ିଆଙ୍କ ଖାଦ୍ୟ ପରମ୍ପରାକୁ।
ତିନି ବର୍ଷ ପରେ ବସିଲା ବିଜେଡି କାର୍ଯ୍ୟକାରଣୀ। ପ୍ରଥମ ଥର ପାଇଁ ଶଙ୍ଖଭବନରେ ବସିଥିବା ବୈଠକରେ କେନ୍ଦ୍ର ଅବହେଳାକୁ ପୁଣି ମୁଦ୍ଦା କରିବାକୁ ଦଳ ନେଲା ନିଷ୍ପତ୍ତି। ତେବେ କେନ୍ଦ୍ର ବିରୋଧରେ କଡ଼ା ପ୍ରତିବାଦ କେବଳ ଅନୁରୋଧରେ ସୀମିତ ରହିବ।
ମହିଳା ବିଚାରପତିଙ୍କ ଇଛା ମୃତ୍ୟୁ ଆବେଦନ। ଯୌନ ଉତ୍ପୀଡନର ଶିକାର ଉତ୍ତରପ୍ରଦେଶର ମହିଳା ବିଚାରପତି, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡଙ୍କୁ ଆତ୍ମହତ୍ୟା ଅନୁମତି ମାଗିବାକୁ ନେଇ ଚର୍ଚ୍ଚା।
ଭିଏଲଟିଡିକୁ ଟ୍ୟାମ୍ପର ବା ଛେଡଛାଡ଼ କରାଯାଇପାରିବ ନାହିଁ। ମୋବାଇଲ ନେଟ୍ୱାର୍କ ନ ଥିବା ଅଞ୍ଚଳରେ ବି ଏହି ଡିଭାଇସ ଗାଡ଼ିର ଗତିବିଧିକୁ ରେକର୍ଡ କରି ରଖିବ।
ପୁରୀ ପ୍ରଶାସନର ଯୁକ୍ତି- ଏବେ ପର୍ଯ୍ୟଟକ ଓ ଭକ୍ତମାନେ ଶ୍ରୀମନ୍ଦିରକୁ କେବଳ ବଡ଼ଦାଣ୍ଡ ଦେଇ ଯାଉଛନ୍ତି। ସେଥିପାଇଁ ପ୍ରବଳ ଗହଳି ହେଉଛି ଓ ଗୁରୁତର ଟ୍ରାଫିକ୍ ସମସ୍ୟା ଉପୁଜୁଛି । ତେଣୁ ସେଥିରୁ ମୁକ୍ତି ପାଇଁ ବଡ଼ଦାଣ୍ଡ ଭଳି ଆଉ ଏକ ସମାନ୍ତରାଳ ରାସ୍ତା ଜରୁରୀ ଥିଲା।
ନୂଆବର୍ଷ ଆରମ୍ଭରୁ ଏହାକୁ କଡ଼ାକଡ଼ି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଥିବା ବେଳେ ଶ୍ରୀମନ୍ଦିର ଭିତରେ ପରିଷ୍କାର ଓ ସ୍ୱଚ୍ଛତା ଆଣିବାକୁ ଏହି ପ୍ରୟାସ ପୁର୍ନବାର ଆରମ୍ଭ ହୋଇଛି।
ଭିଏଲଟିଡିକୁ ଟ୍ୟାମ୍ପର ବା ଛେଡଛାଡ଼ କରାଯାଇପାରିବ ନାହିଁ। ମୋବାଇଲ ନେଟ୍ୱାର୍କ ନ ଥିବା ଅଞ୍ଚଳରେ ବି ଏହି ଡିଭାଇସ ଗାଡ଼ିର ଗତିବିଧିକୁ ରେକର୍ଡ କରି ରଖିବ। ନେଟୱର୍କ ଅଞ୍ଚଳକୁ ଆସିବା ମାତ୍ରେ କମାଣ୍ଡ ସେଣ୍ଟରକୁ ତଥ୍ୟ ପ୍ରେରଣ କରିବ।
ବିଧିବଦ୍ଧ ଭାବେ ନାମକରଣ ହୋଇନଥିଲେ ବି ଏହାକୁ କୁହାଯାଉଛି ଶ୍ରୀଦାଣ୍ଡ। ୭୫୦ ମିଟର ଲମ୍ବ ଓ ୪୦ ଫୁଟ ଚଉଡ଼ାର ଏ ରାସ୍ତା ପାଇଁ ଆବଶ୍ୟକ ହେଉଥିବା ମୋଟ୍ ଜମିରୁ ୬୮ ପ୍ରତିଶତ ଜଗନ୍ନାଥ ମନ୍ଦିର ଓ ସରକାରୀ ଏବଂ ବାକି ୩୨ ପ୍ରତିଶତ ଘରୋଇ ଜମି।
ତିନି ବର୍ଷ ପରେ ବସିଲା ବିଜେଡି କାର୍ଯ୍ୟକାରଣୀ। ପ୍ରଥମ ଥର ପାଇଁ ଶଙ୍ଖଭବନରେ ବସିଥିବା ବୈଠକରେ କେନ୍ଦ୍ର ଅବହେଳାକୁ ପୁଣି ମୁଦ୍ଦା କରିବାକୁ ଦଳ ନେଲା ନିଷ୍ପତ୍ତି। ତେବେ କେନ୍ଦ୍ର ବିରୋଧରେ କଡ଼ା ପ୍ରତିବାଦ କେବଳ ଅନୁରୋଧରେ ସୀମିତ ରହିବ।
ରୋହିତ ଶର୍ମା ୨୦୧୩ରେ ପ୍ରଥମ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ୫ଟି ଆଇପିଏଲ ଟ୍ରଫି ହାତେଇଥିଲା।
ବୁଧବାର ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିରରେ ବଡ଼ ସୁରକ୍ଷା ବିଭ୍ରାଟ ପଛର ରହସ୍ୟ ଭେଦିବାକୁ ଚାଲିଛି ଚେଷ୍ଟା। ୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରୁଛନ୍ତି ଦିଲ୍ଲୀ ପୋଲିସ୍ ଓ ଗୃହ ମନ୍ତ୍ରାଳୟର ହାଇଲେବଲ୍ ତଦନ୍ତ କମିଟି। ଗିରଫ ଅଭିଯୁକ୍ତଙ୍କୁ ପାତିଆଲା ହାଉସ୍ କୋର୍ଟରେ ହାଜର...
ଉଠା ଜଳସେଚନ ନିଗମରୁ ବୋରୱେଲ୍ ପାଇବାକୁ ବ୍ୟାଙ୍କରେ ଚାଷୀଙ୍କ ଲମ୍ବା ଲାଇନ୍। ଅଭିଯୋଗ, କେବଳ ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କରେ ଆକାଉଣ୍ଟ କରି ଆବେଦନ କରିବାକୁ ନିୟମ ଥିବାରୁ ପ୍ରବଳ ଗହଳି ହେଉଛି....
ଭାବିଥିଲେ ଗୁଗୁଲ୍ ମ୍ୟାପ୍ ଦେଖି ଲକ୍ଷ୍ୟସ୍ଥଳରେ ପହଞ୍ଚିବେ, ଆଉ ମନଭରି ପ୍ରାକୃତିକ ଦୃଶ୍ୟରାଜିର ଉପଭୋଗ କରି ଭଲରେ ଭଲରେ ସ୍ବଦେଶ ଫେରିଯିବେ। ସେଥିପାଇଁ ଧାଇଁ ଆସିଥିଲେ ସୁଦୂର ଫ୍ରାନ୍ସର ଜଣେ ପର୍ଯ୍ୟଟକ। କିନ୍ତୁ ଦୁର୍ଭାଗ୍ୟ, ବାଟ ହୁଡ଼ାଇଦେଲା ଗୁଗୁଲ ମ୍ୟାପ୍...