• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

Narendra Modi On Rahul
ରାୟବରେଲିରୁ ରାହୁଲ କଲେ ନାମାଙ୍କନ ଦାଖଲ...କଟାକ୍ଷ କଲେ ମୋଦି, କହିଲେ...

ଜାତୀୟ ରାଜନୀତିକୁ ସରଗରମ କରିଛି କଂଗ୍ରେସର ରାହୁଲ ମୁଭ୍ । ଏଥର ୱାଏନାଡ଼ ସହ ଅମେଠି ନୁହେଁ, ମାଆ ସୋନିଆଙ୍କ ଆସନ ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି ।

sujata karthikeyan
ନିର୍ବାଚନ କମିଶନଙ୍କ ଛାଟ; ସୁଜାତା କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗକୁ ବଦଳି

ସୁଜାତା କାର୍ତ୍ତିକେୟନଙ୍କ ସ୍ଥାନରେ ଶାଳିନୀ ପଣ୍ଡିତ ହେଲେ ମିଶନ ଶକ୍ତି ସଚିବ।

Election
ଟ୍ୱିନ୍‌ସିଟିରେ ବଢିଲାଣି ରାଜନୈତିକ ଉଷ୍ମତା, ଗଡ଼ ଜିତିବା ଲାଗି ସବୁ ପ୍ରାର୍ଥୀଙ୍କ ମନରେ ରହିଛି ଆଶା

ସାଧାରଣ ନିର୍ବାଚନ ଲାଗି ଟ୍ୱିନ୍‌ସିଟିରେ ବଢିଲାଣି ରାଜନୈତିକ ଉଷ୍ମତା । ଆଜି ଲୋକସଭା ଓ ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ।

BJD
ବିଜେଡିରେ ଜଳ ଜଳ ପରିବାରବାଦ ଟ୍ରେଣ୍ଡ୍, ସାଂଗଠନିକ ସଂପାଦକଙ୍କ ଘରକୁ ଗଲା ଦୁଇ ଦୁଇଟି ଟିକେଟ୍

ଚୁଲିକି ଗଲା ବିଜେଡିରେ ପରିବାରବାଦ ବିରୋଧୀ ନାରା । ଗୋଟିଏ ପରିବାରରୁ ଗୋଟିଏ ଟିକେଟ୍ ଘୋଷାଣା ସହ ଏକଦା ଦଳୀୟ ନେତା ଯାହାକୁ ଏହାର ଟ୍ରେଣ୍ଡ୍ ସେଟର୍ କରିଥିଲେ, ତାଙ୍କରି ପରିବାରରୁ ହିଁ ଦୁଇ ଦୁଇ ଜଣଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

BJD-BJP
ନାମାଙ୍କନ ବେଳେ ମୁହାଁମୁହିଁ ବିଜେଡି-ବିଜେପି, ନାରାବାଜିରେ କଂପିଲା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ୍

ସମୟ ପ୍ରାୟ ୧୨ଟା ୩୦। ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ। ହାଇପ୍ରୋଫାଇଲ ନେତାଙ୍କ ହାଇଭୋଲଟେଜ୍ ନାମାଙ୍କନ ବେଳେ ଅପ୍ରୀତିକର ସ୍ଥିତି।

overhead shades
ଖରାରୁ ବର୍ତ୍ତିବା ପାଇଁ ଅଭିନବ ପ୍ରୟାସ, ଟ୍ରାଫିକ୍‌ ପୋଷ୍ଟରେ ଲାଗିଲା ଅସ୍ଥାୟୀ ସେଡ୍‌

ତେବେ ପ୍ରଚଣ୍ଡ ଗ୍ରୀଷ୍ମ ଦାଉରେ ଡହଳ ବିକଳ ହେଉଥିବା ରାଜଧାନୀବାସୀଙ୍କୁ ମିଳିଛି ସାମନ୍ୟ ଆଶ୍ୱସ୍ତି । ରାଜଧାନୀ ଟ୍ରାଫିକ ଛକରେ ବନ୍ଧାଗଲା ପାଲ।

SCB Medical
ଅଂଶୁଘାତ ୱାର୍ଡରେ କାମ କରୁନି ଏସି, ଗରମ ଗୁଳୁଗୁଳିରେ ହନ୍ତସନ୍ତ ଗୁରୁତର ରୋଗୀ

ଏସସିବି ମେଡିକାଲରେ ଇଲେକ୍ଟ୍ରି ମେଣ୍ଟେନାନସ କରୁଥିବା ଠିକାଦାରମାନେ ବକେୟା ପାଉଣା ପାଇନାହାନ୍ତି । ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବା ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଉଛି।

Shyam Rangeela
କିଏ ଏହି ଶ୍ୟାମ ରଙ୍ଗିଲା ? ଯିଏ ମୋଦିଙ୍କ ବିପକ୍ଷରେ ଲଢ଼ୁଛନ୍ତି ନିର୍ବାଚନ...

୧୯୯୪ ମସିହାରେ ରାଜସ୍ଥାନର ହନୁମାନଗଡ଼ରେ ଜନ୍ମ ଗ୍ରହଣ କରିଥିଲେ ଶ୍ୟାମ ରଙ୍ଗିଲା ।

Santosh Khatua
ନୀଳଗିରିରୁ ସୁକାନ୍ତଙ୍କୁ ମିଳିଲା ଟିକେଟ୍‌, ବିଜେଡି ଛାଡ଼ିଲେ ସନ୍ତୋଷ ଖଟୁଆ

ତେବେ ଆଗକୁ ସନ୍ତୋଷ କେଉଁ ଦଳରେ ଯୋଗ ଦେବେ ସେନେଇ ସ୍ପଷ୍ଟ କରିନାହାନ୍ତି।

Dubai Rain
ପୁଣି ଦୁବାଇରେ ପ୍ରବଳ ବର୍ଷା, ବାତିଲ ହେଲା ବିମାନ ସେବା

ଏଥିସହ ବର୍ଷା ଓ ଝଡ଼ ତୋଫାନ ପାଇଁ ଅନେକ ବିମାନ ଉଡାଣ ଓ ବସ୍‌ ସେବାକୁ ମଧ୍ୟ ବାତିଲ କରାଯାଇଛି ।

Anubhav Patnaik
ମିଳିଲାନି ଟିକେଟ୍‌, ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ

ଟିକେଟ ନଦେଇ ଦଳ ପୁଣି ଥରେ ଅନ୍ୟାୟ କରିଛି ବୋଲି କହିଛନ୍ତି ଅନୁଭବ ପଟ୍ଟନାୟକ ।

Thunderstorm
ଆଶ୍ୱସ୍ତି ଦେଲା କାଳବୈଶାଖୀ, ଟ୍ୱିନ୍‌ ସିଟିରେ ମେଘୁଆ ପାଗ ସହ ଝିପିଝିପି ବର୍ଷା

ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ଓ ବଜ୍ରପାତ ନେଇ ୬ ଜିଲ୍ଲା ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କଟକ, କନ୍ଧମାଳ ଓ ଢେଙ୍କାନାଳକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

Narendra Modi
୬ରେ ଓଡ଼ିଶା ଆସିବେ ମୋଦି

ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ସକାଳ ୧୦ଟାରେ ବ୍ରହ୍ମପୁରରେ ଜନସଭାକୁ ସମ୍ବୋଧିତ କରିବେ ।

Narendra Modi
ମେ’ ୬ରେ ଓଡ଼ିଶା ଆସିବେ ମୋଦି, ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ଜନସଭା

୬ ତାରିଖ ସକାଳ ୧୦ଟାରେ ବ୍ରହ୍ମପୁରରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।

Girl dies while dancing
ବଡ଼ ଭଉଣୀ ବାହାଘରରେ ଉଠିଲା ସାନ ଭଉଣୀର କୋକେଇ

ଆସୁଥିଲା ବର... କନ୍ୟାଘର ଥିଲା ଉତ୍ସବମୁଖର । ହଠାତ୍‌ ଘଟିଗଲା ଅଘଟଣ । ବଡ଼ ଭଉଣୀ ମଥାରେ ସିନ୍ଦୂର ଲାଗିବା ପୂର୍ବରୁ ଉଠିଲା ସାନ ଭଉଣୀର କୋକେଇ ।

Monkey
ମା’ କୋଳକୁ ଫେରିଲା ପାତିଛୁଆ

ମା’ ମାଙ୍କଡ଼ର କଲିଜାର ଟୁକୁଡାକୁ କେହି ଗୋଟାଏ ନେଇ ଯାଇଛି । ସେଇଥିପାଇଁ ସେ ମୋବାଇଲ ଅଣ୍ଡାଳୁଛି। ସ୍କ୍ରଲ୍ କରି ନିଜ ଛୁଆକୁ ଖୋଜୁଛି । ମା’ ମନ ବୁଝୁନି ତାର...

Mitsuko Torrori
ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ବନିଗଲେ ଏୟାର ଲାଇନ୍ସ ସିଇଓ

ସଫଳତାର ଶିଖର ଛୁଇଁଲେ ମହିଳା ! ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ବନିଗଲେ ଏୟାର ଲାଇନ୍ସ ସିଇଓ । ପ୍ରଥମ ଥର ପାଇଁ ଜାପାନରେ କଲେ ଇତିହାସ ସୃଷ୍ଟି ।

WhatsApp
ହ୍ୱାଟସଆପ୍‌ରେ ଆଉ ନେଇପାରିବେନି ସ୍କ୍ରିନସଟ୍‌

ହ୍ୱାଟସଆପ୍‌ରେ ଆଉ ନେଇପାରିବେନି ସ୍କ୍ରିନସଟ୍‌ । ଖୁବ୍‌ ଶୀଘ୍ର ହ୍ୱାଟସଆପ୍‌ ଆଣିବାକୁ ଯାଉଛି ନୂଆ ଫିଚର ।

Heat Wave
ବିଶ୍ୱର ସବୁଠୁ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩

ବିଶ୍ୱର ୧୦ ଉତ୍ତପ୍ତ ସହର ଓଡ଼ିଶାର ୩ ସହର ରହିଛି । ଏହି ତାଲିକାରେ ବାରିପଦା ଦ୍ୱିତୀୟ ସ୍ଥାନରେ ଥିବାବେଳେ ବାଲେଶ୍ୱର ତୃତୀୟ ଓ ଭୁବନେଶ୍ୱର ଦଶମ ସ୍ଥାନରେ ରହିଛି ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।