ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ ଖଲାରି ଥାନା ଅନ୍ତର୍ଗତ ଏକୱାରି ଗ୍ରାମରୁ ଜଣେ ଆହତ ମହିଳା ନକ୍ସଲକୁ ଗିରଫ କରିଛି ନବରଙ୍ଗପୁର ପୋଲିସ ।
ବରଯାତ୍ରୀଙ୍କୁ ନେଇ ଫେରୁଥିବା ଏକ କାର ଦ୍ରୁତ ଗତିରେ ଆସିଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା। ଯାହାଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଗତକାଲି ୧୩ଟି ପଏଣ୍ଟରେ ନିଆଁ ଲାଗିଥିବା ବେଳେ ଏହା ଏବେ ୩୦ରୁ ଅଧିକ ପଏଣ୍ଟ ଅର୍ଥାତ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି ।
ଗତ ୨୦୧୪ ନିର୍ବାଚନ ଭଳି ଏଥର ମୈଦାନରେ ଦୁଇ ପୁରୁଖା ନେତା । ୨୦୧୪ରେ ଦୁଇ ନେତା ଦିଲୀପ ରାୟ ଓ ସାରଦା ପ୍ରସାଦ ନାୟକ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। କିନ୍ତୁ ସେଥିରେ ଦିଲୀପ ବାଜି ମାରିନେଇଥିଲେ।
ଜାଣିଶୁଣି କଂଗ୍ରେସକୁ ଦୁର୍ବଳ କରାଯାଉଥିବା ଅଭିଯୋଗ କରି କଂଗ୍ରେସ ଭବନ ଗେଟ୍ରେ ତାଲା ପକାଇଛନ୍ତି ଯୁବ କଂଗ୍ରେସ କର୍ମୀ ।
ପ୍ରବୋଧଙ୍କ ଟିକେଟ କାଟି ଦେବେନ୍ଦ୍ର ଭିତରିଆଙ୍କ ନାଁ ଘୋଷଣା କରିଥିଲା ଦଳ। ଯେଉଁଥିପାଇଁ ଅପମାନ ହୋଇଥିବା ଦର୍ଶାଇ ପ୍ରବୋଧ ତିର୍କୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।
CFS ପକ୍ଷରୁ ଦିଆଯାଇଥିବା ଏହି ବିବୃତ୍ତି ଉପରେ ଉଭୟ ଏମଡିଏଚ୍ ଏବଂ ଏଭରେଷ୍ଟ ମସଲା ପକ୍ଷରୁ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।
ଝାରସୁଗୁଡ଼ା ଲଖନପୁର ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି । ଗତକାଲି ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ, ଆଜି ବାକି ୭ ନିଖୋଜଙ୍କ ମୃତଦେହ ପାଣିତଳୁ ଉଦ୍ଧାର କରାଯାଇଛି ।
ନବୀନଙ୍କ ସହ ସାମ୍ନାସାମ୍ନି ଲଢିବ ବିଜେପି । ଓଡ଼ିଆ ଭାଷା, ସଂସ୍କୃତି ଓ ଅସ୍ମିତା ପାଇଁ ହେବ ଲଢେଇ ।
ବରିଷ୍ଠଙ୍କୁ କାଟିଲେ, ମହିଳାଙ୍କୁ ଦେଲେ । ବିଦ୍ରୋହକୁ ପ୍ରଶମିତ କରିବାକୁ ବିଜେଡି ଖେଳିଲା କି ମହିଳା କାର୍ଡ ? ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫ ଜଣ ଟାଣୁଆ ବିଧାୟକଙ୍କ ଟିକଟ୍ କାଟିଛି ବିଜେଡି।
୬ ଥରର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଅମର ଶତପଥୀଙ୍କ ଟିକେଟ୍ କାଟିଛି ବିଜେଡି। ଅମରଙ୍କ ବଦଳରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ପ୍ରାର୍ଥୀ କରିଛି ଦଳ ।
ପୁରୀ ନିମାପଡ଼ା ବାରବାଟୀ ପଡ଼ିଆରେ ନିଜ ସମର୍ଥକଙ୍କ ସହ ବିରାଟ ସମାବେଶ କରିଛନ୍ତି ସମୀର ଦାଶ । ଏହି ସମାବେଶ ଜରିଆରେ ସେ ଶକ୍ତି ପ୍ରଦର୍ଶନ ମଧ୍ୟ କରିଛନ୍ତି ।
ନିଜର ପ୍ରିୟ ଖେଳାଳି ଧୋନିଙ୍କଠାରୁ ଏହି ଉପହାର ପାଇବା ପରେ ମେହେର କହିଛନ୍ତି, ‘ମୁଁ ମଧ୍ୟ ଦିନେ ଭାରତ ପାଇଁ କ୍ରିକେଟ ଖେଳିବି।
ଏପରିକି ୪ ଦ୍ୱାର ନ ଖୋଲିଲେ ଆମରଣ ଅନଶନ ଚେତାବନୀ ମଧ୍ୟ ଦେଇଛନ୍ତି ଦାମୋଦର ମହାସୁଆର ।
ଜେଡ୍ଏଚ୍ଏଲ୍ ପକ୍ଷରୁ ଏହାର କର୍ମଚାରୀମାନଙ୍କ ୧୫ ଜଣ ପ୍ରତିଭାଶାଳୀ ପିଲାଙ୍କୁ ସମ୍ମାନିତ କରାଯାଇଛି ଯେଉଁମାନେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସର୍ବୋତ୍ତମ ପ୍ରଦର୍ଶନ କରିଛନ୍ତି ।
ଟ୍ରାଫିକ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ AC ହେଲମେଟ୍ ପ୍ରଦାନ କରିଛନ୍ତି ପୋଲିସ କମିଶନର। ଏହି ଏସି ହେଲମେଟ୍ ବ୍ୟାଟେରୀ ଦ୍ୱାରା ଚାର୍ଜ ହେବ ।
କର୍ମଚାରୀମାନେ କମ୍ପାନୀ ଛାଡ଼ିବା ଦିଗରେ ଏହି AI ଟୁଲ୍ ମ୍ୟାନେଜରମାନଙ୍କୁ ସାହାଯ୍ୟ କରିବ ।
ରାଜ୍ୟକୁ ଏବେ ଘାରିଛି ଆଳୁ ଚିନ୍ତା । ଦରବୃଦ୍ଧିକୁ ବଳିଯାଇଛି ଆଳୁର ଅଭାବନୀୟ ସ୍ଥିତି । କାରଣ ପଶ୍ଚିମବଙ୍ଗରୁ ଯେଉଁ ଆଳୁ ଆସୁଥିଲା, ତା’ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ ବ୍ୟବସାୟୀ ।
ଭାରତୀୟ ବାୟୁସେନା C-17 ଗ୍ଲୋବ୍ ମାଷ୍ଟର ବିମାନ ମାଧ୍ୟମରେ ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ଫିଲିପାଇନ୍ସ ମେରାଇନ୍ କର୍ପସକୁ ହସ୍ତାନ୍ତର କରିଛି।
ଏବେ ଧଡ଼ାଧଡ଼ ଗଡ଼ିବ ମାଓବାଦୀଙ୍କ ମୁଣ୍ଡ । ଆତ୍ମସମର୍ପଣ ନ କଲେ ଟଳିବାକୁ ପଡ଼ିବ ସୁରକ୍ଷାକର୍ମୀଙ୍କ ଗୁଳିରେ। କାଙ୍କେର୍ ସୁଟ୍-ଆଉଟ୍ ପରେ ଜୋରଦାର ହୋଇଛି ଅପରେସନ୍ ପ୍ରହାର ।