ନିର୍ବାଚନ ଆସୁଛି ବୋଲି ରାଜନେତା ଓ ରାଜନୈତିକ ଦଳ ସିନା ଭୋଟ୍ ଗୋଟେଇବାକୁ ଅଣ୍ଟା ଭିଡ଼ିଛନ୍ତି । ହେଲେ ଗ୍ରାଉଣ୍ଡ ଜିରୋରେ କିନ୍ତୁ ରାଗ ତମ ତମ ହୋଇ ଭୋଟ୍ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ଭୋଟର୍ ।
ବୈଶାଖ ଆସିବା ଆଗରୁ ମୁଣ୍ଡଫଟା ଖରା ଓ ଅସହ୍ୟ ଗ୍ରୀଷ୍ମ ପ୍ରବାହର ତାଉ । ଆଭ୍ୟନ୍ତରୀଣ ଓଡ଼ିଶାରେ ତ ଅଘୋଷିତ କର୍ଫ୍ୟୁ ।
ନିର୍ବାଚନ ଆସୁଛି ବୋଲି ରାଜନେତା ଓ ରାଜନୈତିକ ଦଳ ସିନା ଭୋଟ୍ ଗୋଟେଇବାକୁ ଅଣ୍ଟା ଭିଡ଼ିଛନ୍ତି । ହେଲେ ଗ୍ରାଉଣ୍ଡ ଜିରୋରେ କିନ୍ତୁ ରାଗ ତମ ତମ ହୋଇ ଭୋଟ୍ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ଭୋଟର୍ ।
ବିଜେଡିରୁ ଖାଲି ହୋଇଯିବେ କି କ୍ରାଉଡପୁଲର ? ଗତ ୪ ଦିନରେ ଶଙ୍ଖ ଦଳଠୁ ସଂପର୍କ ଛିନ୍ନ କଲେଣି ଚାରି ଚାରି ଜଣ ଓଲିଉଡ ଷ୍ଟାର। ଅରିନ୍ଦମ ଓ ସିଦ୍ଧାନ୍ତଙ୍କ ପରେ ଆଜି ବିଜେଡିକୁ ଅଲବିଦା କହିଛନ୍ତି ଅନୁଭବ ଓ ଆକାଶ।
ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବଢୁଥିବା ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।
ନୟାଗଡ଼ ବିଧାୟକ ଅରୁଣ ସାହୁ ଉଚ୍ଚଶିକ୍ଷା ମନ୍ତ୍ରୀ ବି ଥିଲେ। ହେଲେ ମନ୍ତ୍ରୀ ଥାଇ ବି ଜିଲ୍ଲାର କୌଣସି ଶିକ୍ଷାନୁଷ୍ଠାନରେ ବିଏଡ୍ ଖୋଲି ନ ପାରିବାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି।
ରେକର୍ଡ ସ୍ତରରେ ସୁନା ଦର । ୭୦ ହଜାର ଛୁଇଁଲା ଖାଣ୍ଟି ସୁନା । ୨୨ କ୍ୟାରେଟ୍ ୬୩ ହଜାର ପାର୍ । ସୁନାର ଏମିତି ଦର ଦେଖି ସୁନାଗହଣା କିଣିବାକୁ ଡରିଲେଣି ଗ୍ରାହକ ।
କେଉଁଠି ପାଣି ଟ୍ୟାପ୍ ଅଚଳ ତ ଆଉ କେଉଁଠି ଭାଙ୍ଗି ଗଲାଣି । ରାଉରକେଲାରେ ପାଣି ନେବା ପାଇଁ ବ୍ୟକ୍ତି ଜଣଙ୍କ ଟ୍ୟାପ୍ ପ୍ରେସ୍ କରୁଛନ୍ତି, ହେଲେ ପାଣି ଆସୁନି ।
କାଲିଫର୍ଣ୍ଣିଆ ଲାନକାଷ୍ଟରର ୨୯ ବର୍ଷୀୟା ମହିଳା ମିଚେଲ୍। ସେ କିଶୋର ଥିବା ସମୟରୁ ଘୁଷୁରୀ ରକ୍ତ ପିଉଛନ୍ତି।
ଏମାନଙ୍କ ବ୍ୟତୀତ ପାଣ୍ଡିଆନଙ୍କ ପାଇଁ ଜଣେ ପର୍ସନାଲ୍ ସିକ୍ୟୁରିଟି ଅଫିସର୍ ମଧ୍ୟ ନିଯୁକ୍ତ କରାଯାଇଛି।
୧୫-୨୯ ବର୍ଷ ବୟସରେ ବେକାରୀ ହାର ୨୦୦୦ ମସିହାରେ ୮୮.୬ ପ୍ରତିଶତ ଥିବାବେଳେ ୨୦୨୨ ବେଳକୁ ଏହା ହ୍ରାସ ପାଇ ୮୨.୯ ପ୍ରତିଶତ ହୋଇଛି।
ବେଙ୍ଗାଲୁରୁର ପିଜିରୁ ୧୦ ଲକ୍ଷରୁ ଅଧିକ ମୂଲ୍ୟର ୨୪ଟି ଲାପଟପ୍ ଚୋରି ଅଭିଯୋଗରେ ୨୬ ବର୍ଷ ବୟସ୍କ ଜଣେ ପୂର୍ବତନ IT କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ୍।
୨୦୧୯ ନିର୍ବାଚନ ପୂର୍ବରୁ ପ୍ରବଳ ଅସନ୍ତୋଷ ପ୍ରକାଶ କରି ବିଜେଡି ଛାଡ଼ି ବିଜେପିକୁ ଆସିଥିଲେ ସୁକାନ୍ତ।
ଖରା ବଢ଼ିଥିବା ବେଳେ ଏଭଳି ଭିଡ଼ ଅନେକ ସମସ୍ୟା ସୃଷ୍ଟି କରିଛି। ଥରେ ଅଧେ ନୁହେଁ ଏଭଳି ଗଳା ବାଟରେ ବାହାରୁ ଆସିଥିବା ପର୍ଯ୍ୟଟକଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ା ଯାଉଛି।
ଏହାରି ମଧ୍ୟରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇଜଣ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ତାଙ୍କ ଗାଡ଼ିକୁ ରାସ୍ତା ମଝିରେ ପାର୍କିଂ କରି ଭିଡିଓ କରୁଛନ୍ତି।
ଶିମିଳିପାଳ ଅଭୟାରଣ୍ୟ ପାଲଟିଛି ଅଫିମ ବଣ । କୋର୍ ଏରିଆରେ ଖୁଲମ୍ ଖୁଲା ଚାଲିଛି ଅଫିମ ଚାଷ ।
ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। କେତେକ ନେତାଙ୍କ ପାଇଁ ଅବସର ହୋଲି। ତେଣୁ ରାଜନୀତିରେ ରଙ୍ଗ ଲାଗିବାର ଥିଲା। ଆଉ ଲାଗିଲା ବି।
ଫଗୁଣର ରଙ୍ଗରେ ସବୁ ରଙ୍ଗୀନ, ସମସ୍ତେ ମତୁଆଲା। ଫଗୁ, ଅବିର, ରଙ୍ଗ ଖେଳରେ ମାତିଲେ ସମସ୍ତେ କେଉଁଠି ରେନ୍ ଡାନ୍ସ ତ କେଉଁଠି କାଦୁଅ ହୋଲି। ବିଭିନ୍ନ ସ୍ଥାନରେ ଦହି ହାଣ୍ଡି ଭଙ୍ଗା ହେଲା ।
ଭୁଶୁଡୁଛି ବିଜେଡିର ଗଞ୍ଜାମ ଗଡ଼! ପ୍ରଦୀପ ପାଣିଗ୍ରାହୀ ସାଜିଛନ୍ତି ପୁରୋଧା। ଦିଗପହଣ୍ଡିରୁ ବିପିନ ପ୍ରଧାନ ପରେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଛାଡିଛନ୍ତି ବିଜେଡି ହାତ।
ବାଜା ବାଜାଇ । ତାଳେ ତାଳେ ଜମାଣିଆ ନାଚ ବି । କୌଣସି ବାହା କି ବ୍ରତଘର ହେଉନାହିଁ। ନିଜ ଅତି ପ୍ରିୟ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ଲାଗି ଏକ ଶୋଭାଯାତ୍ରା ବାହାର କରିଥିଲେ ପୁରାତନ ଛାତ୍ରଛାତ୍ରୀ ।