ଧର୍ମେନ୍ଦ୍ରଙ୍କ ଗଣିତ, ରାଜ୍ୟ ରାଜ୍ୟନୀତିରେ ହଟ ଚମଟ। ଦୃଢ଼ ଭାବେ କହିଛନ୍ତି, ୨୦୨୪ରେ ଓଡ଼ିଶାରେ ବିଜେପି ପାଇବ ୧୫ଟି ସାଂସଦ ସିଟ୍ ଆଉ ଭୋଟ୍ ପ୍ରତିଶତ ପହଞ୍ଚିବ ୪୫ ପ୍ରତିଶତରେ....
ଶିଶୁଟିର ପରିଚୟ ଖୋଜିବା ପାଇଁ ଛାନଭିନ ଚଳାଇଛି ପୋଲିସ । ଜିଅନ୍ତା ଛୁଆଟିକୁ ବୋରୱେଲ ଭିତରେ କିଏ ମରିବା ପାଇଁ ଛାଡ଼ି ଦେଇଯାଇଥିଲା, ତାର ପତ୍ତା ଲଗାଇବାକୁ ଚେଷ୍ଟା କରୁଛି । ଆଖପାଖ ଅଞ୍ଚଳରେ ଥିବା ଗାଁ ଓ ଜନବସତିକୁ ଯାଇ ପଚରାଉଚରା କରାଯାଇଥିବା ସୂଚନା ମିଳିଛି ।
ଗଭୀର ନଳକୂପ ଯୋଜନାରେ ଆବେଦନ ପାଇଁ ବ୍ୟାଙ୍କରେ ଲାଗିଛି ଲମ୍ବା ଲାଇନ। ଡିସେମ୍ବର ୧୬ ଶେଷ ତାରିଖ ହୋଇଥିବାରୁ ଗତ କିଛି ଦିନ ହେଲା ବିଭିନ୍ନ ଜିଲ୍ଲାରେ ଥିବା ୟୁନିଅନ ବ୍ୟାଙ୍କରେ ଦେଖିବାକୁ ମିଳୁଛି ଚାଷୀଙ୍କ ଏଭଳି ଗହଳି।
ଗତକାଲି ଲୋକସଭାରେ ଦୁଇ ଯୁବକଙ୍କ ଆତଙ୍କ ସୃଷ୍ଟିକାରୀ ଆଚରଣ ପରେ ଆଜି ସିଧା ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଘଟଣାରେ ଗୃହମନ୍ତ୍ରୀଙ୍କ ବୟାନ ସାଙ୍ଗକୁ ଇସ୍ତଫା ଓ ଅଭିଯୁକ୍ତ ସାଗର ଶର୍ମାକୁ ଭିଜିଟର୍ସ ପାସ୍ ପ୍ରଦାନ କରିଥିବା ମହୀଶୂର ବିଜେପି ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡ଼ି ବସିଛନ୍ତି।
ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ ହୋଇଥିବା ସାଂସଦ ମଧ୍ୟରୁ କଂଗ୍ରେସର ୯ ଜଣ, ସିପିଏମର ୨, ସିପିଆଇର ଜଣେ ଏବଂ ଡିଏମକେର ଜଣ ସାଂସଦ ଅଛନ୍ତି। ସେହିପରି ରାଜ୍ୟସଭାରୁ ଟିଏମସି ସାଂସଦ ଡେରିକ୍ ଓବ୍ରେନଙ୍କୁ ବି ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବନ କରିଛନ୍ତି ଅଧ୍ୟକ୍ଷ ଜଗଦୀପ ଧନକଡ଼ ।...
ବିରାଟ କୋହଲି ସେୟାର କରିଥିବା ଫଟୋରେ ଏକ କ୍ୟାପସନ୍ ମଧ୍ୟ ଲେଖିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି କି ସେ ‘ମକ୍ ଚିକେନ୍ ଟିକ୍କା’ ଖାଉଛନ୍ତି। ଆମେ ଆପଣଙ୍କୁ କହି ରଖିବାକୁ ଚାହୁଁ କି ଏହାର ନାମ କେବଳ ‘ମକ୍ ଚିକେନ୍ ଟିକ୍କା’ କିନ୍ତୁ ବାସ୍ତବରେ ଏଥିରେ ଚିକେନ୍ ନଥାଏ।...
ମୁଖ୍ୟମନ୍ତ୍ରୀ ରେବନ୍ଥ କୌଣସି ବଡ଼ ରାଜନୖତିକ କିକବ୍ୟାକ୍ ଥିବା ବ୍ୟକ୍ତିତ୍ୱ ନୁହଁନ୍ତି। ବରଂ ସେ ଜଣେ ସାଧାରଣ ଚାଷୀ ଘରର ପିଲା। ଯାହାଙ୍କ ଯାତ୍ରା ଜଣେ ସାଧାରଣ ପେଣ୍ଟରରୁ ଆରମ୍ଭ ହୋଇ ମୁଖ୍ୟମନ୍ତ୍ରୀ ଚଉକି ପର୍ଯ୍ୟନ୍ତ ଗଲାଣି।
ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ସୋସିଆଲ ମିଡିଆରେ ବନ୍ଧୁତ୍ୱ ପରେ ୬ ଜଣ ଯାକ ୪ ବର୍ଷ ହେଲା ପରସ୍ପରକୁ ଜାଣିଥିଲେ । ସେମାନେ ଗୁରଗାଓଁର ଗୋଟିଏ ଘରେ ରହି ଗତ ୩ ମାସ ହେଲା ଏହାର ପ୍ଲାନିଂ କରୁଥିଲେ ।
ଏହାସହ ମେକ୍ ଇନ୍ ଓଡ଼ିଶାରେ ୨୦୧୮ରେ ଡିଷ୍ଟ୍ରିଲାରି ପ୍ରକଳ୍ପ ପାଇଁ ପ୍ରସ୍ତାବ ଆସିଥିଲା ଆଉ ତାକୁ ଅଗଷ୍ଟ ୨୦୧୯ ସୁଧା ସମସ୍ତ ପ୍ରକାର କ୍ଲିୟରାନ୍ସ ଦେଇ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ଅନ୍ୟ ପ୍ରକଳ୍ପ ଅପେକ୍ଷା ଏହି ପ୍ରକଳ୍ପରେ କାହିଁକି ଏତେ ଦ୍ରୁତ ପଦକ୍ଷେପ ବୋଲି ପ୍ରଶ୍ନ କରିଛି ଦଳ।
ଗଞ୍ଜାମରେ ବ୍ରହ୍ମପୁର ଓ ଛତ୍ରପୁର ଭଳି ଦୁଇଟି ଅବକାରୀ ଜିଲ୍ଲା ରହିଛି । ବ୍ରହ୍ମପୁର ଅବକାରୀ ଜିଲ୍ଲାରେ ୨୫ଟି ଦେଶୀ ମଦଭାଟି ଥିବା ବେଳେ ଛତ୍ରପୁର ଅବକାରୀ ଜିଲ୍ଲାରେ ଚାଲିଛି ୪୭ଟି ଭାଟି।
ଆଜିର ଘଟଣା ପରେ ଚର୍ଚ୍ଚାକୁ ଆସିଛି ଭିଜିଟର୍ସ ପାସ୍ ପ୍ରସଙ୍ଗ। କାରଣ ସାଂସଦଙ୍କ ଭିଜିଟର୍ସ ପାସ୍ ଜରିଆରେ ଯୁବକମାନେ ସଂସଦ ଭବନରେ ପ୍ରବେଶ କରିଥିଲେ। ତେବେ ଏହି ଭିଜିଟର୍ସ ପାସ୍ କ’ଣ ଓ ଏହା କିପରି ଦିଆଯାଇଥାଏ।
ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ସୁରକ୍ଷାରେ ପୁଣି ବଡ଼ ଗଡ଼ବଡ଼ି। କଡ଼ା ସୁରକ୍ଷା ବଳୟକୁ ବେଖାତିର୍। ସଂସଦ ଭିତରେ ପଶି ଦୁଇ ଯୁବକଙ୍କ ଆତଙ୍କରାଜ୍। ଲୋକସଭାର ଶୂନ୍ୟକାଳ ଚାଲିଥିଲା, ହଠାତ୍ ଦର୍ଶକ ଗ୍ୟାଲେରୀରୁ ଝପଟି ଆସିଥିଲେ ଦୁଇ ଅଜ୍ଞାତ ଯୁବକ।
ଥାନାରେ ଏହି ମାମଲାର ଆପୋଷ ବୁଝାମଣା ହେବା ସହ ପଞ୍ଚାୟତର ନିଷ୍ପତ୍ତି କ୍ରମେ ସୁରେନ୍ଦ୍ର ତାଙ୍କ ପ୍ରେମିକାକୁ ବିବାହ କରିବେ। ଏବଂ ସୁରେନ୍ଦ୍ରଙ୍କ ସାନ ଭାଇ ତାଙ୍କ ପାଇଁ ସ୍ଥିର ହୋଇଥିବା ଯୁବତୀଙ୍କୁ ବିବାହ କରିଥିଲେ ।
ଆସନ୍ତା ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ। ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷାକୁ ମନିଟରିଂ କରିବ AI କ୍ୟାମେରା
ସ୍ୱିଗି ପରି ଫୁଡ୍ ଡେଲିଭରି ସଂସ୍ଥାକୁ ଡ୍ରଗ୍ସ ମଗାଇବାରେ ବ୍ୟବହାର କରାଯାଉଛି । ସେମାନେ ଯୋଗାଉଥିବା ପ୍ୟାକେଟରେ କ’ଣ ଅଛି, ତାହା ପଚାରିବାର ଅଧିକାର ସ୍ୱିଗିର ନାହିଁ । ପୂର୍ବରୁ କେବଳ ସହରରେ ଡ୍ରଗ୍ସ ମିଳୁଥିଲା । ହେଲେ ତାହା ଏବେ ଉପାନ୍ତକୁ ବ୍ୟାପିଲାଣି ।
ଛତିଶଗଡ଼ ନାରାୟଣପୁର ଛୋଟାଙ୍ଗୋଙ୍ଗର ଜଙ୍ଗଲରେ ବିସ୍ଫୋରଣ। CRPF ୯ମ ବାଟାଲିୟନର କନଷ୍ଟେବଳ କମଲେଶ ସାହୁ ସହିଦ
ଡିସେମ୍ବର ୬ ତାରିଖ ରାତି ୧୦ଟାରୁ ୧୦.୧୫ ମଧ୍ୟେର ଏହି ଘଟଣା ସାମ୍ନାକୁ ଆସିଥିଲା। ଏସ୍ଏଫ୍ ଗୁପ୍ତା ରାତ୍ରୀ ସମୟରେ ମହିଳାଙ୍କ ସୁରକ୍ଷା ପାଇଁ ସେହି ଟ୍ରେନ୍ରେ ଜଣେ ମାତ୍ର ସୁରକ୍ଷାକର୍ମୀ ଭାବେ ନିୟୋଜିତ ଥିଲେ। ତେବେ ଏହି ସମୟରେ ଜଣେ ମହିଳାଙ୍କ ସହ ଟ୍ରେନ୍ରେ ନାଚୁଥିବାର ଭିଡିଓ...
ବିଷ୍ଣୁଦେଓ ସାଏ ହେଉଛନ୍ତି ଛତିଶଗଡ଼ର ଜଣେ ଜଣାଶୁଣା ଆଦିବାସୀ ଚେହେରା। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ପ୍ରଥମ ସରକାରରେ ସେ ମନ୍ତ୍ରୀ ଥିଲେ। ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ସେ ଛତିଶଗଡ଼ ବିଜେପି ରାଜ୍ୟ ସଭାପତି ଦାୟିତ୍ୱ ତୁଲାଇଥିଲେ।
ଏହି ଦୀପଦାନ ସମାରୋହ ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏକ ଲକ୍ଷ ଦୀପ ଜଳାଯିବ। ଆସନ୍ତା ୧୨ ତାରିଖ ଦେବଦୀପାବଳିରେ ଏକ ଲକ୍ଷ ଦୀପଦାନ କରାଯିବ ।
ବିନା ଦୋଷରେ ଜେଲ୍ ଦଣ୍ଡ ଭୋଗିବା ପରେ ଅମିତଙ୍କ ମନୋବଳ ଭାଙ୍ଗିନଥିଲା। ଦୁଇ ବର୍ଷ ଜେଲ୍ରେ ରହିବା ପରେ ୨୦୧୩ରେ ଜାମିନରେ ଆସିଥିଲେ ଅମିତ୍। ଜାମିନ୍ରେ ଆସି ସେ ବିଏ ଏଲ୍ଏଲ୍ବି ଓ ଏଲ୍ଏଲ୍ଏମ୍ ପଢ଼ିଥିଲେ ।