୨୪ ମହାସମର ଅବସରରେ ଓଡ଼ିଶା ଉପରେ ବିଜେପି ଶୀର୍ଷ ନେତାଙ୍କ ଜବରଦସ୍ତ ଫୋକସ୍ । ପ୍ରଥମେ ଶାହ, ପରେ ମୋଦି, ନଡ୍ଡା ଓ ଜୟଶଙ୍କରଙ୍କ ପରେ ପୁଣି ମୋଦି, ରାଜନାଥଙ୍କ ଆଗାମୀ କାର୍ଯ୍ୟକ୍ରମକୁ ନେଇ ଉତ୍ସାହିତ ବିଜେପି ଶିବିର ।
ଏହି ଆକ୍ରମଣରେ ଉମାବଲ୍ଲଭଙ୍କ ମୁଣ୍ଡ ଫାଟିଥିବା ବେଳେ ମୁହଁରେ ବି ଆଘାତ ଲାଗିଛି।
ବିକଶିତ ଓଡ଼ିଶା ପାଇଁ ରାଜ୍ୟ ବିଜେପିର ୨୧ ସଂକଳ୍ପ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଭୁବନେଶ୍ୱରରେ ରାଜ୍ୟ ବିଜେପିର ନିର୍ବାଚନ ସଂକଳ୍ପପତ୍ର ଉନ୍ମୋଚନ କରି ଦେଇଛନ୍ତି ଅନେକ ଗୁରୁତ୍ୱପୂର୍ଣ୍ଣ ଗ୍ୟାରେଣ୍ଟି।
‘ରାଜ୍ୟରେ ରାଜନୈତିକ ନିୟନ୍ତ୍ରଣ ଶେଷ ହୋଇଯାଇଛି। ସବୁ କିଛି ବ୍ୟୁରୋକ୍ରାସି ହାତରେ ରହିଛି।
ବିଜେପି ପକ୍ଷରୁ ଆଜି ଜାରି ହୋଇଥିବା ୨୧ ସଂକଳ୍ପ ମଧ୍ୟରେ ଶ୍ରୀମନ୍ଦିର ପ୍ରସଙ୍ଗକୁ ଦିଆଯାଇଛି ଗୁରୁତ୍ୱ ।
ଏହି ସଂକଳ୍ପ ପତ୍ରରେ ମହିଳାମାନଙ୍କୁ ଗୁରୁତ୍ୱ ଦେଇଛି ବିଜେପି। ୨୦୨୪ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାରକୁ ଆସିଲେ ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରିବ ବୋଲି ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦେଇଛି ।
ଏକ ଭିଡିଓ ମାଧ୍ୟମରେ ତାଙ୍କ ଧଳା ରଙ୍ଗର ଟି-ସାର୍ଟ ଓ କ୍ୟାମ୍ପେନକୁ ନେଇ ନିଜର ମତ ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି।
ଆଜି ଅପରାହ୍ମ ସାଢ଼େ ଦୁଇଟି ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ର ୪୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।
ସୁଜିତ ମହାପାତ୍ରଙ୍କ ଟିକେଟ କଟିବା ପରେ ପୁରୀ ଜିଲ୍ଲା କଂଗ୍ରେସ ଅଫିସ୍ରେ ପଶି ପାଟିତୁଣ୍ଡ ସହ ଭଙ୍ଗାରୁଜା କରିଛନ୍ତି ସୁଜିତଙ୍କ ସମର୍ଥକ ।
ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରିବେ । ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।
ଭିଡିଓଟି ଦେଖିବା ପୂର୍ବରୁ, ପ୍ରଥମରୁ ହିଁ ଆମେ ଆପଣଙ୍କୁ ଅନୁରୋଧ କରିବାକୁ ଚାହୁଁଛୁ, ଦୟାକରି ଏହାକୁ ନକଲ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଏଥିରେ ହୁଏତ ବିପଦ ରହିଛି। କାରଣ ଭିଡିଓରେ ନିଜ
କେଉଁଠି ଆମ ଶିକ୍ଷା ବ୍ୟବସ୍ଥା ? କେଉଁଠି ଏ କୁନିକୁନି ପିଲାଙ୍କ ଭବିଷ୍ୟତ ? କୁଆଡେ ଗଲା ୫ଟି ସ୍କୁଲ ନାରା ?
ଜଣେ ହତଭାଗା ବାପାର ଏ କୋହଭରା ଗହାରି । କାହାକୁ ଦୋଷ ଦେବ... କିଏ ଅବା ଶୁଣିବ... କହା ନାଁରେ ଅଭିଯୋଗ କରି ଆଖିରୁ ଦୁଇଧାର ଲୁହ ଗଡ଼ାଇବ ।
ଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁସରଣ କରି ଇଣ୍ଟରନେଟ୍ ସେନ୍ସସନ୍ ପାଲଟି ଯାଇଥିଲେ ଶ୍ୟାମ ରଙ୍ଗିଲା ।
ସୁଜାତା କାର୍ତ୍ତିକେୟନଙ୍କୁ ଗତକାଲି ବଦଳି ନିର୍ଦ୍ଦେଶ ଦେଇଥିଲେ ECI । ବିଜେପିର ସାଙ୍ଘାତିକ ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ।
ଜାତୀୟ ରାଜନୀତିକୁ ସରଗରମ କରିଛି କଂଗ୍ରେସର ରାହୁଲ ମୁଭ୍ । ଏଥର ୱାଏନାଡ଼ ସହ ଅମେଠି ନୁହେଁ, ମାଆ ସୋନିଆଙ୍କ ଆସନ ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି ।
ପ୍ରଥମ କରି ନିର୍ବାଚନ ପ୍ରଚାରରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସୋମବାର ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ସଭା ।
ବିଜେଡିର ବଡ ଭୋଟ୍ ବ୍ୟାଙ୍କ ଉପରେ ଜୋରଦାର ମାଡ଼। ଶାସକ ଦଳର ଏସ୍ଏଚ୍ଜି ସିଷ୍ଟମ୍କୁ ଇସିଆଇ ଝଟକା। ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ବଦଳି ନିର୍ଦ୍ଦେଶ। ଆକ୍ସନ ମୋଡରେ ନିର୍ବାଚନ କମିଶନ୍।
ଯେଉଁ ଦଳ ପାଇଁ ଦିନେ ଓକିଲାତି କରୁଥିଲେ ଏବେ ସେଇ ଦଳ ତାଙ୍କୁ ଟିକେଟ ଖଣ୍ଡିଏ ଦେଲାନି। ଶେଷରେ ଖଣ୍ଡପଡାରୁ ବିଜେଡି ଟିକେଟ ନମିଳିବା ପରେ ସ୍ୱାଧୀନ ଭାବେ ନାମାଙ୍କନ ଭରିଲେ ପୂର୍ବତନ ବିଜେଡି ବିଧାୟକ ଅନୁଭବ ପଟ୍ଟନାୟକ।
ପ୍ରଥମ କରି ନିର୍ବାଚନ ପ୍ରଚାରରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସୋମବାର ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ସଭା ।