ରେଳ ଭିତ୍ତିଭୂମି ଏତେ ବଢ଼ାଯିବ ଯେ, ଆଉ ୱେଟିଂ କରିବାକୁ ପଡ଼ିବନି । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ପ୍ରଧାନମନ୍ତ୍ରୀ ଏହି ପ୍ରତିଶ୍ରୁତି ଦେଇଥିବା ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।
ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସୁର ରାଉତରାୟ । କିଛି ଲୋକ ବଦନାମ କରିବାକୁ ଏପରି କରୁଥିବା ସେ କହିଛନ୍ତି । ସେ ଘଟଣା ସମ୍ପର୍କରେ ଜାଣିବା ପରେ ଏହାକୁ ବାହାର କରିବାକୁ କହିଥିଲେ।
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ନିଆଳି ଥାନା ରଘୁନାଥପୁର ଗ୍ରାମରେ।
ଚାର୍ଜସିଟ୍ ଲୋକାର୍ପଣ କରି ବିଜେଡି ଓ ରାଜ୍ୟ ସରକାରଙ୍କୁ ବଡ଼ ପ୍ରଶ୍ନ ପଚାରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ।
କଟକ-ବାରବାଟୀ ବିଧାନସଭା ଆସନରେ ମହମ୍ମଦ ମୋକିମଙ୍କ ସ୍ଥାନରେ ତାଙ୍କ ଝିଅ ସୋଫିଆଙ୍କୁ ପ୍ରାର୍ଥୀ କରିବାକୁ ସହମତି ମିଳିଛି ।
ବିନାୟକ ହିଁ ତାଙ୍କ ପିତା ପ୍ରକାଶ, ମାତା ସୁନନ୍ଦା ଏବଂ ଭାଇ କାର୍ତ୍ତିକଙ୍କୁ ହତ୍ୟା କରିବା ପାଇଁ ୬୫ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ ।
ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ମୁଖପାତ୍ର ଏବଂ ପାନେଲିଷ୍ଟ ଲୁଙ୍ଗି ପିନ୍ଧି ମଞ୍ଚ ଉପରକୁ ଆସିବା ସହ ଫଟୋ ପୋଜ୍ ଦେଇଥିଲେ।
କମିଶନରେଟ ପୋଲିସ ହାତରେ ନକଲି ପୋଲିସ ଗ୍ୟାଙ୍ଗ । ନକଲି ପୋଲିସ ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ।
ବଲାଙ୍ଗିର ବିଜେପିର ସାଂସଦ ପ୍ରାର୍ଥୀ ସଂଗୀତା କୁମାରୀ ସିଂଦେଓ । ଅସମ୍ଭାଳ ଗ୍ରୀଷ୍ମ ପ୍ରବାହକୁ ଦେଖି କେବଳ ପୂର୍ବାହ୍ନ ଆଉ ଅପରାହ୍ନରେ ପ୍ରଚାର କରୁଛନ୍ତି ।
ଏଠି ନିରୋଳା ପଣା ପିଇବାକୁ ଦଉନାହାଁନ୍ତି। ବରଂ ପଣା ସାଙ୍ଗରେ ଗଛଟିଏ ଉପହାର ଦଉଛନ୍ତି ଆଉ କହୁଛନ୍ତି, ପଣା ପିଅନ୍ତୁ ଗଛ ଲଗାନ୍ତୁ।
କେବଳ ଚନ୍ଦକା ଅଭୟାରଣ୍ୟ ନୁହେଁ, ରାଜ୍ୟର ଅନେକ ସ୍ଥାନରେ ଏବେ ବନାଗ୍ନିର ପ୍ରକୋପ । ଶିମିଳିପାଳଠୁ ଆରମ୍ଭ କରି କେନ୍ଦୁଝର ଯାଏଁ ସବୁଠି ଜଙ୍ଗଲକୁ ଗ୍ରାସ କଲାଣି ବନାଗ୍ନି ।
ଏହାପୂର୍ବରୁ କଂଗ୍ରେସ ସାରା ରାଜ୍ୟରେ ବିଜେଡି-ବିଜେପିର ପ୍ରତିକାତ୍ମକ ବାହାଘର କରିଥିଲା ।
ବିଜେଡି ମହେଶ ସାହୁଙ୍କୁ ହିନ୍ଦୋଳରୁ ଟିକେଟ ଦେବା ପରେ ଅସନ୍ତୁଷ୍ଟ ହୋଇ ସୀମା ଦଳ ଛାଡ଼ିଥିଲେ। ଆଜି ସେ ବିଜେପିରେ ଯୋଗ ଦେଇଛନ୍ତି ।
ଅନ୍ୟପକ୍ଷରେ ଏହି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି ।
ବିଜେଡି ଛାଡ଼ି ପଦ୍ମ ଧରିଲେ ୮ ହଜାରରୁ ଅଧିକ କର୍ମୀ । ବିଜେଡି ଗଡ଼ରେ ଶକ୍ତି ବୃଦ୍ଧି କରୁଛି ବିଜେପି ।
ଖାଲି ସେତିକି ନୁହେଁ ବିରୋଧୀଙ୍କ ପ୍ରଲୋଭନକୁ ପ୍ରତ୍ୟାଖାନ କରି ସୁରଙ୍କୁ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଘଟଣା ପରେ ସୁରେନ୍ଦ୍ର ସେଠୀ ନିର୍ବାଚନ ଲଢ଼ିବା ସମ୍ଭାବନା ବଢ଼ିଛି।
ନ୍ୟୁଜ୍ ଏଜେନ୍ସି ANI ର ସୂଚନା ଅନୁଯାୟୀ, ଚୋରା ଚାଲାଣକାରୀମାନେ ହୀରାକୁ ନୁଡୁଲ୍ସର ପ୍ୟାକେଟରେ ଲୁଚାଇ ରଖିଥିଲେ, ଯାହାଫଳରେ କେହି ଏହାକୁ ସନ୍ଦେହ କରିପାରିବେ ନାହିଁ, କିନ୍ତୁ କଷ୍ଟମ୍ ବିଭାଗ ଯାଞ୍ଚ ସମୟରେ ଏହାକୁ ଜବତ କରିଥିଲା ।
ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ଓ କେନ୍ଦୁଝରରେ ତାମମାତ୍ରା ରହିଛି ୪୧ ଡିଗ୍ରୀ ସେଲସିୟସ ।
ପୂର୍ବରୁ ଅଙ୍କିତ ୩ଥର ପରୀକ୍ଷା ଦେଇଥିଲେ ମଧ୍ୟ ତାଙ୍କୁ ସଫଳତା ମିଳିପାରିନଥିଲା । ହେଲେ ନିଜର ଧୈର୍ଯ୍ୟ ନହରାଇ ବାରମ୍ବାର ପ୍ରୟାସ କରିଚାଲିଥିଲେ ସେ । ଯାହା ପାଇଁ ଆଜି ସେ ଏହି ସଫଳତା ପାଇପାରିଛନ୍ତି ।
ବନ୍ୟଜନ୍ତୁଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ କରି ଟଙ୍କା ରୋଜଗାର ମାମଲାରେ ତଦନ୍ତ କରିବ ଇଡି।