• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

Bhartruhari Mahtab
ବିଜେଡି ଛାଡ଼ିଲେ ୬ ଥରର ସାଂସଦ ଭର୍ତ୍ତୃହରି ମହତାବ

ବିଜେଡି ଛାଡ଼ିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ପ୍ରେସ୍‌ମିଟ୍‌ କରି ସେ କହିଛନ୍ତି ଯେ, ତାଙ୍କ ଇସ୍ତଫା ପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି।

Pak Economy Crisis
ପାକିସ୍ତାନର ବଡ଼ ଫଇସଲା, ମାଗଣାରେ କାମ କରିବେ ଲୋକ ପ୍ରତିନିଧି

ଦେଶ ସଙ୍କଟ ଦେଇ ଗତି କରୁଥିବାରୁ ଶେହବାଜ ସରିଫ୍‌ ଏବଂ ତାଙ୍କ କ୍ୟାବିନେଟ ମନ୍ତ୍ରୀମାନେ ଦରମା ଏବଂ ଅନ୍ୟାନ୍ୟ ଭତ୍ତା ନ ନେବାକୁ ନିଷ୍ପତ୍ତି ନେଇଛନ୍ତି।

Electoral Bond
ସୁପ୍ରିମକୋର୍ଟଙ୍କ ତାଗିଦ୍‌ ପରେ ଚେତିଲା SBI, ଇଲେକ୍ଟୋରାଲ ବଣ୍ଡ ନେଇ ECIଙ୍କୁ ଦେଲା ସବୁ ତଥ୍ୟ

ଇଲେକ୍ଟୋରାଲ ବଣ୍ଡ ନେଇ ସମସ୍ତ ତଥ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିଛି SBI।

footwear made from his skin
ଥିଲେ ଦୁର୍ଦ୍ଦାନ୍ତ ଅପରାଧୀ... ରାମାୟଣ ପଢ଼ି ବଦଳିଗଲା ଜୀବନ...ମା’ଙ୍କୁ ଦେଲେ ନିଜ ଚର୍ମରେ ତିଆରି ଚପଲ

ରାମାୟଣ ପଢ଼ିବା ପରେ ଦୁର୍ଦ୍ଦାନ୍ତ ଅପରାଧୀ ରୈନକ ଗୁଜରଙ୍କ ଜୀବନ ବଦଳି ଯାଇଛି ।

MS Dhoni
IPL ପୂର୍ବରୁ ଅଧିନାୟକ ପଦ ଛାଡ଼ିଲେ ଧୋନି, ଏହି ଖେଳାଳିଙ୍କୁ ଦେଲେ କ୍ୟାପ୍ଟେନ୍ସି ଭାର...

ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଅଧିନାୟକ ପଦ ଛାଡ଼ିଛନ୍ତି ମହେନ୍ଦ୍ର ସିଂ ଧୋନୀ। ଅଚାନକ ଭାବରେ ସେ ଚେନ୍ନାଇର ଅଧିନାୟକ ପଦ ଛାଡ଼ିଛନ୍ତି।

Dream Big
ଛୋଟ ବୟସରେ ବଡ଼ ଆଶା...ବସ୍ତିରେ ରହୁଛି, କିନ୍ତୁ ମୁଁ ବଡ଼ ହେଲେ IAS ହେବି...

ମହମ୍ମଦ ଆଶିକଙ୍କ ସହ ଏକ ବାର୍ତ୍ତାଳାପରେ ନାଗରାଜ ତାଙ୍କ ପାଠ ପଢ଼ା, ଦୈନନ୍ଦିନ କାର୍ଯ୍ୟ ଓ ତାଙ୍କ ଜୀବନର ଲକ୍ଷ୍ୟ ବିଷୟରେ କହିଛନ୍ତି।

ECI
ନିର୍ବାଚନ ପୂର୍ବରୁ ECIଙ୍କ ନିର୍ଦ୍ଦେଶ, ଓଡ଼ିଶାରୁ ବଦଳିବେ ୨ SP ଓ ଜଣେ ଜିଲ୍ଲାପାଳ

ଯେଉଁ ଅଧିକାରୀମାନେ IAS ଓ IPS ନ ହୋଇ ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି ସେମାନଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।

IPL 2024
IPL 2024: ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ, ଚଳିତ ଥର ୩ ଅଧିନାୟକଙ୍କ ପାଇଁ ଅଗ୍ନିପରୀକ୍ଷା

ଆଇପିଏଲର ଆଗାମୀ ସିଜିନ୍‌ରେ ବିଶେଷ ଭାବରେ ତିନିଜଣ ଅଧିନାୟକଙ୍କ ପାଇଁ କଠିନ ପରୀକ୍ଷା ହେବ। ଏହି ଅଧିନାୟକମାନେ ହେଉଛନ୍ତି- ଋଷଭ ପନ୍ଥ, ଶ୍ରେୟସ୍ ଆୟର ଏବଂ ଶୁବମନ ଗିଲ।

Virat Kohli
ଆଇପିଏଲ ପୂର୍ବରୁ ନୂଆ ଲୁକ୍‌ରେ କୋହଲି, ଭାଇରାଲ ହେଉଛି ଫଟୋ

ଆଇପିଏଲ ପୂର୍ବରୁ ନୂଆ ଲୁକ୍‌ରେ ନଜର ଆସିଛନ୍ତି ବିରାଟ କୋହଲି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Imad Wasim
ଲାଇଭ୍‌ ମ୍ୟାଚ୍‌ ବେଳେ ସିଗାରେଟ୍‌ ଟାଣିଲେ ପାକିସ୍ତାନ ଖେଳାଳି, ଭିଡିଓ ଭାଇରାଲ୍

ଫାଇନାଲ ମ୍ୟାଚ୍‌ ସମୟରେ ଯେତେବେଳେ ମୁଲତାନ୍‌ ସୁଲତାନର ସ୍କୋର ୧୭ ଓଭରରେ ୧୨୭ ରନ୍‌ ଥିଲା। ସେ ସମୟରେ ଇମାଦ ଡ୍ରେସିଂ ରୁମ୍‌ରେ ଥିଲେ। ଏହି ସମୟରେ ଯେତେବେଳେ କ୍ୟାମେରା ତାଙ୍କ ଆଡକୁ ଯାଇଥିଲା, ସେ ଧୂମପାନ କରୁଥିବାର ଦେଖିବାକୁ ମିଳିଥିଲା।

Mission South
ମୋଦିଙ୍କ ଦାକ୍ଷିଣାତ୍ୟ ଅଭିଯାନ, ନିର୍ବାଚନ ପୂର୍ବରୁ ତାମିଲନାଡୁରେ ହେଲା BJP-PMK ମେଣ୍ଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଉଥ୍ ମିଶନ ଜାରି ରହିଛି। ତିନି ଦିନ ଧରି ଦକ୍ଷିଣ ଭାରତର ସବୁ ରାଜ୍ୟରେ ନିର୍ବାଚନୀ ରାଲି କରିଛନ୍ତି ମୋଦି।

woman bites off forest official's ear
ଜଙ୍ଗଲରେ ଧୂମପାନ କରୁଥିଲେ ଦମ୍ପତି, ମନା କରିବାରୁ ବନ କର୍ମଚାରୀଙ୍କ କାନ କାମୁଡ଼ି ଦେଲେ ମହିଳା

କିନ୍ତୁ ନିଜ ଭୁଲ ମାନିବା ପରିବର୍ତ୍ତେ ସେମାନେ ଆକ୍ରୋଶର ଜବାବ ଦେଇଥିଲେ ଏବଂ ଚାହୁଁ ଚାହୁଁ ଘଟଣାଟି ହିଂସାତ୍ମକ ରୂପ ନେଇଥିଲା ବୋଲି କହିଛନ୍ତି ୨୨ ବର୍ଷୀୟ ବନ କର୍ମଚାରୀ ବିକାଶ।

Pasupati Paras
କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ପଶୁପତି ପାରସ... କହିଲେ,‘ମୋ ପ୍ରତି ହୋଇଛି ଅନ୍ୟାୟ’

ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରି ପଶୁପତି ନିଜର ଇସ୍ତଫା ଘୋଷଣା କରିଛନ୍ତି। ସେ କହିଛନ୍ତି, 'ମୋର ଏବଂ ମୋ ପାର୍ଟି ପ୍ରତି ଅନ୍ୟାୟ କରାଯାଇଛି ।

Dell
ଘରୁ କାମ କଲେ ମିଳିବନି ପ୍ରମୋସନ୍‌, କର୍ମଚାରୀଙ୍କ ପାଇଁ ନୂଆ ନିୟମ ଜାରି କଲା ଏହି କମ୍ପାନୀ...

କିନ୍ତୁ ଏବେ କର୍ମଚାରୀମାନଙ୍କୁ ନୋଟିସ୍‌ ଦିଆଯାଇଛି କି ଆପଣ ଘରୁ କାମ କରିପାରିବେ କିନ୍ତୁ କମ୍ପାନୀ ଏହି କାମ ବଦଳରେ ଆପଣଙ୍କୁ ପ୍ରମୋସନ୍‌ ଦେବ ନାହିଁ।

IPL
IPL Records: ୭ ବର୍ଷ ପୂର୍ବେ ସବୁଠୁ ବଡ଼ ପରାଜୟର ସାମ୍ନା କରିଥିଲା ଏହି ଟିମ୍‌, ଏପର୍ଯ୍ୟନ୍ତ ବି ଭାଙ୍ଗିନି ରେକର୍ଡ

ଆଇପିଏଲର ୧୬ ବର୍ଷର ଇତିହାସରେ ରନ୍‌ ଦୃଷ୍ଟିରୁ ଏହା କୌଣସି ଦଳ ପାଇଁ ସବୁଠୁ ବଡ଼ ପରାଜୟ। ୧୬ ବର୍ଷ ଭିତରେ ଏତେ ରନ୍‌ ବ୍ୟବଧାନରେ ଆଉ କୌଣସି ଟିମ୍‌ ପରାଜୟ ବରଣ କରିନାହିଁ।

Tiger In Sundergarh
ହଜାରେ କିଲୋମିଟର ଅତିକ୍ରମ କରି ସୁନ୍ଦରଗଡ଼ ଆସିଛି ମହାବଳ, ତିଆରି କରିଛି ନିଜ ଇଲାକା

ଦୀର୍ଘ ବର୍ଷେ ହେଲା ସୁନ୍ଦରଗଡ଼ରେ ମହାବଳ ଥିବା ସଂକେତ ମିଳୁଥିଲା କିନ୍ତୁ କ୍ୟାମେରା ଟ୍ରାପରେ ଆସୁନଥିଲା। ତେବେ ବାଘ ଥିବା ସ୍ପଷ୍ଟ ହେବା ପରେ ସୋସିଆଲ ମିଡ଼ିଆ ଏକ୍ସରେ ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ।

Puri BJD
ନବୀନ ନିବାସରେ ପୁରୀ ନେତାଙ୍କୁ ଡାକି ପ୍ରାର୍ଥୀଙ୍କୁ ଗ୍ରୀନ୍ ସିଗନାଲ

ପୁରୀ ସଂସଦୀୟ କ୍ଷେତ୍ରରୁ ବିଜେଡି ଆରମ୍ଭ କଲା ଟିକେଟ୍ କସରତ। ନବୀନ ନିବାସ ବୈଠକରେ ପ୍ରାର୍ଥୀଙ୍କୁ ଗ୍ରୀନ ସିଗନାଲ୍ ସହିତ ଦିଆଯାଇଛି ଟାସ୍କ।

political hoardings
ସରକାରୀ ଦପ୍ତରରୁ ଛକ ବଜାର, ସବୁଠି ଝୁଲୁଛି ସରକାରୀ ସ୍କିମ୍

ଭୋଟ୍ ବିଗୁଲା ବାଜିଲା, ଆଚରଣ ବିଧି ଲାଗିଲା। ତିନି ଦିନ ବିତିଲାଣି, ତଥାପି ପ୍ରଶାସନ ନିଦ ଭାଙ୍ଗୁନି। ରାସ୍ତାକଡ଼ ହେଉ କି ସରକାରୀ ଦପ୍ତର, ସବୁଠି ଖୋଲାମେଲାରେ ଝୁଲୁଛି ମାଳ ମାଳ ସରକାରୀ ବିଜ୍ଞାପନ ହୋର୍ଡିଂ।

Odisha Politics
ବିଜେପିର ଏକାକୀ ନିର୍ବାଚନ କସରତ

ବଡ଼ ମିଶ୍ରଣ ପର୍ବ ଓ କୋର କମିଟି ବୈଠକ ପରେ ଦିଲ୍ଲୀରେ ମନମୋହନ ।

Vote
ସ୍ୱାଧୀନତାର ୭୫ ବର୍ଷ ପରେ ବି ଅଛି ନାହିଁ ନାହିଁର ଗାଁ

ସ୍ବାଧୀନତାର ୭୫ ବର୍ଷ ପରେ ବି ଅଛି କି, ନାହିଁ ନାହିଁର ଗାଁ। ରହିବାକୁ ଖଣ୍ଡିଏ ପକ୍କା ଘର, ପିଇବାକୁ ବିଶୁଦ୍ଧ ପାଣି ଆଉ ସରକାରଙ୍କ ଯୋଜନା ପହଁଚିବାକୁ ପକ୍କା ରାସ୍ତା, ଏବେବି ଅନେକ ଗାଁ ପାଇଁ ସାତସପନ। ନିର୍ବାଚନ ଆସିଲେ ନେତାଙ୍କ ଗାଁ କଥା ମନେ ପଡ଼େ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।